୨୪ରେ ହାତକୁ ଦି’ହାତ ହେବେ ବରୁଣ ଧାଓ୍ବନ, ଅତିଥି ତାଲିକାରେ ରହିଛି ଏମାନଙ୍କ ନାମ

ମୁମ୍ବାଇ : ଅଭିନେତା ବରୁଣ ଧାଓ୍ବନ ଏବଂ ନତାଶା ଦଲାଲ ଆସନ୍ତା ୨୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ଏହି ବିବାହରେ କେଉଁମାନେ ଯୋଗ ଦେବେ ତାହାର ତାଲିକା ପ୍ରକାଶ କରିଛନ୍ତି ବରୁଣ। ପ୍ରଥମରୁ ବରୁଣ କହୁଥିଲେ, ଅଲିବାଗରେ ହେବାକୁ ଥିବା ବିବାହ ଉତ୍ସବରେ କେହି ଅତିଥି ଯୋଗ ଦେବେ ନାହିଁ। ମାତ୍ର ବର୍ତ୍ତମାନ ସେମାନେ ମତ ବଦଳାଇଛନ୍ତି।

ଏହି ବିବାହରେ ସଲମାନ ଖାନ୍‌, କରଣ ଜୋହର, ଆଲିଆ ଭଟ୍ଟ, ରଣବୀର କପୁର ଏବଂ କ୍ୟାଟ୍ରିନା କୈଫ୍‌ ଯୋଗ ଦେବେ। ଏଥିସହିତ ତାଙ୍କ ନିକଟ ସମ୍ପର୍କୀୟମାନେ ଉପସ୍ଥିତ ରହି ସେମାନଙ୍କୁ ଆଶୀର୍ବାଦ ଦେବେ। ଏହି ତାଲିକାରେ ଅମିତାଭ ବଚ୍ଚନଙ୍କ ନାଁ ମଧ୍ୟ ରହିଛି। ୨୪ ଜାନୁୟାରୀରେ ବିବାହ ହେବ ଏବଂ ୨୭ରେ ରିସେପଶନ। ବିବାହର ୧୫ ଦିନ ପରେ ଏହି ଯୋଡ଼ି ହନିମୁନ୍‌ରେ ଯିବେ। ହନିମୁନ୍‌ରୁ ଫେରି ଶ୍ରୀରାମ ଧାଓ୍ବନଙ୍କ ଫିଲ୍ମ ‘ଏକ୍କିସ’ ଏବଂ ‘ଯୁଗ ଯୁଗ ଜିଓ’ର ଶୁଟିଂ କରିବେ। ବରୁଣ ଏବଂ ନତାଶା ଦୀର୍ଘଦିନ ଧରି ପରସ୍ପରୁ ଡେଟ୍‌ କରୁଥିଲେ। ପିଲାଦିନୁ ଦୁହେଁ ଦୁହିଁଙ୍କୁ ଜାଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଜନ୍‌-୨ ସହ ଫେରୁଛି ଏସବୁ ହିଟ୍‌ ଶୋ’

ବମ୍ବେ: ଆଜିକାଲି ଟ୍ରେଣ୍ଡରେ ରିମେକ୍‌। କେବଳ ବଲିଉଡ୍‌ରେ ନୁହେଁ ବରଂ ଟେଲିଭିଜନଜଗତରେ ଏହାର କ୍ରେଜ୍‌ ବଢ଼ିବାରେ ଲାଗିଛି। ଗତ କିଛି ବର୍ଷ ମଧ୍ୟରେ ଦର୍ଶକଙ୍କ ମନ...

ବଲିଉଡରୁ ବଂଶବାଦ ନ ହଟିଲେ ସୁଶାନ୍ତଙ୍କ ଭଳି ଘଟୁଥିବ ଆତ୍ମହତ୍ୟା ଘଟଣା: ଅଭିଯୋଗ ଆଣିଲେ ଜିହା ଖାଁଙ୍କ ମା’

ମୁମ୍ବାଇ, ୧୮।୬: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡରେ ଚାଲିଥିବା ବଂଶବାଦ ବିରୋଧରେ ସ୍ବର ଉଠିବାରେ ଲାଗିଛି। ସୁଶାନ୍ତଙ୍କ ଭଳି ଆତ୍ମହତ୍ୟା କରିଥିବା...

ବିଗ୍‌ ବିଙ୍କ ପୁଅ ହୋଇ ବି କରିଥିଲେ ସଂଘର୍ଷ…

ମୁମ୍ବାଇ,୫।୨: ବଲିଉଡ ଷ୍ଟାର ଅଭିଷେକ ବଚ୍ଚନଙ୍କୁ ଶୁକ୍ରବାର ୪୫ ବର୍ଷ ପୂରଣ ହୋଇଛି। ରେ ପଦାର୍ପଣ କରିଛନ୍ତି। ୧୯୭୬ ଫେବୃୟାରୀ ୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ...

ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀଙ୍କ ପରଲୋକ

ମରାଠୀ ଟିଭି ଅଭିନେତ୍ରୀ କଲ୍ୟାଣୀ କୁରାଲେଙ୍କର ଏକ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। କଲ୍ୟାଣୀ ମୋଟରସାଇକେଲରେ ଯାଉଥିବାବେଳେ ତାଙ୍କୁ...

ଶୁଟିଂ ସମୟରେ ସାନିଟାଇଜର ସିଞ୍ଚନ କଲେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ଏକ ଭିନ୍ନ ଶେଳୀରେ ଦେଖିବାକୁ ମିଳୁଛି। ଏହି...

ଅକ୍ଷୟ କୁମାରଙ୍କ ଦୁଃଖ: ବଡ ନିର୍ଦ୍ଦେଶକ ମୋତେ ଫିଲ୍ମରେ ନେଉନାହାନ୍ତି

ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ବକ୍ସଅଫିସ ହିଟ ସିନେମା ଦେଇ ଆସୁଛନ୍ତି। କିନ୍ତୁ ତାଙ୍କୁ ଇଣ୍ଡଷ୍ଟ୍ରୀର ବଡ ବଡ ନିର୍ଦ୍ଦେଶକଙ୍କ ସହ ଖୁବ୍‌ କମ୍‌...

କେମିୟୋ ରୋଲ ପାଇଁ ବି ହାଇ ଡିମାଣ୍ଡ କରନ୍ତି ଅଜୟ!

ମୁମ୍ବାଇ: ବଲିଉଡର ଜଣେ ଆଗଧାଡିର ନାୟକଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଅଜୟ ଦେବଗନ । ତାଙ୍କର ଆଉ ଦ୍ୱିତୀୟ ପରିଚୟର ଆବଶ୍ୟକତା ନାହିଁ । ୨...

ସ୍ନେହରେ ଡାକନ୍ତି ମିମି

ବମ୍ବେ: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ମଲାଇକା ଅରୋରା ଅନ୍ୟତମ। ୪୮ ବର୍ଷ ବୟସରେ ମଧ୍ୟ ସେ ନିଜର ଷ୍ଟାଇଲ୍‌, ଲୁକ୍‌ ଏବଂ ଓ୍ବାକ୍‌ଆଉଟ୍‌କୁ ନେଇ...

Advertisement
Archives

Model This Week