ଫୁରସତ

ପୃଥିବୀର ସବୁଠାରୁ ଥଣ୍ଡା ଅଞ୍ଚଳ: ମାତ୍ର ୩ ଘଣ୍ଟା ପାଇଁ ସୂର୍ଯ୍ୟ ହୁଅନ୍ତି ଦୃଶ୍ୟମାନ

ରୁଷିଆର ପୂର୍ବାଞ୍ଚଳରେ ଥିବା ସାଖା ଜିଲାର ୟାକୁଟିଆ ପୃଥିବୀର ସବୁଠାରୁ ଥଣ୍ଡା ଅଞ୍ଚଳଭାବେ ପରିଚିତି ହାସଲ କରିଛି। ଏଠାକାର ତାପମାତ୍ରା ଶୀତଦିନେ ମାଇନସ୍‌ ୫୮ ଡିଗ୍ରୀ ସେଲସିୟସ୍‌ ହୋଇଥାଏ। ଏବେ ଏଠାକାର ତାପମାତ୍ରା ମାଇନସ୍‌ ୪୪ ଡିଗ୍ରୀ ରହିଛି। ଏଠାରେ...

ଭାରତର ସବୁଠାରୁ ଭୟଙ୍କର କିଲ୍ଲା

ଭାରତର ବିଭିନ୍ନ ସ୍ଥାନରେ କେତେ ଗୁଡିଏ କିଲ୍ଲା ରହିଛି। ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ହେଲେ ମହାରାଷ୍ଟ୍ରର ମାଥୋରାନ ଓ ପନଭେଲ ମଧ୍ୟରେ ଏମିତି ଏକ କିଲ୍ଲା ରହିଛି ଯାହା ସବୁଠାରୁ ଭୟଙ୍କର କିଲ୍ଲା ବୋଲି କୁହାଯାଏ।...

ପକେଟ୍‌ମାର କରି ମାସକୁ ୧୯ ଲକ୍ଷ ଟଙ୍କା କମାନ୍ତି ଏହି ମହିଳା, କିନ୍ତୁ ପାଖରେ ନାହିଁ ଗୋଟିଏ ଟଙ୍କା

ଲଣ୍ଡନ,୨୯।୧୨: ଆଜି ଆମେ ଏକ ଅଜବ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯେ କି ମାସକୁ ପକେଟମାର୍‌ କରି ଲକ୍ଷ ଲକ୍ଷ ଟଙ୍କା କମାନ୍ତି, କିନ୍ତୁ ତାଙ୍କ ପାଖରେ ଟଙ୍କାଟିଏ ବି ନାହିଁ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।...

ପାଠ ପଢ଼େଇବାର ଅଭିନବ ତରିକା

ଭେରୋନିକା ଡକ୍‌! ସେ ବିଜ୍ଞାନ, ଇଂଲିଶ ଏବଂ ସ୍ପାନିଶ ଭାଷାର ଶିକ୍ଷୟିତ୍ରୀ। ତେବେ ସେ ଏମିତି ଜଣେ ମହିଳା ଯିଏ ଚାହାନ୍ତି ତାଙ୍କର ଛାତ୍ରୀଛାତ୍ରମାନେ ଭଲଭାବରେ ଜ୍ଞାନ ହାସଲ କରନ୍ତୁ। କୌଣସି ବି ବିଷୟରେ ତ୍ରୁଟିପୂର୍ଣ୍ଣ ଶିକ୍ଷା ଦେବାକୁ ସେ...

ନୂଆ ବର୍ଷକୁ ନେଇ କିଛି ଅଜବ ପ୍ରଥା

* ଶ୍ରୀଲଙ୍କାରେ ଏହି ଦିନ ପ୍ରତିଘରେ ମାଟିପାତ୍ରରେ କ୍ଷୀର ଫୁଟେଇବାର ପ୍ରଥା ରହିଛି। ଏହାବ୍ୟତୀତ ଏହି ଅବସରରେ ଚାଉଳ ଏବଂ ନଡିଆ ତେଲରେ ଏକ ପ୍ରକାର ପାରମ୍ପରିକ ମିଠା ପ୍ରସ୍ତୁତ କରାଯାଇଥାଏ। * ଭିଏତନାମରେ ଏହି ଦିନ ବଡମାନେ ଘରର...

ଜଙ୍ଘରେ ମୁହଁ ଲାଗିଥିବା ମଣିଷ

ମଧ୍ୟ ଚାଇନା, ହୁନାନ ପ୍ରାନ୍ତସ୍ଥ ୟୋଙ୍ଗଝୁ ସହରର ୪୬ ବର୍ଷୀୟ ଲି ହୁଆ। ପ୍ରାୟ ୩୦ ବର୍ଷ ତଳେ ସେ ଅଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍‌ ନାମକ ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଗଲେ। ଆଉ ତାଙ୍କ ମେରୁଦଣ୍ଡ ଆଗପଟକୁ ମୋଡି ହୋଇ...

ଘଣ୍ଟାରେ ବାଜେନି ୧୨ଟା

୪ ଘଣ୍ଟା ହିସାବରେ ସବୁ ଘଣ୍ଟାରେ ୧୨ ପର୍ଯ୍ୟନ୍ତ ଅଙ୍କ ଥାଏ। କିନ୍ତୁ ଏମିତି ଏକ ଅଜବ ଘଣ୍ଟା ଅଛି ଯାହାର ନାହିଁ ୧୨ ଅଙ୍କ। ଉକ୍ତ ଘଣ୍ଟାରେ କେବଳ ୧୧ ପର୍ଯ୍ୟନ୍ତ ଅଙ୍କ ରହିଛି। ଘଣ୍ଟାଟି ସୁଇଜରଲାଣ୍ଡର ସୋଲୋଥର୍ନ...

ଓ୍ବେଭି ଲିପ୍ସ ଫ୍ୟାଶନ୍‌

ଫ୍ୟାଶନ୍‌ ବଦଳୁଛି। ବଦଳୁଛି ଟ୍ରେଣ୍ଡ। ସୁନ୍ଦର, ଷ୍ଟାଇଲିସ୍‌ ଓ ଆକର୍ଷଣୀୟ ଲାଗିବା ପାଇଁ ସମସ୍ତେ ସେହି ଫ୍ୟାଶନ୍‌ର ନୂଆ ଟ୍ରେଣ୍ଡକୁ ଆପଣେଇଥାଆନ୍ତି। ଏମିତିକି ଫ୍ୟାଶନ ଅଜବ ହେଲେବି ତାକୁ ଆପଣେଇବାକୁ ପଛାନ୍ତି ନାହିଁ। ଯେମିତିକି ଏବେ ଓ୍ବେଭି ଲିପ୍ସର ଫ୍ୟାଶନ୍‌...

ଗୋଟିଏ ଘର ଥିବା ସବୁଠୁ ଛୋଟ ଦ୍ୱୀପ

ବେଳେ ବେଳେ ଅନେକଙ୍କ ଇଚ୍ଛା ହେଉଥିବ ଏକ ନିରୋଳା ଦ୍ୱୀପରେ, ଏକ ସୁନ୍ଦର ଘରେ କିଛି ନିରୋଳା ମୁହୂର୍ତ୍ତ ବିତାଇବାକୁ। ହେଲେ ତାହା କେବଳ ଭାବନାରେ ରହିଯାଏ। ତେବେ ଏମିତି ଏକ ଦ୍ୱୀପ ଅଛି, ଯାହାକୁ ଦେଖିଲେ ସେ ସ୍ବପ୍ନ...

କେଉଁଠି ପାଳିବେ ନୂଆବର୍ଷ

ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରିବାକୁ ଏବେ ସମସ୍ତେ ପ୍ରାୟ ପ୍ରସ୍ତୁତ ହୋଇସାରିବେଣି। ଏପରିକି କେହି କେହି ତ ନୂଆବର୍ଷରେ କେଉଁ ନୂଆ ଜାଗାକୁ ବୁଲି ଯିବା ପାଇଁ ପ୍ଲାନିଂ ବି କରିବେଣି। ଯଦି ଆପଣ...

ଚିନ୍ମୟ ଚିନ୍ତନ: ଈଶ୍ୱରଙ୍କ ଗଣିତ

ଆମେମାନେ ଦୁନିଆରେ ଦେଖୁ ଯେ, ଯେଉଁମାନେ ଧନୀ ସେମାନଙ୍କର ଧନ ଦିନକୁ ଦିନ ବଢ଼ୁଛି। ରୋଗ, ଦୁଃଖ, ବିପଦ ଆଦି ଖୁବ୍‌ କ୍ୱଚିତ୍‌ ସେମାନଙ୍କର ଥାଏ। କିନ୍ତୁ ଯେଉଁମାନେ ଦିନକୁ ଦି ଓଳି ଖାଇବାକୁ ମୁଠାଏ ପାଆନ୍ତି ନାହିଁ, ସେମାନଙ୍କ...

ପ୍ରଥମ ରୋଜଗାରରେ ସାଙ୍ଗମାନଙ୍କ ସହ ଖୁବ୍‌ ଖାଇଥିଲି: ପ୍ରଫେସର୍‌ ଡ.ମୃଣାଳ ଚାଟାର୍ଜୀ

ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲା ଅନ୍ତର୍ଗତ କାଟୋଆରେ ମୋର ଜନ୍ମ ହୋଇଥିଲେ ହେଁ ପାଠପଢ଼ା ଭଦ୍ରକରେ ହୋଇଥିଲା। ଚରମ୍ପା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ଓ ଭଦ୍ରକ କଲେଜରୁ ଆଇ.ଏ, ବି.ଏ. ପଢ଼ା ସାରି କଟକ ରେଭେନ୍ସା କଲେଜରେ ଇଂଲିଶ୍‌ ପି.ଜି ପଢୁଥାଏ। ତା’ସହିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri