ଫୁରସତ

ଏହି ସ୍ଥାନରେ ରହିଛି ଆସ୍ଥା ବ୍ୟାଙ୍କ: ଏଠାରେ ଜମା ହୁଏ ‘ଓମ୍‌ ନମଃ ଶିବାୟ’

ବ୍ୟାଙ୍କର ନାଁ ଆସିଲେ ସାଧାରଣତଃ ଆମ ମନରେ ଟଙ୍କା ନେଣ ଦେଣ କଥା ଆସିଥାଏ। କିନ୍ତୁ ଏଭଳି ଏକ ବ୍ୟାଙ୍କ ଅଛି ଯେଉଁଠାରେ ଟଙ୍କା ନୁହେଁ ବରଂ ଆସ୍ଥା ଜମା ହୋଇଥାଏ। ଉତ୍ତରପ୍ରଦେଶ ବାରାଣସୀରେ ଏଭଳି ଏକ ନିଆରା ବ୍ୟାଙ୍କ ରହିଛି।…

ଅନ୍ତର୍ଜାତୀୟ ମାତୃଭାଷା ଦିବସ: ବିକାଶ ଓ ଏକତାର ସେତୁ ମାତୃଭାଷା

ଅନ୍ତର୍ଜାତୀୟ ମାତୃଭାଷା ଦିବସ ୨୧ ଫେବୃୟାରୀରେ ପାଳନ କରାଯାଉଛି। ୟୁନେସ୍କୋ ୧୭ ନଭେମ୍ବର ୧୯୯୯ ରେ ଏହି ଦିବସ ଘୋଷଣା କରିଥିଲା। ପରେ ୨୧ ଫେବୃୟାରୀ,୨୦୦୦ରେ ପ୍ରଥମେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥିଲା। ବିଶ୍ୱରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ…

କ୍ୟାପ୍‌ଶିକମ ଭିତରେ ଜିଅଁନ୍ତା ବେଙ୍ଗ, ଫଟୋ ଭାଇରାଲ

ପନିପରିବାରୁ ପୋକ ବାହାରିବା ସାଧାରଣ ଘଟଣା। ମାତ୍ର କ୍ୟାପ୍‌ଶିକମ୍‌ ଭିତରୁ ଜିଅଁନ୍ତା ବେଙ୍ଗ ବାହାରିବା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କାନାଡାରେ। ଏଠାକାର ଏକ ଦମ୍ପତି କିଛିଦିନ ତଳେ ବଜାରରୁ କିଛି ପରିବା କିଣି…

କେବଳ ନେତା ନୁହେଁ, ଭଲ ଅଭିନେତା ମଧ୍ୟ: ଏହିସବୁ ଫିଲ୍ମରେ ଅଭିନୟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଫେବ୍ରୁୟାରୀ ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଗୁଜରାଟର ଅହମଦାବାଦ ଯିବେ। ତାଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ଆପଣ ଜାଣନ୍ତି କି ଟ୍ରମ୍ପ କେବଳ ଜଣେ…

ଗର୍ଲଫ୍ରେଣ୍ଡ ଖୋଜି ଦେଲେ ମିଳିବ ୧୮ ଲକ୍ଷ ପୁରସ୍କାର

ଓ୍ବାଶିଂଟନ,୨୦।୨: ଆମେରିକାର ଜଣେ ବ୍ୟବସାୟୀ ତାଙ୍କ ପାଇଁ ଗର୍ଲ ଫ୍ରେଣ୍ଡ ଖୋଜି ଦେଲେ ୧୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ୪୭ ବର୍ଷ ବୟସ୍କ ଜେଫ୍‌ ଗେବହାର୍ଟ ଏଭଳି ଘୋଷଣା କରି ରାତାରାତି ସୋସିଆଲ୍‌ ମିଡ଼ିଆରେ ପରିଚିତି ହାସଲ କରିଛନ୍ତି।…

ଗଙ୍ଗାରେ ବିସର୍ଜନ କଲେ କୁକୁର ଅସ୍ଥି

ପୁର୍ଣ୍ଣିଆ,୨୦।୨: ହିନ୍ଦୁ ପରମ୍ପରା ଅନୁସାରେ ମୃତକଙ୍କ ଅନ୍ତିମ ସଂସ୍କାର ପରେ ଅସ୍ଥି ଗଙ୍ଗାରେ ବିସର୍ଜନ କରାଯାଇଥାଏ। ତେବେ ବିହାର ପୁର୍ଣ୍ଣିଆ ଜିଲାରେ ଜଣେ ବ୍ୟକ୍ତି ତାଙ୍କ ପୋଷା କୁକୁରର ଅସ୍ଥି ଗଙ୍ଗାରେ ବିସର୍ଜନ କରିଛନ୍ତି। ଏହାକୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ…

ଅର୍ଥ ଅଭାବରୁ ଭଉଣୀଙ୍କ ପାଇଁ ଘରେ ସୁନ୍ଦର ଗାଉନ୍‌ ତିଆରି କଲେ ଭାଇ

ମନିଲା,୨୦।୨: ଭଉଣୀ-ଭାଇଙ୍କ ମଧ୍ୟରେ ଥିବା ସମ୍ପର୍କ ସବୁଠାରୁ ନିଆରା ବୋଲି କୁହାଯାଏ। ସବୁ ଭାଇ ଭାବନ୍ତି ତାଙ୍କ ଭଉଣୀ ସବୁଠାରୁ ଭଲ। ଆଉ ଭଉଣୀଙ୍କ କଷ୍ଟ କୌଣସି ଭାଇ ସହଜରେ ହଜମ କରି ପାରନ୍ତି ନାହିଁ ବୋଲି ମଧ୍ୟ କୁହାଯାଏ। ଏବେ…

ଏମିତି ସହର, ଯେଉଁଠି ୫ ଦିନ ଡ୍ରେସ୍‌ ଧୋଇବା ମନା

ସାଧାରଣତଃ ଡ୍ରେସ୍‌ ୨ କିମ୍ବା ୩ଥର ଧୋଇବା ପରେ ତାହା ମଇଳା ହୋଇଯାଇଥାଏ। ଫଳରେ ତାକୁ ସଫା କରିବାକୁ ପଡେ। ପ୍ରତ୍ୟେକ ଦିନ ଡ୍ରେସ୍‌ ସଫା ହେବା ଏକ ସାଧାରଣ କଥା। କିନ୍ତୁ ବିଶ୍ୱରେ ଏମିତି ଏକ ସହର ଅଛି ଯେଉଁଠି…

୩ ହଜାର ବର୍ଷ ପୁରୁଣା ମମି କଣ୍ଠରୁ ସୃଷ୍ଟି ହେଲା ଶବ୍ଦ

ବର୍ଲିନ୍‌,୨୦।୨: ଜୀବନ୍ତ ମଣିଷ କଣ୍ଠରୁ ଶବ୍ଦ ସୃଷ୍ଟି ହୋଇଥାଏ। ତେବେ ଏବେ କିଛି ଗବେଷକ ୩ ହଜାର ବର୍ଷ ତଳର ଇଜିପ୍ଟର ଏକ ମମି କଣ୍ଠରୁ ପୁଣି ଥରେ ଶବ୍ଦ ସୃଷ୍ଟି କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହି ମମି ତତ୍‌କାଳୀନ ପୂଜକ…

କୁକୁର ନେଲା ମେୟର ଭାବେ ପଦ ଓ ଗୋପନୀୟତାର ଶପଥ

କୋଲୋରାଡୋ, ୨୦।୨: ମେୟର ଭାବେ କୌଣସି ବ୍ୟକ୍ତି ବିଶେଷ ଶପଥ ନେବା ସାଧାରଣ କଥା। କିନ୍ତୁ କୌଣସି ପ୍ରାଣୀ ଏଭଳି ଶପଥ ନେବା ଶୁଣିଲେ ନିଶ୍ଚିତ ଭାବେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଆମେରିକାର କୋଲୋରାଡୋରେ ଏଭଳି ଘଟିଛି। ମଙ୍ଗଳବାର…

ଏମିତି ଗାଁ ଯେଉଁଠାରେ କେହି କରନ୍ତି ନାହିଁ ନିଶା ସେବନ

ବର୍ତ୍ତମାନ ସମୟରେ ନିଶା ସେବନ ଅନେକଙ୍କ ଅଭ୍ୟାସରେ ପରିଣତ ହେଲାଣି। କମ୍‌ ବୟସ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ନିଶା ସେବନ କରିଥାନ୍ତି। ମାତ୍ର ରାଜସ୍ଥାନର ଟିକଲା ନାମକ ଏକ ଛୋଟିଆ ଗ୍ରାମ ରହିଛି ଯେଉଁଠାରେ କେହି…

ମନ୍ଦିରରେ ଝିଅ ବାହାକଲେ ମୁସ୍‌ଲିମ୍‌ ଦମ୍ପତି

କାସାରଗଡ଼: କେରଳରେ ଏକ ମୁସ୍‌ଲିମ୍‌ ପରିବାର ଝିଅର ବିବାହ ହିନ୍ଦୁ ପରମ୍ପରା ଅନୁଯାୟୀ କରାଇ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କାସାରଗଡ଼ ଜିଲାର କହ୍ନାଂଗଡ଼ ଭଗବତୀ ମନ୍ଦିରରେ ରାଜେଶ୍ୱରୀଙ୍କ ବିବାହ ବିଷ୍ଣୁପ୍ରସାଦ ନାମକ ଯୁବକଙ୍କ ସହ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?