ଘଣ୍ଟାରେ ବାଜେନି ୧୨ଟା
୪ ଘଣ୍ଟା ହିସାବରେ ସବୁ ଘଣ୍ଟାରେ ୧୨ ପର୍ଯ୍ୟନ୍ତ ଅଙ୍କ ଥାଏ। କିନ୍ତୁ ଏମିତି ଏକ ଅଜବ ଘଣ୍ଟା ଅଛି ଯାହାର ନାହିଁ ୧୨ ଅଙ୍କ। ଉକ୍ତ ଘଣ୍ଟାରେ କେବଳ ୧୧ ପର୍ଯ୍ୟନ୍ତ ଅଙ୍କ ରହିଛି। ଘଣ୍ଟାଟି ସୁଇଜରଲାଣ୍ଡର ସୋଲୋଥର୍ନ ସହରରେ…
ଓ୍ବେଭି ଲିପ୍ସ ଫ୍ୟାଶନ୍
ଫ୍ୟାଶନ୍ ବଦଳୁଛି। ବଦଳୁଛି ଟ୍ରେଣ୍ଡ। ସୁନ୍ଦର, ଷ୍ଟାଇଲିସ୍ ଓ ଆକର୍ଷଣୀୟ ଲାଗିବା ପାଇଁ ସମସ୍ତେ ସେହି ଫ୍ୟାଶନ୍ର ନୂଆ ଟ୍ରେଣ୍ଡକୁ ଆପଣେଇଥାଆନ୍ତି। ଏମିତିକି ଫ୍ୟାଶନ ଅଜବ ହେଲେବି ତାକୁ ଆପଣେଇବାକୁ ପଛାନ୍ତି ନାହିଁ। ଯେମିତିକି ଏବେ ଓ୍ବେଭି ଲିପ୍ସର ଫ୍ୟାଶନ୍ ଆରମ୍ଭ…
ଗୋଟିଏ ଘର ଥିବା ସବୁଠୁ ଛୋଟ ଦ୍ୱୀପ
ବେଳେ ବେଳେ ଅନେକଙ୍କ ଇଚ୍ଛା ହେଉଥିବ ଏକ ନିରୋଳା ଦ୍ୱୀପରେ, ଏକ ସୁନ୍ଦର ଘରେ କିଛି ନିରୋଳା ମୁହୂର୍ତ୍ତ ବିତାଇବାକୁ। ହେଲେ ତାହା କେବଳ ଭାବନାରେ ରହିଯାଏ। ତେବେ ଏମିତି ଏକ ଦ୍ୱୀପ ଅଛି, ଯାହାକୁ ଦେଖିଲେ ସେ ସ୍ବପ୍ନ ପୁଣିଥରେ…
କେଉଁଠି ପାଳିବେ ନୂଆବର୍ଷ
ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରିବାକୁ ଏବେ ସମସ୍ତେ ପ୍ରାୟ ପ୍ରସ୍ତୁତ ହୋଇସାରିବେଣି। ଏପରିକି କେହି କେହି ତ ନୂଆବର୍ଷରେ କେଉଁ ନୂଆ ଜାଗାକୁ ବୁଲି ଯିବା ପାଇଁ ପ୍ଲାନିଂ ବି କରିବେଣି। ଯଦି ଆପଣ ମଧ୍ୟ…
ଚିନ୍ମୟ ଚିନ୍ତନ: ଈଶ୍ୱରଙ୍କ ଗଣିତ
ଆମେମାନେ ଦୁନିଆରେ ଦେଖୁ ଯେ, ଯେଉଁମାନେ ଧନୀ ସେମାନଙ୍କର ଧନ ଦିନକୁ ଦିନ ବଢ଼ୁଛି। ରୋଗ, ଦୁଃଖ, ବିପଦ ଆଦି ଖୁବ୍ କ୍ୱଚିତ୍ ସେମାନଙ୍କର ଥାଏ। କିନ୍ତୁ ଯେଉଁମାନେ ଦିନକୁ ଦି ଓଳି ଖାଇବାକୁ ମୁଠାଏ ପାଆନ୍ତି ନାହିଁ, ସେମାନଙ୍କ ଉପରେ…
ପ୍ରଥମ ରୋଜଗାରରେ ସାଙ୍ଗମାନଙ୍କ ସହ ଖୁବ୍ ଖାଇଥିଲି: ପ୍ରଫେସର୍ ଡ.ମୃଣାଳ ଚାଟାର୍ଜୀ
ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲା ଅନ୍ତର୍ଗତ କାଟୋଆରେ ମୋର ଜନ୍ମ ହୋଇଥିଲେ ହେଁ ପାଠପଢ଼ା ଭଦ୍ରକରେ ହୋଇଥିଲା। ଚରମ୍ପା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍ ଓ ଭଦ୍ରକ କଲେଜରୁ ଆଇ.ଏ, ବି.ଏ. ପଢ଼ା ସାରି କଟକ ରେଭେନ୍ସା କଲେଜରେ ଇଂଲିଶ୍ ପି.ଜି ପଢୁଥାଏ। ତା’ସହିତ ଏଲ୍ଏଲ୍ବି…
ବ୍ୟକ୍ତିତ୍ୱ: ପ୍ରବନ୍ଧରୁ ମିଳିଲା ଭ୍ଲାଡିମିର୍ ନାବୋକୋଭ୍ଙ୍କୁ ପ୍ରସିଦ୍ଧି
ରୁଷ୍ର ଲେଖକ ଭାବରେ ଖ୍ୟାତି ପାଇବାକୁ ତାଙ୍କର ପ୍ରବଳ ଇଚ୍ଛା ଥିଲା। ମାତ୍ର ଭାଗ୍ୟ ସମ୍ଭବତଃ ଅନ୍ୟ କିଛି ଚାହୁଁଥିଲା। ସେଥିଲାଗି ରୁଷ୍ ଭାଷାରେ ୯ ଗୋଟି ଉପନ୍ୟାସ ଲେଖିଥିଲେ ମଧ୍ୟ ତାଙ୍କୁ ପ୍ରତିଷ୍ଠା କି ପ୍ରସିଦ୍ଧି ମିଳି ନ ଥିଲା।…
ଏହି ଦ୍ୱୀପରେ ରହିଛି ପଥର ଜଙ୍ଗଲ…
ପୃଥିବୀର ବିଭିନ୍ନ ଅଞ୍ଚଳରେ ରହିଛି ବହୁ ରହସ୍ୟ। ବେଳେବେଳେ ଏସବୁ ଆଧୁନିକ ମଣିଷ ମନକୁ ବେଶ୍ ଆନ୍ଦୋଳିତ କରିଥାଏ। ଚାଇନାରେ ଏଭଳି ଏକ ରହସ୍ୟମୟ ଦ୍ୱୀପ ରହିଛି। ଏହାକୁ ପଥର ଜଙ୍ଗଲର ଦ୍ୱୀପ ବୋଲି ଲୋକେ କହିଥାନ୍ତି। ଦ୍ୱୀପସାରା ବଡ଼ବଡ଼ ଲମ୍ବାକୃତି…
ଜମିରେ ନାଗମଣି ଦେଖି ଲୋକଙ୍କ ପୂଜାର୍ଚ୍ଚନା
କର୍ନାଟକ: ଦୁନିଆରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ଦେଖିବାକୁ ମିଳୁଛି। କିଛି ଘଟଣାକୁ ଲୋକେ ଚମତ୍କାର ଆଖ୍ୟା ଦେଇ ପୂଜାର୍ଚ୍ଚନା କରିଥାନ୍ତି। ଏମିତି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି କର୍ନାଟକରେ। କର୍ନାଟକର ଏକ ଗାଁର ଲୋକେ ଚାଷଜମିକୁ…
ହୋଟେଲ ବେଡ୍ରୁମ୍ରେ କଡ଼ ଲେଉଟାଇଲେ ହୁଏ ଏପରି…
ପୃଥିବୀର ବିଭିନ୍ନ ଦେଶ ଦେଶ ମଧ୍ୟରେ ସୀମାରେଖା ଟଣାଯିବା ସମୟରେ ବହୁ ରୋଚକ ଘଟଣାମାନ ଘଟିଛି। ସେପରି କିଛି ଘଟଣା ମଧ୍ୟରୁ ଏକ ନିଆରା ଉଦାହରଣ ପାଲଟିଛି ଫ୍ରାନ୍ସ୍ ଏବଂ ସ୍ବିଜରଲାଣ୍ଡ୍ ସୀମା ମଧ୍ୟରେ ଥିବା ଏକ ବିଳାସପୂର୍ଣ୍ଣ ତାରକା ହୋଟେଲ।…
ବିଦେଶ ମାଟିରୁ ଟାଣିଆଣିଛି ଗାଁର ମୋହ, ଏବେ ଉନ୍ନତି ପାଇଁ ସମର୍ପିତ କରିଛନ୍ତି ଜୀବନ
ଆଜିକାର ଯୁବପିଢିଙ୍କ ସ୍ବପ୍ନ ଭଲ ପାଠ ପଢି ବିଦେଶରେ ଚାକିରି କରିବେ। ଆଉ ବିଦେଶୀ ଟଙ୍କା ଉପାର୍ଜନ କରି ବିତାଇବେ ଏକ ସୌଖିନ ଓ ବିଳାସମୟ ଜୀବନ। ସେଇଥିପାଇଁ ତ ଗାଁ ଏବେ ଲାଗୁଛି ଖାଁ ଖାଁ। କେବଳ କିଛି ବୟୋଜ୍ୟେଷ୍ଠ…
ହୋଟେଲର ବାର୍ ସୁଇଜରଲ୍ୟାଣ୍ଡ୍ରେ, ବାଥ୍ରୁମ ଫ୍ରାନ୍ସରେ
ବିଶ୍ୱରେ ଏମିତି କିଛି ହୋଟେଲ ରହିଛି, ଯାହା ବିଳାସପୂର୍ଣ୍ଣ ଏବଂ ସୁନ୍ଦର ନିର୍ମାଣ ଶୈଳୀ ଯୋଗୁ ପ୍ରସିଦ୍ଧ। କିନ୍ତୁ ଗୋଟିଏ ହୋଟେଲର ରୁମ୍ ଭିତରେ ବାର୍ ରହିଛି ଗୋଟିଏ ଦେଶରେ ବାଥ୍ରୁମ୍ ରହିଛି ଆଉ ଗୋଟିଏ ଦେଶରେ। ଶୁଣିବାକୁ ଅଡୁଆ ଲାଗୁଥିଲେ…

