ସେଲିବ୍ରିଟି ପେଟ୍
ବଲିଉଡ୍ର ଏମିତି ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ନିଜ ପୋଷା ଜୀବକୁ ନେଇ ବେଶ୍ ଚର୍ଚ୍ଚାରେ ଥା’ନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ଫ୍ୟାନ ଫଲୋୟର୍ସ ମଧ୍ୟ ଖୁବ୍ ଅଧିକ। ଆସନ୍ତୁ ଜାଣିବା ସେମିତି କିଛି ଲୋକପ୍ରିୟ ସେଲିବ୍ରିଟି ପେଟ୍ଙ୍କ ସମ୍ପର୍କରେ…...
ଶହେ ବର୍ଷ ହେବ ଏଠି ହେଉଛି ମାଛ ବର୍ଷା
କୁଆପଥର ବର୍ଷା କଥା ସମସ୍ତେ ଜାଣିଥିବେ। ହେଲେ ମାଛ ବର୍ଷା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ବିଶ୍ୱରେ ଏମିତି ଏକ ସହର ଅଛି ଯେଉଁଠି ପ୍ରତିବର୍ଷ ମାଛ ବର୍ଷା ହୋଇଥାଏ ବୋଲି କୁହାଯାଏ। ଏହା କେବେକେବେ ବର୍ଷକୁ...
ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ବୈଭବରେ ଭରା ଥେନୀ
ତାମିଲନାଡୁର ଜଳବାୟୁ ସବୁ ସମୟରେ ବୁଲାବୁଲି କରିବା ପାଇଁ ବେଶ୍ ଅନୁକୂଳ ରହିଥାଏ। ଏଠାରେ ଗୋଟିଏ କି ଦୁଇଟି ନୁହେଁ, ଏମିତି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରହିଛି, ଯେଉଁଠାକୁ ବୁଲିଗଲେ ନିଆରା ଅନୁଭୂତି ସାଉଁଟିବାର ସୁଯୋଗ ମିଳିଥାଏ। ତନ୍ମଧ୍ୟରୁ ଗୋଟିଏ...
୯୨ ବର୍ଷରେ ବି ହାରିଯାଇନାହାନ୍ତି: ସପ୍ତାହରେ ଦେଖୁଛନ୍ତି ୬୦୦ ରୋଗୀ
ବେଜିଂ: ଚାଇନାର ଜିୟାଙ୍ଗସୁ ଜିଲା ନାନ୍ଜିଙ୍ଗ୍ ସହରର ସିଟି ହସ୍ପିଟାଲରେ ୯୨ ବର୍ଷୀୟା ମହିଳା ଡାକ୍ତର ଆଓ ଏ ବୟସରେ ଶହ ଶହ ରୋଗୀ ଦେଖୁଛନ୍ତି। ୧୯୯୪ରୁ ସେ ଅବସର ନେଇସାରିଲେଣି। ମାତ୍ର ସେ କୁହନ୍ତି, ଜୀବନରେ ଅବସର କ’ଣ?...
ରଦି କାଗଜ କାରିଗରୀ
ଓଡ଼ିଶାର ପାରମ୍ପରିକ ହସ୍ତକଳା କାରିଗରି କୌଣସି ଗୋଟିଏ ଗାଁରେ ସୀମିତ ନୁହେଁ, ବରଂ ଦେଶ ବିଦେଶରେ ଏହାର ସ୍ବତନ୍ତ୍ର ପରିଚୟ ରହିଛି। ଯାହା ଫଳରେ ଏହି ନିୟୋଜିତ କାରିଗରମାନଙ୍କୁ କିଛି ରୋଜଗାର ପନ୍ଥା ମିଳିଯାଇଥାଏ। ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା...
ପ୍ରଥମ ରୋଜଗାର ଟଙ୍କା ମା’ଙ୍କୁ ଦେଇଥିଲି: ଓଡ଼ିଶୀ ନୃତ୍ୟଶିଳ୍ପୀ ଟି.ନିବେଦିତା
ମୋର ଜନ୍ମ ଓ ପାଠପଢ଼ା ନବରଙ୍ଗପୁରରେ। ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ୨୦୦୫ରେ ମାଟ୍ରିକ୍ ପାସ୍ କରିବା ପରେ ନବରଙ୍ଗପୁର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଥିଲି। ତା’ପରେ ଭୁବନେଶ୍ୱରରେ ବିସିଏ ଓ ଏମ୍ସିଏ କୋର୍ସ ସାରି ବାଙ୍ଗାଲୋର୍ରେ ୬ମାସର...
ବ୍ୟକ୍ତିତ୍ୱ: ରାମବୃକ୍ଷ ବେନିପୁରୀ
‘ପୁଷମାସର ସକାଳ। ଖଳାରେ ଧାନ ଗଦାହେଇ ପଡ଼ିଥିଲା। ଘର ଆଗରେ ଧୁନି ଜଳୁଥିଲା। ଚାରିଆଡ଼େ କୁହୁଡ଼ି ଛାଇଯାଇଥିଲା। ଆକାଶରେ ସୂର୍ଯ୍ୟ ଦେଖା ଯାଉଥିଲେ। ତେବେ ଏମିତି ଲାଗୁଥିଲା ଯେମିତି ସକାଳର କୁହୁଡ଼ିକୁ ଭେଦକରି ପୃଥିବୀକୁ ଆସିବା ପାଇଁ ବାଳସୂର୍ଯ୍ୟଙ୍କର କିରଣକୁ...
ସବୁଜ ସ୍ବର୍ଣ୍ଣ: ପୁଣିଥରେ ବଢିବାରେ ଲାଗିଛି ବାଉଁଶରେ ପ୍ରସ୍ତୁତ ଜିନିଷର ଚାହିଦା
ମଧୁର ମୂର୍ଚ୍ଛନା ପାଇଁ ବ୍ୟବହୃତ ହେଉଥିବା ବଂଶୀ ହେଉ ଅବା କରୁଣ ରାଗିଣୀର ଲହର ଛୁଟାଉଥିବା କେନ୍ଦରା, ଜୀବନର ଶେଷଶଯ୍ୟା ଛ’ଖଣ୍ଡ କାଠର କୋକେଇ ହେଉ ଅବା ବିବାହ ବେଦିର ବୈଶାଲା, ପାରମ୍ପରିକ କୃଷି ଯନ୍ତ୍ରପାତି ହେଉ ଅବା ବନ୍ୟା...
କ୍ୟାନସରକୁ ହରାଇ ସ୍କୁଲରେ ପହଞ୍ଚିଲେ ୬ ବର୍ଷ ବୟସ୍କ ବାଳକ: ସାଥୀମାନେ ତାଳିମାରି କଲେ ସ୍ବାଗତ; ଭିଡ଼ିଓ ଭାଇରାଲ…
ଓହିୟୋ, ୧୨।୧: କ୍ୟାନସରରେ ପୀଡ଼ିତ ହୋଇଥିବା ଜଣେ ୬ ବର୍ଷ ବୟସ୍କ ବାଳକ ଚିକିତ୍ସା ପରେ ଶେଷରେ ସୁସ୍ଥ ହୋଇ ସ୍କୁଲକୁ ଫେରିଛନ୍ତି। ତାଙ୍କୁ ତାଙ୍କର ସହପାଠୀ ଏବଂ ଜୁନିଅର, ସିନିଅର ତଥା ଶିକ୍ଷକ ଶିକ୍ଷୟିତ୍ରୀମାନେ ତାଳିମାରି ସ୍ବାଗତ କରିଛନ୍ତି।...
୭ ବର୍ଷ ବାଳକଙ୍କ ପେଟିଂ ବିକ୍ରି ହେଲା ସାଢ଼େ ୮ ଲକ୍ଷରେ
ବର୍ଲିନ୍, ୧୨।୧: ଜର୍ମାନ୍ରେ ୭ ବର୍ଷ ବୟସ୍କ ବାଳକଙ୍କ ପେଟିଂ ୮ ଲକ୍ଷ ୫୧ ହଜାର ଟଙ୍କାରେ ବିକ୍ରି ହୋଇଛି। ୨୦୧୨ରେ ଜନ୍ମ ହୋଇଥିବା ମିଖାଇଲ୍ ଅକରଙ୍କ ପେଟିଂ ବିକ୍ରି ହେବା ପରେ ସେ ରାତାରାତି ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚାର...
ପ୍ରତିଦିନ ୨ ଘଣ୍ଟା ଟ୍ରାଫିକ ନିୟମ ପାଳନ ସମ୍ପର୍କରେ ସଚେତନ କରାଉଛନ୍ତି ୫୮ ବର୍ଷୀୟା ମହିଳା
ଇନ୍ଦୋର: ୟୁରୋପ ଏବଂ ଆମେରିକାର ଯାତାୟାତ ବ୍ୟବସ୍ଥାକୁ ଦେଖି ନ୍ୟାୟନଗରରେ ରହୁଥିବା ୫୮ ବର୍ଷୀୟା ବୃନ୍ଦା ନାମକ ଜଣେ ମହିଳା ସ୍ବେଚ୍ଛାକୃତ ଭାବେ ପ୍ରତିଦିନ ୨ ଘଣ୍ଟା ଲୋକଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଉଛନ୍ତି। ଏପରି ଦୃଢ଼ ସଂକଳ୍ପ...
ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ବାସହରାଙ୍କ ସାହାରା ପାଲଟିଛନ୍ତି ସୁଖବିନ୍ଦର
ସିଡ୍ନୀ,୧୧।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିବା ଫଳରେ ସେଠାରେ ଲକ୍ଷାଧିକ ଲୋକ ବାସଶୂନ୍ୟ ହୋଇପଡିଥିବା ବେଳେ ଅଧିକାଂଶ ବନ୍ୟଜନ୍ତୁଙ୍କ ମୃତ୍ୟୁ ମଧ୍ୟ ହେଲାଣି। ଏହି ସମୟରେ ବାସହରା ହୋଇଥିବା ଲୋକଙ୍କର ସାହାରା ପାଲଟିଛନ୍ତି ଶିଖ୍ ମହିଳା ସୁଖବିନ୍ଦର କୌର। ଦୀର୍ଘ...
Archives


