୪୦ ବର୍ଷରେ ବିବାହ କରିବାକୁ ଯାଉଛନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ପୂର୍ବତନ ପ୍ରେମିକ
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପୂର୍ବତନ ପ୍ରେମିକ ତଥା ହ୍ରିତିକ୍ ରୋଶନଙ୍କ ଲୁକ୍ ଆଇକନ୍ ହରମନ ବାବେଜା(୪୦) ତାଙ୍କ ଭାବି ସ୍ତ୍ରୀଙ୍କୁ ମାର୍ଚ୍ଚ ୨୧ରେ ବିବାହ କରିବାକୁ ଯାଉଛନ୍ତି। ଏବେଠାରୁ ତାଙ୍କର ପ୍ରି ଓ୍ବେଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଶୁକ୍ରବାର ରାତିରେ…
ହୋଟେଲ ରୁମ୍ ବାହାରେ ବିରାଟ-ଅନୁଷ୍କାଙ୍କ ନାମ ସହ ଲେଖାହେଲା ଝିଅ ଭାମିକାଙ୍କ ନାମ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ବାମା’ମା ହେବା ପରେ ବହୁତ ଖୁସି ଅଛନ୍ତି। ଏହି ଦମ୍ପତି ନିଜ ଝିଅର ନାମ ରଖିଛନ୍ତି ଭାମିକା। ଛୁଟି ପରେ କୋହଲି ପୁଣିଥରେ ଖେଳ ପଡ଼ିଆକୁ…
କରୋନା ଟିକା ନେବା ହେଲା ଏପରି ଅବସ୍ଥା, ଅଭିନେତ୍ରୀ ମାଗିଲେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସାହାଯ୍ୟ
ମୁମ୍ବାଇ: ସମଗ୍ର ଦେଶରେ କରୋନା ଟିକାକରଣ ଜାରି ରହିଛି। କିଛି ବଲିଉଡ୍ ଅଭିନେତ୍ରୀ କରୋନା ଟିକା ଲଗାଇ ସାରିଛନ୍ତି। ଏଥିମଧ୍ୟରୁ ଅଭିନେତ୍ରୀ ଆହାନା କୁମରାଙ୍କ ମା-ବାପା କରୋନା ଟିକା ନେଇଥିଲେ। ବର୍ତ୍ତମାନ ଏହି ଟିକାକରଣର ପ୍ରମାଣପତ୍ର ହାସଲ କରିବାକୁ ନାନା ଅସୁବିଧା…
ଅଳ୍ପ ଦିନରେ ବିଗ୍ବସ୍ରୁ ୨ କୋଟି ୨୫ ଲକ୍ଷ ଟଙ୍କା କମାଇଥିଲେ ଏହି ଅଭିନେତ୍ରୀ
ବିଗ ବସ୍ ସିଜନ ୯ର ପ୍ରତିଯୋଗୀ ବଲିଉଡ ଅଭିନେତ୍ରୀ ରିମି ସେନ୍ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଶୋ’ରେ ତାଙ୍କର ପ୍ରବେଶକୁ ନେଇ ଅନେକ ଖୁଲାସା କରିଛନ୍ତି। ୫୦ ଦିନ ଧରି ବିଗ ବସ୍ ଘରକୁ ଯାତ୍ରା କରିଥିବା ଏହି ଅଭିନେତ୍ରୀ…
୭ ବର୍ଷ ପରେ ପ୍ରଥମଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ
ଆୟୁଷ୍ମାନ ଖୁରାନାଙ୍କ ଭାଇ ତଥା ଅଭିନେତା ଅପାରଶକ୍ତି ଖୁରାନାଙ୍କ ଘରକୁ ଖୁବ ଶୀଘ୍ର ନୂଆ ଅତିଥି ଆସୁଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଆକୃତି ଆହୁଜା ଗର୍ଭବତୀ ଅଛନ୍ତି। ତେବେ ଏପର୍ଯ୍ୟନ୍ତ ଅପାରଶକ୍ତିଙ୍କଠାରୁ କୌଣସି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।…
୬ ବର୍ଷ ବୟସରୁ ଗୀତ ଗାଇଥିଲେ ଏହି ପ୍ରସିଦ୍ଧ ଗାୟିକା, ଆଉ ଶୁଣିବାକୁ ମିଳୁନି କଣ୍ଠ ଶ୍ୱର
ଯଦି ଆପଣଙ୍କୁ ୯୦ ଦଶକର ଗୀତଗୁଡ଼ିକ ଭଲ ଲାଗେ କିମ୍ବା ଏସବୁର ପ୍ରଶଂସକ ଅଟନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଗାୟକ ଅଲକା ୟାଗ୍ନିକ୍ଙ୍କ ଗୀତ ଶୁଣିଥିବେ। ଆଜି ତାଙ୍କ ଜନ୍ମଦିନ। ଅଲକା କୋଲକାତାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ।…
ସ୍ତ୍ରୀଙ୍କଠାରୁ ମାଡ ଖାଇଲେ ଏହି ଅଭିନେତା !
ବମ୍ବେ: ରାଜନୈତିକ ପରିବାରର ଥିବା ସତ୍ତ୍ୱେ ଅଭିନୟକୁ ପେସା ଭାବେ ବାଛିଥିଲେ ରିତେଶ ଦେଶମୁଖ। ଏପରିକି ସୁନ୍ଦରୀ ଅଭିନେତ୍ରୀ ଜେନେଲିୟା ଦେଶମୁଖଙ୍କ ପ୍ରେମରେ ପଡ଼ିଥିଲେ। ପରେ ହୋଇଥିଲା ବିବାହ। ଉଭୟଙ୍କୁ ଏବେ ବଲିଉଡ୍ର ବେଷ୍ଟ କପଲ୍ ଭାବେ ଗଣାଯାଏ। ହେଲେ ସୁନ୍ଦରୀ…
ପୁଣି ଏକାଠି ହେବେ ବିଗ୍ବି-ଦୀପିକା
ବମ୍ବେ: ପୁଣି ଥରେ ଏକାଠି ଆସିବେ ବିଗ୍ବି ଅମିତାଭ ବଚ୍ଚନ ଏବଂ ଚୁଲବୁଲି ଦୀପିକା ପାଦୁକୋନ। ଚଳଚ୍ଚିତ୍ର ‘ପିଙ୍କ’ ପରେ ଏହି ଯୋଡିକୁ ‘ଦ ଇନ୍ଟର୍ନ’ ଫିଲ୍ମରେ ଦେଖିବାକୁ ମିଳିବ। ସମାନ ନାମର ହଲିଉଡ ଫିଲ୍ମର ଏହା ହେଉଛି ହିନ୍ଦି ରିମେକ୍।…
ପ୍ରେମିକଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଏହି ଅଭିନେତ୍ରୀ
ଅଭିନେତ୍ରୀ ହିନା ଖାନ ଆଜିକାଲି ଛୁଟିଦିନର ମଜା ନେଉଛନ୍ତି। ସେ ପୁଣି ଥରେ ମାଲଦ୍ୱୀପରେ ପହଞ୍ଚିଛନ୍ତି। ହିନା ଏକାକୀ ମାଳଦ୍ୱୀପକୁ ଯାଇ ନାହାନ୍ତି। ପ୍ରେମିକ ରକି ଜୟସୱାଲ ମଧ୍ୟ ତାଙ୍କ ସହ ଯାଇଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ଅନେକ ଫଟୋ ଶେୟାର…
ଆଲିଆଙ୍କୁ ବିବାହ ଦେବାକୁ ଚାହାନ୍ତିନି ବାପା ମହେଶ, ବାଥରୁମରେ ବନ୍ଦ କରିଦେବାକୁ ଦେଲେ ଧମକ
ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ରଣବୀର କପୁରଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ। କିଛିଦିନ ପୂର୍ବରୁ ଆଲିଆ-ରଣବୀରଙ୍କ ବିବାହ ଖବର ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ମାତ୍ର ଆଲିଆଙ୍କ ବାପା ମହେଶ ଭଟ୍ଟ ତାଙ୍କୁ ବିବାହ ଦେବାକୁ ଚାହୁଁନାହାଁନ୍ତି। ମହେଶ ଆଲିଆଙ୍କୁ ବହୁତ…
ଫିଲ୍ମରେ ସଫଳତା ପାଇଁ ଏପରି କଲେ ଅଭିଷେକ
ଅଭିନେତା ଅଭିଷେକ ବଚ୍ଚନ ବଲିଉଡ୍ରେ ଅନେକ ଫିଲ୍ମରେ କାମ କରିସାରିଛନ୍ତି। ହିଟ୍ ସାଙ୍ଗକୁ ଅନେକ ଫ୍ଲପ୍ ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି। ସଫଳତା ପାଇଁ କେବଳ କଠିନ ପରିଶ୍ରମ ଜରୁରୀ ହୋଇ ନ ଥାଏ। ଏଥିପାଇଁ ଭାଗ୍ୟ ମଧ୍ୟ ସାଥ୍…
ଟାଇଟ୍ ଡ୍ରେସ୍ ପିନ୍ଧି ଅଭିନେତ୍ରୀଙ୍କ ହେଲା ଏମିତି ଅବସ୍ଥା, ଭାଇରାଲ ହେଉଛି ଫଟୋ
ଫ୍ୟାଶନ ସେନ୍ସ ଭଲ ହେବା ଠିକ୍। କିନ୍ତୁ ଏହି ଫ୍ୟାଶନ ବେଳେ ବେଳେ ଲୋକଙ୍କୁ ଅପମାନିତ କରାଇବା ଏପରିକି ଡାକ୍ତରଖାନା ଯିବା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ତେଣୁ ଜଣେ ଡ୍ରେସ୍ ପିନ୍ଧିବା ପୂର୍ବରୁ ଦୁଇଥର ଭାବିବା ଦରକାର। ନିଜ ଚେହେରାଠାରୁ…
Archives


