ମନୋରଞ୍ଜନ

ଓ୍ବେବ ସିରିଜ୍‌ରେ ଡେବ୍ୟୁ କରିବେ ସମନ୍ଥା

ଓ୍ବେବ ସିରିଜ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନାମ ସମନ୍ଥା ଆକିନେନି। ତାହା ପୁଣି ଭେଟେରାନ ଆକ୍ଟର ମନୋଜ ବାଜପେୟୀଙ୍କ ବିପକ୍ଷରେ। କିଛି ମାସ ତଳେ ଆମାଜନ ପ୍ରାଇମ ଓରିଜିନାଲରେ ରିଲିଜ ହୋଇଥିବା ‘ଦ ଫ୍ୟାମିଲି ମ୍ୟାନ୍‌’ର…

କପିଲ ଶର୍ମା କେତେ ଦିଅନ୍ତି ଇନ୍‌କମ୍‌ ଟ୍ୟାକ୍ସ ଶୁଣିଲେ ଉଡ଼ିଯିବ ହୋସ୍‌

ଛୋଟ ପରଦାର ଲୋକପ୍ରିୟ କମେଡି କଳାକାର କପିଲ ଶର୍ମା। କମେଡି କଳାକାର ସାଙ୍ଗକୁ ସେ ଜଣେ ଭଲ ଅଭିନେତା, ଆଙ୍କର, ହୋଷ୍ଟ ଏବଂ ଗାୟକ ମଧ୍ୟ। ଫୋର୍ବସ୍‌ ଇଣ୍ଡିଆ ସେଲିବ୍ରିଟି ତାଲିକାର ଶ୍ରେଷ୍ଠ ୧୦୦ରେ ମଧ୍ୟ ସେ ସ୍ଥାନ ପାଇ ସାରିଛନ୍ତି।…

ପ୍ରେମିକ କରନ୍‌ କୁନ୍ଦ୍ରାଙ୍କଠାରୁ ଅଲଗା ହେଲେ ଅନୁଷା, କହିଲେ ‘ପ୍ରେମରେ ମିଳିଛି ପ୍ରତାରଣା’

ବମ୍ବେ: ପ୍ରେମିକ କରନ୍‌ କୁନ୍ଦ୍ରାଙ୍କଠାରୁ ଅଲଗା ହୋଇଛନ୍ତି ଅନୁଷା ଦାଣ୍ଡେକର। ଦୀର୍ଘ ପାଞ୍ଚ ବର୍ଷ ଧରି ଉଭୟ ଡେଟ୍‌ କରୁଥିଲେ। ଏଣୁ ୨୦୨୦ରେ ହଠାତ୍‌ ସେମାନଙ୍କ ବ୍ରେକ୍‌ଅପ୍‌ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା। ସବୁକିଛି ଠିକ୍‌ ଚାଲିଥିବା ବେଳେ କ’ଣ ପାଇଁ…

ଉଦ୍ଧବ ସରକାର ମହାବିନାଶକାରୀ : କଙ୍ଗନା

ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କ ବିରୋଧରେ ପୂର୍ବରୁ ସ୍ୱର ଉଠାଇଥିବା ବଲିଉଡ୍ ନାୟିକା କଙ୍ଗନା ରାନାୱତ ପୁଣିଥରେ ଠାକରେଙ୍କ ଉପରେ ଖପ୍ପା ହୋଇଛନ୍ତି । ଏକ ଟୁଇଟ୍ ମାଧ୍ୟମରେ ଉଦ୍ଧବ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା । କଙ୍ଗନାଙ୍କୁ କୋର୍ଟରୁୁ…

ପୁଣିଥରେ ବିବାହ କରିବାକୁ ଚାହୁଁଛନ୍ତି ନେହା କକ୍କର, କହିଲେ..

ବମ୍ବେ: ଥରେ ବିବାହ କରି ମନ ଭରିନି, ଆଉ ଥରେ ବିବାହ କରିବାକୁ ମନ ବଳାଇଛନ୍ତି ଗାୟିକା ନେହା କକ୍କର। ନିକଟରେ ନିଜଠାରୁ ବୟସରେ ସାନ ପ୍ରେମିକଙ୍କ ହାତ ଧରି ପ୍ରଶଂସକଙ୍କୁ ଚମକାଇ ଦେଇଥିଲେ ସେ। ଏବେ ସେ କାମକୁ ଫେରିଛନ୍ତି।…

କରିସ୍ମା କପୁର ଘରେ ଏକା ଥିବାର ସୁଯୋଗ ନେଇ ବେଡ୍‌ରୁମ୍‌ରେ ପଶିଯାଇଥିଲେ ଅଜଣା ବ୍ୟକ୍ତି: କରିଥିଲେ ଏହି ଖରାପ କାମ…

ବଲିଉଡ୍‌ରେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ କରିସ୍ମା କପୁର ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି। ବିବାହ ପରଠାରୁ ସେ ଫିଲ୍ମରୁ ଦୂରେଇ ଯାଇଥିଲେ। ମାତ୍ର ସ୍ବାମୀ ସଞ୍ଜୟ କପୁରଙ୍କ ଠାରୁ ଅଲଗା ହେବା ପରେ ସେ ପୁଣିଥରେ…

ବିଜ୍ଞାପନରୁ ସର୍ବାଧିକ ଆୟ କରିଛନ୍ତି କରିନା-ଅକ୍ଷୟ!

ମୁମ୍ବାଇ: ସମୟ ଥିଲା ଯେତେବେଳେ ବିଜ୍ଞାପନରେ ସବୁଠାରୁ ଆଗରେ ଥିଲେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ । ହେଲେ ୨୦୨୦ରେ ତାଙ୍କୁ ପଛରେ ପକାଇ ଦେଇଛନ୍ତି ଖିଲାଡି ବୟ ଅକ୍ଷୟ କୁମାର । ଗତବର୍ଷ ଅକ୍ଷୟ ନାୟକ ଭାବେ ସର୍ବାଧିକ ବିଜ୍ଞାପନ…

ଅନୁଷ୍କା ବେଶି ସୁନ୍ଦରୀ ନୁହନ୍ତି ବୋଲି କହିଥିଲେ ଏହି ବ୍ୟକ୍ତି: ଆଉ ତା ପରେ…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଷ୍ଟାଇଲିଷ୍ଟ। ତାଙ୍କର ସମସ୍ତ ଶୈଳୀକୁ ପ୍ରଶଂସକ ବହୁତ ପସନ୍ଦ ମଧ୍ୟ କରନ୍ତି। ଦୀର୍ଘ ୨ ବର୍ଷ ହେବ ସେ ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ଅନେକ ସଫଳ ଫିଲ୍ମରେ କାମ ରି ନିଜକୁ…

ରାଜନେତାଙ୍କୁ ଭଲପାଇ ପଡ଼ିଥିଲେ ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀ: ବିବାହ ପର୍ଯ୍ୟନ୍ତ ଯାଇଥିଲା କଥା, ହେଲେ…

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଜଣେ ରାଜନେତାଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ବିବାହ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ, ଘରର ଚାପ ଆଗରେ ବଳିପଡ଼ିଯାଇଥିଲା ଏହି ପ୍ରେମ ସମ୍ପର୍କ।…

ଅଭିନେତ୍ରୀ ହେବା ପୂର୍ବରୁ ପାଇଲଟ୍‌ଙ୍କୁ ବିବାହ କରିଥିଲେ ଏହି ବୋଲ୍ଡ ନାୟିକା: ଏବେ ୪୪ବର୍ଷରେ ବି ଉଡାଉଛନ୍ତି ହୋସ୍‌

ବମ୍ବେ: ବର୍ଷ ୨୦୨୦ର ଶେଷଦିନରେ ହଟ୍‌ ଫଟୋକୁ ନେଇ ଚର୍ଚ୍ଚାରେ ମଲ୍ଲିକା ଶେରାଓ୍ବତ। ନିଜର ସୋସିଆଲ ପୃଷ୍ଠାରେ ବିକିନି ପିନ୍ଧା ଫଟୋ ଶେୟାର କରିଛନ୍ତି ୪୪ ବର୍ଷୀୟ ମଲ୍ଲିକା। ହଳଦିଆ ରଙ୍ଗର ବିକିନି ପିନ୍ଧି ସେ ବେଶ୍‌ ସୁନ୍ଦର ଲାଗୁଛନ୍ତି। ପ୍ରଶଂସକମାନେ…

ତୁମେ ଟ୍ୟାଲେଣ୍ଟେଡ କିନ୍ତୁ ସୁନ୍ଦର ନୁହେଁ

ମୁମ୍ବାଇ: ଅନୁଷ୍କା ଶର୍ମା ବଲିଉଡ୍‌ର ଜଣେ ଜଣାଶୁଣା ନାୟିକା । ପାଖାପାଖି ୨ ବର୍ଷ ହେବ ସେ ବଡ ପରଦାଠାରୁ ଦୂରରେ ଥିଲେ ବି ସେ ବଲିଉଡ୍‌ରେ ନିଜର ଦମଦାର ଅଭିନୟ ଯୋଗୁ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ…

୨୦୨୧ରେ ହାତକୁ ଦୁଇହାତ ହେବେ ଏସବୁ ଯୋଡ଼ି: ତାଲିକା ଶୀର୍ଷରେ…

ବମ୍ବେ: ବଲିଉଡ୍‌ରେ ଏବେ ଚାଲିଛି ବିବାହ ସିଜନ। ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। କରୋନା ମହାମାରୀ ଯୋଗୁ ବେଶ୍‌ ପ୍ରଭାବିତ ହୋଇଥିଲା ୨୦୨୦। ଲକ୍‌ଡାଉନ୍‌ ଯୋଗୁ ସମସ୍ତ ଉତ୍ସବ ଉପରେ କଟକଣା ଲାଗିଥିଲା। ହେଲେ ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri