ବେବି ବମ୍ପ ଫଟୋ ଛାଡିଲେ କରିନା
ମୁମ୍ବାଇ,୧୫।୧୨-ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ରୁହନ୍ତି। କରିନା ୨ୟ ଥର ମା’ ହେବାକୁ ଯାଉଛନ୍ତି। ନିକଟରେ ନିଜ ଇନ୍ଷ୍ଟାଗ୍ରାମରେ କରିନା ଏକ ଫଟୋ…
‘ଦି କପିଲ ଶର୍ମା ଶୋ’କୁ ପୁଣି ଫେରିଲେ ଭାରତୀ
ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ପୁଣି ଥରେ ଟିଭିର ଲୋକପ୍ରିୟ କମେଡି ଶୋ ‘ଦି କପିଲ ଶର୍ମା ଶୋ’କୁ ଫେରିଛନ୍ତି। ଭାରତୀ ମଧ୍ୟ ଶୋ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି ଏବଂ ସେ ସେଟରୁ କିଛି ଫଟୋ ସୋସିଆଲ ମିଡିଆରେ…
ଆୟୁଷ୍ମାନଙ୍କ ଘରକୁ ଆସିଲା ନୂଆ ଅତିଥି
ମୁମ୍ବାଇ,୧୪।୧୨-ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଘରକୁ ସୋମବାର ନୂଆ ଅତିଥି ଆସିଛି। ଏ ନେଇ ଆୟୁଷ୍ମାନଙ୍କ ସ୍ତ୍ରୀ ତାହିରା ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ତାହିରା ନିଜ ଇନଷ୍ଟାଗ୍ରାମରେ ଏକ ଫୋଟେ ଶେୟାର କରି ଲେଖିଛନ୍ତି, ଆମ ଘରକୁ ଜଣେ…
ସଲମାନଙ୍କ ଫିଲ୍ମରୁ ଅବିକା ଆଉଟ୍ ମହିମା ଇନ୍
ମୁମ୍ବାଇ: ଟେଳିଭିଜନ ଧାରାବାହିକ ବାଳିକା ବଧୂ ଫେମ୍ ଅବିକା ଗୋର୍ଙ୍କ ଭାଗ୍ୟରେ ସତେ ଯେମିତି ତାଲା ପଡିଛି । ନିକଟରେ ଶୁଣିବାକୁ ମିଳିଥିଲା କି ସେ ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ‘ଅନ୍ତିମ’ରେ ନଜର ଆସିବେ । ହେଲେ ଏବେ ଜଣାପଡିଛି…
ଆଇସୋଲେଶନରେ ରହି ବୁଢା ହୋଇଗଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତା: ଭାଇରାଲ ହେଲା ଫଟୋ
ମୁମ୍ବାଇ,୧୪।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହେବା ପରେ ଘରେ ଆଇସୋଲେଶନରେ ରହିଛନ୍ତି ବଲିଉଡ ଅଭିନେତା ବରୁଣ ଧଓ୍ବନ। ଏକ ରୁମରେ ସଙ୍ଗରୋଧରେ ରହି ସେ ସମୟ ଅତିବାହିତ କରୁଛନ୍ତି। ଏପରିସ୍ଥିତିରେ ନିଜ ଦେହର ଯତ୍ନ ରଖିବା ସହିତ ବରୁଣ ପ୍ରଶଂସକଙ୍କୁ ହସାଇବାରେ ପଛ…
୨୦୨୦ର ପ୍ରକୃତ ହିରୋ, ଦାନ କରିଛନ୍ତି କୋଟି କୋଟି ଟଙ୍କା
ମୁମ୍ବାଇ:୨୦୨୦ ମସିହା ସମସ୍ତଙ୍କ ଜୀବନରେ ଆଣିଛି କିଛି ନା କିଛି ପରିବର୍ତ୍ତନ । ଏହାସହ ଯୋଡି ହୋଇ ଯାଇଥିବା ମହାମାରୀ କରୋନା ଅନେକଙ୍କ ଜୀବନ ଜୀବିକାକୁ ଛଡାଇ ନେଇଥିବା ବଳେ ଲୋକେ ବିଷମ ପରିସ୍ଥିତିର ସାମ୍ନା କରିଛନ୍ତି । ହେଲେ ଏହି…
ପ୍ରତିଦିନ ୪୦ଟା ଅଣ୍ଡା ଖାଉଥିଲେ ଏହି ପ୍ରସିଦ୍ଧ ଅଭିନେତା
ସାଉଥ୍ ସୁପରଷ୍ଟାର ରାଣା ଡାଗୁବତୀ ଡିସେମ୍ବର ୧୪ ଅର୍ଥାତ୍ ଆଜି ତାଙ୍କ ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଚାରିଆଡୁ ତାଙ୍କୁ ଜନ୍ମଦିନ ଶୁଭେଚ୍ଛାର ସୁଅ ଛୁଟୁଛି। ଦକ୍ଷିଣ ଭାରତୀୟ ଫିଲ୍ମ ଜଗତ ଠାରୁ ଆରମ୍ଭ କରି ବଲିଉଡ୍ ପର୍ଯ୍ୟନ୍ତ…
ବିମାନବନ୍ଦରରେ ହଜିଗଲା ହୀରା ମୁଦି, ଟୁଇଟ୍ କରି ସହାୟତା ମାଗିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଜୁହି ଚାୱଲାଙ୍କ ଏକ ହୀରା ମୁଦି ମୁମ୍ବାଇ ବିମାନବନ୍ଦରରେ ହଜି ଯାଇଛି। ଏଥିପାଇଁ ସେ ଟୁଇିଟ କରି ଲୋକଙ୍କ ସାହାଯ୍ୟ ଲୋଡିଛନ୍ତି। ଗତ ୧୫ ବର୍ଷ ଧରି ଏହି ହୀରା ମୁଦି ପିନ୍ଧିଥିଲେ, ଯଦି କେହି ସେମାନଙ୍କୁ…
ସ୍ବାମୀଙ୍କୁ ଧକ୍କା ମାରି କାର୍ରୁ ବାହାର କରିଦେଲେ ପ୍ରିୟଙ୍କା ଚୋପ୍ରା
ଗ୍ଲୋବାଲ ଷ୍ଟାର ଦମ୍ପତି ନିକ୍ ଜୋନାସ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ଇତିମଧ୍ୟରେ ଦୁଇ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଉଭୟ ନିଜ ରାଜକୀୟ ବିବାହର କିଛି ଫଟୋ ଶେୟାର କରିଥିଲେ। ବିବାହର ଦୁଇ ବର୍ଷ ପରେ ପ୍ରିୟଙ୍କା ଏବଂ…
ନର୍ଗିସଙ୍କ ବିବାହ ଖବର ଶୁଣି ନିଜ ଶରୀରରେ ସିଗାରେଟ୍ ଚେଙ୍କ ଦେଇଥିଲେ ରାଜ କପୁର
ମୁମ୍ବାଇ, ୧୪।୧୨: ବଲିଉଡ୍ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୯୬ ତମ ଜନ୍ମ ବାର୍ଷିକୀ ସୋମବାର ପାଳିତ ହେଉଛି। ସେ ୧୯୨୪ ଡିସେମ୍ବର ୧୪ରେ ପେଶାଓ୍ବାରରେ ଜନ୍ମ ଗ୍ରହଣ କରିଥିଲେ। ୧୦ ବର୍ଷ ବୟସରୁ ସେ ଆରମ୍ଭ କରିଥିଲେ ନିଜର ଫିଲ୍ମ…
ରତନ ଟାଟାଙ୍କ ବାୟୋପିକ୍ରେ ନଜର ଆସିବେ ନାହିଁ ମାଧବନ
ନୂଆଦିଲ୍ଲୀ, ୧୩।୧୨- ଗତ କିଛି ଦିନ ହେଲା ସୋସିଆଲ ମିଡିଆରେ ଶିଳ୍ପପତି ରତନ ଟାଟାଙ୍କ ବାୟୋପିକ୍ ଫିଲ୍ମର ପୋଷ୍ଟର ଭାଇରାଲ ହେଉଛି, ଯେଉଁଥିରେ ଅଭିନେତା ଆର୍. ମାଧବନଙ୍କୁ ଦେଖିବାକୁ ମିଳୁଛି। ତେବେ ଏହା ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି ୫୦ ବର୍ଷୀୟ…
ଭୋକିଲା ଦୂର ପାଇଁ ଆଗେଇ ଆସିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ଅଭିନେତ୍ରୀ ସୋନମ କପୁର ଅନେକ ସାମାଜିକ କାର୍ଯ୍ୟ ସହିତ ନିଜକୁ ଜଡିତ କରିଛନ୍ତ। ଏପେ ସମଗ୍ର ବିଶ୍ୱରେ କ୍ଷୁଧା ଦୂର କରିବାକୁ ସେ ସ୍ଥିର କରିଛନ୍ତି। ସେ ଜାତିସଂଘର ଏକ ମିଶନରେ କାର୍ଯ୍ୟ କରୁଛନ୍ତି, ଯାହା ମାଧ୍ୟମରେ ବିଶ୍ୱରେ କାହାକୁ ଭୋକିଲା…
Archives


