ତୁମେ ଟ୍ୟାଲେଣ୍ଟେଡ କିନ୍ତୁ ସୁନ୍ଦର ନୁହେଁ

ମୁମ୍ବାଇ: ଅନୁଷ୍କା ଶର୍ମା ବଲିଉଡ୍‌ର ଜଣେ ଜଣାଶୁଣା ନାୟିକା । ପାଖାପାଖି ୨ ବର୍ଷ ହେବ ସେ ବଡ ପରଦାଠାରୁ ଦୂରରେ ଥିଲେ ବି ସେ ବଲିଉଡ୍‌ରେ ନିଜର ଦମଦାର ଅଭିନୟ ଯୋଗୁ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ । ଅନୁଷ୍କା ଖୁବ୍ ଷ୍ଟାଇଲିସ୍ ହୋଇଥିବା ବେଳେ ତାଙ୍କର ରହିଛନ୍ତି ଅନେକ ପ୍ରଶଂସକ । ହେଲେ ବଲିଉଡ୍‌ରେ ସେ ଯେତେବେଳେ କ୍ୟାରିୟର ଆରମ୍ଭ କରିଥିଲେ ତାଙ୍କୁ ଜଣେ କହିଥିଲେ ତୁମେ ସୁନ୍ଦର ନୁହେଁ । କରନ ଜୋହରଙ୍କ ଚାଟ୍ ଶୋ’ କଫି ୱିଥ କରନରେ ଅନୁଷ୍କା ନିଜେ ଏ କଥା କହିଥିଲେ । ସେ କହିଥିଲେ ଯେତେବେଳେ ମୁଁ ପ୍ରଥମେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲି ସେତେବେଳେ ମୋତେ ‘ରବ ନେ ବନାଦି ଯୋଡି’ ଫିଲ୍ମର ଅଫର ଥିଲା । ଏହାକୁ ନେଇ ଅନୁଷ୍କା ବି ଖୁବ୍ ଖୁସିଥିଲେ । ଏହି ଫିଲ୍ମକୁ ନେଇ ବଲିଉଡ୍ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ଅଫିସକୁ ଯାଇଥିଲେ ଅନୁଷ୍କା । ତାଙ୍କୁ ସେଥିରେ ଫିମେଲ ଲିଡ୍ ରୋଲ ଅଫର ମିଳିଥିଲା । ହେଲେ ଆଦିତ୍ୟଙ୍କ ସହ ଦେଖା ହେବା ପରେ ଆଦିତ୍ୟ ଅନୁଷ୍କାଙ୍କୁ କହିଥିଲେ ତୁମେ ଟ୍ୟାଲେଣ୍ଟେଡ କିନ୍ତୁ ଗୁଡ୍ ଲୁକିଂ ନୁହେଁ । ସେଥିପାଇଁ ଇଣ୍ଡଷ୍ଟ୍ରିରେ ତୁମକୁ ବହୁତ ପରିଶ୍ରମ କରିବାକୁ ପଡିବ । ହେଲେ ଅନୁଷ୍କା ଥିଲେ ଲକି । ପ୍ରଥମଥର ସେ ଶାହାରୁଖଙ୍କ ସହ ଅଭିନୟ କରିଥିଲେ ଫିଲ୍ମ ‘ରବ ନେ ବାନାଦି ଯୋଡି’ରେ । ଯାହା ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା । ୨୦୦୮ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଅନୁଷ୍କାଙ୍କୁ ଦେଇଥିଲା ଏକ ଭିନ୍ନ ପରିଚୟ । ଏହାପରେ ସେ ଆଉ ପଛକୁ ନ ଚାହିଁ ଗୋଟିଏ ପରେ ଗୋଟିଏ ଫିଲ୍ମ ସାଇନ୍ କରିବା ଆରମ୍ଭ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ କିଣିଲେ ଅର୍ଜୁନ, ଦାମ୍‌ ରହିଛି…

ବଲିଉଡର ପ୍ରସିଦ୍ଧ ଅଭିନେତା ଅର୍ଜୁନ କପୁର ଅଭିନୟ ପ୍ରତି ଯେତିକି ଆଗ୍ରହୀ, ସେ ଗାଡିକୁ ମଧ୍ୟ ଭଲ ପାଆନ୍ତ। ଗତ କିଛି ବର୍ଷ ମଧ୍ୟରେ ଅର୍ଜୁନ...

ପ୍ରେମରେ ପଡ଼ିଲେ ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍‌ ଧରିଛି। ଏବେ କିନ୍ତୁ କୌଣସି ବିବାଦ ନୁହେଁ ବରଂ ରିୟା ନିଜ ଲଭ୍‌...

ଅମିତାଭଙ୍କ ନାତିଙ୍କ ସହ ଡେବ୍ୟୁ କରିବେ ସୁହାନା

ମୁମ୍ବାଇ: ଏବେ ଆସିଛି ଷ୍ଟାର କିଡଙ୍କ ଜମାନ । ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା, ଶାହାରୁଖ ଖାଁଙ୍କ ଝିଅ ସୁହାନା ଖାଁ ଓ ଶ୍ରୀଦେବୀଙ୍କ...

‘ବିନା ଅନୁମତିରେ ସିଦ୍ଧାର୍ଥ ଶୁକ୍ଳାଙ୍କ ନାମ ବ୍ୟବହାର କରନ୍ତୁ ନାହିଁ’

ମୁମ୍ବାଇ: ସିଦ୍ଧାର୍ଥ ଶୁକ୍ଳାଙ୍କ ପରିବାର ଏକ ବିବୃତ୍ତି ଜାରି କରି ପ୍ରୋଜେକ୍ଟରେ ସ୍ବର୍ଗତ ଅଭିନେତାଙ୍କ ନାମ ବ୍ୟବହାର ପୂର୍ବରୁ ସମସ୍ତଙ୍କ ସହ ପରାମର୍ଶ କରିବାକୁ ଅନୁରୋଧ...

ଓ୍ବାର୍କଆଉଟ୍‌ ପରେ ଫଟୋ ଶେୟାର କଲେ ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ : ୟୁଜର୍ସ କହିଲେ ଏମିତି…

ମୁମ୍ବାଇ,୯।୧୨-ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ୍‌ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି।...

ଏବେବି ଅମୃତାଙ୍କୁ ମନେପକାନ୍ତି ସୈଫ

ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ପଟୌଦି ଖାନଦାନର ଛୋଟେ ନବାବ ସୈଫ ଅଲି ଖାଁ ଖୁବ୍ ନିକଟରେ ପୁଣିଥରେ ପିତା ହେବାକୁ ଯାଉଛନ୍ତି । ଏହାକୁ...

ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେଇ ରାକ୍ଷୀଙ୍କୁ ବିବାହ କରିଛନ୍ତି ରିତେଶ, ପୁଣି ଚର୍ଚ୍ଚାରେ…

ବମ୍ବେ: ପୁଣି ଚର୍ଚ୍ଚାରେ ରାକ୍ଷୀ ସାଓ୍ବନ୍ତ। ବିଗ୍‌ ବସ୍‌ ୧୫ ଘରେ ସ୍ବାମୀ ରିତେଶ ସିଂହଙ୍କ ସହ ଏଣ୍ଟ୍ରି ନେଇଥିଲେ ସେ। ସେବେଯାଏ ସେ ସମସ୍ତଙ୍କଠାରୁ...

ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ମୁମ୍ବାଇରେ ପହଞ୍ଚିଲା ସିବିଆଇ

ମୁମ୍ବାଇ,୨୦।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଟିମ ଗୁରୁବାର ସାରେ ମୁମ୍ବାଇରେ ପହଞ୍ଚିଛି। ଉକ୍ତ...

Advertisement
Archives

Model This Week