ରାତିରେ କଲିଂ ବେଲ୍ ବଜାଇ କରୁଥିଲେ ହଇରାଣ, ପରିଣତି ହେଲା ଏପରି
ମୁମ୍ବାଇ: ଦୁନିଆରେ ଭିନ୍ନ ଧରଣର ଲୋକ ଅଛନ୍ତି। ଜଣେ ଜଣେ ଅନ୍ୟମାନଙ୍କୁ ହଇରାଣ କରି ବେଶ୍ ଆନନ୍ଦ ପାଇଥା’ନ୍ତି। ମାତ୍ର ଏହି ଆନନ୍ଦ ଯେ ଦିନେ ସେମାନଙ୍କୁ ଅସୁବିଧାରେ ପକାଇବ ସେ କଥା କେବେ ଭାବି ନ ଥା’ନ୍ତି। ଏପରି...
ଜାତୀୟ ଏକତା ପୁରସ୍କାର ଲାଗି ନାମାଙ୍କନ ଆରମ୍ଭ
ନୂଆଦିଲ୍ଲୀ: ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା କ୍ଷେତ୍ରରେ ଅତୁଳନୀୟ ଭୂମିକା ଗ୍ରହଣ କରିଥିବା ନାଗରିକଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ଘୋଷଣା କରିଥିଲେ। ଶୁକ୍ରବାର କେନ୍ଦ୍ର ସରକାର ଚଳିତ...
ଗିନିଜ୍ ବୁକ୍ରେ ବିଶ୍ୱର ସବୁଠାରୁ ଲମ୍ବା କେକ୍
ତ୍ରିଶୂର୍(କେରଳ): ରେକର୍ଡ ପାଇଁ ଲୋକେ ସବୁବେଳେ କିଛି ନିଆରା ଚିନ୍ତା କରିଥାନ୍ତି। ଭାରତ ନାମରେ ଏପରି ଅନେକ ରେକର୍ଡ ସମ୍ମାନଜନକ ଗିନିଜ୍ ବୁକ୍ରେ ସ୍ଥାନ ପାଇଛି। ନିକଟରେ କେରଳର ତ୍ରିଶୂର୍ ରାମନିଳୟମ୍ ରୋଡ୍ଠାରେ ବେକର୍ସ ଆସୋସିଏଶନ୍ କେରଳ ପକ୍ଷରୁ ରାଜ୍ୟର...
ପିକାସୋ ପେଟିଂ ବିକ୍ରି ଅଭିଯୋଗ: ୧୮ ମାସ ଜେଲ ଦଣ୍ଡ; ୪୧୦ କୋଟି ଜରିମାନା
ମାଦ୍ରିଦ୍,୧୮।୧: ଖ୍ୟାତି ସମ୍ପନ୍ନ ଚିତ୍ରକର ପାବ୍ଲୋ ପିକାସୋଙ୍କ ପେଟିଂକୁ କମ୍ ଦାମରେ ଚୋରାରେ ବିକ୍ରି କରୁଥିବା ଅଭିଯୋଗରେ ସ୍ପେନ୍ର ମାଦ୍ରିଦ୍ ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ୧୮ ମାସ ଜେଲ ସହିତ ୪୧୦ କୋଟି ଟଙ୍କାର ଜରିମାନା ଦଣ୍ଡାଦେଶ କରିଛନ୍ତି। ୮୩...
ବିଦ୍ୟା ଦେବୀ: ୯୭ ବର୍ଷ ବୟସରେ ସମ୍ଭାଳିବେ ସରପଞ୍ଚ ଦାୟିତ୍ୱ
ଜୟପୁର,୧୮।୧: ବୟସ ଯେ ଏକ ସଂଖ୍ୟା ଏହାକୁ ଏବେ ପ୍ରମାଣ କରିଛନ୍ତି ରାଜସ୍ଥାନ ସିକାରର ୯୭ ବର୍ଷୀୟା ମହିଳା ବିଦ୍ୟା ଦେବୀ। ନିକଟରେ ଅନୁଷ୍ଠିତ ହୋଇଥିବା ରାଜସ୍ଥାନର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ସେ ବିଜୟୀ ହୋଇ ଏବେ ସରପଞ୍ଚ...
୫ ଶହ ବର୍ଷ ତଳର ଭୟଙ୍କର ଖେଳ: ଘୋଡ଼ାର ଶୁଦ୍ଧିକରଣ ପାଇଁ ନିଆଁରେ ପ୍ରବେଶ କରନ୍ତି ଘୋଡ଼ା ସବାର
ମାଦ୍ରିଦ୍: ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ସ୍ପେନ୍ରେ ଘୋଡ଼ାର ଶୁଦ୍ଧିକରଣ ପାଇଁ ଏକ ଭୟଙ୍କର ଖେଳ ହୋଇଥାଏ। ଗତ ୫ ଶହ ବର୍ଷ ଧରି ଏଠାରେ ଏହା ଜାରି ରହିଛି। ସ୍ଥାନୀୟ ସେନ୍ ବାର୍ଟୋଲୋମ ଡେ...
ପାରା ପରରେ ତିଆରି ହେଲା ସ୍ବୟଂଚାଳିତ ରୋବୋଟିକ୍ ବିମାନ…
କାଲିଫର୍ନିଆ, ୧୮।୧: ପ୍ରତିଦିନ ବୈଜ୍ଞାନିକମାନେ ନୂଆ ନୂଆ ଗବେଷଣା କରୁଛନ୍ତି। ସମ୍ପ୍ରତି ଆମେରିକାର କାଲିଫର୍ନିଆ ସ୍ଥିତ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକ ୪୦ଟି ପାରା ପରରେ ସ୍ବୟଂଚାଳିତ ରୋବୋଟିକ୍ ବିମାନ ନିର୍ମାଣ କରିଛନ୍ତି। ବିମାନର ଡେଣା ସମ୍ପୂର୍ଣ୍ଣ ଭାବେ ପରରେ ନିର୍ମିତ।...
ମଙ୍ଗଳ-ଚନ୍ଦ୍ରରେ ମହାକାଶଚାରୀଙ୍କ ପାଇଁ କବକରେ ହେବ ଘର…
ନ୍ୟୁୟର୍କ, ୧୮।୧: ମଙ୍ଗଳ ଏବଂ ଚନ୍ଦ୍ରରେ ବସତି ସ୍ଥାପନ ପାଇଁ ବୈଜ୍ଞାନିକମାନେ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏଠାରେ କିଭଳି ଘର ନିର୍ମାଣ କଲେ ସୁବିଧା ହେବ ସେ ନେଇ ନାସା ପକ୍ଷରୁ ନାନା ଗବେଷଣା ଜାରି ରହିଛି। ତେବେ କବକରେ...
ପ୍ଲାଷ୍ଟିକରୁ ପ୍ରସ୍ତୁତ ହେଉଛି କାଠ
ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବେ ସାରା ପୃଥିବୀକୁ ଏକ ପ୍ରକାର ଅଡୁଆରେ ପକାଇ ଦେଇଛି। ତେଣୁ ଅନେକ ଦେଶ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ହେଲେ କାନାଡା ଏହି ପ୍ଲାଷ୍ଟିକକୁ ପୁନଃବ୍ୟବହାର ଉପଯୋଗୀ କରିପାରିଛି। ସୂଚନା ଅନୁଯାୟୀ, କାନାଡାର...
ବିବାହର ୨ ସପ୍ତାହ ପରେ ସ୍ବାମୀଙ୍କୁ ମିଳିଲା ଶକ୍ତ ଧକ୍କା
ବିବାହ ପାଇଁ ଯୁବକ ଯୁବତୀ କେତେ ସ୍ବପ୍ନ ଦେଖିଥାନ୍ତି। ମନର ମଣିଷକୁ ନେଇ କେତେ ଆଶା ବାନ୍ଧିଥାନ୍ତି। ହେଲେ ଯେତେବେଳେ ତାଙ୍କୁ ବିଶ୍ୱାସରେ ବିଷ ମିଳେ ସେତେବେଳେ ଏକ ଶକ୍ତ ଧକ୍କା ଲାଗିଥାଏ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି...
ଏଠାରେ ଦ୍ୱିତୀୟ, ତୃତୀୟ ବିବାହ କଲେ ମିଳୁଛି ଅଫର୍
ଇସଲାମାବାଦ,୧୭।୧: ବିବାହ ସିଜିନ୍କୁ ଲକ୍ଷ୍ୟ କରି ପାକିସ୍ତାନରେ ଏକ ମଣ୍ଡପ ମାଲିକ ଗ୍ରାହକଙ୍କୁ ଜବରଦସ୍ତ ଅଫର୍ ଘୋଷଣା କରିଛନ୍ତି। ସବୁଠୁ ରୋଚକ କଥା ହେଉଛି ଏହି ଅଫର୍ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ବିବାହ କରୁଥିବା ଗ୍ରାହକଙ୍କଠାରେ ଉପଲବ୍ଧ ହେବ।...
ଖୋଲାରେ ପରିସ୍ରା ନ କରିବା ପାଇଁ ନିଆରା ପଦକ୍ଷେପ
ବେଙ୍ଗାଲୁରୁ: କେନ୍ଦ୍ର ସରକାର ସ୍ବଚ୍ଛତା ଅଭିଯାନ ଜରିଆରେ ସାରା ଦେଶକୁ ସଫାସୁତରା ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହା ସତ୍ତ୍ୱେ ଲୋକେ ସଚେତନ ନ ହୋଇ ଖୋଲାରେ ପରିସ୍ରା କରୁଛନ୍ତି। ଏପରି...
Archives


