ଫୁରସତ

ମୂଷାଙ୍କ ପାଇଁ ପାଇଜାମା ଓ ମ୍ୟାଟ୍ରେସ୍‌

ପେଟ୍‌ ଭିତରେ ଅନେକେ ମୂଷା ବି ରଖନ୍ତି। ତାଙ୍କର ଯତ୍ନ ନିଅନ୍ତି, ଖାଇବାକୁ ଦିଅନ୍ତି ଓ ପଞ୍ଜୁରିରେ ରଖନ୍ତି। ତେବେ ନିକଟରେ ଜଣେ ମହିଳା ପୋଷା ମୂଷାଙ୍କ ପାଇଁ ତିଆରି କରିଛନ୍ତି ସୁନ୍ଦର ପାଇଜାମା। ତା’ସହ ସେମାନଙ୍କ ଆରାମ ପାଇଁ ତିଆରି…

ଆକର୍ଷଣୀୟ ମାଛ

ମାଛ ତ ଅନେକ ଦେଖିଛେ, ହେଲେ ଏଠାରେ ଯେଉଁ ମାଛଙ୍କ କଥା କୁହାଯାଉଛି, ସେମାନଙ୍କର ମନ ମୋହିନେଲା ଭଳି ରୂପରଙ୍ଗ ସାଙ୍ଗକୁ ଆଖିଦୃଶିଆ ଶରୀର ଗଢଣ ହିଁ ସେମାନଙ୍କୁ ଗୋଟିଏ ଗୋଟିଏ ଆକର୍ଷଣୀୟ ମାଛର ପରିଚିତି ଦେଇଛି… ପ୍ୟାରୋଟ୍‌ ଫିଶ୍‌: ଏହି…

ଅଣ୍ଡର ଓ୍ବାଟର ମ୍ୟୁଜିକ୍‌ ଫେଷ୍ଟିଭାଲ

ସଙ୍ଗୀତ ପ୍ରେମୀଙ୍କ ଲାଗି ପ୍ରତିବର୍ଷ ଫ୍ଲୋରିଡାରେ ଏକ ନିଆରା ମ୍ୟୁଜିକ ଫେଷ୍ଟିଭାଲ ଆୟୋଜନ କରାଯାଏ, ଯାହା ସମୁଦ୍ର ଗର୍ଭରେ ଅନୁଷ୍ଠିତ ହୋଇଥାଏ। ଏହି ମ୍ୟୁଜିକ୍‌ ଫେଷ୍ଟିଭାଲର ଆୟୋଜକ ବିଲ ବେକରଙ୍କ କହିବା ଅନୁଯାୟୀ ସାମୁଦ୍ରିକ ସମ୍ପଦର ସଂରକ୍ଷଣ ପ୍ରତି ଲୋକଙ୍କ ଭିତରେ…

ଇକୋ ଭିଲେଜ: ମୁଦୁଲିଗାଡ଼ିଆ

ଢାଉ ରଙ୍ଗର କାନ୍ଥରେ ଧଳା ରଙ୍ଗର ଝୋଟି । ରାସ୍ତାଘାଟ ସୁନ୍ଦର ପରିଚ୍ଛନ,ଘରେ ଘରେ ଶୌଚାଳୟ, ଗ୍ୟାସ୍‌ ଆଉ ବିଶୁଦ୍ଧ ପିଇବା ପାଣି। ପଲିଥିନ, ପ୍ଲାଷ୍ଟିକ୍‌ ଏଠି ପୂରା ମନା। ଇଏ ହେଲା ନୟାଗଡ ଜିଲାର ଇକୋ ଫ୍ରେଣ୍ଡଲି ଗାଁ ମୁଦୁଲିଗାଡ଼ିଆ……

ସୁନାର ୫୦ ତୁଳସୀପତ୍ର ଚଢ଼ାଇଲେ ଶ୍ରଦ୍ଧାଳୁ

ବିଶାଖାପାଟଣା: ଭଗବାନଙ୍କ ନିକଟରେ ନିଜର ଭକ୍ତି ଓ ଆସ୍ଥାକୁ ଲୋକେ ବିଭିନ୍ନ ଉପାୟରେ ପ୍ରକାଶ କରିଥାନ୍ତି। ଅନେକ ଲୋକ ମନ୍ଦିରରେ ଦାନ କରି ଶାନ୍ତି ମଧ୍ୟ ଲାଭ କରନ୍ତି। ନିଜ କ୍ଷମତା ଅନୁଯାୟୀ ଲୋକେ ବସ୍ତ୍ର, ଟଙ୍କା ଏବଂ ସୁନା ରୁପା…

ଇତିହାସ ପାଲଟିବ ‘ଗଧ’

ନୂଆଦିଲ୍ଲୀ: ନିର୍ବୁଦ୍ଧିଆ ପ୍ରାଣୀ ଭାବେ ଦୁର୍ନାମ ମୁଣ୍ଡାଇଛି ଗଧ। ଏପରି କି ‘ଗଧ’ ନଁ। ଶୁଣିଲେ ମନରେ ଭିନ୍ନ ଭାବନା ସୃଷ୍ଟି ହୁଏ। ଦୀର୍ଘଦିନ ଧରି ଆମ ସମସ୍ତଙ୍କ ମାନସିକସ୍ତରରେ ଏହି ପ୍ରାଣୀଙ୍କୁ ନେଇ ନକାରାତ୍ମକ ଭାବନା ପୂରାଇ ଦିଆଯାଇଛି। ହେଲେ…

ଗଛରେ ଫଳୁଛି ୪୦ ପ୍ରକାର ଫଳ

ନ୍ୟୁୟର୍କ: ଆଜିର ବିଜ୍ଞାନ ଯୁଗରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ଅନେକ ଅସମ୍ଭବକୁ ସମ୍ଭବ କରିହେଉଛି। ବୈଜ୍ଞାନିକମାନେ ରିସର୍ଚ୍ଚ କରିବା ସହ ବିଭିନ୍ନ ଟେକ୍‌ନିକ୍‌ ପ୍ରୟୋଗ କରି ବହୁ ଅବିଶ୍ୱସନୀୟ ଜିନିଷ ଖୋଜି ବାହାର କରିଛନ୍ତି। ଏହି କ୍ରମରେ ନ୍ୟୁୟର୍କ ସେରାକୁଜ୍‌…

ସନ୍ତାନ ପ୍ରସବ ଲାଗି ମିଳେ ପ୍ରୋତ୍ସାହନ

କେତେକ ଦେଶରେ ଜନସଂଖ୍ୟା ଏତେ କମି ଯାଇଛି ଯେ ଏହା ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ସେମିତି ଏକ ଦେଶ ହେଉଛି ଫିନଲାଣ୍ଡ। ଏଠାରେ ଏବେ ଜନସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି। କାରଣ ଏଠାରୁ ଅଧିକାଂଶ ଲୋକେ ଦେଶ…

୨ଫୁଟ ବରକୁ ୬ ଫୁଟ କନ୍ୟା

ଇସଲାମାବାଦ,୨୨।୧୧: ପାକିସ୍ତାନ ବାସିନ୍ଦା ବୁରହାନ ଚିସ୍ତିଙ୍କ ଉଚ୍ଚତା ୨ ଫୁଟ୍‌। ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାହା ପୁଣି ତାଙ୍କ ବିବାହ ସମୟର। ଉକ୍ତ ଭିଡିଓରେ ସେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ତାହାପୁଣି…

୧୦ ଦେଶ ନିକଟରେ ରହିଛି ବିପୁଳ ପରିମାଣର ସୁନା, ଏହି ସ୍ଥାନରେ ରହିଛି ଭାରତ

ଆମ ପାଇଁ ସୁନା ସୁବଠୁ ମୂଲ୍ୟବାନ ଧାତୁ। କହିରଖୁଛୁ, ଯେଉଁ ଦେଶର ରିଜର୍ଭ ବ୍ୟାଙ୍କ ନିକଟରେ ଯେତେ ଅଧିକ ସୁନା ଗଚ୍ଛିତ ଥାଏ, ସେ ଦେଶ ସେତେ ଶକ୍ତିଶାଳୀ। ସୁନା ଗଚ୍ଛିତ ରଖିବାରେ ଆମେରିକାର ସ୍ଥାନ ସର୍ବାଗ୍ରେ। ଓ୍ବାଲର୍‌ଡ ଗୋଲ୍ଡ କାଉନସିଲ୍‌…

ବିଶ୍ୱର ସବୁଠୁ ସୁନ୍ଦରୀ ରାଣୀ, ତାଙ୍କ ରହସ୍ୟମୟ ଜୀବନ ସମ୍ପର୍କରେ ଜାଣନ୍ତୁ…

ଇତିହାସରେ ଅନେକ ରାଣୀଙ୍କ ବିଷୟରେ ଶୁଣିଥିବେ। ମାତ୍ର ବିଶ୍ୱରେ ଏମିତି ଜଣେ ରାଣୀ ଅଛନ୍ତି, ଯେକି ଖୁବ୍‌ ସୁନ୍ଦର। ତାଙ୍କୁ କେବଳ ସୁନ୍ଦରୀ ଭାବରେ ଗଣନା କରାଯାଏ ନାହିଁ, ତାଙ୍କ ଜୀବନ ମଧ୍ୟ ବେଶ୍‌ ରହସ୍ୟମୟ ଥିଲା। ଯାହା ଆଜି ବି…

ବିଏମ୍‌ଡବ୍ଲ୍ୟୁ, ମର୍ସିିଡିଜ୍‌କୁ ପଛରେ ପକାଇଦେବ ଏହି ଜେସିବି, ଘଣ୍ଟା ପ୍ରତି ବେଗ କେତେ ଜାଣନ୍ତୁ…

ଜେସିବିର ବ୍ୟବହାର ପ୍ରାୟ ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ। ଏହା ଖୁବ୍‌ ଧୀର ଗତିରେ ଚାଲିଥାଏ ବୋଲି ଜାଣିଛେ। କିନ୍ତୁ ମାର୍ଟିନ୍‌ ନାମକ ଜଣେ ବ୍ୟକ୍ତି ଜେସିବିକୁ ଏତେ ଦ୍ରୁତଗତିରେ ଚଳାଇଛନ୍ତି ଯେ, ବିଏମ୍‌ଡବ୍ଲ୍ୟୁ ଏବଂ ମର୍ସିଡିଜ୍‌ ବି ପଛରେ ପଡ଼ିଯିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?