ପିତା କୋଟିପତି: ହାତେ ରାନ୍ଧିି ଖାଉଛନ୍ତି ପୁଅ
କୋଟିପତି ହେବାର ନିଶା ପ୍ରାୟ ଅଧିକାଂଶ ଲୋକଙ୍କର ଥାଏ। ଯଦି ପିତା କୋଟିପତି, ତେବେ ପୁଅ ମଧ୍ୟ ଛୋଟବେଳୁ ସେମିତି ଜୀବନଶୈଳୀ ଆପଣାଇ ଥାଆନ୍ତି। କିନ୍ତୁ ଆଲେକ୍ଜାଣ୍ଡର ଫ୍ରିଡ୍ମ୍ୟାନ୍ଙ୍କ କ୍ଷେତ୍ରରେ ଏହା ଭୁଲ ପ୍ରମାଣିତ ହୋଇଛି। ରୁଷର ଧନୀ ତାଲିକାରେ...
ଭାରତର ସବୁଠୁ ବଡ଼ ଲୁଣ ମରୁଭୂମି
ସାଧାରଣତଃ ମରୁଭୂମି କହିଲେ ବିସ୍ତୀର୍ଣ୍ଣ ବାଲି, ବିଭିନ୍ନ ପ୍ରକାର କଣ୍ଟାଗଛ ଏବଂ ଓଟ ବାସ କରୁଥିବା ସ୍ଥାନକୁ ବୁଝାଇଥାଏ। ମାତ୍ର ଭାରତରେ ଏମିତି ଏକ ମରୁଭୂମି ଅଛି, ଯାହାକୁ ଲୁଣର ମରୁଭୂମି କୁହାଯାଇଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି...
ଶ୍ରଦ୍ଧାଞ୍ଜଳି ଓ ସଂକଳ୍ପର ଦିନଟିଏ
ପ୍ରତିବର୍ଷ ୩୦ ଜାନୁୟାରୀରେ ଭାରତରେ ଶହୀଦ ଦିବସ ପାଳନ କରାଯାଏ। ଜାତିର ପିତା ତଥା ଅହିଂସା ପୂଜାରୀ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିକୁ ଶହୀଦ ଦିବସ ଭାବେ ପାଳନ କରଯାଉଛି। ୩୦ ଜାନୁୟାରୀ, ୧୯୪୮ରେ ମହାମତ୍ା ଗାନ୍ଧୀଙ୍କୁ ବିର୍ଲା ହାଉସ୍ର ପ୍ରାର୍ଥନାସଭାରେ...
ସ୍ପେସ୍ ହୋମ ଦେବ ସୁଖଦ ଅନୁଭୂତି
ନ୍ୟୁୟର୍କ: ବିଶ୍ୱବ୍ରହ୍ମାଣ୍ଡର ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ମହାକାଶ। ଅର୍ଥାତ୍ ଜଣେ ଚାହିଁଲେ ମହକାଶକୁ ଯାଇପାରିବ। ସେଠାରୁ ଉପଭୋଗ କରିପାରିବ ପୃଥିବୀର ମନୋରମ ଦୃଶ୍ୟ। ହଁ ଏକଥା ସତ ଯେ, କେବଳ ଦୁଃସାହସିକ କାର୍ଯ୍ୟ ଏବଂ ମହାକାଶ ଉପରେ ରୁଚି...
ସାମାଜିକ ବାସନ୍ଦ ନୁହେଁ, ସହଯୋଗ ଲୋଡ଼ା
ବିଶ୍ୱରେ କୁଷ୍ଠରୋଗ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୩୦ ଜାନୁୟାରୀରେ ବିଶ୍ୱ କୁଷ୍ଠ ନିବାରଣ ଦିବସ ପାଳନ କରାଯାଉଛି। । ଏହି ଦିବସରେ ଗାନ୍ଧିଜୀଙ୍କୁ ମଧ୍ୟ ସ୍ମରଣ କରାଯାଏ। ଗାନ୍ଧିଜୀ ଏହି ରୋଗକୁ ଭଲ ଭାବେ ବୁଝିଥିଲେ ଓ...
୪ କିମି ଚାଲି ଚାଲି କନ୍ୟା ଘରେ ପହଞ୍ଚିଲେ ବର
ଡେରାଡୁନ,୩୦।୧: ଜାନୁୟାରୀ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶରେ ପ୍ରବଳ ବରଫପାତ ଲାଗି ରହିଛି। ଲଗାତର ବରଫପାତ ଯୋଗୁ ସ୍ଥାନୀୟ ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଉତ୍ତରାଖଣ୍ଡର ଚମୋଲି ଜିଲାରେ...
ମାତ୍ର ୭୮ ଟଙ୍କାରେ ମିଳୁଛି ଘର
ସିସିଲି,୨୯।୧: ମାତ୍ର ୭୮ ଟଙ୍କାରେ ଘର ମିଳୁଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ଦକ୍ଷିଣ ଇଟାଲୀର ଟୋରୋଣ୍ଟୋରେ ସହରରେ ୨୫ ହଜାର ଘର ଏହି ଦାମ୍ରେ ବିକ୍ରି କରାଯିବ। ପ୍ରଥମେ ପରୀକ୍ଷାମୂଳକ ଭାବେ ୫ଟି...
୧ ହଜାର କିମି ପଦଯାତ୍ରା ଆରମ୍ଭ କଲେ ଦମ୍ପତି, ଜାଣନ୍ତୁ କାରଣ
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିଚାରଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ତାମିଲନାଡୁ ମଦୁରାଇର ଏକ ଦମ୍ପତି ୧ ହଜାର କିମି ପଦଯାତ୍ରା ଆରମ୍ଭ କରିଛନ୍ତି। ଏମ. କରୁପାହ୍ୟା(୪୯) ଗୋଟିଏ ସାଇକେଲ ଏବଂ ତାଙ୍କ ସ୍ତ୍ରୀ କେ. ଚିତ୍ରା(୫୧) ହାତରେ...
୩ ହଜାର ବର୍ଷ ପରେ ମମିରୁ ଆସୁଛି ଅଜବ ଶବ୍ଦ, ଏହା ଶୁଣି ବୈଜ୍ଞାନିକ ଆଶ୍ଚର୍ଯ୍ୟ
ଲଣ୍ଡନ: ଆପଣ ଫିଲ୍ମରେ ଦେଖିଥିବେ ୧୦୦୦ ବର୍ଷର ମମି ପୁଣି ଜିଇଁଉଠି କଥା କହିଥାଏ। ଥରେ ଚିନ୍ତା କଲେ ବାସ୍ତବରେ ଯଦି ଏମିତି ଘଟେ ତେବେ ଅବସ୍ଥା କ’ଣ ହେବ। ନିଶ୍ଚିତ ଭୟରେ ଦେହ ଶୀତେଇ ଉଠିବ। କିନ୍ତୁ ବ୍ରିଟେନ୍ରେ...
ଏବେ ବି ହଲ୍ରେ ଫିଲ୍ମ ଦେଖିବାକୁ ଯାଉଛନ୍ତି ୯୨ ବର୍ଷୀୟ ଆଡ୍ଭାନୀ
ଏକଦା ରାଜନୈତିକ ଜଗତରେ ଭାଜପାର ଭୀଷ୍ମ କୁହାଯାଉଥିବା ଲାଲକୃଷ୍ଣ ଆଡ୍ଭାନୀ ୯୨ ବର୍ଷରେ ବି ଖୁବ୍ ସକ୍ରିୟ। ଦଳୀୟ କାର୍ଯ୍ୟକ୍ରମରୁ ଦୂରରେ ରହୁଥିବା ଆଡ୍ଭାନୀଙ୍କୁ ନିକଟରେ ସାଧାରଣତନ୍ତ୍ର ଦିବସ ପରେଡରେ ଦେଖାଯାଇଥିଲା। କେବଳ ଏତିକି ନୁହେଁ, ସେ ପୃଥ୍ବୀରାଜ ରୋଡ୍ରେ...
୧୦୦୦ ବର୍ଷ ମଧ୍ୟରେ ବସନ୍ତ ପଞ୍ଚମୀଠାରୁ କେବେ ବି ଆରମ୍ଭ ହୋଇନି ବସନ୍ତ ଋତୁ
ନୂଆଦିଲ୍ଲୀ,୨୯।୧: କୁହାଯାଏ ବସନ୍ତ ପଞ୍ଚମୀରେ ବସନ୍ତ ଋତୁର ଆରମ୍ଭ ହୋଇଥାଏ। ତେବେ ଗତ ୧୦୦୦ ବର୍ଷ ମଧ୍ୟରେ କେବେ ମଧ୍ୟ ବସନ୍ତ ପଞ୍ଚମୀଠାରୁ ବସନ୍ତ ଋତୁର ଆରମ୍ଭ ହୋଇନି। ଚଳିତ ବର୍ଷ ଜାନୁୟାରୀ ୩୦ରେ ବସନ୍ତ ପଞ୍ଚମୀ ପଡୁଥିବା ବେଳେ...
ଜାଣନ୍ତୁ ବସନ୍ତ ପଞ୍ଚମୀରେ ମା’ ସରସ୍ବତୀଙ୍କୁ କାହିଁକି କରାଯାଏ ଆରାଧନା
ହିନ୍ଦୁଧର୍ମରେ ବସନ୍ତ ପଞ୍ଚମୀର ମହତ୍ତ୍ୱ ରହିଛି। ଏହିଦିନ ମା’ ସରସ୍ବତୀଙ୍କୁ ଆରାଧନା କରାଯାଏ। ପ୍ରତିବର୍ଷ ମାଘ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା’ ସରସ୍ବତୀଙ୍କ ପୂଜା କରାଯାଏ। କୁହାଯାଏ, ବସନ୍ତପଞ୍ଚମୀଠାରୁ ଶୀତ ପୃଥିବୀପୃଷ୍ଠରୁ ବିଦାୟ ନେଇଥାଏ। ଋତୁ ବଦଳିବା ସହ ଏହି...
Archives


