ମସଜିଦ୍ ପରିସରରେ ବିବାହ କଲେ ହିନ୍ଦୁ ଯୁବତୀ, ମୁଖ୍ୟମନ୍ତ୍ରୀ ଶେୟାର କଲେ ଫଟୋ
କୋଚି,୨୦।୧: କେରଳର ଆଲାପୁଝାରେ ମୁସଲମାନ ସମ୍ପ୍ରଦାୟ ଲୋକେ ମସଜିଦ୍ ପରିସରରେ ଜଣେ ହିନ୍ଦୁ ଯୁବତୀଙ୍କ ବିବାହ କରିଛନ୍ତି। ଆଲାପୁଝାର ଚେରୁଭଲ୍ଲୀସ୍ଥିତ ଜୁମା ମସଜିଦ୍ରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ଏହି ବିବାହ ଅନୁଷ୍ଠିତ ହୋଇଛି। କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏହି...
ମହାକାଶ ଯାନ ଖରାପ ହେଲେ ଜୀବନ ବଞ୍ଚାଇବ କ୍ରୁ ଡ୍ରାଗନ
ଓ୍ବାଶିଂଟନ, ୨୦।୧: ଏଣିକି ମହାକାଶ ମିଶନରେ କିଛି ଯାନ୍ତ୍ରିକ ଅସୁବିଧା ଉପୁଜିଲେ ଭୟ କରିବାର ନାହିଁ। ମହାକାଶ ଯାନ ଖରାପ ହେଲେ କିଭଳି ମହାକାଶଚାରୀଙ୍କ ଜୀବନ ବଞ୍ଚାଯାଇ ପାରିବ ତାହା ସଫଳତାର ସହିତ ନାସା ପକ୍ଷରୁ ପରୀକ୍ଷା କରାଯାଇଛି। ମହାକାଶ...
ଟ୍ରାଫିକ୍ ନିୟନ୍ତ୍ରଣ କରିବେ ଘୋଡ଼ା ସବାର ପୋଲିସ
ମୁମ୍ବାଇ, ୨୦।୧: ମୁମ୍ବାଇରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସରକାର ଏକ ନିଆରା ଉଦ୍ୟମ ଆରମ୍ଭ କରିଛନ୍ତି। ୮୮ ବର୍ଷ ପରେ ପୁଣିଥରେ ଘୋଡ଼ା ସବାର ଟ୍ରାଫିକ୍ ପୋଲିସଙ୍କୁ ମୁମ୍ବାଇ ରାସ୍ତାରେ ଦେଖିବାକୁ ମିଳିବ। ଶେଷଥର ପାଇଁ ୧୯୩୨ରେ ଘୋଡ଼ା ସବାର...
ସେକେଣ୍ଡ୍ ହ୍ୟାଣ୍ଡ୍ ଶପିଂ ସେଣ୍ଟରରୁ କିଣିଥିଲେ ବ୍ୟାଗ୍, ଏଥିରେ ଥିଲା…
ଓ୍ବାଶିଂଟନ୍: ଆଜିର ସମୟରେ ସଚ୍ଚୋଟ ବ୍ୟକ୍ତିଙ୍କ ସଂଖ୍ୟା ହାତଗଣତି। ଏହି ଯେମିତି କିଛି ଜିନିଷ ହଜିଗଲେ ପାଇଥିବା ଖୁବ୍ କମ୍ ଲୋକ ଏହାକୁ ଫେରାଇଥାନ୍ତି। ମାତ୍ର ଆମେରିକାର ସେଣ୍ଟ୍ରାଲ୍ ମିଚିଗାନ୍ରେ ରହୁଥିବା ୫୦ ବର୍ଷୀୟ ହାଓ୍ବାର୍ଡ କିର୍ବି ସଚ୍ଚୋଟତାର ପରିଚୟ...
୧୫ ଅଗଷ୍ଟ, ୨୬ ଜାନୁୟାରୀରେ ପତାକା ଉତ୍ତୋଳନରେ କ’ଣ ରହିଛି ପାର୍ଥକ୍ୟ
ସାଧାରଣତଃ ୧୫ ଅଗଷ୍ଟ ଓ ୨୬ ଜାନୁୟାରୀରେ ଭାରତର ଜାତୀୟ ପତାକାକୁ ସାରା ଦେଶରେ ଉତ୍ତୋଳନ କରାଯାଇଥାଏ। ହେଲେ ଏହି ୨ଦିନ ଭିନ୍ନ ଭିନ୍ନ ଭାବେ ପତାକା ଉତ୍ତୋଳନ କରାଯାଇଥାଏ। ଏବେ ପାଖେଇ ଆସିଲାଣି ୨୬ ଜାନୁୟାରୀ ବା ସାଧାରଣତନ୍ତ୍ର...
ନଦୀରେ ପାଣି ନାହିଁ ରହିଛି ପଥର !
ମସ୍କୋ: ନଦୀରେ ସାଧାରଣତଃ ପାଣି ପ୍ରବାହିତ ହୋଇଥାଏ। ତେବେ ନଦୀ ଶଯ୍ୟାରେ ଦୀର୍ଘ ୬ କିମିରୁ ଅଧିକ ବାଟ ପଥର ଭରି ରହିଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ରୁଷିଆରେ ଏଭଳି ନଦୀ ରହିଛି। ଲୋକେ ଏହାକୁ ଷ୍ଟୋନ୍ ରିଭର...
ଯେଉଁଠି ୨ଶହ ଟଙ୍କାରେ ନିଜ ସନ୍ତାନଙ୍କୁ ବିକ୍ରି କରି ଦିଅନ୍ତି ଅଭିଭାବକ
ବନଜୁଲ,୧୯।୧: ଆଫ୍ରିକାର ଗାମ୍ବିଆରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ। ଏଠାରେ ଅଭିଭାବକମାନେ ନିଜ ସନ୍ତାନଙ୍କୁ ମାତ୍ର ୨ଶହ ଟଙ୍କାରେ ବିକ୍ରି କରୁଥିବା କୁହାଯାଏ। ବ୍ରିଟିଶ ମିଡିଆ ଦ ସନରେ ଏହି ଖବର ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ,...
ଜାତୀୟ ନିଶ ଦାଢି ଚାମ୍ପିୟନଶିପ
ପୃଥିବୀରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାମାନ ଆୟୋଜିତ ହୋଇଥାଏ। ପ୍ରତିଯୋଗୀଙ୍କ ପ୍ରତିଭା ପ୍ରଦର୍ଶନର ଏହା ଏକ ଉତ୍ତମ ମାଧ୍ୟମ ହୋଇଥିବା ବେଳେ ପ୍ରତିଭାକୁ ପ୍ରୋତ୍ସାହନ ଦେବାରେ ମଧ୍ୟ ଏହା ବେଶ୍ ସହାୟକ ହୋଇଥାଏ। ତେବେ ପୃଥିବୀରେ ଏଭଳି ବି କିଛି ପ୍ରତିଯୋଗିତା...
ସେଲିବ୍ରିଟିଙ୍କ ଅନ୍ଧବିଶ୍ୱାସ
ଗ୍ଲାମର ଜଗତର ସେଲିବ୍ରିଟିମାନେ ବି ଅନ୍ଧବିଶ୍ୱାସର ବସବର୍ତ୍ତି ହୋଇଥାନ୍ତି। ବିଶ୍ୱାସ ହେଉନଥିଲେ ବି ଏହା ସତ। ତେବେ ବି-ଟାଉନର କିଛି ସେଲିବ୍ରିଟିଙ୍କର କ’ଣ ସବୁ ଅନ୍ଧବିଶ୍ୱାସ ରହିଛି ସେ ସମ୍ପର୍କରେ ଜାଣିବା… * ବିଗ୍ ବି ଅମିତାଭ ବଚ୍ଚନଙ୍କ ଇଂଲିଶ...
ଟେଣ୍ଟ ସିଟି
ଆମେରିକା, ନ୍ୟୁଜର୍ସିର ଲେକ ଉଡ୍ ନିକଟରେ ଅଛି ଏକ ଛୋଟିଆ ସହର। ଏହି ସହର ସାଧାରଣ ସହରଠୁ ଭିନ୍ନ। କାରଣ ଏଠାରେ ନାହିଁ ଇଟା ସିମେଣ୍ଟର ଘର। କି ବଡ଼ ବଡ଼ ସୁଉଚ୍ଚ ଅଟ୍ଟାଳିକା। ଖାଲି ଦେଖିବାକୁ ମିଳେ ଧାଡି...
ପେପର୍ ଓ୍ବିଗ୍
ଆସିୟା ଓ ଡିମିଟ୍ରି କୋଜିନ୍ ହେଉଛନ୍ତି କଳାକାର। ଦୁହେଁ କାଗଜରେ ବିଭିନ୍ନ କଳାକୃତି ତିଆରି କରନ୍ତି। ହେଲେ ନିକଟରେ କାଗଜର ଆକର୍ଷକ ଓ୍ବିଗ୍ ତିଆରି କରି ସୋସିଆଲ ମିଡିଆରେ ବହୁ ପ୍ରଶଂସିତ ହୋଇଛନ୍ତି। କାରଣ ସେଗୁଡିକ ଓ୍ବିଗ୍ ନୁହେଁ ଗୋଟେ...
ଫ୍ରି ଅନ୍ ଟ୍ରି
ହାଡ଼ଭଙ୍ଗା ଶୀତରାତିରେ ଆମେ ମୋଟା ଚାଦର ତଳେ ଉଷୁମ ଟାଣି ଶୋଇଥାଉ। ହେଲେ ଥରେ ଭାବିଲେ ବାସହୀନ ଲୋକ, ଯେଉଁମାନେ କି ଫୁଟ୍ପାଥ୍ରେ ଶୋଇବାକୁ ବାଧ୍ୟ ସେମାନଙ୍କ ରାତି କେମିତି କଟୁଥିବ। ଏହି ଚିନ୍ତା ବେଙ୍ଗାଲୁରୁର କିଛି ଯୁବତୀଯୁବକଙ୍କୁ ଘାରିଥିଲା।...
Archives


