ଲେହେଙ୍ଗା ପିନ୍ଧି ସମୁଦ୍ର କୂଳରେ ମଜା ଉଠାଉଛନ୍ତି ଶ୍ରଦ୍ଧା
ମୁମ୍ବାଇ: ବଲିଉଡ୍ ନାୟିକା ଶ୍ରଦ୍ଧା କପୁର ତାଙ୍କ ନୂଆ ନୂଆ ଫଟୋ ଓ ଭିଡିଓକୁ ନେଇ ଅଛନ୍ତି ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ଏବେ ଏକ ଭିଡିଓକୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।…
ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଏମିତି ନିବେଦନ କଲେ ଅଙ୍କିତା
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ଦିନ ବିତିଯାଇଛି, କିନ୍ତୁ ପ୍ରଶଂସକମାନେ ତାଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ଭୁଲି ପାରିନାହାଁନ୍ତି। ସୁଶାନ୍ତଙ୍କ ରହସ୍ୟ ଜନକ ମୃତ୍ୟୁ ପରେ ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ବେଶ୍ ଚର୍ଚ୍ଚାରେ ଥିଲେ। ସେ…
ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ
ଟଲିଉଡ୍ ଅଭିନେତ୍ରୀ ରିଚା ଗଙ୍ଗୋପାଧ୍ୟାୟ ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଏନେଇ ସୂଚନା ଦେଇଛନ୍ତି। ଏହି ପୋଷ୍ଟରେ ସେ ବେବି ବମ୍ପ ସହ ନଜର ଆସିଛନ୍ତି। ରିଚା ୨୦୧୯ରେ ପିଲାଦିନର ବନ୍ଧୁ ଜୋ…
ବଲିଉଡ୍ ରାମ୍ବୋଙ୍କ ବିବାହ ନେଇ ଚର୍ଚ୍ଚା…
ମୁମ୍ବାଇ: ବଲିଉଡ୍ ରାମ୍ବୋ ଭାବେ ପରିଚିତ ହାସଲ କରିଥିବା ଅଭିନେତା ଟାଇଗର ଶ୍ରଫଙ୍କୁ ମଙ୍ଗଳବାର ୩୧ ବର୍ଷ ପୂରଣ ହୋଇଛି। ୧୯୯୦ ମାର୍ଚ୍ଚ ୨ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଜୟ ହେମନ୍ତ ଶ୍ରଫ। ୨୦୧୪ରେ ହିରୋପନ୍ତି…
ଅର୍ଚ୍ଚିତାଙ୍କୁ ନିଜର କରିବା ପାଇଁ ବାହାରିଲେ ସବ୍ୟ: ମନ ଜିଣୁଛି ଗୋଲାପୀ ରଙ୍ଗ ପଗଡ଼ିକୁ ହସ, ସେପଟେ ଅପେକ୍ଷାରେ…
ଭୁବନେଶ୍ୱର,୧।୩(ବ୍ୟୁରୋ): ଆଉ କେଇ ଘଣ୍ଟାର ଅପେକ୍ଷା। ସବୁଦିନ ପାଇଁ ପରସ୍ପରର ଜୀବନସାଥୀ ପାଲଟିବେ ଓଲିଉଡ୍ର ଅନ୍ୟତମ ରୋମାଣ୍ଟିକ ଯୋଡ଼ି ସର୍ବ-ଅର୍ଚ୍ଚିତା। ରବିବାର ସୋସିଆଲ ମିଡିଆରେ ଉଭୟ ବିବାହ କରିବାକୁ ଯାଉଥିବା ନେଇ ପ୍ରଶଂସକଙ୍କୁ ଜଣାଇଥିଲେ। ଏହାପରଠାରୁ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ…
ଜାଭେଦଙ୍କ ଯୋଗୁ ଫସିଲେ କଙ୍ଗନା, ଗିରଫ ପରଓ୍ବାନା ଜାରି କଲେ ବମ୍ବେ କୋର୍ଟ
ବମ୍ବେ: କଥାରେ ଅଛି ଅତିରୁ ଇତି। ଠିକ୍ ସେଭଳି କିଛି ଘଟିବା ଭଳି ଲାଗୁଛି କଙ୍ଗନା ରାଣାଓ୍ବତଙ୍କ ଜୀବନରେ। ଅନେକ ସମୟରେ ନିଜର ବକ୍ତବ୍ୟକୁ ନେଇ ବିବାଦକୁ ଟାଣି ହୋଇ ଆସୁଥିବା କଙ୍ଗନା ଫସିଛନ୍ତି। ତାଙ୍କ ବିରୋଧରେ ଓ୍ବାରେଣ୍ଟ(ଗିରଫ ପରଓ୍ବାନା) ଜାରି…
ପରିଣିତିଙ୍କ ପ୍ରେମ କାହାଣୀ
ମୁମ୍ବାଇ: ବଲିଉଡ୍ ନାୟିକା ପରିଣିତି ଚୋପ୍ରା ଏବେ ଚର୍ଚ୍ଚାରେ । ସେ ତାଙ୍କର ଫିଲ୍ମ ‘ଦ ଗର୍ଲ ଅନ୍ ଦ ଟ୍ରେନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏହା ଓଟିଟି ପ୍ଲାଟଫର୍ମ ନେଟପ୍ଲିକ୍ସରେ ରିଲିଜ୍ ହୋଇଛି । ଏହି ଫିଲ୍ମ ରିଲିଜ୍…
ଦ୍ୱିତୀୟଥର ମା’ ହେବା ପରେ ପ୍ରଥମଥର ଫଟୋ ଶେୟାର କଲେ କରୀନା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ନିକଟରେ ଦ୍ୱିତୀୟଥର ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଥିବା କରୀନା ମା’ ହେବା ପରେ ପ୍ରଥମଥର ପାଇଁ ନିଜର ଏକ ସେଲ୍ଫି ଫଟୋ ଶେୟାର କରିଛନ୍ତି। ସେ…
ଲଜ୍ଜିତ ହେଲେ ରକୁଲ
ମୁମ୍ବାଇ: ବଲିଉଡ୍ ନାୟିକା ରକୁଲ ପ୍ରୀତ ସିଂ କିଛିଦିନ ହେବ ଚର୍ଚ୍ଚାରେ ରହି ଆସୁଛନ୍ତି । କିଛିଦିନ ପରେ ସେ ବଲିଉଡ୍ ଶେହେନଶାହା ଅମିତାଭ ବଚ୍ଚନ ଓ ଅଜୟ ଦେବଗନଙ୍କ ସହ ଏକ ଫିଲ୍ମରେ ନଜର ଆସିବେ । ଆଉ ଏହାକୁ…
ସରିଲା ସବ୍ୟର୍ଚ୍ଚିତାଙ୍କ ‘ହଳଦୀ’
ଭୁବନେଶ୍ୱର,୧।୩(ବ୍ୟୁରୋ): ବିବାହ ବନ୍ଧନରେ ଆବଦ୍ଧ ହେବେ ଓଲିଉଡ୍ର ହିଟ୍ ଯୋଡ଼ି ସବ୍ୟ-ଅର୍ଚ୍ଚିତା। ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ସୋମବାର ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବିବାହ ଅନୁଷ୍ଠିତ ହେବ। ଏନେଇ ଉଭୟ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ।…
ଫିଲ୍ମରେ ଅମିତାଭ-ରେଖାଙ୍କ ରୋମାନ୍ସ ଦେଖି କାନ୍ଦି ପକାଇଥିଲେ ଜୟା: ଆଉ ତାପରେ…
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏମିତିବି କୁହାଯାଏ, ରେଖା ବିଗ୍ ବିଙ୍କ ନାମରେ ଆଜି ବି ସିନ୍ଦୁର ଏବଂ ମଙ୍ଗଳସୂତ୍ର ଲଗାଉଛନ୍ତି। ଅନେକ ବର୍ଷ ହେବ ଏହି ଯୋଡି ଏକତ୍ର କୌଣସି…
ହସ୍ପିଟାଲରେ ଅମିତାଭ ବଚ୍ଚନ
ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ଅମିତାଭଙ୍କ ଆଖିରୁ ମୋତିଆବିନ୍ଦୁ ବାହାର କରିବା ପାଇଁ ଶନିବାର ଏକ ଛୋଟ ଲେଜର ଅପରେଶନ୍ ହୋଇଥିଲା। ଯାହାକି ବର୍ତ୍ତମାନ ସଫଳ ହୋଇଛି। ବିଗ୍ ବି ଅପରେଶନ ଥିଏଟରକୁ ଯାଇଥିଲେ।…
Archives


