ଫୁରସତ

ଗଛରେ ଫଳୁଛି ୪୦ ପ୍ରକାର ଫଳ

ନ୍ୟୁୟର୍କ: ଆଜିର ବିଜ୍ଞାନ ଯୁଗରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ଅନେକ ଅସମ୍ଭବକୁ ସମ୍ଭବ କରିହେଉଛି। ବୈଜ୍ଞାନିକମାନେ ରିସର୍ଚ୍ଚ କରିବା ସହ ବିଭିନ୍ନ ଟେକ୍‌ନିକ୍‌ ପ୍ରୟୋଗ କରି ବହୁ ଅବିଶ୍ୱସନୀୟ ଜିନିଷ ଖୋଜି ବାହାର କରିଛନ୍ତି। ଏହି କ୍ରମରେ ନ୍ୟୁୟର୍କ...

ସନ୍ତାନ ପ୍ରସବ ଲାଗି ମିଳେ ପ୍ରୋତ୍ସାହନ

କେତେକ ଦେଶରେ ଜନସଂଖ୍ୟା ଏତେ କମି ଯାଇଛି ଯେ ଏହା ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ସେମିତି ଏକ ଦେଶ ହେଉଛି ଫିନଲାଣ୍ଡ। ଏଠାରେ ଏବେ ଜନସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି। କାରଣ ଏଠାରୁ ଅଧିକାଂଶ ଲୋକେ...

୨ଫୁଟ ବରକୁ ୬ ଫୁଟ କନ୍ୟା

ଇସଲାମାବାଦ,୨୨।୧୧: ପାକିସ୍ତାନ ବାସିନ୍ଦା ବୁରହାନ ଚିସ୍ତିଙ୍କ ଉଚ୍ଚତା ୨ ଫୁଟ୍‌। ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାହା ପୁଣି ତାଙ୍କ ବିବାହ ସମୟର। ଉକ୍ତ ଭିଡିଓରେ ସେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖାଯାଇଛି।...

୧୦ ଦେଶ ନିକଟରେ ରହିଛି ବିପୁଳ ପରିମାଣର ସୁନା, ଏହି ସ୍ଥାନରେ ରହିଛି ଭାରତ

ଆମ ପାଇଁ ସୁନା ସୁବଠୁ ମୂଲ୍ୟବାନ ଧାତୁ। କହିରଖୁଛୁ, ଯେଉଁ ଦେଶର ରିଜର୍ଭ ବ୍ୟାଙ୍କ ନିକଟରେ ଯେତେ ଅଧିକ ସୁନା ଗଚ୍ଛିତ ଥାଏ, ସେ ଦେଶ ସେତେ ଶକ୍ତିଶାଳୀ। ସୁନା ଗଚ୍ଛିତ ରଖିବାରେ ଆମେରିକାର ସ୍ଥାନ ସର୍ବାଗ୍ରେ। ଓ୍ବାଲର୍‌ଡ ଗୋଲ୍ଡ...

ବିଶ୍ୱର ସବୁଠୁ ସୁନ୍ଦରୀ ରାଣୀ, ତାଙ୍କ ରହସ୍ୟମୟ ଜୀବନ ସମ୍ପର୍କରେ ଜାଣନ୍ତୁ…

ଇତିହାସରେ ଅନେକ ରାଣୀଙ୍କ ବିଷୟରେ ଶୁଣିଥିବେ। ମାତ୍ର ବିଶ୍ୱରେ ଏମିତି ଜଣେ ରାଣୀ ଅଛନ୍ତି, ଯେକି ଖୁବ୍‌ ସୁନ୍ଦର। ତାଙ୍କୁ କେବଳ ସୁନ୍ଦରୀ ଭାବରେ ଗଣନା କରାଯାଏ ନାହିଁ, ତାଙ୍କ ଜୀବନ ମଧ୍ୟ ବେଶ୍‌ ରହସ୍ୟମୟ ଥିଲା। ଯାହା ଆଜି...

ବିଏମ୍‌ଡବ୍ଲ୍ୟୁ, ମର୍ସିିଡିଜ୍‌କୁ ପଛରେ ପକାଇଦେବ ଏହି ଜେସିବି, ଘଣ୍ଟା ପ୍ରତି ବେଗ କେତେ ଜାଣନ୍ତୁ…

ଜେସିବିର ବ୍ୟବହାର ପ୍ରାୟ ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ। ଏହା ଖୁବ୍‌ ଧୀର ଗତିରେ ଚାଲିଥାଏ ବୋଲି ଜାଣିଛେ। କିନ୍ତୁ ମାର୍ଟିନ୍‌ ନାମକ ଜଣେ ବ୍ୟକ୍ତି ଜେସିବିକୁ ଏତେ ଦ୍ରୁତଗତିରେ ଚଳାଇଛନ୍ତି ଯେ, ବିଏମ୍‌ଡବ୍ଲ୍ୟୁ ଏବଂ ମର୍ସିଡିଜ୍‌ ବି ପଛରେ...

କାଞ୍ଜିଅଁଳା ନବମୀ: ଶାଶୁ, ବୋହୂଙ୍କୁ ପ୍ରଣାମ କରିବାର ପରମ୍ପରା

ଓଡିଆ ଘରେ ରହିଛି ବାର ମାସରେ ତେର ପର୍ବ। ସେମିତି ଏକ ପର୍ବ ହେଉଛି କାଞ୍ଚିଅଁଳା ନବମୀ। ବିଶେଷ କରି ଉପକୂଳ ଓଡ଼ିଶାରେ ଏହା ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ। ପ୍ରଥମାଷ୍ଟମୀ ପରଦିନ ଏହି କାଞ୍ଜିଅଁଳା ନବମୀ ପାଳନ କରାଯାଇଥାଏ।...

ଗୋଟିଏ ଗଛରେ ଫଳିଛି ୪୦ ପ୍ରକାର ଫଳ, ଜାଣନ୍ତୁ ଏହାର ବିଶେଷତ୍ୱ

ସାଧାରଣତଃ ଗୋଟିଏ ଗଛରେ ହିଁ ଗୋଟିଏ ପ୍ରକାର ଫଳ ଫଳିଥାଏ। ଆମ୍ବ ଗଛରେ ଆମ୍ବ ଫଳୁଥିବାବେଳେ ପିଜୁଳି ଗଛରେ ପିଜୁଳି ଫଳିଥାଏ। ମାତ୍ର ବିଶ୍ୱରେ ଏମିତି ଏକ ଗଛ ଅଛି, ଯେଉଁ ଗଛରେ ୪୦ ପ୍ରକାର ଫଳ ଫଳିଛି। ଏହି...

ବଜାରରେ ମିଳୁଥିବା ଜିରା ଅସଲି ନା ନକଲି ଜାଣନ୍ତୁ ଏପରି…

ଏବେ ବଜାରରେ ନକଲି ଜିରା ମିଳୁଛି। ଏହା ଫୁଲଝାଡୁ, ପଥରଗୁଣ୍ଡ ଏବଂ ଗୁଡ଼ରୁ ପ୍ରସ୍ତୁତ ହେଉଛି। ଅସଲି ଜିରା ଦାମ କିଲୋପ୍ରତି ୪ଶହ ଟଙ୍କା ଥିବାବେଳେ ଏହି ନକଲି ଜିରା ଦାମ କିଲୋପ୍ରତି ୨୦ ଟଙ୍କା ରହିଛି। କେତେକ ଏହାକୁ...

ଡିଏନ୍‌ଏରୁ ଜଣାପଡ଼ିବ ଭବିଷ୍ୟତରେ ଶିଶୁ ଡାକ୍ତର ଅବା ହେବ ଇଞ୍ଜିନିୟର…

ଭବିଷ୍ୟତରେ ଶିଶୁ କେଉଁ ପେଶାରେ ରହିବ ତାହା ଡିଏନ୍‌ଏରୁ ଜଣାପଡ଼ିବ। ଶିଶୁ ଡାକ୍ତର, ଇଞ୍ଜିନିୟର, କଳାକାର ଅବା ସାଧାରଣ କାର୍ଯ୍ୟ କରିବ ତାହା ଗୁଣସୁତ୍ରରେ ଥିବା ଡିଏନ୍‌ଏରୁ ସହଜରେ ଆକଳନ କରାଯାଇପାରିବ ବୋଲି ଗବେଷକ କହିଛନ୍ତି। ଏନେଇ ଚାଇନା ସମେତ...

ବ୍ରେକ୍‌ଫାଷ୍ଟ କରୁ ନ ଥିବା ପିଲା କମ୍‌ ମାର୍କ ରଖନ୍ତି

ଲଣ୍ଡନ:ପିତାମାତାମାନେ ଏବେଠାରୁ ସାବଧାନ ହୋଇଯାନ୍ତୁ। ବ୍ରେକଫାଷ୍ଟ କରୁ ନ ଥିବା ପିଲା କମ୍‌ ମାର୍କ ରଖନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ପିଲାମାନେ ଖାଲିପେଟରେ ରହି ପାଠପଢ଼ିବା ଦ୍ୱାରା ମାନସିକ ସନ୍ତୁଳନ ରକ୍ଷା ହୋଇ ନ ଥାଏ। ଖାଲି ଘରେ...

ସିଗାରେଟ ବଦଳାଇଦେଲା ଫୁସ୍‌ଫୁସ୍‌ ରଙ୍ଗ

ବେଜିଂ: ଧୂମପାନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏପରି ଚେତାବନୀ ପ୍ରତି ସିଗାରେଟ ପ୍ୟାକେଟ୍‌ରେ ଅତି ସହଜରେ ଦେଖିବାକୁ ମିଳେ। ଏହା ସତ୍ତ୍ୱେ ଏହି ମାରାତ୍ମକ ନିଶାକୁ ଛାଡ଼ି ପାରୁନାହାନ୍ତି ଅନେକେ। ହେଲେ ଏହାର କୁପ୍ରଭାବ ଫୁସ୍‌ଫୁସ୍‌କୁ କିପରି ପ୍ରଭାବିତ କରୁଛି ତାହାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri