ମନୋରଞ୍ଜନ

ସମୁଦ୍ରକୂଳରେ ଶୋଇଥିଲେ ଏହି ଅଭିନେତ୍ରୀ, ଆସିଲା ଏକ ବଡ଼ କଙ୍କଡ଼ା; ଆଉ ତା’ ପରେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ହିନା ଖାନ୍‌ ବୟଫ୍ରେଣ୍ଡଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ଏହି ସମୟର କିଛି ଫଟୋ ହିନା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏକ ଫଟୋରେ ସେ ସମୁଦ୍ରକୂଳରେ ଶୋଇଥିବା ନଜର ଆସିଛନ୍ତି। ହିନା ଏଥିରେ କ୍ୟାପଶନ ଲେଖିଛନ୍ତି,…

ଲୁଟେ କୋଇ ମନ୍‌ କା ନଗର…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ଶୁକ୍ରବାର ୭୩ ବର୍ଷ ପୂରଣ ହୋଇଛି। ସେ ୧୯୪୮ ଏପ୍ରିଲ ୯ରେ ଜବଲପୁରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଜୟା ଭାଦୁରି ଥିଲା। ୧୯୬୩ରେ ସେ ସତ୍ୟଜିତ୍‌ ରାୟଙ୍କ ଫିଲ୍ମ ମହାନଗରରେ ଅଭିନୟ…

୩୬୦ କୋଟି ସମ୍ପତ୍ତିର ମାଲିକ ଏହି ସୁପରଷ୍ଟାର, ୧୦ ବର୍ଷ ପୂର୍ବେ ସ୍ନେହାଙ୍କୁ କରିଥିଲେ ବିବାହ

ସାଉଥ୍‌ ଫିଲ୍ମର ଲୋକପ୍ରିୟ ଅଭିନେତା ଆଲୁ ଅର୍ଜୁନ ଇତିମଧ୍ୟରେ ୩୮ ବର୍ଷର ହୋଇଛନ୍ତି। ୮ ଅପ୍ରେଲ, ୧୯୮୩ରେ ଚେନ୍ନାଇରେ ସେ ଜନ୍ମଗ୍ରହଣ କରିଥିଲେ। ୨୦୦୩ରେ ଫିଲ୍ମ ‘ଗଙ୍ଗୋତ୍ରୀ’ରୁ ଲିଡ୍‌ ରରିତ୍ରରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ,…

ଶାହରୁଖଙ୍କଠାରୁ ଦାମୀ ଭ୍ୟାନିଟି, ୧୦୦ କୋଟିର ବଙ୍ଗଳାରେ ରୁହନ୍ତି ଏହି ଲୋକପ୍ରିୟ ଟଲିଉଡ୍‌ ସୁପରଷ୍ଟାର; କିଛି ଏଭଳି…

ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଜି ହେଉଛି ହାପି ବର୍ଥ ଡେ। ଲୋକପ୍ରିୟ ପ୍ରଯୋଜକ ଅଲୁ ଅରବିନ୍ଦଙ୍କ ପୁଅ ହେଉଛନ୍ତି ସେ। ୧୯୮୩ ଏପ୍ରିଲ ୮ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ ଅଲ୍ଲୁ। ପ୍ରଥମେ ଶିଶୁ କଳାକାର ଭାବେ ସେ…

ଶର୍ଟଲେସ୍‌ ହୋଇ ଯୋଗ କଲେ ବରୁଣ, ଏହି ଅଭିନେତ୍ରୀ ଉଡ଼ାଇଲେ ମଜା

ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ଫିଟ୍‌ନେସ ପ୍ରିୟ। ତାଙ୍କର ଓ୍ବାର୍କଆଉଟ୍‌ ଭିଡିଓ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଯେତେ ବ୍ୟସ୍ତତା ଭିତରେ ବରୁଣ ରହିଲେ ମଧ୍ୟ ଓ୍ବାର୍କଆଉଟ୍‌ କରିବାକୁ ଆଦୌ ଭୁଲନ୍ତି ନାହିଁ। ଏବେ ବରୁଣ ଅରୁଣାଚଳରେ ଫିଲ୍ମ ଶୁଟିଂ କରୁଛନ୍ତି। ଏହି…

ଆତ୍ମଦାହ କଲେ ଏହି ବଲିଉଡ୍‌ ଫିଲ୍ମନିର୍ମାତାଙ୍କ ସ୍ତ୍ରୀ-ଝିଅ: ଆପାର୍ଟମେଣ୍ଟରୁ ନିଆଁ ବାହାରୁଥିବା ଦେଖି…

ବମ୍ବେ: ଆତ୍ମଦାହ ଭଳି ଚରମ ପଦକ୍ଷେପ ନେଇଛନ୍ତି ଫିଲ୍ମନିର୍ମାତା ସନ୍ତୋଷ ଗୁପ୍ତାଙ୍କ ସ୍ତ୍ରୀ ଓ ତାଙ୍କର ଝିଅ। ଅନ୍ଧେରୀର ଡିଏନ୍‌ ନଗରସ୍ଥିତ ବାସଭବନରେ ଉଭୟ ଆତ୍ମହତ୍ୟା କରିଛନ୍ତି। ଏହି ଦୁଃଖଦ ଘଟଣା ବିଷୟରେ ମୁମ୍ବାଇ ପୋଲିସ ବୁଧବାର ସୂଚନା ଦେଇଛି। ସନ୍ତୋଷଙ୍କ…

ନଗ୍‌ମା କରୋନା ପଜିଟିଭ୍‌: ନେଇ ସାରିଛନ୍ତି ପ୍ରଥମ ଡୋଜ୍‌

ମୁମ୍ବାଇ,୮।୪: ବଲିଉଡ୍‌ ଅଭିନେତ୍ରୀ ନଗ୍‌ମାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଘରେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ନିଜ ନିଜର ନମୁନା ପରୀକ୍ଷା କରାଇନେବା…

ଶିଳ୍ପା ସେଟ୍ଟୀଙ୍କ ସହ ଡ୍ୟାନ୍ସ କଲେ ଏହି କୁନି ଝିଅ, ଫଟୋ ଭାଇରାଲ

ମୁମ୍ବାଇ: ନିଜର ଡ୍ୟାନ୍ସକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିବା ମଧ୍ୟପ୍ରଦେଶର କୁନିଝିଅ ଗୀତ୍‌ କୌର ବଗା ଏବେ ଛୋଟ ପରଦାରେ ନାଁ କରିଛନ୍ତି। ସୋନି ଟିଭିର ସୁପର ଡ୍ୟାନ୍ସ ଶୋ’ରେ ଗୀତ୍‌ ନିଜର ପରଫରମାନ୍ସ ଦେଖାଇଛନ୍ତି। ଗୀତ୍‌ଙ୍କ ଡ୍ୟାନ୍ସ ଦେଖି…

ଝିଅ ବିଦାୟୀ ସମୟରେ କାନ୍ଦି ନ ଥିଲେ ହେମାମାଳିନୀ

ବଲିଉଡର ‘ହିମ୍ୟାନ’ ତଥା ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କୁ କେବେ କାନ୍ଦିବା ଦେଖିଛନ୍ତି। ହୁଏତ ନା, କିନ୍ତୁ ଝିଅ ଇଶା ଦେଓଲଙ୍କ ବିବାହ ବିଦାୟୀ ସମୟରେ ତାଙ୍କୁ କାନ୍ଦୁଥିବାର ଦେଖାଯାଇଥିଲା। ଆଜିକାଲି ସୋସିଆଲ ମିଡିଆରେ ଏହି କାନ୍ଦୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।…

ପିଲାବେଳୁ ଆକ୍ସନ୍‌ ସିନ୍‌ ପସନ୍ଦ…

ଚେନ୍ନାଇ: ସାଉଥ ଫିଲ୍ଟ ଷ୍ଟାର୍‌ ଆଲୁ ଅର୍ଜୁନଙ୍କୁ ଗୁରୁବାର ୩୮ବର୍ଷ ପୂରଣ ହୋଇଛି। ସେ ୧୯୮୩ ଏପ୍ରିଲ ୮ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ଛୋଟ ପିଲା ଥିବାବେଳେ ସେ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଥିଲେ। ୨୦୦୧ରେ ଜଣେ ଶିଶୁ କଳାକାର…

ଗୋଟିଏ ଟୁଇଟ୍‌ରେ ୧ ଲକ୍ଷ ଟଙ୍କା ସହାୟତା କରି ଚର୍ଚ୍ଚାରେ ଏହି ଅଭିନେତ୍ରୀ

ବମ୍ବେ: ପ୍ରଶଂସକଙ୍କ ସହାୟତା କରି ଚର୍ଚ୍ଚାରେ ଟଲିଉଡ୍‌ ବିଉଟି କାଜଲ ଅଗ୍ରଓ୍ବାଲ। ସେ ଜଣେ ଯୁବତୀଙ୍କ ପାଠପଢ଼ା ନିମନ୍ତେ ଏକ ଲକ୍ଷ ଟଙ୍କା ଦେଇଛନ୍ତି। ଏହା ଜଣାପଡ଼ିବା ପରେ ଅଭିନେତ୍ରୀଙ୍କ ମହତ କାର୍ଯ୍ୟକୁ ନେଇ ପ୍ରଶଂସା କରାଯାଉଛି। ହାଇଦ୍ରାବାଦର ସୁମା ନାମକ…

କରୋନାରୁ ବଞ୍ଚିବା ପାଇଁ ଏମିତି ଟିପ୍ସ ଦେଲେ ଏହି ଅଭିନେତ୍ରୀ

ପ୍ରତିବର୍ଷ ୭ ଏପ୍ରିଲରେ ବିଶ୍ୱ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଉଛି। ଆଜିକାଲି ଲୋକେ ସୁସ୍ଥ ରହିବା ପାଇଁ ସଚେତନ ରହିବା ଜରୁରୀ ଅଟେ। ଏହି ପରିପ୍ରେକ୍ଷୀରେ ବଲିଉଡ୍‌ ଅଭିନେତ୍ରୀ କାଜଲ କରୋନାରୁ ବଞ୍ଚିବା ପାଇଁ ହେଲେ ୫ ଉପାୟ ବିଷୟରେ କହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri