କପିଲଙ୍କ ଶୋ’ରୁ ଭାରତୀ ଆଉଟ୍‌ !

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହେବା ପରେ ବଢ଼ିବାରେ ଲାଗିଛି କମେଡିଆନ ଭାରତୀ ସିଂହଙ୍କ ଅଡ଼ୁଆ। ତାଙ୍କୁ ଏବେ ‘କମେଡି ନାଇଟ୍ସ ଉଇଥ୍‌ କପିଲ’ ଶୋ’ରୁ ବାହାର କରିଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହା ଏକ ପାରିବାରିକ ଶୋ’। ଏଣୁ ନିର୍ମାତାମାନେ କୌଣସି ବିବାଦରେ ଛନ୍ଦି ହେବାକୁ ଇଚ୍ଛୁକ ନୁହନ୍ତି। ସୋନି ଟିଭି ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇସାରିଛି। ଅପରପକ୍ଷେ ହୋଷ୍ଟ କପିଲ ଶର୍ମା ଭାରତୀଙ୍କୁ କାଢ଼ିବାକୁ ଚାହୁଁ ନାହାନ୍ତି। ଏଭଳିସ୍ଥିତିରେ ନିର୍ମାତାମାନେ କି ପଦକ୍ଷେପ ନେବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ସହ ଫିଲ୍ମ କରିବାକୁ ଚାହୁଁଛନ୍ତି ଜାହ୍ନବୀ, ନାଁ ରଖିବେ ନେପୋଟିଜମ

ମୁମ୍ବାଇ: ନିର୍ଦ୍ଦେଶକ ବୋନି କପୁର ଓ ଅଭିନେତ୍ରୀ ଶ୍ରୀଦେବିଙ୍କ ଝିଅ ତଥା ବଲିଉଡର ନବାଗତା ନାୟିକା ଜାହ୍ନବି କପୁର ନିଜ ପରିବାର ସହ ଏକ ଚଳଚ୍ଚିତ୍ର...

ଭିଡ଼ିଓ ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି ଶାହାରୁଖ, ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ କରୋନା ଭାଇରସ ସଂକ୍ରମଣକୁ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି। କରୋନା ଭାଇରସ ଏବେ ମହାମାରୀରେ ପରିଣତ ହୋଇଥିବା ବେଳେ...

ଚଳନ୍ତା ଟ୍ରେନ୍‌ରେ ପ୍ରେମିକାଙ୍କୁ ପ୍ରପୋଜ୍‌ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ଚଳଚ୍ଚିତ୍ର ଜଗତରେ ଏପରି ଏକ ନାମ, ଯାହାଙ୍କୁ ଉଭୟ ଭିଲେନ ଏବଂ ହିରୋ ଭୂମିକାରେ ଦର୍ଶକ ବହୁତ ପସନ୍ଦ କରନ୍ତି।...

ଶ୍ରୀୟାଙ୍କ ଦେଶୀ ଲୁକ୍‌

ମୁମ୍ବାଇ: ଫିଲ୍ମ ଆରଆର୍‌ଆର୍‌ରେ ଅଜୟ ଦେବଗନଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଥିବା ଶ୍ରୀୟା ଶରଣ ଏବେ କାମକୁ ଫେରିଛନ୍ତି। ଏବେ ସେ ଅପ୍‌କମିଂ ଫିଲ୍ମର ଶୁଟିଂ...

ଏବେ ଏପରି ଦେଖାଯାଉଛନ୍ତି ‘କୌନ ବନେଗା କରୋଡପତି’ର ପ୍ରଥମ କୋଟିପତି; ଏକଦା ବ୍ଲେଡରେ ଆକ୍ରମଣ ଯୋଗୁ…

ବମ୍ବେ: ‘କୌନ ବନେଗା କରୋଡପତି’ ଦେଶର ସବୁଠାରୁ ବଡ ରିଆଲିଟି ଶୋ’। ଏଥିରେ ଭାଗନେଇ ଅନେକ ରାତାରାତି କୋଟିପତି ହୋଇଛନ୍ତି। ୨୦୦୦ ମସିହାରେ ପ୍ରଥମ ଥର...

ପୁଣିଥରେ ଏକାଠି କାମ କରିବେ ସଲମାନ, ସତିଶ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ସତିଶ କୌଶିକ ଓ ଅଭିନେତା ସଲମାନ ଖାଁ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି। ଶୁଣିବାକୁ ମିଳିଛି କି ପୂର୍ବରୁ ଏମାନଙ୍କ ଯୋଡି...

ଆଇଫା ୨୦୨୨କୁ ହୋଷ୍ଟ କରିବେ ସଲମାନ

ମୁମ୍ବାଇ: ଅନ୍ତରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଏକାଡେମୀ ୱିକେଣ୍ଡ ଆଣ୍ଡ ଆୱାର୍ଡସର ୨୨ତମ ସଂସ୍କରଣ ୧୮ ଓ ୧୯ ମାର୍ଚ୍ଚ ୨୦୨୨ରେ ୟାଶ ଆଇଜଲ୍ୟାଣ୍ଡ ବା ୟାଶ...

ନବବଧୂଙ୍କୁ ନେଇ ଘରକୁ ଫେରୁଥିଲେ ଆଦିତ୍ୟ ନାରାୟଣ: ରାସ୍ତାରେ ଅଟକାଇ ଦେଲେ ଏମାନେ

ପ୍ରସିଦ୍ଧ ଗାୟକ ତଥା ଇଣ୍ଡିଆନ ଆଇଡଲ ୧୨ର ହୋଷ୍ଟ ଆଦିତ୍ୟ ନାରାୟଣ ତାଙ୍କ ପ୍ରେମିକା ଶ୍ୱେତା ଅଗ୍ରୱାଲଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଡିସେମ୍ବର...

Advertisement
Archives

Model This Week