ରାଜରାସ୍ତାରେ ରାକ୍ଷୀ
ମୁମ୍ବାଇ: ବଲିଉଡ୍ କଣ୍ଟ୍ରୋଭର୍ସି କୁଇନ୍ ରାକ୍ଷୀ ସାୱନ୍ତ ଏବେ ଖୁବ୍ ବ୍ୟସ୍ତ । ଏବେ ତାଙ୍କୁ ଉତ୍ତରପ୍ରଦେଶ ଲକ୍ଷ୍ନୌ ରାଜରାସ୍ତାରେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି । ଅବଶ୍ୟ ସେ ତାଙ୍କ ଆଗାମୀ ୱେବ ସିରିଜ୍ ପାଇଁ ସେଠାରେ ଶୁଟିଂ କରୁଥିବା…
ଆଦିତ୍ୟଙ୍କ ତିଲକ ସେରିମନି
ମୁମ୍ବାଇ: ବଲିଉଡ୍ ଦୁନିଆର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଡିସେମ୍ବର ୧ରେ ସେ ବିବାହ କରିବାକୁ ଯାଉଥିବା ବେଳେ ଏବେଠାରୁ ପୂର୍ବ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇ…
ବ୍ୟସ୍ତ ଦୀପିକା
ଏବେ ତ କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ଫିଲ୍ମଗୁଡ଼ିକର ଶୁଟିଂ ଆରମ୍ଭ ହୋଇଯାଇଛି। ତେଣୁ କରୋନା ପାଇଁ ଶୁପ୍ତ ବଲିଉଡ୍ ପୁଣି ଥରେ ଚଳଚଞ୍ଚଳ ହୋଇଉଠିଛି। କଳାକାରମାନେ ନୂଆ ସିନେମା ସାଇନ୍ କରୁଛନ୍ତି ଏବଂ ଅଧାପନ୍ତରିଆ ପଡିଥିବା ଫିଲ୍ମଗୁଡିକର ଶୁଟିଂ ପୂରାଦମ୍ରେ ଆଗେଇ…
ଯାହାକୁ ଡରୁଥିଲେ କ୍ୟାଟ୍ରିନା
ଯାହାକୁ କ୍ୟାଟ୍ରିନା ବେଶି ଡରନ୍ତି ଏବେ ସେପରି ଭୂମିକାରେ ଅଭିନୟ କରିବେ। ଯେତେବେଳେ ଏହି ଅଫର ମିଳିଲା ସେତେବେଳେ ସେ ଟିକେ ଅଡୁଆରେ ପଡିଯାଇଥିଲେ। କାରଣ ସେ ଭୂତକୁ ଭାରି ଡରନ୍ତି। ପୁଣି ଏପରି ସଂଯୋଗ ସେ ଅଭିନୟ କରିବାକୁ ଯାଉଥିବା…
ଭାଇଙ୍କ ପାଇଁ କନ୍ୟା ଖୋଜି ବାହାରିଲେ ନେହା, ଜାଣନ୍ତୁ କିଏ ହେବେ ଭାଉଜ
ମୁମ୍ବାଇ: ଚଳିତ ସପ୍ତାହ ଶେଷସୁଦ୍ଧା ବିଗ ବସ୍-୧୪ରେ ଅନେକ ଅତିଥିଙ୍କୁ ଦେଖିବାକୁ ମିଳିବ। କାମ୍ୟା ପଞ୍ଜାବୀ ଏବଂ ଦେବୋଲିନା ଭଟ୍ଟାଚାର୍ଯ୍ୟ ଶୋ’ରେ ତୀକ୍ଷ୍ଣ ପ୍ରଶ୍ନ ପଚାରିବାକୁ ବିଗ୍ବସ ଶୋ’କୁ ଆସୁଥିବାବେଳେ ନେହା କକ୍କର ମଧ୍ୟ ତାଙ୍କ ଭାଇ ଟୋନି କକ୍କରଙ୍କ ପାଇଁ…
ରାଜନୀତିକୁ ଫେରିବେ ଉର୍ମିଳା: ଶିବସେନାରେ ଦେବେ ଯୋଗ
ମୁମ୍ବାଇ,୨୯।୧୧: ଫିଲ୍ମ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣି ରାଜନୀତିକୁ ଫେରିବେ। ସୋମବାର ସେ ଶିବସେନାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏବେ ସେ ଶିବସେନାରେ ଯୋଗଦେଇ ବିଧାନ ପରିଷଦ ସଦସ୍ୟ ହେବେ ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସରକାର ବିଧାନ…
ଅଙ୍ଗ ଦାନ କରିବେ ବଲିଉଡର ରକ୍ଷ୍ଟାର ରଣବୀର କପୁର
ମୁମ୍ବାଇ, ୨୯।୧୧-ଅଙ୍ଗ ଦାନ କରିବେ ବଲିଉଡର ରକଷ୍ଟାର ରଣବୀର କପୁର। ନଭେମ୍ବର ୨୭ରେ ଜାତୀୟ ଅଙ୍ଗ ଦାନ ଦିବସରେ ଅମର ଗାନ୍ଧୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରଣବୀର ଏହି ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଅଙ୍ଗଦାନ…
ଆଦିପୁରୁଷରେ କ୍ରିତି
ମୁମ୍ବାଇ: ସୁପରଷ୍ଟାର ପ୍ରଭାସ ଖୁବ୍ଶୀଘ୍ର ତାଙ୍କ ନୂଆ ଫିଲ୍ମ ସହ ଦର୍ଶକଙ୍କ ନିକଟତର ହେବେ ବୋଲି ଜଣାପଡିଛି । ‘ଆଦିପୁରୁଷ’ ଫିଲ୍ମ ମାଧ୍ୟମରେ ପ୍ରଭାସ ପୁଣିଥରେ ଧମାଲ କରିବେ ବୋଲି କୁହାଯାଉଛି । ଏହି ଫିଲ୍ମର ପୋଷ୍ଟର ଲକ୍ଡାଉନ ସମୟରେ ଅଗଷ୍ଟ…
ପ୍ରକୃତିକୁ ଭଲ ପାଆନ୍ତି ୟାମି
ମୁମ୍ବାଇ: ବଲିଉଡ୍ ବିୟୁଟି ୟାମି ଗୌତମ ୩୨ ବର୍ଷରେ ପଦାର୍ପଣ କରିଛନ୍ତି । ଫେୟାର ଆଣ୍ଡ ଗ୍ଲୋର ବିଜ୍ଞାପନ ପାଇଁ ସେ ଏବେ ଘରେ ଘରେ ବେଶ୍ ପରିଚିତ । ତେବେ ବଲିଉଡ୍ରେ ବି ରହିଛି ୟାମିଙ୍କର ଏକ ସ୍ୱତନ୍ତ୍ର ପରିଚୟ…
ମୌଲାନାଙ୍କ ସହ ବିବାହକୁ ନେଇ ଚର୍ଚ୍ଚାରେ ସନା: ଭାଇରାଲ ହେଉଛି ରୋମାଣ୍ଟିକ ପୋଷ୍ଟ
ବମ୍ବେ: ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ମେଲଭିନ ଲୁଇସଙ୍କଠାରୁ ଅଲଗା ହେବା ପରେ ଗ୍ଲାମର ଓ୍ବାଲ୍ଡ ଛାଡ଼ିଥିଲେ ସନା ଖାନ୍। ଏବେ ସେ ବିବାହ କରିନେଇଛନ୍ତି। ମୌଲାନା ମୁଫ୍ତି ଅନସ ଖାନଙ୍କ ହାତ ଧରିଛନ୍ତି ସେ। ଗୋଟିଏ ପଟେ ସନା ନିଜ ବିବାହର…
ଗାଁରେ ଘଷି ପାରିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ଭୋଜପୁରୀର ହଟ୍ କେକ୍ କୁହାଯାଉଥିବା ପ୍ରସିଦ୍ଧ ଅଭିନେତ୍ରୀ ଅଞ୍ଜନା ସିଂହ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ନିକଟରେ ସେ ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ୨ଟି ଚୁଟିକରି ସାଲଓ୍ବାର ସୁଟ୍ ପିନ୍ଧି ଜଣେ ଗାଉଁଲି ଝିଅ…
କପିଲଙ୍କ ଶୋ’ରୁ ଭାରତୀ ଆଉଟ୍ !
ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହେବା ପରେ ବଢ଼ିବାରେ ଲାଗିଛି କମେଡିଆନ ଭାରତୀ ସିଂହଙ୍କ ଅଡ଼ୁଆ। ତାଙ୍କୁ ଏବେ ‘କମେଡି ନାଇଟ୍ସ ଉଇଥ୍ କପିଲ’ ଶୋ’ରୁ ବାହାର କରିଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହା ଏକ ପାରିବାରିକ ଶୋ’। ଏଣୁ ନିର୍ମାତାମାନେ…
Archives


