ଅଭିନେତ୍ରୀ ହେବା ପୂର୍ବରୁ ପାଇଲଟ୍‌ଙ୍କୁ ବିବାହ କରିଥିଲେ ଏହି ବୋଲ୍ଡ ନାୟିକା: ଏବେ ୪୪ବର୍ଷରେ ବି ଉଡାଉଛନ୍ତି ହୋସ୍‌

ବମ୍ବେ: ବର୍ଷ ୨୦୨୦ର ଶେଷଦିନରେ ହଟ୍‌ ଫଟୋକୁ ନେଇ ଚର୍ଚ୍ଚାରେ ମଲ୍ଲିକା ଶେରାଓ୍ବତ। ନିଜର ସୋସିଆଲ ପୃଷ୍ଠାରେ ବିକିନି ପିନ୍ଧା ଫଟୋ ଶେୟାର କରିଛନ୍ତି ୪୪ ବର୍ଷୀୟ ମଲ୍ଲିକା। ହଳଦିଆ ରଙ୍ଗର ବିକିନି ପିନ୍ଧି ସେ ବେଶ୍‌ ସୁନ୍ଦର ଲାଗୁଛନ୍ତି। ପ୍ରଶଂସକମାନେ ଉକ୍ତ ଫଟୋକୁ ଦେଖି ନୂଆବର୍ଷ ପୂର୍ବରୁ ସେ ନିଆଁ ଲଗାଉଛନ୍ତି ବୋଲି କହିଛନ୍ତି। ଶେୟାର କରିବା କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ପ୍ରଶଂସକ ଏହାକୁ ପସନ୍ଦ କରିଛନ୍ତି।

୨୦୦୨ରେ ‘ଜିନା ସିର୍ଫ ମେରେ ଲିଏ’ ଫିଲ୍ମରୁ ଡେବ୍ୟୁ କରିଥିଲେ ମଲ୍ଲିକା। ଏହାପରେ ୨୦୦୩ରେ ‘ଖ୍ବାହିସ୍‌’ରେ ସେ ନଜର ଆସିଥିଲେ। ତାଙ୍କର ବୋଲ୍ଡନେସ୍‌କୁ ନେଇ ସେ ଗ୍ଲାମର୍ସ ଅଭିନେତ୍ରୀ ଭାବେ ପରିଗଣିତ ହେଉଛନ୍ତି। ହେଲେ ସିନେଜଗତକୁ ଆସିବା ପୂର୍ବରୁ ଏୟାରହୋଷ୍ଟ୍ରେସ୍‌ ଥିଲେ ସେ। ହେଲେ ଅଭିନୟ ପାଇଁ ସେ ପେସାକୁ ଛାଡ଼ି ଦେଇଥିଲେ। ସେତେବେଳକୁ ସେ ବିବାହ ମଧ୍ୟ କରିନେଇଥିଲେ। ଜେଟ୍‌ ଏୟାରଓ୍ବେଜ୍‌ର ପାଇଲଟ୍‌ କରନ ସିଂହଙ୍କୁ ବିବାହ କରିଥିଲେ ହେଁ ପରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୋଲ୍ଡ ଲୁକ୍‌ରେ ଏହି ଅଭିନେତ୍ରୀ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଉର୍ଫି ଜାଭେଦ ନିଜର ଫ୍ୟାଶନ ସେନ୍ସ ଓ ଡ୍ରେସିଂ ସେନ୍ସକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । ସେ...

ସ୍ତ୍ରୀ କିରଣଙ୍କ ପାଇଁ ଅନୁପମ ଖେର ନେଲେ ବଡ଼ ନିଷ୍ପତ୍ତି

ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର ତାଙ୍କ ସ୍ତ୍ରୀ ତଥା ଭାଜପା ଏମ୍‌ପି କିରଣ ଖେରଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି। କିରଣ ଏବେ ରକ୍ତ କର୍କଟ ରୋଗରେ...

ରାଖୀ ସାୱନ୍ତଙ୍କ ଉପରେ ବାୟୋପିକ କରିବାକୁ ଚାହୁଁଛନ୍ତି ଜାଭେଦ ଅଖତର

ରାଖୀ ସାୱନ୍ତ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ବେଳେବେଳେ ବିବାଦକୁ ନେଇ ତ ଆଉ କେବେ ତାଙ୍କ ପାଗଳାମୀ ପାଇଁ। ବର୍ତ୍ତମାନ ସେ ଏକ ବଡ଼...

ବିଗ୍‌ ବି’ଙ୍କୁ ନେଇ ଏମିତି କହିଲେ ସଲମାନଙ୍କ ବାପା

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ୫୦ ବର୍ଷ ଧରି ବି-ଟାଉନରେ କାମ କରିଆସୁଛନ୍ତି। ସେ ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ନିଜ ଅଭିନୟ...

କରୋନା ପଜିଟିଭ୍‌ ଚିହ୍ନଟ ହେଲେ ଏହି ଅଭିନେତ୍ରୀ: ନ ଡ଼ରି କହିଲେ ‘ମାସେ ପରେ କରିବି ପ୍ଲାଜମା ଦାନ’

ବମ୍ବେ: ଭାରତରେ ଆତଙ୍କ ଖେଳାଉଛି କରୋନାର ଦ୍ୱିତୀୟ ଲହର। କେବଳ ଯେ ସାଧାରଣଜନତା ତାହା ନୁହେଁ ସେଲିବ୍ରିଟିମାନେ ମଧ୍ୟ ସାବଧାନତା ସତ୍ତ୍ୱେ ମହାମାରୀର ଶିକାର ପାଲଟୁଛନ୍ତି।...

ସତ ହେଲା ଆକଳନ

ଅଭିନେତା ଦେବାଶିଷ ପାତ୍ର। ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ରରେ ନାରଦ ଭୂମିକାରୁ ଆରମ୍ଭ ହୋଇଥିଲା ତାଙ୍କର ବଡ଼ ପରଦା କ୍ୟାରିୟର। ଇତିମଧ୍ୟରେ ସେ...

ବିବାହ ପୂର୍ବରୁ ମା’ ହୋଇଯାଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କୋଙ୍କଣା ସେନ ଶର୍ମା ଆଜି ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି...

ବାପା ବସ୍‌ ଡ୍ରାଇଭର, ପୁଅ କିନ୍ତୁ ସୁପରଷ୍ଟାର

ହାଇଦ୍ରାବାଦ: ବାପା ଜଣେ ବସ୍‌ ଡ୍ରାଇଭର। ହେଲେ ପୁଅ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର। ଆମେ କହୁଛୁ କେଜିଏଫ୍‌ ଷ୍ଟାର ୟଶଙ୍କ କଥା। ପୂର୍ବରୁ ଫିଲ୍ମର...

Advertisement
Archives

Model This Week