ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ପ୍ରସିଦ୍ଧ ଅଭିନେତା
ମୁମ୍ବାଇ: ଭେଟେରାନ ଅଭିନେତା ଦିଲ୍ଲୀପ କୁମାର ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିୟମିତ ଚେକଅପ୍ ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ସାଇରା ବାନୁ ଏହି ସୂଚନା ଦେଇଛନ୍ତି। ଦିଲ୍ଲୀପଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତ୍ତି ଆସିଥିବା ସାଇରା…
ବଲିଉଡ୍ର ଏହି ପ୍ରସିଦ୍ଧ ଗାୟକମାନେ କରିଛନ୍ତି ଦ୍ୱିତୀୟ ବିବାହ
ମୁମ୍ବାଇ: କୁହାଯାଏ, ଯୋଡ଼ି ଭଗବାନ ତିଆରି କରିଥାନ୍ତି। ଏହି କାରଣରୁ କେତେକ ସମ୍ପର୍କ ବହୁ ଚେଷ୍ଟା କରି ମଧ୍ୟ ସଫଳ ହୋଇ ନ ଥାଏ। ଏମିତି ବି ବଲିଉଡ୍ର କିଛି ଗାୟକଙ୍କ କ୍ଷେତ୍ରରେ ଘଟିଛି। ଆସନ୍ତୁ ଜାଣିବା ଏ ସମ୍ପର୍କରେ… ହିମେଶ…
ଏକଦା ଦିଲ୍ଲୀରେ ମାଡ଼ ଖାଇଥିଲେ ଶାହାରୁଖ: ସ୍ତ୍ରୀ ଗୌରୀଙ୍କୁ ଆଜି ବି କୁହନ୍ତି ଭାଉଜ, କାରଣ ଜାଣିଲେ..
ବମ୍ବେ: ସଂଘର୍ଷର ଅନ୍ୟନାମ ସଫଳତା। ଜୀବନରେ ଯିଏ ସଂଘର୍ଷ କରିଛି ସେ ଦିନେ ନା ଦିନେ ସଫଳତାର ସ୍ବାଦ ଚାଖିଛି। ସେଭଳି ଜଣେ ବଲିଉଡ ସୁପରଷ୍ଟାର ହେଲେ ଶାହରୁଖ ଖାନ୍। ସେ କିଙ୍ଗ ଖାନ୍, ରୋମାନ୍ସ କିଙ୍ଗ ଭାବେ ପ୍ରଶଂସକଙ୍କ ଗହଣରେ…
ବୋଲ୍ଡ ଲୁକ୍ରେ ନଜର ଆସିଲେ ଏହି ଅଭିନେତ୍ରୀ
ମୁମ୍ବାଇ: କରୋନା ସମୟରେ ସେଲିବ୍ରିଟିଙ୍କ ପାଇଁ ମାଳଦ୍ୱୀପ ସବୁଠୁ ଉତ୍ତମ ସ୍ଥାନ ପାଲଟିଛି। ଗତ ବର୍ଷକ ମଧ୍ୟରେ ଅନେକ ଅଭିନେତ୍ରୀ, ଅଭିନେତା ମାଳଦ୍ୱୀପରେ ଛୁଟି ମନାଇ ଫେରିଛନ୍ତି। କିଛି କିଛି କଳାକାର ଦୁଇ ଦୁଇଥର ମଧ୍ୟ ଏଠାକୁ ଯାଇସାରିଲେଣି। ଏଠାକୁ ଯାଉଥିବା…
ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଲୋକପ୍ରିୟ ଅଭିନେତା, ପ୍ରେମିକାଙ୍କ ଧରିଲେ ହାତ
ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତା ବିକ୍ରମ ସିଂହ ଚୌହାନ। ପ୍ରେମିକା ସ୍ନେହା ଶୁକ୍ଳାଙ୍କୁ ବିବାହ କରିଛନ୍ତି ସେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଉତ୍ସବ ବେଶ୍ ଗୋପନୀୟ ଭାବେ କରାଯାଇଛି। ଏଥିରେ କେବଳ ପରିବାର…
ବିବାହର ନଅ ବର୍ଷ ପରେ ବାପା ହେଲେ ଏହି ଅଭିନେତା, ଘରକୁ ଆସିଲା କୁନି ଅତିଥି
ବମ୍ବେ: ବିବାହର ନଅ ବର୍ଷ ପରେ ‘କସୌଟି ଜିନ୍ଦେଗୀ କି-୨’ ଫେମ୍ ସାହିଲ ଆନନ୍ଦଙ୍କ ଘରକୁ ଆସିଛି ନୂଆ ଅତିଥି। ସେ ବାପା ହୋଇଥିବା ନେଇ ଶୁକ୍ରବାର ଇନ୍ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ଗତ ଏପ୍ରିଲ ୧୪ରେ ଅଭିନେତାଙ୍କ ସ୍ତ୍ରୀ ରଜନୀତ୍ ମୋଙ୍ଗା…
ଭାରତକୁ ସହାୟତା ପାଇଁ ଆଗକୁ ଆସିଲେ ପ୍ରିୟଙ୍କା-ନିକ୍; ଦୂରରେ ଥାଇ ବି…
ବମ୍ବେ: ଭାରତରେ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ତଦନୁଯାୟୀ ଡାକ୍ତରଖାନାରେ ଭେଣ୍ଟିଲେଟର, ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ ଆଦିର ଅଭାବ ଦେଖାଦେଇଛି। ବିପଦର ଏଭଳି ପରିସ୍ଥିତିରେ ମନୋରଞ୍ଜନଜଗତ ସହ ଜଡ଼ିତ ଅନେକ କଳାକାର ସହାୟତା ପାଇଁ ଆଗେଇ…
କରୋନା ସହ ଲଢ଼େଇରେ ହାରିଗଲେ ଆଉ ଜଣେ ଅଭିନେତା; ଶୋକରେ ବୁଡ଼ିଲା…
ବମ୍ବେ: କରୋନାରେ ଆଖି ବୁଜିଲେ ଆଉ ଜଣେ କଳାକାର। ବଲିଉଡ୍ ତଥା ଟେଲିଭିଜନର ଲୋକପ୍ରିୟ ଅଭିନେତା ବିକ୍ରମଜିତ କନ୍ଓ୍ବରପାଲଙ୍କ ପରଲୋକ ଘଟିଛି। ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏବେ ତାଙ୍କ ଦେହାନ୍ତ ଖବର ଶୁଣି କଳାକାରଜଗତରେ ଶୋକର ଛାୟା ଖେଳିଯାଇଛି।…
କରୋନାରେ ଟେଲି ତାରକାଙ୍କ ଅବସ୍ଥା ବେହାଲ: କିଏ ଆଇସିୟୁରେ ତ କିଏ ଖୋଜୁଛନ୍ତି ଶଯ୍ୟା, ଆଉ…
ବମ୍ବେ: କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଛି ସାରା ଦେଶ। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ମଧ୍ୟ ଏଥିରେ ପ୍ରଭାବିତ ହେଉଛନ୍ତି। ଅନେକ କଳାକାର କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଛନ୍ତି। ହେଲେ ଏଭଳି କେତେଜଣ ଅଛନ୍ତି ଯେଉଁମାନେ ମହାମାରୀ…
ପାରିଲେନି; କରୋନା ସହ ଲଢ଼େଇରେ ହାରିଗଲେ ‘ଶୁଟର୍ ଦାଦି’
ବମ୍ବେ: ଆଉ ନାହାନ୍ତି ଶୁଟର୍ ଦାଦି ନାମରେ ଖ୍ୟାତ ଚନ୍ଦ୍ରୋ ତୋମାର। କରୋନା ସହ ଲଢ଼େଇରେ ସେ ହାରି ଯାଇଛନ୍ତି। କିଛି ଦିନ ତଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉତ୍ତରପ୍ରଦେଶର ବାଗପତର…
କରୋନା କାଳରେ ଆମ୍ବୁଲାନ୍ସ ଡ୍ରାଇଭର ପାଲଟିଲେ ଏହି ସୁପରଷ୍ଟାର; ରୋଗୀଙ୍କୁ ପହଞ୍ଚାଉଛନ୍ତି ଡାକ୍ତରଖାନା
ବମ୍ବେ: କରୋନା ଦ୍ୱିତୀୟ ଲହର ସହ ଲଢ଼ୁଛି ଭାରତ। ଏହାକୁ ନେଇ ବିଭିନ୍ନ ରାଜ୍ୟରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସୁଛି। ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ରୋଗୀଙ୍କୁ ସ୍ଥାନ ମିଳୁନାହିଁ। କିଏ ଅକ୍ସିଜେନ ପାଇଁ ତ କିଏ…
ମଦ ସହ ଡ୍ରଗ୍ସ ନିଶାରେ ବୁଡ଼ି ରହୁଥିଲେ ଏହି ଅଭିନେତା; ଏବେ ବଖାଣିଲେ…
ବମ୍ବେ: ଟାଟୁକୁ ନେଇ ଚର୍ଚ୍ଚାରେ ମୁମ୍ବାଇ ସାଗାର ଅଭିନେତା ପ୍ରତୀକ ବବ୍ବର। ସେ ଛାତିରେ ନିଜ ମା’ ଓ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ନାମର ଟାଟୁ କରିଛନ୍ତି। ଷ୍ଟାର କିଡ୍ ହୋଇଥିଲେ ହେଁ ସେ ବଲିଉଡ୍ ଜଗତରେ ନାମ କମାଇବା ପାଇଁ…
Archives


