ମନୋରଞ୍ଜନ

ତାଣ୍ଡବ ମେକର୍ସ, ସୈଫ ଅଲି ଖାନଙ୍କ ବିରୋଧରେ ମାମଲା ରୁଜ୍ଜୁ

ଲକ୍ଷ୍ନୌ,୧୮।୧: ବିବାଦରେ ଘେରି ହୋଇଯାଇଛି ନିକଟରେ ରିଲିଜ ହୋଇଥିବା ଆମାଜନ ପ୍ରାଇମ୍‌ର ନୂଆ ଓ୍ବେବ ସିରିଜ୍‌ ‘ତାଣ୍ଡବ’। ଏହାର ମେକର୍ସ ଓ ଓଟିଟି ପ୍ଲାଟଫର୍ମ ବିରୋଧରେ ମାମଲ ଦାୟର କରିଛି ଉତ୍ତରପ୍ରଦେଶ ପୋଲିସ। ଏହି ଓ୍ବେବ ସିରିଜ୍‌ରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ…

ଅଦିତିଙ୍କ ଡିଜିଟାଲ ଡେବ୍ୟୁ

ମୁମ୍ବାଇ: ଏକତା କପୁରଙ୍କ ୱେବ ସିରିଜ ‘ୟେ ଯାଦୁ ହେ ଜିନ କା’ ଫେମ ଟେଲିଭିଜନ ଆକ୍ଟ୍ରେସ୍ ଅଦିତି ଶର୍ମା ଖୁବ୍‌ଶୀଘ୍ର ଡିଜଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଅଦିତି ତାଙ୍କ ପ୍ରଶଂସକଙ୍କୁ ‘କଲିରେ’ ଓ ‘ୟେ ଯାଦୁ ହେ ଜିନ…

ଟାଇଗରଙ୍କ ଗୀତରେ ଭାଇରାଲ ହେଲା ଦିଶାଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ବଲିଉଡ୍ ନାୟିକା ଦିଶା ପାଟନିଙ୍କ ଏକ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଟାଇଗର ଶ୍ରଫଙ୍କ ନୂଆ ଗୀତ ‘କୋଶନୋଭା’ରେ ଡ୍ୟାନ୍ସ କରୁଥିବା ଦେଖାଯାଇଛି । ଦର୍ଶକଙ୍କୁ ଦିଶାଙ୍କ ଏହି ଅନ୍ଦାଜ…

ଏହି ତାରିଖରେ ବିବାହ କରିବେ ପ୍ରିୟଙ୍କାଙ୍କ ଏକ୍ସ ବୟଫ୍ରେଣ୍ଡ୍‌

ମୁମ୍ବାଇ : ବଲିଉଡ ଅଭିନେତା ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଏକ୍ସ ବୟଫ୍ରେଣ୍ଡ୍‌ ହରମନ ବାବେଜା ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେ ହେଲ୍‌ଥ କୋଚ ଶଶା ରାମଚନ୍ଦାନୀଙ୍କୁ ବିବାହ କରିବେ। ଆସନ୍ତା ମାର୍ଚ୍ଚ ୨୧ରେ ହାଇଦ୍ରାବାଦରେ ଏହି ବିବାହ ଅନୁଷ୍ଠିତ…

୨୪ରେ ହାତକୁ ଦି’ହାତ ହେବେ ବରୁଣ ଧାଓ୍ବନ, ଅତିଥି ତାଲିକାରେ ରହିଛି ଏମାନଙ୍କ ନାମ

ମୁମ୍ବାଇ : ଅଭିନେତା ବରୁଣ ଧାଓ୍ବନ ଏବଂ ନତାଶା ଦଲାଲ ଆସନ୍ତା ୨୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ଏହି ବିବାହରେ କେଉଁମାନେ ଯୋଗ ଦେବେ ତାହାର ତାଲିକା ପ୍ରକାଶ କରିଛନ୍ତି ବରୁଣ। ପ୍ରଥମରୁ ବରୁଣ କହୁଥିଲେ,…

ଘର ବିକିବେ କରିସ୍ମା, ଦାମ୍‌ ଜାଣିଲେ…

ମୁମ୍ବାଇ : ଅଭିନେତ୍ରୀ କରିସ୍ମା କପୁର ତାଙ୍କ ଘର ବିକ୍ରି କରିବେ। ଯଦିଓ କରିସ୍ମା ଏ ବିଷୟରେ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦେଇନାହାନ୍ତି। କିନ୍ତୁ ସେ ତାଙ୍କ ପୁରୁଣା ଘର ବିକିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କରିସ୍ମା ବର୍ତ୍ତମାନ ‘ରୋଜ୍‌…

ଅଣ୍ଡରଓ୍ବାଲର୍‌ଡଙ୍କ ପ୍ରେମରେ ପଡି କ୍ୟାରିୟର୍‌ ବରବାଦ୍‌ କରିଦେଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୋନିକା ବେଦି ଆଜି ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ମୋନିକା ବଲିଉଡ୍‌ ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲେ। ମୋନିକା ତାଙ୍କ କ୍ୟାରିୟରର ଉଚ୍ଚତାକୁ ସ୍ପର୍ଶ କରୁଥିଲେ, ସେତେବେଳେ ତାଙ୍କ ଜୀବନରେ…

ମୋନିକାଙ୍କ ବାଥରୁମରେ ଗୁପ୍ତରେ ଲଗା ଯାଇଥିଲା ସିସିଟିଭି କ୍ୟାମେରା…

ମୁମ୍ବାଇ,୧୮।୧: ବଲିଉଡ୍‌ ଅଭିନେତ୍ରୀ ମୋନିକା ବେଦୀଙ୍କୁ ସୋମବାର ୪୬ ବର୍ଷ ପୂରଣ ହୋଇଛି। ସେ ୪୭ ବର୍ଷରେ ପାଦ ଦେଇଛନ୍ତି। ୧୯୭୫ ଜାନୁୟାରୀ ୧୮ରେ ସେ ପଞ୍ଜାବର ହୋସିଆରପୁର ଜିଲା ଛେବଓ୍ବାଲଠାରେ ଜନ୍ମଗ୍ରହଣ କରିଥିଲେ। ୧୯୯୪ରେ ସେ ‘ମେ ତେରା ଆଶିକି’…

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କଲେ ଅକ୍ଷୟ କୁମାର

ମୁମ୍ବାଇ,୧୭।୧: ପ୍ରଥମ ବଲିଉଡ୍‌ ଷ୍ଟାର ଭାବେ ଅକ୍ଷୟ କୁମାର ଅଯୋଧ୍ୟାରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିରର ନିର୍ମାଣ ପାଇଁ ଦାନ କରିଛନ୍ତି । ଏ ନେଇ ଟୁଇଟରରେ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି ୫୩ ବର୍ଷୀୟ ଅଭିନେତା।…

ମହାନ୍‌ ସଙ୍ଗୀତକାର ଗୁଲାମ ମୁସ୍ତାଫା ଖାନଙ୍କ ପରଲୋକ

ନୂଆଦିଲ୍ଲୀ,୧୭।୧: ଶାସ୍ତ୍ରୀୟ ସଙ୍ଗୀତକାର ଉସ୍ତାଦ ଗୁଲାମ ମୁସ୍ତାଫା ଖାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଉସ୍ତାଦ ଗୁଲାମ ମୁସ୍ତାଫା ଖାନ ବଲିଉଡର ଅନେକ ବଡ ଗାୟକଙ୍କୁ ସଙ୍ଗୀତ ଶିକ୍ଷା ଦେଇଥିଲେ। ଲତା ମଙ୍ଗେଶକରଙ୍କ ବ୍ୟତୀତ…

୨୭ ପଇସା ନେଇ ବମ୍ବେ ଆସିଥିଲେ ଏହି ଖ୍ୟାତନାମା ଗୀତିକାର: ସଲମାନଙ୍କ ବାପାଙ୍କ ଯୋଗୁ ବଦଳିଯାଇଥିଲା ଭାଗ୍ୟ

ବମ୍ବେ: ଆଜି ନିଜର ଜନ୍ମଦିନ ପାଳୁଛନ୍ତି ଖ୍ୟାତନାମା ଗୀତିକାର ତଥା ପୂର୍ବ ରାଜ୍ୟ ସଭା ସାଂସଦ ଜାଭେଦ ଅଖ୍‌ତର। ‘ଅନ୍ଦାଜ’ ଠାରୁ ଆରମ୍ଭ କରି ‘ଜଞ୍ଜିର’, ଦିବାର’, ‘ହାଥି ମେରେ ସାଥି’ ଭଳି ସୁପରହିଟ୍‌ ଫିଲ୍ମରେ ସେ କାମ କରି ବାହା…

କାର୍‌ ଦୁର୍ଘଟଣା ପରେ ଚାପୁଡ଼ା ମାରି ଫସିଲେ ଏହି ଅଭିନେତା

ବମ୍ବେ: ଅଡ଼ୁଆରେ ଫିଲ୍ମ ନିର୍ମାତା ତଥା ଅଭିନେତା ମହେଶ ମାଞ୍ଜରେକର। ଜଣେ ବ୍ୟକ୍ତି ତାଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ରରେ ମହେଶଙ୍କ ଗାଡ଼ିକୁ ତାଙ୍କ କାର୍‌ ଧକ୍କା ଦେଇଥିଲା। ଏହାକୁ ନେଇ ମହେଶ ତାଙ୍କୁ ଚାପୁଡ଼ା ମାରିବା ସହ ଗାଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri