Posted inଫୁରସତ

୩ ହଜାର ବର୍ଷ ପରେ ମମିରୁ ଆସୁଛି ଅଜବ ଶବ୍ଦ, ଏହା ଶୁଣି ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଲଣ୍ଡନ: ଆପଣ ଫିଲ୍ମରେ ଦେଖିଥିବେ ୧୦୦୦ ବର୍ଷର ମମି ପୁଣି ଜିଇଁଉଠି କଥା କହିଥାଏ। ଥରେ ଚିନ୍ତା କଲେ ବାସ୍ତବରେ ଯଦି ଏମିତି ଘଟେ ତେବେ ଅବସ୍ଥା କ’ଣ ହେବ। ନିଶ୍ଚିତ ଭୟରେ ଦେହ ଶୀତେଇ ଉଠିବ। କିନ୍ତୁ ବ୍ରିଟେନ୍‌ରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଏଠାରେ ହଜାର ହଜାର ବର୍ଷଧରି ସଂରକ୍ଷିତ ରଖାଯାଇଥିବା ଏକ ମମିରୁ ଅଜବ ଶବ୍ଦ ଆସୁଛି। ଯାହାକି ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି। ପରେ ବୈଜ୍ଞାନିକମାନେ ଏହି ଶବ୍ଦ ରେକର୍ଡ କରିଛନ୍ତି।
ବ୍ରିଟେନ୍‌ର ଲିଡ୍‌ସ ସିଟି ମ୍ୟୁଜିୟମ୍‌ରେ ଏକ ମମି ସଂରକ୍ଷିତ ରଖାଯାଇଛି। ଯାହାର ନାମ ନିସିୟାମୁନ୍‌। ୩ ହଜାର ବର୍ଷ ପୁରୁଣା ଏହି ମମି ମିଶର ରାଜା ଫୈରୋ ରାମ୍‌ସେସ୍‌ – ୧୧ଙ୍କ ପୂଜାରୀଙ୍କର।


ଏକ ରିପୋର୍ଟ ଅନୁଯାୟୀ, ଏହି ପୂଜାରୀ ରାଜାଙ୍କୁ ସମସ୍ତ ଖବର ଦେଉଥିଲେ। ଏହାବ୍ୟତୀତ ଧାର୍ମିକ ଗୀତ ଗାଇ ରାଜାଙ୍କୁ ଶୁଣାଉଥିଲେ। ବୈଜ୍ଞାନିକ ଡେଭିଡ୍‌ ହୋଓ୍ବାର୍ଡ କୁହନ୍ତି, ଯେତେବେଳେ ପବନ ହୁଏ ଏହି ମମିରୁ ଅଜବ ଶବ୍ଦ ଆସେ। ଏଥିପାଇଁ ସେ ଏହି ଶବ୍ଦକୁ ରେକର୍ଡ କରି ରଖିଛନ୍ତି। ପ୍ରଥମେ ମମିର ଗଳାର ସିଟି ସ୍କାନ୍‌ କରିଥିଲେ ଏବଂ ଥ୍ରୀଡି ପ୍ରିଣ୍ଟରରେ ଭୋକାଲ କାର୍ଡ ତିଆରି କରିଥିଲେ। ଏହା ପରେ ଜାଣିବାକୁ ପାଇଥିଲେ ମମିରୁ ମିଶର ଦେଶର କଥା ପରି ଶବ୍ଦ ଆସୁଛି। ଏହି ଶବ୍ଦର ରେକର୍ଡିଂ ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସିଟି ସ୍କାନ୍‌ରେ ଜଣାପଡ଼ିଥିଲା ମମି ଜିଭର କିଛି ଅଂଶ ନ ଥିଲା। କିନ୍ତୁ କାହିଁକି ନାହିଁ ସେ ସମ୍ପର୍କରେ କୌଣସି ତଥ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଜାଣନ୍ତୁ କାହିଁକି…

ଗଞ୍ଜାମ,୧୪।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ। ଦୀର୍ଘ ଦିନ ଧରି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri