ଛାଡ଼ପତ୍ର ଦେବା ପରେ ଏସବୁ ଅଭିନେତାଙ୍କୁ ମିଳିଛି ପ୍ରକୃତ ପ୍ରେମ, କିଏ କଲେଣି ବିବାହ ତ କିଏ କରୁଛନ୍ତି ଡେଟ୍
ବମ୍ବେ: ଅଭିନୟ ନଚେତ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍ ସେଲିବ୍ରିଟି। ସେଥିରୁ ଅନେକେ ପ୍ରଥମ ପାର୍ଟନରଙ୍କୁ ଛାଡ଼ପତ୍ର ଦେବାପରେ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଆସନ୍ତୁ ସେଭଳି କିଛି ଯୋଡ଼ିଙ୍କୁ ଜାଣିବା: ଦିୟା ମିର୍ଜା: ୨୦୧୪ ଅକ୍ଟୋବର…
ତୈମୁରଙ୍କ ଭାଇ ଆସିବ ନା ଭଉଣୀ, ପ୍ରଶଂସକଙ୍କ ଉତ୍ସାହ ବଢ଼ାଉଛି ପିଉସୀଙ୍କ ପୋଷ୍ଟ
କରିନା କପୁର ଖାନ୍ ଖୁବଶୀଘ୍ର ଅନ୍ୟ ଏକ ସନ୍ତାନର ମା’ ହେବାକୁ ଯାଉଛନ୍ତି। ପ୍ରଶଂସକମାନେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ ନଣନ୍ଦ ସବା ଅଲ୍ଲୀ ଖାନ ପ୍ରଶଂସକଙ୍କ ବ୍ୟସ୍ତତାକୁ ଆହୁରି ବଢ଼ାଇ ଦେଇଛନ୍ତି। ସେ…
ଏହି ଅଭିନେତ୍ରୀଙ୍କ ପାଇଁ ଅକ୍ଷୟ କୁମାର ସାଜିଲେ ଫଟୋଗ୍ରାଫର
ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନ ବର୍ତ୍ତମାନ ଜୈସଲମେରରେ ସାଜିଦ ନାଡିଆୱାଲାଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଇନଷ୍ଟାଗ୍ରାମରେ ସେ ଶୁଟିଂ ସେଟରୁ ନିଜର ଏକ ଚମତ୍କାର କ୍ଲୋଜଅପ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି।…
୭ ବର୍ଷ ତଳୁ ସରିଥିଲା ନିର୍ବନ୍ଧ, ପ୍ରେମିକଙ୍କ ହାତ ଧରିଲେ ଏହି ଲୋକପ୍ରିୟ ଅଭିନେତ୍ରୀ
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ‘ବହୁ ହମାରି ରଜନୀକାନ୍ତ, ବେପନାହ ପ୍ୟାର, ମଧୁବାଲା’ ଭଳି ଧାରାବାହିକରେ ନଜର ଆସିଥିବା ତନଭି ଠକ୍କର ହାତକୁ ଦୁଇ ହାତ ହୋଇଛନ୍ତି। ଦକ୍ଷିଣ ମୁମ୍ବାଇର ଏକ ହୋଟେଲରେ ପରିଜନ ଏବଂ…
ଜୟାଙ୍କ କମ୍ବ୍ୟାକ୍
ବମ୍ବେ: ଦୀର୍ଘଦିନର ବିରତି ପରେ ବଡ଼ ପରଦାକୁ ଫେରିବେ ଅଭିନେତ୍ରୀ ଜୟା ବଚ୍ଚନ। ୧୯୭୩ରେ ମହାନାୟକ ଅମିତାଭ ବଚ୍ଚନଙ୍କୁ ବିବାହ ପରେ ସେ ବଡ଼ ପରଦାରୁ ଦୂରେଇ ଯାଇଥିଲେ। ହେଲେ ନିର୍ମାତା କରନ୍ ଜୋହରଙ୍କ ଫିଲ୍ମ ‘କଭି ଖୁସି କଭି ଗମ୍’…
ଭଗବାନ ଗଣେଶଙ୍କ ଲକେଟ ପିନ୍ଧି ଟପ୍ଲେସ୍ ହେଲେ ଏହି ପପ୍ଷ୍ଟାର, ରାଗିଗଲେ…
ବମ୍ବେ: ବିବାଦରେ ପପ୍ଷ୍ଟାର ତଥା ଫ୍ୟାଶନ ଆଇକନ୍ ରିହାନା। ସର୍ବଦା ସେ ନିଜର ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ହେଲେ ଏବେ କଥାଟି ଭିନ୍ନ। ନିକଟରେ ସେ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ଟୁଇଟ୍ କରିଥିଲେ। ଟଙ୍କା…
ଜୋତା ଚୋରାଇଲେ ଅଦିତି!
ମୁମ୍ବାଇ: ଏବେ ସବୁଠି ଚର୍ଚ୍ଚା ବଲିଉଡ୍ ବିୟୁଟି ଦିୟା ମିର୍ଜାଙ୍କ ବିବାହକୁ ନେଇ । ସୋମବାର ଦିୟା ବିଜନେସ୍ମ୍ୟାନ ବୈଭବ ରେଖିଙ୍କୁ ଟ୍ରାଡିଶନାଲ ଢଙ୍ଗରେ ବିବାହ କରିଛନ୍ତି । ଏହି ବିବାହରେ ଖୁବ୍ କମ୍ ଅତିଥିଙ୍କୁ ସାମିଲ କରାଯାଇଥିବା ବେଳେ ଏଥିରେ…
ଟ୍ରୋଲ୍ ହେଲେ କ୍ୟାଟ୍ରିନା
ମୁମ୍ବାଇ: ବଲିଉଡ୍ ବିୟୁଟି କ୍ୟାଟ୍ରିନା କୈଫ ନିଜର ସୁନ୍ଦରତା ତଥା ଫ୍ୟାଶନ ସେନ୍ସକୁ ନେଇ କେତେବେଳେ ନା କେତେବେଳେ ଆସିଥାଆନ୍ତି ଚର୍ଚ୍ଚାକୁ । ସେ ନିଜ ଅନ୍ଦାଜରେ ଦର୍ଶକଙ୍କ ମନ କିଣିବାରେ ମାହିର । ହେଲେ ବେଳେ ବେଳେ ଏମିତି ହୁଏ…
ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୨ ବର୍ଷ ପୂରଣ କଲେ ମହାନାୟକ
ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମହାନାୟକ ଭାବେ ଜଣାଶୁଣା। ତାଙ୍କ କ୍ୟାରିୟର ଡେବ୍ୟୁ ଏବଂ ଅଭିନୟରେ ସଂଘର୍ଷ ବିଷୟରେ ସମସ୍ତେ ଜାଣନ୍ତି। ଆଜି ବିଗ ବି ବଲିଉଡରେ ୫୨ ବର୍ଷ ପୂରଣ କରିଛନ୍ତି। ଏହି ଦିନ ଅମିତାଭ…
ଏହି ପ୍ରସିଦ୍ଧ ଅଭିନେତା କଲେ ଆତ୍ମହତ୍ୟା
ମୁମ୍ବାଇ,୧୬।୨: ଏମଏସ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ ଏବଂ କେସରୀ ଭଳି ହିଟ ଫିଲ୍ମରେ କାମ କରିଥିବା ଅଭିନେତା ସନ୍ଦୀପ ନାହର ମୁମ୍ବାଇର ଗୋରେଗାଓଁରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇ ପୋଲିସର ସୂଚନାନୁସାରେ, ଏନେଇ ଏକ ମାମଲା ରୁଜୁ ହୋଇଛି…
ତାମିଲ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଏହି କ୍ରିକେଟର
ମୁମ୍ବାଇ, ୧୬।୨ : ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି। ‘ଫ୍ରେଣ୍ଡଶିପ୍’ ନାମକ ତାମିଲ ଫିଲ୍ମ ଜରିଆରେ ଡେବ୍ୟୁ କରିବେ ଭେଟେରାନ ଅଫ୍ ସ୍ପିନର। ଏ ନେଇ ଟର୍ବୋନେଟର ଭାବେ ଜଣାଶୁଣା ଖେଳାଳି ସୋସିଆଲ…
ବଡ଼ ପରଦାରୁ ଟିଭି ସିରିଏଲ୍…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶୋମା ଆନନ୍ଦଙ୍କୁ ମଙ୍ଗଳବାର ୬୩ ବର୍ଷ ପୂରଣ ହୋଇଛି। ୧୯୫୮ ଫେବୃୟାରୀ ୧୬ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୬ରେ ବାରୁଦ ଫିଲ୍ମରେ ସେ ଋଷି କପୁରଙ୍କ ସହିତ ଅଭିନୟ କରି ବଲିଉଡ୍ରେ ଡେବ୍ୟୁ କରିଥିଲେ। ଋଷିଙ୍କ…
Archives


