ପ୍ରିୟଙ୍କାଙ୍କ ରେଷ୍ଟୁରାଣ୍ଟରେ ମିଳୁଛି ଟକିଲା ଗୁପ୍ଚୁପ୍
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନୂଆ ରେଷ୍ଟୁରାଣ୍ଟ ଲୋକଙ୍କ ହୃଦୟ ଜିଣିବାରେ ଲାଗିଛି। ନ୍ୟୁୟର୍କରେ ଖୋଲାଯାଇଥିବା ଏହି ଭାରତୀୟ ରେଷ୍ଟୁରାଣ୍ଟ ‘ସୋନା’ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇ ନାହିଁ। ମାତ୍ର ସ୍ବତନ୍ତ୍ର ଲୋକ ଏଠାକୁ ଆସିବା ଆରମ୍ଭ କରିଦେଇଛନ୍ତି। ନିକଟରେ ପ୍ରିୟଙ୍କାଙ୍କ…
ଜନ୍ମ ପରେ ୨ ନବଜାତକଙ୍କୁ ଗ୍ରହଣ କଲେ ନାହିଁ ଏହି ପ୍ରସିଦ୍ଧ ଅଭିନେତ୍ରୀ, ହାତରୁ ଚାଲିଯାଇଛି ଅନେକ ଅଫର
ଚିନ୍ର ଲୋକପ୍ରିୟ ଅଭିନେତ୍ରୀ ଝେଙ୍ଗ ଶୁଆଙ୍ଗଙ୍କ ଉପରେ ଏକ କଠୋର ଅଭିଯୋଗ ଲାଗିଛି। ଯାହାକୁ ନେଇ ସମଗ୍ର ବିଶ୍ୱରେ ସେ ଆଲୋଚନାର ଶିକାର ହେଉଛନ୍ତି। ଖବର ଅନୁଯାୟୀ, ଝେଙ୍ଗ ସରୋଗେସୀ ଉପାୟରେ ଆମେରିକାରେ ୨ ସନ୍ତାନର ମା’ ହୋଇଥିଲେ। ମାତ୍ର ୨…
ଅଟୋରୁ ଅଭିନେତାଙ୍କ ମୃତଦେହ ଉଦ୍ଧାର
ଜଣାଶୁଣା ତାମିଲ ଅଭିନେତା ଭିରୁଟଚଙ୍ଗାକିନ୍ଥଙ୍କ ମୃତଦେହକୁ ବୁଧବାର ଏକ ଅଟୋରୁ ଉଦ୍ଦାର କରାଯାଇଛି। ଦୀର୍ଘଦିନ ହେବ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମର ଅନୁସନ୍ଧାନରେ ରହିଥିଲେ। ଏବେ ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି…
ଫିଲ୍ମର ବଜେଟ୍ ୨୮୦, ଶାହାରୁଖ୍ ନେବେ ୧୦୦ କୋଟି
ବଲିଉଡ୍ ଅଭିନେତା ଶାହାରୁଖ୍ ଖାନ୍ ତାଙ୍କର ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଅନେକ ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଶୁଟିଂ ପାଇଁ ଶାହାରୁଖ୍ ଏବେ ଦୁବାଇରେ ଅଛନ୍ତି। ୨ ବର୍ଷର ଲମ୍ବା ବ୍ୟବଧାନ ପରେ ଏବେ ପୁଣିଥରେ ସେ ପରଦାକୁ…
୫୩ ବର୍ଷରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ସରିଥିଲା ନିର୍ବନ୍ଧ: ବିବାହ ପୂର୍ବରୁ ଆତ୍ମହତ୍ୟା କରିଥିଲେ ଭାବି ସ୍ବାମୀ
ଭେଟେରାନ ଅଭିନେତ୍ରୀ ନନ୍ଦାଙ୍କର ଆଜି ହେଉଛି ୭ମ ମୃତ୍ୟୁ ବାର୍ଷିକୀ। ମାର୍ଚ୍ଚ ୨୫, ୨୦୧୪ରେ ମୁମ୍ବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବଲିଉଡ୍ରେ ତାଙ୍କର ଇମେଜ୍ ଛୋଟ ଭଉଣୀର ଥିଲା। ଅର୍ଥାତ୍ କ୍ୟାରିୟର ଆରମ୍ଭରେ ଅଧିକାଂଶ ସିନେମାରେ ସେ ସାନ…
ଆର୍. ମାଧବନ କରୋନା ପଜିଟିଭ୍
ମୁମ୍ବାଇ,୨୫।୩: ରାଞ୍ଚୋଙ୍କ ପରେ ଏବେ ଫରହାନ୍ଙ୍କ ପାଳି ପଡ଼ିଛି। ବଲିଉଡ୍ ଅଭିନେତା ଆମୀର ଖାଁ ବୁଧବାର କରୋନା ପଜିଟିଭ୍ ହୋଇଥିଲେ। ହିନ୍ଦୀ ଫିଲ୍ମ ଥ୍ରୀ ଇଡିୟଟ୍ରେ ଦ୍ୱିତୀୟ ଇଡିୟଟ୍ ସାଜିଥିବା ବଲିଉଡ୍ ଅଭିନେତା ଆର୍.ମାଧବନଙ୍କ ନମୁନା ପରୀକ୍ଷା ରିପୋର୍ଟ ଏବେ କରୋନା…
ଦୀପିକାଙ୍କ ସହ ରୋମାଣ୍ଟିକ୍ ଫଟୋ ଶେୟାର କଲେ ରଣବୀର
ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂହ ସ୍ତ୍ରୀ ଦୀପିକା ପାଦୁକୋନଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋରେ ଦୁଇଜଣ ଖୁବ୍ ରୋମାଣ୍ଟିକ୍ ଦେଖାଯାଉଛନ୍ତି। ଫଟୋରେ ଦୀପିକାଙ୍କ ଆଖିକୁ ଚାହିଁଛନ୍ତି ରଣବୀର। ଦୀପିକା ମଧ୍ୟ ରଣବୀରଙ୍କୁ ହଟ୍…
ସୋସିଆଲ ମିଡିଆକୁ ବାଏ ବାଏ
ବମ୍ବେ: ସାମାଜିକ ଗଣମାଧ୍ୟମକୁ ବାଏ ବାଏ କହିଲେ ଲୋକପ୍ରିୟ ଟେଲି ଅଭିନେତା ରବି ଦୁବେ। ନିକଟରେ ‘ଜମାଇ:୨.୦’ ରେ ତାଙ୍କର ଅଭିନୟ ଦର୍ଶକଙ୍କୁ ମତୁଆଲା କରିଥିଲା। ହେଲେ ଏବେ ହଠାତ୍ ସୋସିଆଲ ମିଡିଆରେ ରବିଙ୍କ ଏକ ପୋଷ୍ଟ ସମସ୍ତଙ୍କୁ ଚକିତ କରିଛି।…
ଭଉଣୀଙ୍କ ଜନ୍ମଦିନ ପାର୍ଟିରେ ରୋମାଣ୍ଟିକ୍ ହେଲେ ମଲାଇକା-ଅର୍ଜୁନ: ଫଟୋ ଭାଇରାଲ ପରେ…
ବମ୍ବେ: କଥା ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ଖାଲି ବିବାହକୁ ଅପେକ୍ଷା। ଆମେ କହୁଛୁ ମଲାଇକା ଅରୋରାଙ୍କ କଥା। ସ୍ବାମୀ ଅରବାଜ୍ ଖାନ୍ଙ୍କୁ ଛାଡ଼ପତ୍ର ଦେବା ପରେ ଏବେ ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ସେ। ବେଶ କିଛି ଦିନ ଉଭୟ…
ଟିକା ନେଲେ ସଲମାନ
ଦେଶରେ କରୋନା ପ୍ରକୋପ ଧୀରେ ଧୀରେ ବଢୁଛି। ଏହାକୁ ଦୃଷ୍ଟିରେ ରଖି ବଲିଉଡ୍ ଷ୍ଟାର୍ମାନେ କରୋନା ଟିକା ନେଉଥିବାର ନଜର ଆସିଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଦବଙ୍ଗ ଷ୍ଟାର ସଲମାନ ଖାନ। ସେ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ଏନେଇ…
ପତଳା ଅଣ୍ଟା ଦେଖାଇବାକୁ ଏମିତି ଚ୍ୟାଲେଞ୍ଜ ଦେଲେ ଏହି ଅଭିନେତ୍ରୀ, ଏବେ ହେଉଛନ୍ତି ଟ୍ରୋଲ
କୁହାଯାଏ, ଚାଇନାରେ ନିଜସ୍ବ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ରହିଛି ଏବଂ ଏଠାରେ ବିଭିନ୍ନ ସ୍ତରରେ ପ୍ରତିବନ୍ଧକ ବି ରହିଛି। ମାତ୍ର ଏଥିମଧ୍ୟରେ କିଛି ଲୋକ ଅଛନ୍ତି, ଯେଉଁମାନେ ଅଜବ ଧରଣର ଚ୍ୟାଲେଞ୍ଜ କରନ୍ତି ଏବଂ ଅନ୍ୟମାନଙ୍କୁ ଏମିତି କରିବା ପାଇଁ ଚ୍ୟାଲେଞ୍ଜ…
ମଲାଇକାଙ୍କୁ ଏମିତି ଉପହାର ଦେଲେ ଏକ୍ସ ହଜ୍ବ୍ୟାଣ୍ଡ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ତାଙ୍କ ଏକ୍ସ ହଜ୍ବ୍ୟାଣ୍ଡ ଅରବାଜ ଖାନ୍ ଏକ ଉପହାର ଦେଇଛନ୍ତି। ଏହା କୌଣସି ଜୁଏଲାରି ନୁହେଁ, କେବଳ ସ୍ବାଦିଷ୍ଟ ଆମ୍ବର ଏକ ପ୍ୟାକେଟ ଦେଇଛନ୍ତି। ଏହାକୁ ମଲାଇକା ତାଙ୍କ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓ…
Archives


