ନଗ୍ମାଙ୍କ ପ୍ରେମରେ ପଡ଼ିଥିଲେ ସୌରଭ ଗାଙ୍ଗୁଲୀ…
ମୁମ୍ବାଇ,୨୫।୧୨: ସାଉଥ୍ ଅଭିନେତ୍ରୀ ନଗ୍ମା ଶୁକ୍ରବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୪ ଡିସେମ୍ବର ୨୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ନନ୍ଦିତା ଅରବିନ୍ଦ ମୋରାରଜି ଥିଲା। ତେବେ ଫିଲ୍ମରେ ଅଭିନୟ ପରେ ତାଙ୍କର ନାମ ପରିବର୍ତ୍ତନ…
ଟୟଲେଟ ମଗରେ ଚା’ ପିଉଥିଲେ ସଲମାନ୍ ଖାନ୍
ବଲିଉଡ୍ର ଚୁଲବୁଲ ପାଣ୍ଡେ ସଲମାନ୍ ଖାନ୍ଙ୍କ ଜନ୍ମଦିନ ପାଖେଇ ଆସିଲାଣି। ୨୭ ଡିସେମ୍ବରରେ ସେ ୫୫ ବର୍ଷର ହୋଇଯିବେ। କିନ୍ତୁ ଚଳିତ ବର୍ଷ ସେ ନିଜର ଜନ୍ମଦିନ ପାଳନ କରିବେ ନାହିଁ। କାରଣ ସେ ଉକ୍ତ ସମୟରେ ତାଙ୍କର ଏକ ଫିଲ୍ମର…
ଆଲିଆଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ରଣବୀର: କହିଲେ, ମୁଁ ମୋ ଜୀବନର ଏହି ଲକ୍ଷ୍ୟକୁ ଶୀଘ୍ର ପୂରଣ କରିବାକୁ ଚାହୁଁଛି
ବଲିଉଡ୍ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ ରଣବୀର କପୁର-ଆଲିଆ ଭଟ୍ଟ। ଏହି ଯୋଡି ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଯୋର୍ ଧରିଛି। ରଣବୀର, ଆଲିଆଙ୍କ ବିବାହକୁ ନେଇ ସେମାନଙ୍କ ପ୍ରଶଂସକ ମଧ୍ୟ…
ମେଡିକାଲରେ ଭର୍ତ୍ତି ହେଲେ ଜନ ଆବ୍ରାହମ
ବାରଣାସୀ,୨୪।୧୨-ଉତ୍ତରପ୍ରଦେଶ ବାରଣସୀରେ ଶୁଟିଂ ଚାଲିଥିବାବେଳେ ବଲିଉଡ ଅଭିନେତା ଜନ ଆବ୍ରାହମ ଗୁରୁବାର ଆହତ ହୋଇଛନ୍ତି। ଆଗାମୀ ଫିଲ୍ମ ’ସତ୍ୟମେବ ଜୟତେ ୨’ର ଶୁଟିଂରେ ସମୟରେ ଜନଙ୍କ ଡାହାଣ ହାତରେ ଶକ୍ତ ଆଘାତ ଲାଗିଛି। ଏହାପରେ ଜନଙ୍କୁ ଚିତିପୁର ସ୍ଥିତ ଏକ ଘରୋଇ…
ପୂର୍ବତନ ସ୍ତ୍ରୀଙ୍କୁ ଡେଟ୍ କରୁଛନ୍ତି ବିଶ୍ୱର ସବୁଠୁ ହ୍ୟାଣ୍ଡସମ
ବିଶ୍ୱର ସବୁଠୁ ହ୍ୟାଣ୍ଡସମ ତଥା ବଲିଉଡ୍ ଷ୍ଟାର ହ୍ରିତିକ ରୋଶନ ରୋଶନ ପୂର୍ବତନ ପତ୍ନୀ ସୁଜେନ ଖାନଙ୍କୁ ଏବେ ମଧ୍ୟ ଡେଟ୍ କରୁଛନ୍ତି। ହ୍ରିତିକ ତାଙ୍କ ପୂର୍ବତନ ପତ୍ନୀଙ୍କୁ ମୁଭି ଡେଟ୍ରେ ମୁମ୍ବାଇ ଏକ ଥିଏଟରକୁ ନେଇଯାଇଥିଲେ। ସେଠାରେ ଗାଲ୍ ଗାଡଟ୍ଙ୍କ…
ଜନ୍ମଦିନର ୫ ଦିନ ପରେ ଆଖିବୁଜିଲେ ଏହି ସୁପରମଡେଲ
ବ୍ରିଟିଶର ସୁପର ମଡେଲ ଷ୍ଟେଲା ଟେନାଣ୍ଟଙ୍କର ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ଷ୍ଟେଲାଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ତେବେ ଜନ୍ମଦିନର ୫ ଦିନ ପରେ ଅର୍ଥାତ୍ ଗତ…
ଫେରିଲେ କନିକା
ମୁମ୍ବାଇ: ଦେଶରେ ଯେତେବେଳେ କରୋନା ଭାଇରସ ସଂକ୍ରମଣ ଆରମ୍ଭ ହୋଇ ଯାଇଥିଲା ସେତେବେଳେ ପ୍ରଥମ ବଲିଉଡ୍ ସେଲିବ୍ରିଟି ଭାବେ ଗାୟିକା କନିକା କପୁର କରୋନାରେ ପୀଡ଼ିତ ହୋଇଥିଲେ । ଏହାକୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଥିଲା…
ସନ୍ନି ଦେଓଲଙ୍କୁ ବିବାହ ପରେ ଦୁଃଖରେ ରହୁଥିଲେ ପୂଜା, ଜାଣନ୍ତୁ କାହିଁକି
ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପୁଅ ତଥା ବଲିଉଡ୍ ସୁପରଷ୍ଟାର ସନ୍ନି ଦେଓଲଙ୍କୁ ସ୍ତ୍ରୀ ପୂଜାଙ୍କ ସହ ଖୁବ୍ କମ୍ ଦେଖିବାକୁ ମିଳିଥାଏ। କାରଣ ପୂଜା ଲାଇମ୍ଲାଇଟ୍ରୁ ସବୁବେଳେ ଦୂରରେ ରହିବାକୁ ପସନ୍ଦ କରନ୍ତି। ହେମା ମାଳିନିଙ୍କ ସାବତ ପୁଅ ସନ୍ନି ଲୁଚିଛପି…
ବିବାହର କିଛି ସମୟ ପୂର୍ବରୁ କ୍ୟାମେରା ସାମ୍ନାକୁ ଆସିଲେ ଗୌହର!
ମୁମ୍ବାଇ: ଅଭିନେତ୍ରୀ ଗୌହର ଖାଁ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଡିସେମ୍ବର ୨୫ରେ ସେ ହାତକୁ ଦି ହାତ ହେବେ । ଏବେଠାରୁ କିନ୍ତୁ ତାଙ୍କ ଘର ସାମ୍ନାରେ ଲାଗିଛି ଭିଡ । ଇତିମଧ୍ୟରେ ଗୌହରଙ୍କୁ ଅପେକ୍ଷା…
କରୋନା ଟୀକା ଆସିଲେ ବିବାହ
ବମ୍ବେ: ବଲିଉଡ ଅଭିନେତ୍ରୀ ଋଚା ଚଡ୍ଢାଙ୍କ ସହ ଅଭିନେତା ଅଲି ଫଜଲଙ୍କ ପ୍ରେମ ସମ୍ପର୍କ ବିଷୟରେ ଉଣା ଅଧିକେ ସମସ୍ତେ ଜାଣନ୍ତି। ଉଭୟ ଏପ୍ରିଲରେ ବିବାହ କରିବେ ବୋଲି ଶୁଣାଯାଉଥିଲା। ହେଲେ ମହାମାରୀ କରୋନା ଯୋଗୁ ବିବାହକୁ ଟାଳି ଦିଆଯାଇଥିଲା। ଏବେ…
ଶୁଟିଂ ସେଟ୍ରେ ସ୍ବାମୀଙ୍କୁ ନୁହେଁ, ଏହାକୁ ମିସ୍ କରୁଛନ୍ତି ପ୍ରିୟଙ୍କା
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ବିଭିନ୍ନ ଫଟୋ ନିଜ ପ୍ରଶଂସକଙ୍କ ସହ ଶେୟାର କରିଥନ୍ତି। ନିକଟରେ ସୋସିଆଲ ମିଡିଆରେ ଆଉ ଏକ ପୋଷ୍ଟ ଶେୟାର କରିଛନ୍ତି। ଯଦିଓ ସ୍ବାମୀ ନିକ ଜୋନାସ ପ୍ରିୟଙ୍କାଙ୍କ ଜୀବନର…
ବିଶ୍ୱସୁନ୍ଦରୀଙ୍କୁ ଧକ୍କା ମାରିଲା ବସ୍, ୬ ଦିନ କୋମାରେ ରହିବା ପରେ ଆଖିବୁଜିଲେ
ବୁଏନୋସ୍ ଆଇରେସ୍,୨୪।୧୨: ଆର୍ଜେଣ୍ଟିନାର ପୂର୍ବତନ ବିଶ୍ୱସୁନ୍ଦରୀ ନର୍ମା କାପାଗ୍ଲି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଗତ ଡିସେମ୍ବର ୧୭ରେ ସେ ତାଙ୍କ ଘର ନିକଟରେ ବୁଲୁଥିଲେ। ଏକ ବସ ତାଙ୍କୁ ପଛପଟୁ ଧକ୍କା…
Archives


