ଅନ୍ସ୍କ୍ରିନ୍ ବୋହୂଙ୍କ ପ୍ରେମରେ ପଡ଼ିଥିଲେ ଆଲୋକ ନାଥ: ଶୁଟିଂ ସେଟ୍ରେ…
ବମ୍ବେ: ୧୯୮୨ରେ ଚଳଚ୍ଚିତ୍ର ‘ଗାନ୍ଧୀ’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିଲେ ଅଭିନେତା ଆଲୋକ ନାଥ। ସେବେଠାରୁ ଅନେକ ସୁପରହିଟ୍ ଫିଲ୍ମରେ ସେ କାମ କରିଛନ୍ତି। ନିଜର ଉଚ୍ଚକୋଟୀର ଅଭିନୟରେ ସେ ଦର୍ଶକଙ୍କୁ ବାନ୍ଧି ରଖନ୍ତି। ନିଜର ପିତା ଚରିତ୍ରକୁ ନେଇ ତାଙ୍କୁ…
ଦିନକୁ ୧୦ରୁ ୧୫ ପାନ ଖାଉ ଥିଲେ ଅମିର ଖାନ
ନୂଆଦିଲ୍ଲୀ,୨୨।୧୨: ନାଚ୍ୟୁରାଲ ଆକ୍ଟିଂ ପାଇଁ ଜଣାଶୁଣା ବଲିଉଡ୍ ଆକ୍ଟର ଅମିର ଖାନ ଦିନକୁ ୧୦ରୁ ୧୫ ଖଣ୍ଡ ପାନ ଖାଉଥିଲେ। ଏହା ଆପଣଙ୍କୁ ବିସ୍ମିତ କରୁଥିବ ନିଶ୍ଚିତ, ହେଲେ ଘଟଣାଟି ସମ୍ପୂର୍ଣ୍ଣ ସତ। ତେବେ ରାଜ କୁମାର ହିରାନିଙ୍କ ‘ପିକେ’ ଫିଲ୍ମରେ…
ପିଙ୍କ୍ ଗାଉନରେ କିମିଆ କଲେ ନୋରା
ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୋରା ଫତେହି ନିଜର ଭିନ୍ନ ଅନ୍ଦାଜକୁ ନେଇ ଦର୍ଶକଙ୍କ ମନ କିଣିବାରେ କିଛି ବି ଉଣା କରନ୍ତି ନାହିଁ । ନିଜ ଡ୍ୟାନ୍ସରେ ସେ ଦର୍ଶକଙ୍କୁୁ କିମିଆ କରନ୍ତି । ନିକଟରେ ତାଙ୍କର ଏକ ଭିଡିଓ ଖୁବ୍…
ରକୁଲ ପ୍ରିତ ସିଂ କରୋନା ପଜିଟିଭ
ମୁମ୍ବାଇ: ବଲିଉଡ୍ ନାୟିକା ରକୁଲ ପ୍ରିତ ସିଂ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି । ମଙ୍ଗଳବାର ଅପରାହ୍ନରେ ସେ ନିଜେ ଏହି ସୂଚନ ଦେଇଛନ୍ତି ଓ ନିଜେ କ୍ୱାରାଣ୍ଟାଇନରେ ରହି ଯାଇଥିବା କହିଛନ୍ତି । ଏହାସହ ନିକଟରେ ଯେଉଁମାନେ ତାଙ୍କ…
ଫିଲ୍ମରେ ଆକ୍ସନ ସିନ୍ରେ ସୋନୁଙ୍କ ଉପରେ ହାତ ଉଠାଇବାକୁ ମନାକଲେ ଏହି ସୁପରଷ୍ଟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବଲିଉଡ୍ ଅଭିନେତା ସୋନୁ ସୁଦ ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକ ଏବଂ ଅସହାୟଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ। ଏହି ସମୟରେ ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିଲେ। ଏବେ ବି ତାଙ୍କର ଲୋକଙ୍କୁ ସାହାଯ୍ୟ କରିବା କାମ ଜାରିରହିଛି।…
ପ୍ରେମ ବିବାହ କରି ମଧ୍ୟ ସ୍ତ୍ରୀଙ୍କଠାରୁ ଅଲଗା ରହୁଥିଲେ ଏହି ଅଭିନେତା: ହେଲେ ଦେଇ ନ ଥିଲେ ଛାଡ଼ପତ୍ର
ରଣଧୀର କପୁର ଏବଂ ବବିତା ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ପରେ ସେମାନେ ପ୍ରେମ ବିବାହ ମଧ୍ୟ କରିଥିଲେ। ମାତ୍ର ସେମାନଙ୍କ ବୈବାହିକ ଜୀବନ ଉତ୍ଥାନ ପତନ ଦେଇ ଗତି କରୁଥିଲା। ପରେ ସେମାନେ ଅଲଗା ରହିବା ଆରମ୍ଭ…
ତାଜମହଲ ସମ୍ମୁଖରେ ଡ୍ୟାନ୍ସ କଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତା : ଭାଇରାଲ ହେଲା ଭିଡିଓ
ଆଗ୍ରା,୨୧।୧୨-ମହାମାରୀ ଯୋଗୁ ଦୀର୍ଘଦିନ ଧରି ବନ୍ଦ ରହିଥିଲା ଫିଲ୍ମ ଶୁଟିଂ। ଲକଡାଉନ ପରେ ବର୍ତ୍ତମାନ ପୁଣି ଥରେ ଆରମ୍ଭ ହୋଇ ଫିଲ୍ମ ଶୁଟିଂ। ବଲିଉଡ ଅଭିନେତା ଅକ୍ଷୟ କୁମାର ନିଜର ଅପକମିଂ ଫିଲ୍ମ ’ଅତରଙ୍ଗିରେ’ ନଜର ଆସିବେ। ଏହି ଫିଲ୍ମର ଶୁଟିଂ…
ନୂଆ ଲୁକରେ ନଜର ଆସିଲେ କାର୍ତ୍ତିକ ଆର୍ଯ୍ୟନ
ମୁମ୍ବାଇ,୨୧।୧୨-ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନୂଆ ଲୁକରେ ନଜର ଆସିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଫଟୋରେ କାର୍ତ୍ତିକ ଲମ୍ବା କେଶ ସାଙ୍ଗକୁ ଚଷମା ଆଉ ବ୍ଲୁ ଫର୍ମାଲ ସୁଟରେ ଏକ ଭିନ୍ନ ଅନ୍ଦାଜରେ ନଜର…
ସୋନୁ ସୁଦଙ୍କୁ ମିଳିଲା ଭଗବାନଙ୍କ ମାନ୍ୟତା
ମହାମାରୀ କରୋନା ଯୋଗୁ ଜାରି ରହିଥିବା ଲକ୍ଡାଉନ୍ରେ ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରିଚାଲିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ଗରୀବଙ୍କ ଭଗବାନ ପାଲଟିଯାଇଛନ୍ତି। ଏପରି ଆମେ କହୁନାହିଁ, ବରଂ ଲୋକମାନେ ତାଙ୍କୁ ଭଗବାନଙ୍କ…
ମୁମ୍ବାଇ ରାସ୍ତାରେ ସାଣ୍ଟା ରୂପରେ ବୁଲୁଛନ୍ତି ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ଜରୀନ ଖାନ୍ ମୁମ୍ବାଇ ରାସ୍ତାରେ ବୁଲୁଥିବାର ଏକ ଭିଡିଓ ଏବେ ସୋସିଆଲ ଭିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜରୀନଙ୍କୁ ସାଣ୍ଟା ରୂପରେ ବୁଲୁଥିବାର ଦେଖିବାକୁ ମିଳୁଛି। ମାତ୍ର ଯେତେବେଳେ ସେ କ୍ୟାମେରାମ୍ୟାନ୍ଙ୍କୁ ଦେଖୁଛନ୍ତି ମୁହଁରୁ ମାସ୍କ ଖୋଲି…
୪୦ ବର୍ଷରେ ନିର୍ବନ୍ଧ କଲେ ବଲିଉଡ୍ର ଏହି ଅଭିନେତା
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ଫିଲ୍ମ ‘ଲଭ୍ ଷ୍ଟୋରୀ ୨୦୫୦’ ଏବଂ ହ୍ବାଟସ୍ ୟୋର ରାଶି’ ରେ କାମ କରିସାରିଥିବା ଅଭିନେତା ହରମନ ବାବେଜା ନ୍ୟୁଟ୍ରେଶନ ହେଲ୍ଥ କୋଚ୍ ସାଶା ରାମଚନ୍ଦାନୀଙ୍କ ସହ ନିର୍ବନ୍ଧ କରିଛନ୍ତି। ସାଶାଙ୍କ ବନ୍ଧୁ ତଥା…
ବାପା ହେଲେ ଏହି ପ୍ରସିଦ୍ଧ ଅଭିନେତା
ଛୋଟ ପରଦାର ଲୋକପ୍ରିୟ ଅଭିନେତା କରଣଭୀର ବୋହରା ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି। ତାଙ୍କର ସ୍ତ୍ରୀ ଟିଜେ ସିଦ୍ଧୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ପୂର୍ବରୁ ଅର୍ଥାତ୍ ୨୦୧୬ରେ ଏହି ଦମ୍ପତି ଯାଆଁଳା ଝିଅ ଭେଲା ବୋହରା ଏବଂ…
Archives


