ପିଙ୍କ୍ ଗାଉନରେ କିମିଆ କଲେ ନୋରା

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୋରା ଫତେହି ନିଜର ଭିନ୍ନ ଅନ୍ଦାଜକୁ ନେଇ ଦର୍ଶକଙ୍କ ମନ କିଣିବାରେ କିଛି ବି ଉଣା କରନ୍ତି ନାହିଁ । ନିଜ ଡ୍ୟାନ୍ସରେ ସେ ଦର୍ଶକଙ୍କୁୁ କିମିଆ କରନ୍ତି । ନିକଟରେ ତାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତ୍ରୀଙ୍କ ଲୁକ୍ସ ପାଗଳ କରିଛି ୟଙ୍ଗଷ୍ଟରଙ୍କୁ । ଭିଡିଓରେ ନୋରା ଏକ ପିଙ୍କ୍ ଗାଉନରେ ନଜର ଆସିଛନ୍ତି । ସେ ଇନଷ୍ଟାଗ୍ରାମରେ ତାଙ୍କର ଏହି ଭିଡିଓଟି ଶେୟାର କରିବା ପରେ ଏବେ ବର୍ଯ୍ୟନ୍ତ ପାଖାପାଖି ୯ଲକ୍ଷ ଥର ଏହାକୁ ଦେଖି ସାରିଲେଣି ତାଙ୍କ ପ୍ରଶଂସକ । ଏକ ଆୱାର୍ଡ ସେରିମନିରେ ଯୋଗଦେବାକୁ ଯାଇଥିବା ବେଳେ ଏହି ପିଙ୍କ୍ ଗାଉନରେ ତାଙ୍କୁ ଦେଖିବାକୁ ମିଳିଛି । ତେବେ ନୋରା ଏହି ଡ୍ରେସ୍ ସହ ଯେଉଁ ଷ୍ଟାଇଲରେ ଚାଲି ଚାଲି ଆସି କାର୍‌ରେ ବସୁଛନ୍ତି ତାହା ଦର୍ଶକଙ୍କୁ ବେଶ୍ ଛୁଇଁଛି । ଏହାର କିଛି ଫଟୋ ମଧ୍ୟ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବିଚ୍ଛେଦ ଖବର ପରେ ଏକାଠି ନଜର ଆସିଲେ ସାନିଆ-ସୋଏବ

ମୁମ୍ବାଇ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ସହମତିରେ...

ରିଲିଜ୍ ହେଲା ଇମ୍ରାନ ହାସମିଙ୍କ ଫିଲ୍ମର ଟ୍ରେଲର୍‌

ମୁମ୍ବାଇ: କିଛି ଦିନର ବିରତି ପରେ ଏବେ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ଇମ୍ରାନ ହାସମି । ଏଥର ସେ ତାଙ୍କ ଫିଲ୍ମ “ହରାମି”ରେ ନଜର...

ବିବାହ ପରେ ବିବାଦରେ ନୟନତାରା

ବିବାହ ପରେ ବିବାଦ ଘେରରେ ସାଉଥ୍‌ ଅଗିନେତ୍ରୀ ନୟନତାରା। ପୋଲିସ ତାଙ୍କ ବିରୋଧରେ ଆଇନଗତ ନୋଟିସ ଜାରି କରିଛି। ଖବରନୁଯାୟୀ, ନୟନତାରା ବିବାହ ପରେ ସ୍ବାମୀ...

ବିକ୍ରିହେଲା ବଲିଉଡ୍‌ର ଶୋ’ମ୍ୟାନ୍‌ ରାଜ କପୁରଙ୍କ ଘର

ମୁମ୍ବାଇ: ବଲିଉଡ୍‌ର ଶୋ’ ମ୍ୟାନ୍‌ ତଥା ଦିବଂଗତ ଅଭିନେତା ରାଜ କପୁରଙ୍କ ଐତିହାସିକ ବଙ୍ଗଳା ବିକ୍ରି ହୋଇଛି। ମୁମ୍ବାଇର ଚେମ୍ବୁରସ୍ଥିତ ଏହି ବଙ୍ଗଳାକୁ ଗୋଦରେଜ୍‌ ପ୍ରପର୍ଟିଜ୍‌...

କରୋନା ଆକ୍ରାନ୍ତ ହେଲେ ଗୌତମ ଗୁଲାଟୀ

ମୁମ୍ବାଇ ୩୧।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଗ ବସ୍‌ ସିଜିନ ୮ର ବିଜେତା ତଥା ଅଭିନେତା ଗୌତମ ଗୁଲାଟୀ। ଗୌତମ ଗୁଲାଟୀଙ୍କ କରୋନା ଟେଷ୍ଟ ରିପୋର୍ଟ...

ଜନ୍ମଦିନର ୫ ଦିନ ପରେ ଆଖିବୁଜିଲେ ଏହି ସୁପରମଡେଲ

ବ୍ରିଟିଶର ସୁପର ମଡେଲ ଷ୍ଟେଲା ଟେନାଣ୍ଟଙ୍କର ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ଷ୍ଟେଲାଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର...

ଅନୁଷ୍କା ବେଶି ସୁନ୍ଦରୀ ନୁହନ୍ତି ବୋଲି କହିଥିଲେ ଏହି ବ୍ୟକ୍ତି: ଆଉ ତା ପରେ…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଷ୍ଟାଇଲିଷ୍ଟ। ତାଙ୍କର ସମସ୍ତ ଶୈଳୀକୁ ପ୍ରଶଂସକ ବହୁତ ପସନ୍ଦ ମଧ୍ୟ କରନ୍ତି। ଦୀର୍ଘ ୨ ବର୍ଷ ହେବ ସେ...

୨୯ ବର୍ଷର ହେଲେ ଶେହନାଜ

ବମ୍ବେ: ବିଗ୍‌ବସ୍‌ ବଦଳାଇଦେଲା ଭାଗ୍ୟ। ପଞ୍ଜାବରୁ ଆସିଥିବା ଏକ ଗାୟିକା ଏବେ ଜଣେ ଲୋକପ୍ରିୟ ସେଲିବ୍ରିଟି। ତାଙ୍କ ଷ୍ଟାରଡମ୍‌ କୌଣସି ସୁପରଷ୍ଟାରଠାରୁ କମ୍‌ ନୁହେଁ। ଆମେ...

Advertisement
Archives

Model This Week