ସ୍ବାମୀଙ୍କୁ ଧକ୍କା ମାରି କାର୍‌ରୁ ବାହାର କରିଦେଲେ ପ୍ରିୟଙ୍କା ଚୋପ୍ରା

ଗ୍ଲୋବାଲ ଷ୍ଟାର ଦମ୍ପତି ନିକ୍‌ ଜୋନାସ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ଇତିମଧ୍ୟରେ ଦୁଇ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଉଭୟ ନିଜ ରାଜକୀୟ ବିବାହର କିଛି ଫଟୋ ଶେୟାର କରିଥିଲେ। ବିବାହର ଦୁଇ ବର୍ଷ ପରେ ପ୍ରିୟଙ୍କା ଏବଂ ନିକଙ୍କ ମଧ୍ୟରେ ଏପରି କିଛି ଘଟିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରିୟଙ୍କା ନିକଙ୍କୁ ଅପମାନଜନକ କଥା କହି କାରରୁ ବାହାର କରିଦେଇଛନ୍ତି। ନିକ ଜୋନାସ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ମଧ୍ୟରେ ଥିବା ତିକ୍ତତାକୁ ନେଇ ଏହା ପ୍ରଥମ ଥର ପାଇଁ ଖବର ସାମ୍ନାକୁ ଆସିଛି। କିନ୍ତୁ ଏହା ପ୍ରକୃତରେ ରିୟଲ୍‌ ନୁହେଁ ରିଲ୍‌ରେ ଘଟିଛି। ଉଭୟ ନିଜ ପରବର୍ତ୍ତୀ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ଏକ ସିନ୍‌ରେ ଉଭୟ ଏକ କାର୍‌ରେ ବସିଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ କିଛି ବିଷୟରେ ତିକ୍ତତା ଦେଖାଦେଉଛି। ତା’ପରେ ପ୍ରିୟଙ୍କା ନିକଙ୍କୁ କାରରୁ ବାହାର କରି ତାଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ପ୍ରିୟଙ୍କା ଏବଂ ନିକ୍‌ ୨୯୧୮ ଡିସେମ୍ବର ୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପରେ ପ୍ରିୟଙ୍କା ଅଧିକାଂଶ ସମୟ ନିକ୍‌ଙ୍କ ସହ ଆମେରିକାରେ ରହୁଛନ୍ତି। ଏହି କାରଣରୁ ସେ ଖୁବ୍‌ କମ୍‌ ବଲିଉଡ୍‌ ଫିଲ୍ମରେ ନଜର ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନିକ ଜୋନାସଙ୍କ ସ୍ତ୍ରୀ’ କହିବାରୁ ପ୍ରବଳ ରାଗିଗଲେ ପ୍ରିୟଙ୍କା

ସୋସିଆଲ ମିଡିଆରୁ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସରନେମ୍‌କୁ ହଟାଇ ଦେଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ‘ନିକ ଜୋନାସଙ୍କ...

ଝିଅକୁ କଳା କହିବାକୁ ନେଇ ଭାବପ୍ରବଣ ହେଲେ ଗୌରୀ ଖାନ୍‌

ବଲିଉଡ୍‌ର କିଙ୍ଗ୍‌ ଶାହରୁଖ ଖାନ୍‌ଙ୍କ ଝିଅ ସୁହାନା ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସୁହାନାଙ୍କୁ କିଛି ବ୍ୟକ୍ତି ସୋସିଆଲ ମିହିଆରେ କଳା କହିବାକୁ ନେଇ ମା’...

ଫିଲ୍ମ, ରାଜନୀତି ଜଗତକୁ ଅଲବିଦା କହିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଦକ୍ଷିଣ ଅଭିନେତ୍ରୀ ତଥା ଭାରତୀୟ ଜାତୀୟ କଂଗ୍ରେସ ପୂର୍ବତନ ଏମ୍‌ପି ଥିବା ରମ୍ୟା ଉଭୟ ଚଳଚ୍ଚିତ୍ର ଏବଂ ରାଜନୀତିକୁ ଅଲବିଦା କହିଛନ୍ତି। ତାଙ୍କୁ ରାହୁଲ ଗାନ୍ଧୀଙ୍କ...

ୟୁରୋପରେ ସ୍ବାମୀଙ୍କ ସହ ହଂସିକା

ବ୍ରସେଲ୍ସ: ତେଲୁଗୁ ଅଭିନେତ୍ରୀ ହଂସିକା ମୋଟୱାନି ସ୍ବାମୀ ସୋହେଲ କାଥୁରିଆଙ୍କ ସହ ୟୁରୋପରେ ହନିମୁନ କଟାଉଛନ୍ତି। ସେମାନେ ଭିଏନାରେ ଖ୍ରୀଷ୍ଟମାସ ପାଳନ କରୁଥିବା ନେଇ ଏକ...

ବୃନ୍ଦାବନ ଗଲେ ବିରୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ କ୍ରିକେଟର ସ୍ବାମୀ ବିରାଟ କୋହଲି ନୂଆବର୍ଷ ପାଳନ କରି ୟୁଏଇରୁ ସିଧା ବୃନ୍ଦାବନ ଗସ୍ତରେ ଯାଇଛନ୍ତି। ସେଠାରେ...

ଦେଶର ଅପମାନ କରିନାହିଁ, ଭାରତୀୟ ବୋଲି ମୁଁ ଗର୍ବ କରେ: ବୀର୍‌ ଦାସ

ବମ୍ବେ: ବିବାଦରେ ଅଭିନେତା ତଥା ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ବୀର ଦାସ। ଓ୍ବାଶିଂଟନ ଡିସିରେ ‘ଜନ୍‌ ଏଫ୍‌ କୈନେଡି ସେଣ୍ଟର ଫର୍‌ ଦ ପରଫର୍ମିଂ ଆଟ୍ସ’ରେ...

ନାଗା-ସମନ୍ଥାଙ୍କ ବିଚ୍ଛେଦ ପାଇଁ ବଲିଉଡ୍‌ର ଜଣେ ସୁପରଷ୍ଟାର ଦାୟୀ: କଙ୍ଗନା

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଏବଂ ସମନ୍ଥା ପ୍ରଭୁ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଉଭୟଙ୍କ ୪ ବର୍ଷର ବୈବାହିକ ଜୀବନରେ...

ଦିଶାଙ୍କ ପ୍ରତି ଫଟୋ-ଭିଡିଓରେ କମେଣ୍ଟ କରନ୍ତି ଟାଇଗରଙ୍କ ପରିବାର ସଦସ୍ୟ

ମୁମ୍ବାଇ: ବଲିଉଡ୍‌ ନାୟିକା ଦିଶା ପାଟନି ତାଙ୍କ ବୋଲ୍ଡ ନେସ୍‌ ପାଇଁ ବେଶ୍‌ ପରିଚିତ। ଫିଲ୍ମ କୁହନ୍ତୁ ଅବା ସୋସିଆଲ ମିଡିଆ ତାଙ୍କ ବୋଲ୍ଡ ଫଟୋ...

Advertisement
Archives

Model This Week