ଫୁରସତ

୧୨ ବର୍ଷ ବୟସରେ ଡାଟା ବୈଜ୍ଞାନିକ ହେଲେ ୭ମ ଶ୍ରେଣୀର ଛାତ୍ର

ହାଇଦ୍ରାବାଦ,୨୬।୧୧:ହାଇଦ୍ରାବାଦର ୧୨ ବର୍ଷୀୟ ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲାଇ ଏକ ନିଆରା କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏତେ କମ୍‌ ବୟସରୁ ସେ ଡାଟା ବୈଜ୍ଞାନିକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏକ ସଫ୍ଟଓ୍ବେୟର କମ୍ପାନୀ ତାଙ୍କୁ ଡାଟା ବୈଜ୍ଞାନିକ ଭାବେ ଚାକିରି ଦେଇଛି।…

ମା’ ହେଲେ ରାଲି

ଢେଙ୍କାନାଳ: ଓଲିଉଡ ଅଭିନେତ୍ରୀ ରାଲି ନନ୍ଦ ସୋମବାର ମା’ ହୋଇଛନ୍ତି। ତାଙ୍କ କୋଳମଣ୍ଡନ କରିଛି ଏକ କନ୍ୟାସନ୍ତାନ। ଏହାପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ‘କଳିଙ୍ଗପୁତ୍ର’ ସିନେମାରୁ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିବା ରାଲି ୨୦୧୪ ଜୁଲାଇ ୨ରେ ବ୍ୟାଙ୍କ…

୧୫ ସ୍ତ୍ରୀଙ୍କ ପାଇଁ ଶହେ କୋଟିର କାର୍‌ କିଣିଲେ ଗରିବ ଦେଶର ରାଜା

ବିଶ୍ୱର ଗରିବ ଦେଶ ଭାବେ ବେଶ୍‌ ଜଣାଶୁଣା ଆଫ୍ରିକାର ସ୍ବାଜିଲାଣ୍ଡ ବା ଏବେକାର ଇସ୍ବାତିନି। ଏଠାରେ ୬୦ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ରୁହନ୍ତି ବୋଲି କୁହାଯାଏ। ହେଲେ ଏଠାକାର ରାଜା ମସ୍ବତି-୩ ଖୁବ୍‌ ବିଳାସ ବ୍ୟସନରେ ଦିନ କାଟନ୍ତି।…

ଅଦ୍ଭୁତ ଶିଶୁ: ୨ ମୁଣ୍ଡ, ୩ ହାତ; ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ

ଭୋପାଳ,୨୫।୧୧: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ହସ୍ପିଟାଲରେ ଜଣେ ଅଦ୍ଭୁତ ଶିଶୁ ଜନ୍ମ ନେଇଛନ୍ତି। ଯାହାର ୨ଟି ମୁଣ୍ଡ ଏବଂ ୩ଟି ହାତ। ଶିଶୁଟିକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ଏବେ…

ଏପରି ସ୍ଥାନ ଯେଉଁଠି ଅଛି ଜଳ ହେଲେ ନାହିଁ ଜୀବନ…

ପୃଥିବୀରେ ଜଳ ଥିବା ସ୍ଥାନରେ ଜୀବନ ରହିଥାଏ। ଅର୍ଥାତ୍‌ ସେଠାରେ ଜୀବିତ ପ୍ରାଣୀ ରହିଥାନ୍ତି। ତେବେ ଇଥୋପିଆର ଏପରି ଏକ ଅଞ୍ଚଳ ରହିଛି ଯେଉଁଠି ଜଳ ଅଛି, ମାତ୍ର ଜୀବନ ନାହିଁ। ଏଠାରେ ଥିବା ଦଲୋଲ ଅଞ୍ଚଳରେ ଏଭଳି ଦେଖାଯାଇଥାଏ। ଏଠାରେ…

ମୃତ୍ୟୁ ପ୍ରମାଣ ପତ୍ର ମାଗିବାରୁ ମୃତଦେହ ସହ ବୀମା କାର୍ଯ୍ୟାଳୟ ପହଞ୍ଚିଲେ ପରିଜନ

କୌଣସି ବ୍ୟକ୍ତିଙ୍କର ଯଦି ବୀମା କରାଯାଇଥିବା ତେବେ ମୃତ୍ୟୁ ପରେ ପରିଜନ ଏହାର ପ୍ରମାଣ ଦେଇ ଲାଭ ରାଶି ଉଠାଇ ପାରିବେ। ହେଲେ ଦକ୍ଷିଣ ଆଫ୍ରିକାରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକ ବୀମା କମ୍ପାନୀ…

ଦିନେ ରାହୁଲ ଗାନ୍ଧୀଙ୍କ ସହ ଆଫେୟାରକୁ ନେଇ ଥିଲେ ଚର୍ଚ୍ଚାରେ, ଏବେ ଏହି ବ୍ୟକ୍ତିଙ୍କୁ କଲେ ବିବାହ

ଲକ୍ଷ୍ନୌ,୨୪।୧୧: ଉତ୍ତରପ୍ରଦେଶ ରାୟବରେଲିର କଂଗ୍ରେସ ବିଧାୟିକା ଅଦିତି ସିଂ ଖୁବ ଶ୍ରୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନଭେମ୍ବର ୨୧ରେ ଦିଲ୍ଲୀରେ ତାଙ୍କ ବିବାହ ଅନୁଷ୍ଠିତ ହେବ। ଅଦିତି ପଞ୍ଜାବର କଂଗ୍ରେସ ବିଧାୟକ ଅଙ୍ଗଦ ସାଇନିଙ୍କୁ ବିବାହ କରିଛନ୍ତି। ୨୦୧୭ ମସିହାରେ…

୪୧ ବର୍ଷ ପରେ ମା’ଙ୍କୁ ଭେଟିଲେ ପୁଅ

ଚେନ୍ନାଇ,୨୪।୧୧: ତାମିଲନାଡୁରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ୪୧ ବର୍ଷ ପରେ ମା’ଙ୍କୁ ଭେଟିଛନ୍ତି ପୁଅ। ଏହି ମିଳନ ପରେ ଉଭୟ ମା’ ଏବଂ ପୁଅ ଭାବବିହ୍ବଳ ହୋଇପଡିଥିଲେ। ତାମିଲନାଡୁରେ ରହୁଥିବା ଧନଲକ୍ଷ୍ମୀ ୧୯୭୬ରେ ଅଭାବ ଅନାଟନ ଭିତରେ…

ଯୁବକଙ୍କ ହାତ ଓ ପାଦର ଆଙ୍ଗୁଳି ସଂଖ୍ୟା ୨୮…

ସାଧାରଣତଃ ମଣିଷଙ୍କ ଦୁଇ ହାତ ଏବଂ ପାଦରେ ୧୦ ଲେଖାଏଁ ଆଙ୍ଗୁଳି ରହିଥାଏ। ତେବେ ଗୁଜରାଟରେ ବାସ କରୁଥିବା ଦେବେନ୍ଦ୍ର ସୁଥରଙ୍କ ପ୍ରତି ହାତ ଏବଂ ପାଦରେ ୭ ଲେଖାଏଁ ଆଙ୍ଗୁଳି ରହିଛି। ତାଙ୍କର ଆଙ୍ଗୁଳି ସଂଖ୍ୟା ୨୮। ସେହିପରି ଓଡ଼ିଶାର…

କନ୍ୟା ସନ୍ତାନ ଜନ୍ମ ହେଲେ ପିତାଙ୍କ ଆୟୁଷ ବଢ଼ିଯାଏ ୭୪ ସପ୍ତାହ…

କନ୍ୟା ସନ୍ତାନ ଜନ୍ମ ହେଲେ ପିତାଙ୍କ ଆୟୁଷ ୭୪ ସପ୍ତାହ ବଢ଼ିଯାଇଥାଏ। ଏନେଇ ପୋଲାଣ୍ଡର ଜେଗିଲୋନିୟନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ମୋଟ ୪୩୧୦ ଲୋକଙ୍କ ଉପରେ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୨୧୪୭…

ଦକ୍ଷିଣ ଏସିଆ ପ୍ରସିଦ୍ଧ ପଦ୍ମସମ୍ଭବ ବୌଦ୍ଧ ମହାବିହାର

ବୌଦ୍ଧଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ନିଜ ଜୀବନକାଳ ମଧ୍ୟରେ କେବେ ଓଡ଼ିଶାକୁ ଆସି ନ ଥିଲେ ମଧ୍ୟ ଏଠାରେ ୨୦୦ରୁ ଉର୍ଦ୍ଧ୍ୱ ବୌଦ୍ଧ କୀର୍ତ୍ତି ଦେଖିବାକୁ ମିଳେ। ବୁଦ୍ଧଙ୍କ ଦେହାନ୍ତ ପରେ ତାଙ୍କ ଅନୁଗାମୀମାନେ ୨ ଭାଗ ‘ହୀନଯାନ’ ଓ ‘ମହାଯାନ’ରେ…

ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ ଧ୍ୱଂସସ୍ତୂପରେ ପୃଥିବୀ

ଶିଳ୍ପାୟନ ସହିତ ଜିନିଷ ପତ୍ର ନେବା ଆଣିବାରେ ସୁବିଧା ପାଇଁ ଲୋକେ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ର ବ୍ୟବହାରକୁ ପସନ୍ଦ କରିଥିଲେ। ତେବେ ଦିନେ ଯେ ଏହା ଯୋଗୁ ପୃଥିବୀ ଧ୍ୱଂସସ୍ତୂପରେ ବସିବ ତାହା ମଣିଷ କେବେ ମଧ୍ୟ କଳ୍ପନା କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?