ମନୋରଞ୍ଜନ

ଶ୍ରୀ ସତ୍ୟସାଇ ବାବାଙ୍କ ଭୂମିକାରେ ଭଜନ ସମ୍ରାଟ

ବମ୍ବେ: ଆଧ୍ୟାତ୍ମିକ ଗୁରୁ ଶ୍ରୀ ସତ୍ୟସାଇ ବାବାଙ୍କ ଉପରେ ନିର୍ମାଣ ହେଉଛି ବାୟୋପିକ୍‌। ଚଳଚ୍ଚିତ୍ରରେ ନଜର ଆସିବେ ଭଜନ ସମ୍ରାଟ ଅନୁପ ଜଲୋଟା। ଏବେ ଏହାର ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ଅନୁପଙ୍କ ଭିନ୍ନ ଲୁକ୍‌କୁ ଦର୍ଶକେ ବେଶ୍‌ ପସନ୍ଦ ମଧ୍ୟ…

ପୀୟୁଷଙ୍କ ଯୋଗୁ ସଲମାନ୍‌ ଆଜି ସୁପରଷ୍ଟାର

ବମ୍ବେ: ଦବଙ୍ଗ ଖାନ୍‌ ସଲମାନ ସୁପରଷ୍ଟାର ହେବା ପଛରେ ରହିଛନ୍ତି ଜଣେ ଅଭିନେତା। ଗ୍ୟାଙ୍ଗ୍ସ ଅଫ୍‌ ବାସେପୁର, ଗୁଲାଲ, ହାପି ଭାଗ୍‌ ଜାଏଗି ଭଳି ଫିଲ୍ମରେ ଅଭିନୟ କରି ବାହା ବାଃ ସାଉଁଟିଥିବା ପୀୟୁଷ ମିଶ୍ରାଙ୍କ ଯୋଗୁ ସଲମାନ ସଫଳତାର ଶିଢ଼ି…

ଭାଇରାଲ ହେଉଛି ସୁଶାନ୍ତଙ୍କ ହାତଲେଖା ଚିଠି, ଏଥିରେ ଲେଖା ଅଛି…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ହାତଲେଖା ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ସୋସିଆଲ ମିଡିଆରେ ନିଜ ଭାଇଙ୍କ ହାତଲେଖା ଚିଠି ଶେୟାର କରିଛନ୍ତି। ଏଥିରେ ସୁଶାନ୍ତ ୩୦ ବର୍ଷର ନିଜର…

ଶରଦ ପାୱାରଙ୍କୁ ଭେଟିଲେ ସୋନୁ ସୁଦ

ମୁମ୍ବାଇ,୧୩ ।୨: ବଲିଉଡ୍ ଅଭିନେତା ସୋନୁ ସୁଦ ବୁଧବାର ଏନ୍‌ସିପି ନେତା ଶରଦ ପାୱାରଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଭେଟିଛନ୍ତି । ସୂଚନାଯୋଗ୍ୟ, ସୋନୁ ସୁଦ ବେଆଇନ ଭାବେ ଏକ ହୋଟେଲ ନିର୍ମାଣ କରିଥିବା ଅଭିଯୋଗ କରି ବିଏମ୍‌ସି ସୋନୁଙ୍କୁ…

ଏହି ବିଳାସପୂର୍ଣ୍ଣ ଫ୍ଲାଟ୍‌ରେ ରହିବେ ବିରାଟ-ଅନୁଷ୍କାଙ୍କ ଲାଡ୍‌ଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ୧୧ ଜାନୁୟାରୀ, ୨୦୨୧ରେ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଦମ୍ପତି ତାଙ୍କ ଝିଅର ଗୃହ ପ୍ରବେଶରେ କୌଣସି ଅଭାବ ରଖିବାକୁ ଚାହୁଁ ନାହାନ୍ତି। ଏମିତିରେ ସେ…

ଖୁବ୍‌ଶୀଘ୍ର ବିବାହ କରିବେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନ୍‌ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ଦୀର୍ଘଦିନର ପ୍ରେମିକା ନତାଶା ଦଲାଲଙ୍କୁ ନିଜ ଜୀବନ ସାଥଈ କରିବେ ବୋଲି ଜଣାପଡିଛି। ଏପର୍ଯ୍ୟନ୍ତ ତାରିଖ ଘୋଷଣା କରାଯା ନ ଥିଲେ ମଧ୍ୟ ଉଭୟଙ୍କ ବିବାହ…

୯ ବର୍ଷ ଡେଟିଂ ପରେ ବାଲ୍ୟ ବାନ୍ଧବୀଙ୍କୁ ବିବାହ କରିଥିଲେ ଇମ୍ରାନ…

ମୁମ୍ବାଇ,୧୩।୧: ବଲିଉଡ୍‌ ଷ୍ଟାର ଇମ୍ରାନ୍‌ ଖାଁଙ୍କୁ ବୁଧବାର ୩୭ ବର୍ଷ ପୂରଣ ହୋଇଛି। ସେ ୩୮ ବର୍ଷରେ ପାଦ ଦେଇଛନ୍ତି। ୧୯୮୩ ଜାନୁୟାରୀ ୧୩ରେ ଆମେରିକା ଓ୍ବସକସିନ୍‌ର ମାଡିସନ୍‌ଠାରେ ସେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ସେ ୧୯୮୮ରେ ଶିଶୁ କଳାକାର ଭାବେ…

୧୧ ସନ୍ତାନର ମା’ ହେବାକୁ ଚାହୁଁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟ ଦ୍ୱାରା ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ପ୍ରିୟଙ୍କା ନିଜ ହୃଦୟ କଥା କହିବାକୁ ଦ୍ୱିଧା କରନ୍ତି ନାହିଁ । ସେ ଯାହା ହେଉନା କାହିଁକି, ସେ ଖୋଲାଖୋଲି…

ରିଲିଜ୍ ହେଲା ‘ଦ ପାୱାର’ର ଟ୍ରେଲର

ମୁମ୍ବାଇ: ଆଜିକାଲି ବଲିଉଡ୍‌ର କିଛି ବଡ ବଡ ଫିଲ୍ମକୁ ନେଇ ଚର୍ଚ୍ଚା ଯୋର ଧରିଛି । କିଛିର ଶୁଟିଂ ଜାରି ରହିଛି ତ ଆଉ କିଛି ରିଲିଜ୍ ଅପେକ୍ଷାରେ ରହିଛି । ଇତିମଧ୍ୟରେ ଜଣାଶୁଣା ଅଭିନେତା ବିଦ୍ୟୁତ ଜାମୱାଲା ଓ ଶ୍ରୁତି…

ଭାଇରାଲ ହେଉଛି ଜାହ୍ନବୀଙ୍କ ବେଲି ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍ ଡିଭା ତଥା ହିନ୍ଦୀ ଫିଲ୍ମର ପ୍ରଥମ ନାୟିକା ସୁପରଷ୍ଟାର କୁହାଯାଉଥିବା ଶ୍ରୀଦେବୀ ଆମ ଗହଣରେ ନାହାନ୍ତି ସତ । ହେଲେ ତଙ୍କ ଅଭିନୟ ଓ ଡ୍ୟାନ୍ସ ଆଜିବି ଜୀବିତ ହୋଇ ରହିଛି ଦର୍ଶକଙ୍କ ହୃଦୟରେ । ଆଉ ଏବେ…

ମା’ ହେବା ପୂର୍ବରୁ ସ୍ବାମୀଙ୍କ ଆଗରେ ଏମିତି ସର୍ତ୍ତ ରଖିଥିଲେ ଅନୁଷ୍କା

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏକ ଖୁସି ଖବର ଦେଇଛନ୍ତି। ସେ ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଏକ ଝିଅ ଜନ୍ମ ଦେଇଛନ୍ତି। ଅଧିନାୟକ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି।…

ଡ୍ରଗ୍ସ କାରବାରରେ ବିବେକ ଓବରୟଙ୍କ ଶଳା ଗିରଫ

ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କ ଶଳା ଆଦିତ୍ୟ ଅଲ୍‌ଭାଙ୍କୁ ସ୍ୟାଣ୍ଡେଲଓଡ୍‌ ଡ୍ରଗ୍ସ ମାମଲାରେ ବାଙ୍ଗାଲୋର ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଏହି ଅବସରରେ ଅଭିନେତା ବିବେକଙ୍କ ଘରର ଛାନଭିନ୍‌ ମଧ୍ୟ କରିଥିଲା। ଆଦିତ୍ୟ ହେଉଛନ୍ତି କର୍ଣ୍ଣାଟକ ସରକାରର ମନ୍ତ୍ରୀ ଜିବରାଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri