ମନୋରଞ୍ଜନ

ଫିଲ୍ମ ଇଣ୍ଡଷ୍ଟ୍ରିରୁ ରାଜନୀତି…

ମୁମ୍ବାଇ, ୪।୨: ବଲିଉଡ୍‌ରେ ‘ରଙ୍ଗିଲା ଗର୍ଲ’ ଭାବେ ପରିଚିତି ହାସଲ କରିଥିବା ଉର୍ମିଳା ମାତୋଣ୍ଡକରଙ୍କୁ ଗୁରୁବାର ୪୭ ବର୍ଷ ପୂରଣ ହୋଇଛି। ସେ ୪୮ ବର୍ଷରେ ପାଦ ଥାପିଛନ୍ତିି। ସେ ୧୯୭୪ ଜାନୁୟାରୀ ୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା…

ତେଜିଲା ସେଲିବ୍ରିଟିଙ୍କ ସ୍ବର, ଭାରତକୁ ଭାଙ୍ଗିବାକୁ ଚେଷ୍ଟା କରନ୍ତୁ ନାହିଁ

ଅନ୍ତର୍ଜାତୀୟ ପପ ତାରକା ରିହାନା ଏବଂ ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥେନବର୍ଗ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। କୃଷକମାନେ ଅନ୍ତର୍ଜାତୀୟ ସମର୍ଥନ ପାଇବା ପରେ ଏହାକୁ ଭାରତ ଭାଙ୍ଗିବା ପାଇଁ ଏକ ପ୍ରୟାସ ବୋଲି କୁହାଯାଉଛି। ବଲିଉଡର ସୁପରଷ୍ଟାର…

ସ୍ବାମୀଙ୍କ ଜ୍ୟାକେଟ୍‌ଠାରୁ ସ୍ତ୍ରୀଙ୍କ ବ୍ୟାଗ୍‌ ଦାମ୍‌ ଅଧିକ, ମୂଲ୍ୟ ଜାଣିଲେ…

ବଲିଉଡର ଲଭ୍‌ ବାର୍ଡ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ସବୁବେଳେ ସେମାନଙ୍କ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ରଣବୀର ନିଜର ଫ୍ୟାଶନ ପାଇଁ ପରିଚିତ ଥିବାବେଳେ ଦୀପିକା ସର୍ବଦା ସୁନ୍ଦର ଲୁକରେ ନଜର ଆସିଥାନ୍ତି। ଦୁହେଁ ଯେଉଁଆଡ଼େ ଯାଆନ୍ତି, ସେମାନେ…

ଡାକ୍ତର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ, କେବଳ ଏହି କାରଣ ପାଇଁ ବାଛିଲେ ଫିଲ୍ମ ଜଗତ

ନିଜ ଚମତ୍କାର ଅଭିନୟ ପାଇଁ ଲୋକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିବା ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନଙ୍କ ଆଜି ଜନ୍ମଦିନ। ସେ ତେଲୁଗୁ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ହିନ୍ଦୀ, ତାମିଲ, ମାଲାୟାଲମ ଏବଂ…

ଅମିତାଭ ବଚ୍ଚନଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ୱାହିଦା ରେହମାନଙ୍କ ଆଜି ଜନ୍ମଦିନ। ସେ ୩ ଫେବୃୟାରୀ ୧୯୩୮ରେ ତାମିଲନାଡୁରେ ଜନ୍ମ ଗ୍ରହଣ କରିଥିଲେ। ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଏପରି କିଛି କଥା ଜାଣନ୍ତୁ ଯାହାକୁ ସେ ଭୁଲି ପାରିନାହାନ୍ତି। ଚଳଚ୍ଚିତ୍ର ଜଗତରେ ଶୁଟିଂ ସମୟରେ…

ନିର୍ବନ୍ଧରେ ସବୁଠୁ ଦାମୀ ମୁଦି ପିନ୍ଧିଥିଲେ ଏହି ଅଭିନେତ୍ରୀ, ବିରୁଷ୍କା ବି ପଛରେ

୨୦୧୬ରେ ଆମୀର ଖାନଙ୍କ ସୁପରହିଟ ଚଳଚ୍ଚିତ୍ର ‘ଗଜିନରେ’ ଅଭିନୟ କରିଥିଲେ ଅଭିନେତ୍ରୀ ଆସିନ ଥଟ୍ଟୁମକାଲ। ସେ ଦକ୍ଷିଣ ଭାରତର ସବୁଠାରୁ ଦାମୀ ଅଭିନେତ୍ରୀ ଭାବେ ମଧ୍ୟ ବେଶ୍‌ ପରିଚିତ। ତେବେ ନିର୍ବନ୍ଧ ମୁଦି ପାଇଁ ମଧ୍ୟ ଆସିନ୍‌ ଚର୍ଚ୍ଚାକୁ ଆସିଥିଲେ। କୁହାଯାଏ…

କଳାକାରଙ୍କ ମହଙ୍ଗା ଉପହାର: କାହାକୁ ଘର ତ ଆଉ କାହାକୁ ବିଏମ୍‌ଡବ୍ଲ୍ୟୁ କାର

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ ନିକଟରେ ନିଜର ଭାଇ ଅକ୍ଷତ, ଭଉଣୀ ରଙ୍ଗୋଲୀ ଏବଂ ଅନ୍ୟ ୨ ସମ୍ପର୍କୀୟଙ୍କୁ ୪ଟି ଫ୍ଲାଟ୍‌ ଉପହାର ରୂପେ ଦେଇଛନ୍ତି। ଏହି ସମସ୍ତ ଫ୍ଲାଟ୍‌ ଚଣ୍ଡିଗଡ଼ର ନାମୀ ଅଞ୍ଚଳରେ ରହିଛି। ଏଥିପାଇଁ କଙ୍ଗନାଙ୍କୁ ୪ କୋଟି…

୪ ଜଣଙ୍କୁ ଫ୍ଲାଟ୍‌ ଉପହାର ଦେଲେ କଙ୍ଗନା

ଗତ କିଛି ମାସ ହେବ ନିଜର କଠୋର ବକ୍ତବ୍ୟ ପାଇଁ ବଲିଉଡ୍‌ ଅଭିିନେତ୍ରୀ କଙ୍ଗନା ରଣାଓ୍ବତ୍‌ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ ନିଜର ଭାଇ ଅକ୍ଷତ, ଭଉଣୀ ରଙ୍ଗୋଲୀ ଏବଂ ଅନ୍ୟ ୨ ସମ୍ପର୍କୀୟଙ୍କୁ ଚଣ୍ଡିଗଡରେ ଫ୍ଲାଟ୍‌ ଉପହାର ରୂପେ ଦେଇଛନ୍ତି।…

ଟେଲି ଅଭିନେତ୍ରୀଙ୍କ ପିଛା କଲେ ମଦ୍ୟପ, ଆଉ ତା ପରେ..

ନୂଆଦିଲ୍ଲୀ,୨।୨: ପରିବାର ସହ ରାତ୍ରିଭୋଜନ କରି ସ୍ବାମୀଙ୍କ ସହ ଫେରୁଥିବା ଜଣେ ଜଣାଶୁଣା ଟେଲି ଅଭିନେତ୍ରୀଙ୍କ ପଛରେ ପଡ଼ିଗଲେ ୪ ମଦ୍ୟପ ବ୍ୟକ୍ତି। ଅଭିନେତ୍ରୀଙ୍କ ଘର ପର୍ଯ୍ୟନ୍ତ କାରରେ ପିଛା କଲେ। ଏ ନେଇ ସୋମବାର ସନ୍ଧ୍ୟାରେ ଅଭିଯୋଗ ପରେ ସେମାନଙ୍କୁ…

କମିଗଲା କ୍ରିତିଙ୍କ ଓଜନ

ମୁମ୍ବାଇ: ଅଭିନେତ୍ରୀ କ୍ରିତି ଖରବନ୍ଦାଙ୍କ ପାଇଁ ୨୦୨୦ ମସିହା ଆଦୌ ଭଲ ନ ଥିଲା ବୋଲି ସେ କହିଛନ୍ତି । ଗତବର୍ଷ ନଭେମ୍ବରରେ ସେ ମ୍ୟାଲେରିଆରେ ପୀଡ଼ିତ ହୋଇଥିଲେ । ଆଉ ତାଙ୍କୁ ୩ ସପ୍ତାହ ପାଇଁ ବେଡ୍ ରେଷ୍ଟ ନେବାକୁ…

‘ଲୁପ ଲପେଟା’ରେ ତାପସୀଙ୍କ ଫାଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡ୍ ନାୟିକା ତାପସୀ ପନ୍ନୁ ଜଣେ ଏମିତି କଳାକାର ଯେ ସବୁବେଳେ କିଛି ନା କିଛି ଭିନ୍ନ ଚରିତ୍ରରେ ନଜର ଆସିବାକୁ ପସନ୍ଦ କରିଥାଆନ୍ତି । ସେଥିପାଇଁ ଏବେ ବଲିଉଡ୍‌ରେ ତାଙ୍କର ରହିଛି ଏକ ଭିନ୍ନ ପରିଚୟ । ‘ପିଙ୍କ’ଠାରୁ…

ଫିଲ୍ମ ଛାଡି କ୍ରିକେଟ ଖେଳିଲେ ଏହି ଅଭିନେତା

ରାଜକୁମାର ରାଓ ବଲିଉଡ୍‌ର ଏମିତି ଜଣେ ଅଭିନେତା ଯାହାଙ୍କ ନାମ ପସନ୍ଦର କଳାକାରଙ୍କ ତାଲିକାରେ ରହିଛି। ଖୁବ୍‌ କମ୍‌ ସମୟ ମଧ୍ୟରେ ସେ ସମସ୍ତଙ୍କର ପ୍ରିୟ ପାଲଟି ପାରିଛନ୍ତି। ନିକଟରେ ଅଭିନେତା ନିଜର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri