ମଡ୍ କୁକିଜ୍
ବିବାହ, ବ୍ରତ ହେଉ ଅବା କୌଣସି ଫଙ୍କ୍ଶନ୍, ଅନେକ ସୁସ୍ବାଦୁ ବ୍ୟଞ୍ଜନର ବ୍ୟବସ୍ଥା କରାଯାଏ। ଲୋକେ ଯେତିକି ଖାଆନ୍ତି ନଷ୍ଟ ଅଧିକ କରନ୍ତି। କୁଢ଼ କୁଢ଼ ଖାଦ୍ୟ ଅଳିଆଗଦାକୁ ଯାଏ। ତେବେ ଖାଲି କୌଣସି କାର୍ଯ୍ୟକ୍ରମରେ ନୁହେଁ ଏମିତିକି ଘରେ...
ଆଙ୍ଗ୍ଲୋ-ସାକ୍ସନ ଶବ୍ଦ ‘ଏରଦା’ରୁ ‘ଆର୍ଥ’
ସୌରମଣ୍ଡଳର ଗ୍ରହଗୁଡ଼ିକର ନାମକରଣ ପ୍ରାୟତଃ ଗ୍ରୀକ୍ ବା ରୋମ୍ ଦେବତାଙ୍କ ନାମାନୁସାରେ ନାମିତ ହୋଇଥାଏ। ମାର୍ସ, ନେପ୍ଚ୍ୟୁନ୍ ଆଦି ଏହାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ। ମାତ୍ର ଆମେ ବସବାସ କରୁଥିବା ତଥା ସୌରମଣ୍ଡଳର ଏକମାତ୍ର ଜୀବନୋପଯୋଗୀ ଗ୍ରହ ପୃଥିବୀର ନାମକରଣ...
ଫିଙ୍ଗର୍ ଟାଟୁ
ଟାଟୁ କ୍ରେଜ୍ ତ ପିଲାଠୁ ବୁଢ଼ା ସମସ୍ତଙ୍କଠାରେ ଦେଖିବାକୁ ମିଳୁଛି। କିଏ ହାତରେ ତ କିଏ ବେକରେ ଆଉ କିଏ ମୁହଁ ଅବା ଦେହର ବିଭିନ୍ନ ସ୍ଥାନରେ ଟାଟୁ କରାଇଥାଆନ୍ତି। ତେବେ ନିକଟରେ ଫିଙ୍ଗର ଟାଟୁର କ୍ରେଜ୍ ବେଶ୍ ଦେଖିବାକୁ...
୧ କି.ଗ୍ରା. ଓଜନର ସୁନା କାନଫୁଲ
ଭାରତର ବହୁ ପୁରୁଣା ସୁନା ଗହଣା ନିର୍ମାତା ଜିଆର୍ଟି ଜୁଏଲର୍ ନିକଟରେ ଉନ୍ମୋଚନ କରିଛନ୍ତି ୧ କି.ଗ୍ରା. ଓଜନର ଏକ ଝୁମ୍କା ଇୟରିଂ। ଏହି ବିରାଟକାୟ ଇୟରିଂ ସମ୍ପୂର୍ଣ୍ଣଭାବେ ହାତ ତିଆରି। ବିଶ୍ୱାସ କରାଯାଉଛି ଏହା ହେଉଛି ପୃଥିବୀର ସବୁଠାରୁ...
ବେସାହାରା ପ୍ରାଣୀଙ୍କ ସାହାରା ୯ ବର୍ଷର ବାଳକ
ଅନେକ ସମୟରେ ପାଖରେ ଟଙ୍କା ଥାଇ ବି ମନରେ ଅନ୍ୟକୁ ସାହାଯ୍ୟ କରିବା ମନୋବୃତ୍ତି ନ ଥିବା ଯୋଗୁ ଲୋକେ ଅନ୍ୟର ଅସୁବିଧା ଦେଖି ବି ଅଣଦେଖା କରିଦିଅନ୍ତି। ତେବେ ଋଷ୍ର ଜଣେ ୯ ବର୍ଷର ବାଳକ ପାଭେଲ ଆବ୍ରାମଭ୍ଙ୍କ...
ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ସହିତ କରାଯାଏ ଗଣେଶଙ୍କ ପୂଜା
କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ ଆନନ୍ଦ ଉଲ୍ଲାସର ପର୍ବ ଦୀପାବଳି। ଏହି ରାତିଟି ଅମା ଅନ୍ଧାକାର ହୋଇଥିଲେ ମଧ୍ୟ ଦୀପ ଆଲୋକରେ ସମଗ୍ର ଅଞ୍ଚଳ ହୋଇଥାଏ ଆଲୋକିତ। ପୌରାଣିକ କଥା ଅନୁସାରେ, ଦୀପାବଳିରେ ଧନ ସମ୍ପଦ...
ଦୀପାବଳିରେ ଉପହାର
ଦୀପାବଳିରେ ବନ୍ଧୁ ପରିଜନଙ୍କୁ କେଉଁଭଳି ଉପହାର ଦେବା ଦ୍ୱାରା ଶୁଭ ଲାଭ ମିଳିଥାଏ ସେ ସମ୍ପର୍କରେ… * ଦୀପାବଳି ଅବସରରେ ଧାତୁ ନିର୍ମିତ ଯେକୌଣସି ଉପହାର ଦେବା ଶୁଭ ବୋଲି କୁହାଯାଇଥାଏ। ଏହା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ବୋଲି...
ଏମିତି ନିଆରା ଢଙ୍ଗରେ ପାଳନ୍ତୁ ଦୀପାବଳି
ଦୀପାବଳିକୁ ଏମିତି କିଛି ନିଆରା ଢଙ୍ଗରେ ପାଳନ କରନ୍ତୁ ଯାହା ହୋଇଯିବ ଆପଣଙ୍କ ପାଇଁ ଖାସ୍ …. * ଏହି ଅବସରରେ ଅଭାବୀ ଲୋକଙ୍କୁ କିଛି ଦାନ କରନ୍ତୁ। ଅନାଥ ଶିଶୁ ବା ବେସାହାରା ବୃଦ୍ଧାବୃଦ୍ଧଙ୍କ ସହ ଏହି ଦିନଟିକୁ...
ଶକ୍ତିପୀଠ ଚାମୁଣ୍ଡେଶ୍ୱରୀ ମନ୍ଦିର: କେବେ ଓ କେମିତି ଯିବେ
ମା’ ଦୁର୍ଗାଙ୍କର ଏକ ସ୍ବରୂପ ‘ମା’ ଚାମୁଣ୍ଡେଶ୍ୱରୀ’ଙ୍କୁ ସମର୍ପିତ ପବିତ୍ର ଚାମୁଣ୍ଡେଶ୍ୱରୀ ମନ୍ଦିରଟି କର୍ନାଟକର ମହୀଶୂରଠାରୁ ପ୍ରାୟ ୧୩ କି.ମି . ଦୂରରେ ଥିବା ଚାମୁଣ୍ଡୀ ନାମକ ପାହାଡ଼ ଉପରେ ଅବସ୍ଥିତ। ଏହା ଏକ ଶକ୍ତିପୀଠ ଭାବେ ବି ଜଣାଶୁଣା।...
ପ୍ରଥମ ଦରମା ଟଙ୍କା ଘରକୁ ପଠାଇଥିଲି: ଶିକ୍ଷାବିତ୍ ତଥା ସାହିତ୍ୟିକ ଭାଗୀରଥି ବେହେରା
ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ଲଙ୍ଗଳେଶ୍ୱର ଗାଁରେ ମୋ ଜନ୍ମ। ବି.ଏସ୍ସି. ବି.ଏଡ୍. ପାସ୍ ପରେ ଭୁବନେଶ୍ୱରସ୍ଥିତ ଶବରସାହିରେ ନୂଆକରି ଖୋଲିଥିବା ଏକ ବେସରକାରୀ ଓଡ଼ିଆ ମିଡିୟମ ସ୍କୁଲରେ ଶିକ୍ଷକତା କଲି। ପାଖାପାଖି ୬ମାସ ପଢ଼େଇଲା ପରେ ବି...
ବ୍ୟକ୍ତିତ୍ୱ: ଔପନ୍ୟାସିକ କିରନ୍ ନାଗରକର
ସ୍ବାଧୀନୋତ୍ତର ଭାରତବର୍ଷର ସାହିତ୍ୟକୁ ଯେଉଁ କେତେଜଣ ଲେଖକ ବିଶ୍ୱ ସାହିତ୍ୟ ପରିସରରେ ପହଞ୍ଚାଇଛନ୍ତି ସେମାନଙ୍କ ମଧ୍ୟରେ ଜଣେ କିରନ୍ ନାଗରକର। ଜଣେ ଭାରତୀୟ ଇଂଲିଶ ଲେଖକ ଭାବରେ ତାଙ୍କର ସୁଖ୍ୟାତି କେବଳ ଭାରତରେ ସୀମିତ ନୁହେଁ; ଅଧିକନ୍ତୁ ଦେଶ ବିଦେଶରେ...
ଆମ ପରମ୍ପରାର ସୁନ୍ଦର ନିଦର୍ଶନ ଝୋଟି
ଆମ ଓଡ଼ିଆ ସଂସ୍କୃତିରେ ଝୋଟି ବା ଚିତାର ରହିଛି ଏକ ସ୍ବତନ୍ତ୍ର ମହତ୍ତ୍ୱ। ଓଡ଼ିଆ ଘରର ଯେକୌଣସି ପର୍ବପର୍ବାଣିରେ ଝୋଟି, ଚିତା ବା ରଙ୍ଗୋଲିର ଏକ ପ୍ରମୁଖ ଭୂମିକା। ଏହା ଦ୍ୱାରା ଘର ଭିତରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ...
Archives


