ଦୁର୍ଘଟଣାର ଶିକାର ହେଲେ ଏହି ଅଭିନେତା
ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍ ବସ୍-୧୪’ର ପ୍ରତିଯୋଗୀ ରହିସାରିଥିବା ଅଭିନେତା ନିଶାନ୍ତ ସିଂହ ମଲଖାନ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ମୁମ୍ବାଇରୁ ଜେସଲମେର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମାତ୍ର ନିଶାନ୍ତ ସମ୍ପୂର୍ଣ୍ଣ ସୁରକ୍ଷୀତ ଅଛନ୍ତି, କିନ୍ତୁ…
ଆର୍ଡି ବର୍ମନଙ୍କୁ କାହିଁକି ଡାକୁଥିଲେ ପଞ୍ଚମ ଦା’, ଏହା ପଛରେ ରୋଚକ କାହାଣୀ
ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ୭୦ ଦଶକକୁ ସୁବର୍ଣ୍ଣ ଯୁଗ ଭାବେ ବିବେଚନା କରାଯାଏ। ଏହି ଯୁଗରେ ସବୁକିଛି କମାଲ ଥିଲା। ଚଳଚ୍ଚିତ୍ର, ଅଭିନେତା ଏବଂ ଗୀତ ମଧ୍ୟ। ୭୦ ଦଶକର ଗୀତ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥାଏ।…
ହାଉସ୍ ବୋଟ୍ ଚଲାଇଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ହୁମା କ୍ୟୁରେଶି ନୂଆ ବର୍ଷ ନେଇ ଛୁଟି କାଟୁଛନ୍ତି। ଏହି ସମୟର ଫଟୋ ଏବଂ ଭିଡିଓ ସେ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରିଥାନ୍ତି। ନିକଟରେ ହୁମା ନିଜର ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ଶେୟାର କରିଛନ୍ତି,…
କୃଷକଙ୍କୁ ସମର୍ଥନ ଘୋଷଣା କଲେ ଧର୍ମେନ୍ଦ୍ର
ବଲିଉଡ ଅଭିନେତା ଧର୍ମେନ୍ଦ୍ର କୃଷକଙ୍କ ସମର୍ଥନରେ ବାହାରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଚାଷୀଙ୍କ ପାଇଁ ସେ ନ୍ୟାୟ ଦାବି କରିଛନ୍ତି। ସୋମବାର ଧର୍ମେନ୍ଦ୍ର ଟୁଇଟରରେ କୃଷକଙ୍କ ଫଟୋ ଶେୟାର କରି ଲେଖିଛନ୍ତି – ଆଜି ମୋର କୃଷକ ଭାଇମାନଙ୍କୁ…
ଆଦିତ୍ୟ ପାଞ୍ଚୋଲି-କଙ୍ଗନା ଲୁଚାଛପାରେ କରୁଥିଲେ ଡେଟିଂ…
ମୁମ୍ବାଇ,୪।୧: ବଲିଉଡ୍ ଅଭିନେତା ଆଦିତ୍ୟ ପାଞ୍ଚୋଲି ସୋମବାର ୫୫ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୬୫ ଜାନୁୟାରୀ ୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ୧୯୮୬ରେ ଜରିନା ଓ୍ବାହାବଙ୍କୁ ବିବାହ କରିବା ପରେ ଆଦିତ୍ୟ ବଲିଉଡ୍ରେ ପାଦ ଦେଇଥିଲେ। ଅନେକ ସଂଘର୍ଷ…
ପିଲାଦିନେ ଦୁଇ ଓଳି ଦୁଇମୁଠା ଖାଇବାକୁ ମିଳୁ ନ ଥିଲା, ସ୍ବାମୀ ଛାଡ଼ପତ୍ର ଦେବା ପରେ ଭାଙ୍ଗି ପଡ଼ିଥିଲି: ରଶ୍ମି
ବମ୍ବେ: ପିଲାଦିନ ସହଜ ନ ଥିଲା। ମା’ଙ୍କୁ ବାପା ଛାଡ଼ପତ୍ର ଦେଇଥିଲେ। ସ୍ବଳ୍ପ ଆୟରେ ଏକୁଟିଆ ପିଲାମାନଙ୍କୁ ସେ ବଢ଼ାଉଥିଲେ। ପାଠପଢ଼ାରେ ଅବହେଳା କରୁ ନ ଥିଲେ ହେଁ ଅନେକ ସମୟରେ ଘରେ ଖାଇବାକୁ ଓଳିଏ ଖାଇବା ନ ଥିଲା। ପର୍ବପର୍ବାଣୀରେ…
ଉର୍ମିଳା କିଣିଲେ ୩ କୋଟି ଟଙ୍କାର ଅଫିସ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ର।।ୱତ କାହା ଉପରେ ବର୍ଷିବାକୁ ହେଲେ ସେ କିଛି ଦେଖନ୍ତି ନାହିଁ । ଏମିତିକି ସେଲିବ୍ରିଟିଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ କଙ୍ଗନା ଏବେ ସମସ୍ତଙ୍କୁ କିଛି ନା କିଛି ଶୁଣାଉଛନ୍ତି । ଏଥର ସେ…
ବନ୍ଧୁଙ୍କ ସହ ରୋଡ୍ ଟ୍ରିପ୍ରେ ଯାଇଥିବାବେଳେ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଗଲେ ଏହି ଅଭିନେତା
ବମ୍ବେ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ବିଗ୍ବସ୍ ଫେମ୍ ଅଭିନେତା ନିଶାନ୍ତ ସିଂହ ମଲଖାନୀ। ଡିସେମ୍ବର ୩୧ ରାତି ୧୧.୫୯ରେ ରାଜସ୍ଥାନରେ ଦୁର୍ଘଟଣାର ଶିକାର ହୋଇଥିବା ନିଶାନ୍ତ କହିଛନ୍ତି। ଆହତ ଥିବା ଯୋଗୁ ସେ ଏବେ ଚିକିତ୍ସିତ ହେଉଛନ୍ତି। ନିଶାନ୍ତ ଜୈସଲମେରକୁ କାମରେ…
‘ଧୁମ ୪’ରେ ନଜର ଆସିବେ ଦୀପିକା!
ମୁମ୍ବାଇ: ୟଶରାଜ ଫିଲ୍ମର ସବୁଠାରୁ ଷ୍ଟାଇଲିଷ୍ଟ ଆକ୍ସନ ଫ୍ରଞ୍ଚାଇଜ୍ ‘ଧୁମ’ର ୪ ନମ୍ବର ମୁଭିକୁ ଦର୍ଶକେ ବେଶ୍ କିଛିଦିନ ହେବ ଅପେକ୍ଷା ରଖିଛନ୍ତି । ‘ଧୁମ୍ ୪’ କୁ ନେଇ ୨୦୨୦ରେ କେତେ କଥା ଶୁଣିବାକୁ ମିଳିଥିଲା । କେଉଁମାନେ ଏଥିରେ…
ଦିଲୀପ, ରାଜଙ୍କ ଘର କିଣିବ ପାକିସ୍ତାନ
ପେଶାଓ୍ବର, ୩ା୧: ପାକିସ୍ତାନର ଖାଇବର ପାଖ୍ତନଖୱା ରାଜ୍ୟ ସରକାର କିମ୍ବଦନ୍ତୀ ବଲିଉଡ ଅଭିନେତା ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର କିଣିବେ। ଏଥି ପାଇଁ ୨.୩୫ କୋଟି ଟଙ୍କା ବ୍ୟୟ ପାଇଁ ମଞ୍ଜୁର ହୋଇଛି। ସହରର ମଧ୍ୟଭାଗରେ ଥିବା…
ଗୋଟିଏ ସମୟରେ ତିନିଜଣଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ ଅକ୍ଷୟ କୁମାର, ଗୋଟିଏ ମନ୍ଦିରରେ ଲୁଚିଛପି କରିଥିଲେ ନିର୍ବନ୍ଧ; ରବୀନା ଜାଣିବା ପରେ…
ବମ୍ବେ: ବଲିଉଡ୍ର ଖିଲାଡି କିଙ୍ଗ ଅକ୍ଷୟ କୁମାର ବାସ୍ତବ ଜୀବନରେ ବଡ ଖେଳାଳି ଥିବା କୁହାଯାଏ। ତାଙ୍କ ଜୀବନରେ ଅନେକ ନାୟିକାଙ୍କ ଏଣ୍ଟ୍ରି ହୋଇଛି। କଥା ବିବାହ ପର୍ଯ୍ୟନ୍ତ ଯାଇଛି। ହେଲେ ଶେଷବେଳକୁ ଏକାଧିକ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବା ଜାଣିବାକୁ…
ଗୁଲ୍ ପନାଗ ଗୁପ୍ତ ରଖିଥିଲେ ଏସବୁ କଥା: ୬ ମାସ ପରେ ପଡ଼ିଥିଲା ଧରା…
ମୁମ୍ବାଇ, ୩।୧: ମିସ୍ ୟୁନିଭର୍ସରୁ ବଲିଉଡ୍ ଅଭିନେତ୍ରୀ ପାଲଟି ଥିବା ଗୁଲ୍ ପନାଗ ରବିବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ଜାନୁୟାରୀ ୩ରେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ମଡେଲିଂ କରିବା ସହିତ ୧୯୯୯ରେ ସେ ମିସ୍ ୟୁନିଭର୍ସ ଟାଇଟଲ୍…
Archives


