ଅଭିନେତ୍ରୀ ହେବା ପୂର୍ବରୁ ପାଇଲଟ୍‌ଙ୍କୁ ବିବାହ କରିଥିଲେ ଏହି ବୋଲ୍ଡ ନାୟିକା: ଏବେ ୪୪ବର୍ଷରେ ବି ଉଡାଉଛନ୍ତି ହୋସ୍‌

ବମ୍ବେ: ବର୍ଷ ୨୦୨୦ର ଶେଷଦିନରେ ହଟ୍‌ ଫଟୋକୁ ନେଇ ଚର୍ଚ୍ଚାରେ ମଲ୍ଲିକା ଶେରାଓ୍ବତ। ନିଜର ସୋସିଆଲ ପୃଷ୍ଠାରେ ବିକିନି ପିନ୍ଧା ଫଟୋ ଶେୟାର କରିଛନ୍ତି ୪୪ ବର୍ଷୀୟ ମଲ୍ଲିକା। ହଳଦିଆ ରଙ୍ଗର ବିକିନି ପିନ୍ଧି ସେ ବେଶ୍‌ ସୁନ୍ଦର ଲାଗୁଛନ୍ତି। ପ୍ରଶଂସକମାନେ ଉକ୍ତ ଫଟୋକୁ ଦେଖି ନୂଆବର୍ଷ ପୂର୍ବରୁ ସେ ନିଆଁ ଲଗାଉଛନ୍ତି ବୋଲି କହିଛନ୍ତି। ଶେୟାର କରିବା କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ପ୍ରଶଂସକ ଏହାକୁ ପସନ୍ଦ କରିଛନ୍ତି।

୨୦୦୨ରେ ‘ଜିନା ସିର୍ଫ ମେରେ ଲିଏ’ ଫିଲ୍ମରୁ ଡେବ୍ୟୁ କରିଥିଲେ ମଲ୍ଲିକା। ଏହାପରେ ୨୦୦୩ରେ ‘ଖ୍ବାହିସ୍‌’ରେ ସେ ନଜର ଆସିଥିଲେ। ତାଙ୍କର ବୋଲ୍ଡନେସ୍‌କୁ ନେଇ ସେ ଗ୍ଲାମର୍ସ ଅଭିନେତ୍ରୀ ଭାବେ ପରିଗଣିତ ହେଉଛନ୍ତି। ହେଲେ ସିନେଜଗତକୁ ଆସିବା ପୂର୍ବରୁ ଏୟାରହୋଷ୍ଟ୍ରେସ୍‌ ଥିଲେ ସେ। ହେଲେ ଅଭିନୟ ପାଇଁ ସେ ପେସାକୁ ଛାଡ଼ି ଦେଇଥିଲେ। ସେତେବେଳକୁ ସେ ବିବାହ ମଧ୍ୟ କରିନେଇଥିଲେ। ଜେଟ୍‌ ଏୟାରଓ୍ବେଜ୍‌ର ପାଇଲଟ୍‌ କରନ ସିଂହଙ୍କୁ ବିବାହ କରିଥିଲେ ହେଁ ପରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀ ସତ୍ୟସାଇ ବାବାଙ୍କ ଭୂମିକାରେ ଭଜନ ସମ୍ରାଟ

ବମ୍ବେ: ଆଧ୍ୟାତ୍ମିକ ଗୁରୁ ଶ୍ରୀ ସତ୍ୟସାଇ ବାବାଙ୍କ ଉପରେ ନିର୍ମାଣ ହେଉଛି ବାୟୋପିକ୍‌। ଚଳଚ୍ଚିତ୍ରରେ ନଜର ଆସିବେ ଭଜନ ସମ୍ରାଟ ଅନୁପ ଜଲୋଟା। ଏବେ ଏହାର...

ସଞ୍ଜୟ ଦତ୍ତ ସ୍ତ୍ରୀଙ୍କୁ ଦେଇଥିଲେ ୧୦୦ କୋଟିର ଉପହାର: ଏହି କାରଣରୁ ଫେରାଇ ଦେଲେ

ବଲିଉଡ୍‌ କଳାକାରମାନେ ଦାମୀ ଉପହାର ଦେବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏମାନଙ୍କ ମଧ୍ୟରେ ଜଣେ ହେଲେ ସଞ୍ଜୟ ଦତ୍ତ। ସଞ୍ଜୟ ତାଙ୍କ ସ୍ତ୍ରୀ ମାନ୍ୟତାଙ୍କୁ...

ବିବାହ ପୂର୍ବରୁ ଭାଇରାଲ ହୋଇଥିଲା ଏମଏମଏସ୍‌

ମୁମ୍ବାଇ: ଅଭିନେତ୍ରୀ ମୋନା ସିଂ ୪୧ ବର୍ଷରେ ପଦାର୍ପଣ କରିଛନ୍ତି । ପ୍ରଥମେ ଛୋଟ ପରଦାରୁ କ୍ୟାରିୟର ଆରମ୍ଭ କରିଥିବା ମୋନାଙ୍କୁ କିଛି ରିୟଲିଟି ଶୋ’...

ଆରମ୍ଭରୁ ଫ୍ଲପ୍‌, ତା’ ପରେ..

ନୋରା ଫତେହି ୨୦୧୪ରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଫିଲ୍ମଟି ଥିଲା ‘ରୋର୍‌ : ଟାଇଗର୍‌ସ ଅଫ୍‌ ଦ ସୁନ୍ଦରବନସ୍‌’। ହେଲେ ଏହାକୁ ନେଇ ତାଙ୍କର ଯେଉଁ...

ସ୍ବାମୀଙ୍କ ମୃତ୍ୟୁ ପରେ ପୁଣି ୫୪ ବର୍ଷରେ ବିବାହ କରିଥିଲେ ଏହି ଅଭିନେତ୍ରୀ

ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ବିଦ୍ୟା ସିହ୍ନା ଅନ୍ୟତମ। ସେ ହିନ୍ଦୀ ସିନେମାର ଜଣେ ପ୍ରମୁଖ ଅଭିନେତ୍ରୀ ଥିଲେ। ଏହାସହ ବିଦ୍ୟା ବହୁତ କମ ବୟସରୁ...

କଙ୍ଗନାଙ୍କ ପ୍ରଶଂସାରେ ଶତମୁଖ କରନ୍‌, କହିଲେ ‘ସେ ପଦ୍ମଶ୍ରୀ ପାଇବାକୁ ଯୋଗ୍ୟା’

ବମ୍ବେ: ଫିଲ୍ମ ନିର୍ମାତା କରନ୍‌ ଜୋହର- ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ତୁ ତୁ ମେଁ ମେଁ କଥା ସମସ୍ତେ ଜାଣନ୍ତି। ଉଭୟ ପରସ୍ପର ବିରୋଧରେ...

କୃଷକଙ୍କ ସହ ଧାରଣାରେ ବସି ଚର୍ଚ୍ଚାକୁ ଆସିଲେ ସ୍ୱରା

ମୁମ୍ବାଇ: ବଲିଉଡ୍ ନାୟିକା ସ୍ୱରା ଭାସ୍କର ଏବେ କିଛି ନା କିଛି କାରଣକୁ ନେଇ ଆସୁଛନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଦେଶ ସହ ଜଡିତ...

ମାଡାମ ତୁଷାଦ୍‌ରେ ହେବ କାଜଲଙ୍କ ମହମ ପ୍ରତିମୂର୍ତ୍ତି, ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ ପ୍ରଥମ

ବମ୍ବେ: ସେଲିବ୍ରିଟିମାନଙ୍କ ପାଇଁ ମାଡାମ ତୁଷାଦ୍‌ ମ୍ୟୁଜିୟମରେ ସ୍ଥାନ ପାଇବା ସମ୍ମାନର କଥା ହୋଇଥାଏ। ପୂର୍ବରୁ ବଲିଉଡର ଅନେକ କଳାକାରଙ୍କ ମହମ ପ୍ରତିମୂର୍ତ୍ତି ଏଠାରେ ସ୍ଥାନ...

Advertisement
Archives

Model This Week