ଫୁରସତ

୧୦ ବର୍ଷ ପରେ ପୃଥିବୀ ପ୍ରତି ମାଡ଼ିଆସୁଛି ଭୟଙ୍କର ବିପଦ: ଆଣ୍ଟାର୍କଟିକାରେ ଦେଖିବାକୁ ମିଳିଛି ଏହି ସଂକେତ

ଗ୍ଲୋବାଲ ଓ୍ବାର୍ମିଂ ବଢ଼ିଚାଲିଥିବାରୁ ଏହା ପୃଥିବୀ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରୁଛି। ୧୦ ବର୍ଷ ମଧ୍ୟରେ ପୃଥିବୀ ପ୍ରତି ଏକ ଭୟଙ୍କର ବିପଦ ଅର୍ଥାତ ଜଳପ୍ରଳୟ ହେବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ପ୍ରତିବର୍ଷ ପ୍ରାୟ ୧.୩୦ ଫୁଟ...

ପୁରୁଷ ବନ୍ଧୁଙ୍କୁ ବିବାହ କରିବାକୁ ପ୍ରାୟ ୬ ମାସ ସମୟ ନିଅନ୍ତି ଯୁବତୀ

ବିବାହ ଜୀବନର ଏକ ନୂଆ ଅଧ୍ୟାୟ ବୋଲି କୁହାଯାଏ। ତେବେ ଯେଉଁ ଯୁବତୀଙ୍କର ବୟଫ୍ରେଣ୍ଡ ବା ପୁରୁଷ ବନ୍ଧୁ ଥାଆନ୍ତି ଓ ସେମାନେ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି ସେଥିପାଇଁ ଯୁବତୀମାନେ ବେଶ୍‌ କିଛି ସମୟ ଚିନ୍ତା କରନ୍ତି ବୋଲି...

ବିଶ୍ୱରେ ପାଳିତ ହେଉଥିବା କିଛି ଅଜବ ଦିବସ

* ଜାନୁୟାରୀ ୩ ତାରିଖକୁ ବିଶ୍ୱର ବିଭିନ୍ନ ସ୍ଥାନରେ ଶୟନ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଲୋକମାନେ ନିଜ ଇଚ୍ଛା ମୁତାବକ ଯେତେ ସମୟ ପାରନ୍ତି ଶୋଇକରି ବିତେଇଥାନ୍ତି। * ଫେବୃୟାରୀ ୯ ତାରିଖକୁ ବିଶ୍ୱ ଦାନ୍ତବିନ୍ଧା...

ରୋବୋ କରିବ ଗାର୍ଡେନିଂ

ଅତ୍ୟାଧୁନିକ ଜ୍ଞାନ କୌଶଳର ଅଗ୍ରଗତି ଫଳରେ ଆଜିକାଲି ସବୁ କାମ ଖୁବ୍‌ କମ୍‌ ସମୟରେ ଏବଂ ସହଜରେ କରାଯାଇପାରୁଛି। ଏଇ ଯେପରି ରେଷ୍ଟୁରାଣ୍ଟରେ ଆଜିକାଲି ଓ୍ବେଟରଙ୍କ କାର୍ଯ୍ୟ କରୁଛନ୍ତି ରୋବୋ। ସେହିଭଳି ନିକଟରେ ବ୍ରିଟିଶ ବୈଜ୍ଞାନିକମାନେ ଏଭଳି ଏକ ରୋବୋ...

ଟଏଲେଟ୍‌ ସିଟ୍‌ରେ ତିଆରି ଗୋଲାପ କଷ୍ଟ୍ୟୁମ

ଫୁଲ ଭିତରେ ଗୋଲାପର ସୌନ୍ଦର୍ଯ୍ୟ ଓ ଆକର୍ଷଣ ଭିନ୍ନ। ସେଇଥିପାଇଁ ବୋଧେ ଜେନେଭା କୋଲିୟର ନାମ୍ନୀ ମହିଳା ତିଆରି କରିଛନ୍ତି ଏକ ଆକର୍ଷକ ରୋଜ୍‌ କଷ୍ଟ୍ୟୁମ୍‌ ବା ଗୋଲାପର ପୋଷାକ। ଉକ୍ତ କଷ୍ଟ୍ୟୁମକୁ ପିନ୍ଧି ଜେନେଭା ପୂରାପୂରି ଏକ ତାଜା...

ହୀରା ଗିଟାର

ଗିଟାରର ଧୂନ୍‌ କାହାକୁ ବା ଭଲ ନ ଲାଗେ। ଅନେକଙ୍କର ଏହା ଏକ ପ୍ରିୟ ବାଦ୍ୟଯନ୍ତ୍ର। ତେବେ ଏମିତି ଏକ ଗିଟାର ଅଛି, ଯାହାକୁ ଦେଖୁ ଦେଖୁ ଯେ କେହି ବି ତା’ ପ୍ରେମରେ ପଡ଼ିଯିବେ। ଆଉ ତାକୁ ପାଇବାର...

ସାଇତା ଖେଳଣା

ଏଠି ଯେଉଁ ଖେଳଣା କଥା କୁହାଯାଉଛି, ସେଥିପାଇଁ ପିଲା ଜିଦ୍ଦି କଲେ ବି ମା’ବାପା ପିଲାର ଆଶା ପୂରଣ କରିପାରିବେନି। କାରଣ ଏସବୁ ହେଉଛି ପୃଥିବୀର ସବୁଠାରୁ ଦାମୀ ଖେଳଣା। କହିବାକୁଗଲେ, ଏସବୁ ଖେଳିବା ପାଇଁ ନୁହେଁ ବରଂ ତିଆରି...

ପର୍ଯ୍ୟଟନସ୍ଥଳୀ: ଐତିହାସିକ ସହର ଥରଂଗମ୍‌ବାଡି

ଥରଂଗମ୍‌ବାଡି ତାମିଲନାଡୁସ୍ଥିତ ଏମିତି ଏକ ସହର ଯେଉଁଠାକୁ ବର୍ଷସାରା ପର୍ଯ୍ୟଟକଙ୍କ ଯା’ଆସ ଲାଗିରହିଥାଏ। କାରଣ ଏହି ସହର ଐତିହାସିକ, ସାଂସ୍କୃତିକ ତଥା ପ୍ରାକୃତିକ ଦୃଷ୍ଟିକୋଣରୁ ବେଶ୍‌ ସମୃଦ୍ଧ। ତା’ଛଡ଼ା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସହରରେ ରହିଛି ଏମିତି କେତୋଟି...

ଡିଜିଟାଲ ଡ୍ରେସ୍‌, ଦାମ୍‌ ଶୁଣିଲେ ହେବେ ଚକିତ

ଆଜିର ଯୁଗ ଡିଜିଟାଲ ଯୁଗ ଭାବେ ପରିଗଣିତ। ଅଧିକାଂଶ ସାମଗ୍ରୀ ଡିଜିଟାଲ ଉପାୟରେ ତିଆରି କରାଯାଉଛି। ଏବେ ଡ୍ରେସ୍‌ ବି ଡିଜିଟାଲ ହୋଇଗଲାଣି। ଦାମ୍‌ ମଧ୍ୟ ଢେର୍‌ ଅଧିକ। ଶୁଣିଲେ ଚକିତ ହେବେ। ଏବେ ସୋସିଆଲ ମିଡିଆରେ ଏକ ଡ୍ରେସ୍‌...

ପ୍ରଥମ ଦରମା ବାପାଙ୍କ ପାଖକୁ ପଠାଇଥିଲି: ସାମାଜିକ କର୍ମୀ ରାମ ଶଙ୍କର

ଖୋର୍ଦ୍ଧା ସହର ମୁକୁନ୍ଦପ୍ରସାଦରେ ମୋର ଜନ୍ମ। ସ୍ଥାନୀୟ ବିଜେବି ହାଇସ୍କୁଲରୁ ସ୍କୁଲ ପଢ଼ା ସାରି ବାଙ୍କୀ କଲେଜରେ ଗ୍ରାଜୁଏଶନ ଯାଏଁ ପଢ଼ିଥିଲି। ତା’ପରେ ପାରାଦୀପ ପୋର୍ଟରେ କ୍ଲରିକାଲ୍‌ ପୋଷ୍ଟରେ ଚାକିରି କଲି। ଏହା ଥିଲା ୧୯୮୦ ମସିହାର କଥା। ସେତେବେଳେ...

ବ୍ୟକ୍ତିତ୍ୱ: ଅଭିନେତ୍ରୀ ସାଧନା

ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ହେଉଛନ୍ତି ସାଧନା। ତାଙ୍କର ପୂରାନାମ ସାଧନା ଶିବଦାସାନି। ତେବେ ସାଧନା ଶିବଦାସାନି ଭାବରେ ନୁହେଁ; ଅଧିକନ୍ତୁ ସାଧନା ଭାବରେ ତାଙ୍କୁ ସାରା ଦେଶର ଚିତ୍ରପ୍ରେମୀ ଜାଣନ୍ତି। ଷାଠିଏରୁ ସତୁରି ଦଶକ ମଧ୍ୟରେ...

ରଙ୍ଗ ବଦଳାଉଥିବା ଝରଣା

ବିଶ୍ୱରେ ଅନେକ ଝରଣା ଦେଖିଥିବେ। ସାଧାରଣତଃ ଝରଣା ପାଣି ସ୍ବଚ୍ଛ ଆଉ ନିର୍ମଳ। ମାତ୍ର ଏମିତି କିଛି ଝରଣା ରହିଛି ଯାହା ନିଜର ରଙ୍ଗ ବଦଳାଇ ଦେଇଥା’ନ୍ତି। ଆସନ୍ତୁ ଜାଣିବା ଏପରି କିଛି ଅଦ୍ଭୁତ ଝରଣା ସମ୍ପର୍କରେ … କାର୍ଲିଫର୍ଣ୍ଣିଆର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri