ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କଲେ ଅକ୍ଷୟ କୁମାର

ମୁମ୍ବାଇ,୧୭।୧: ପ୍ରଥମ ବଲିଉଡ୍‌ ଷ୍ଟାର ଭାବେ ଅକ୍ଷୟ କୁମାର ଅଯୋଧ୍ୟାରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିରର ନିର୍ମାଣ ପାଇଁ ଦାନ କରିଛନ୍ତି । ଏ ନେଇ ଟୁଇଟରରେ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି ୫୩ ବର୍ଷୀୟ ଅଭିନେତା। ଏହି ଭିଡିଓରେ ମହାନ କାର୍ଯ୍ୟ ପାଇଁ ଆଗେଇ ଆସିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି।

” ଅଯୋଧ୍ୟାରେ ଦିବ୍ୟ ଶ୍ରୀ ରାମ ମନ୍ଦିର ନିର୍ମାଣ ହେବା ବଡ଼ ଖୁସିର ବିଷୟ। ଏବେ ଆମର ଯୋଗଦାନ କରିବାର ପାଳି। ମୁଁ ଆରମ୍ଭ କରିଛି। ଆଶା କରୁଛି ଆପଣମାନେ ମଧ୍ୟ ଏଥିରେ ସାମିଲ ହେବେ। ଜୟ ଶ୍ରୀ ରାମ” ବୋଲି ଖିଲାଡି କୁମାର ଭିଡିଓରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଫିଲ୍ମଠାରୁ ଦୂରେଇ ଯାଇଛନ୍ତି ବିପାଶା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ବର୍ତ୍ତମାନ ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇଛନ୍ତି। ଶେଷଥର ପାଇଁ ସେ ୨୦୧୫ରେ ଫିଲ୍ମ ‘ରାଜ୍‌’ରେ ଅଭିନୟ କରିଥିଲେ। ସେ ଦୁଇ...

ବିବାହ ବନ୍ଧନରେ କିଆରା -ସିଦ୍ଧାର୍ଥ

ଜୟପୁର: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ମଙ୍ଗଳବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜସ୍ଥାନସ୍ଥିତ ଜୈସାଲମିରର ସୂର୍ଯ୍ୟଘାଟ ରିସୋର୍ଟରେ ଏହି ଭିଆଇପି...

୨୦ ବର୍ଷ ବୟସ ବେଳକୁ ଷ୍ଟାର ପାଲଟିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବୟସ ସହ ଜଣେ କଳାକାରର ଦକ୍ଷତା ମପାଯାଇପାରେନା। ବଲିଉଡ୍‌ରେ ଏପରି କେତେଜଣ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ୨୦ବର୍ଷ ହେବା ପୂର୍ବରୁ ଷ୍ଟାର ପାଲଟିଛନ୍ତି। ୧୫...

ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ‘କାଳିଆ କରୁଛି ଲୀଳା’, ଧାରାବାହିକ ‘ସର୍‌ଗମ୍‌’

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି) ସହଯୋଗରେ ଉତ୍କଳ ମଣ୍ଡପଠାରେ ଚାଲିଥିବା ୩୧ତମ ରାଜ୍ୟ ଓଡ଼ିଆ...

ବିମାନରେ ଡ୍ୟାନ୍ସ କଲେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଭିଡିଓ

ଛୋଟ ପରଦାରୁ ଭୋଜପୁରୀ ଇଣ୍ଡଷ୍ଟ୍ର୍ରି ପର୍ଯ୍ୟନ୍ତ ବେଶ୍‌ ନାଁ କମାଇଥିବା ଅଭିନେତ୍ରୀ ମୋନାଲିସା ଆଜିକାଲି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ବିକ୍‌ନୀ ଲୁକ୍‌କୁ...

ଆମିରଙ୍କ ଶାଳୀ ହେଉଛନ୍ତି ଏହି ଅଭିନେତ୍ରୀ; ୨୧ ବର୍ଷରେ ହୋଇଥିଲା ବିବାହ ହେଲେ…

ବମ୍ବେ: ଅଦିତି ରାଓ ହୈଦରୀ, ବଲିଉଡ୍‌ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ। ଫିଲ୍ମ ‘ୟେ ସାଲୀ ଜିନ୍ଦେଗୀ’, ‘ପଦ୍ମାବତ’ ଭଳି ଫିଲ୍ମରେ ନିଜ ଅଭିନୟର ଚାତୁରୀରେ ଦର୍ଶକଙ୍କ...

କୁକୁର ଫଜ୍‌ର ବେଲ୍ଟରେ ସୁଶାନ୍ତ ସିଂ ରାଜପୁତଙ୍କୁ କରାଯାଇଛି ହତ୍ୟା!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇତିମଧ୍ୟରେ ଏହି ମାମଲା ଇଡି ଓ ସିବିଆଇ ହାତକୁ...

ଏହି ସବୁ ଅଭିନେତ୍ରୀ ବଲିଉଡ୍‌ ଜଗତର ବାହାରେ ବାଛିଥିଲେ ଜୀବନସାଥୀ

ବଲିଉଡ୍‌ ଅଭିନେତ୍ରୀ ଓ ଅଭିନେତାଙ୍କ ବାସ୍ତବ ଜୀବନ ସମ୍ପର୍କରେ ଜାଣିବାକୁ ପ୍ରାୟ ସମସ୍ତେ ଆଗ୍ରହୀ। ସୁନ୍ଦର ଯୋଡିମାନଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଥାଏ। ମାତ୍ର ବାସ୍ତବରେ...

Advertisement
Archives

Model This Week