ଏକ୍ସ ବୟଫ୍ରେଣ୍ଡଙ୍କ ଏହି କାର୍ଯ୍ୟରେ ଦୁଃଖିତ ହୋଇଥିଲେ ଆଲିଆ, କହିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଅନ୍ସ୍କ୍ରିନ୍ ସହିତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କର କୌଣସି ସମ୍ପର୍କ ହେଉ କିମ୍ବା ବ୍ରେକ୍ଅପ୍ ସବୁକଥା ଖୋଲାଖୋଲି ଭାବରେ ପ୍ରକାଶ କରିଥାନ୍ତି। ଆଲିଆ କିଛି ସମୟ ପୂର୍ବରୁ…
୧୦୦ କୋଟିରୁ ଅଧିକ ରୋଜଗାର କରିଛି ଏସବୁ ଅଭିନେତାଙ୍କ ଫିଲ୍ମ : ଆଜି ପର୍ଯ୍ୟନ୍ତ ମିଳିନି ଶ୍ରେଷ୍ଠ ଅଭିନେତା ପୁରସ୍କାର
ବଲିଉଡ ଫିଲ୍ମରେ ଜବରଦସ୍ତ ଅଭିନୟ କରିଥିବା ଅନେକ ଅଭିନେତା ଅଛନ୍ତି, ଯାହାଙ୍କୁ ଦର୍ଶକ ହୃଦୟରୁ ଭଲପାନ୍ତି। ଏହା ସହ ତାଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଅନେକ ପ୍ରକାରର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥାଏ। ତେବେ ବଲିଉଡ ପୁରସ୍କାର ବିଷୟରେ କହିବାକୁ…
କଙ୍ଗନା କରୋନା ପଜିଟିଭ୍…
ମୁମ୍ବାଇ,୮।୫: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏଭଳି ହେବ ବୋଲି ତାଙ୍କର ଆଶା ନ ଥିଲା। କରୋନା ଭୂତାଣୁ ତାଙ୍କ…
ଏହି ଫିଲ୍ମକୁ ଆଲୁ ଅର୍ଜୁନ କହିଲେ ସବୁଠୁ ବଡ଼ ଚମତ୍କାର
ନୂଆଦିଲ୍ଲୀ, ୭ା୫ : ଟଲିଉଡ୍ ଇଣ୍ଡଷ୍ଟ୍ରିର ସବୁଠୁ ବଡ଼ ନାମ ଆଲୁ ଅର୍ଜୁନ। ଆଜି ତାଙ୍କ ଫିଲ୍ମୀ କ୍ୟାରିୟରକୁ ପୂରିଛି ୧୭ ବର୍ଷ। ଠିକ୍ ୧୭ ବର୍ଷ ତଳେ ମେ’ ୭ ତାରିଖରେ ରିଲିଜ ହୋଇଥିଲା ତାଙ୍କର ପ୍ରଥମ ଫିଲ୍ମ ‘ଆରିୟା’।…
କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ବିରାଟ-ଅନୁଷ୍କା
ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରିରହିଛି। ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏପରିକି ଭାରତରେ ପ୍ରତିଦିନ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି…
ଆଉ ନାହାନ୍ତି ବନରାଜ ଭାଟିଆ
ହିନ୍ଦୁସ୍ତାନୀ ଏବଂ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତର ଜଣାଶୁଣା ସଙ୍ଗୀତଜ୍ଞ ବନରାଜ ଭାଟିଆଙ୍କ ଶୁକ୍ରବାର ସକାଳେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲେ। ଭାଟିଆ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପାଞ୍ଚ ବର୍ଷ ସଙ୍ଗୀତ ରିଡର୍ ଭାବେ…
କେବଳ ଏହି କାରଣ ପାଇଁ ଭାଇଜାନ୍ଙ୍କୁ ପସନ୍ଦ କରନ୍ତିନି ଅମିର, ପୂରା ଘଟଣା ଜାଣିଲେ …
ବଲିଉଡ୍ ଅଭିନେତା ଅମିର ଖାଁ ଏବଂ ସଲମାନ ଖାଁ କେବଳ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତା ନୁହଁନ୍ତି ବରଂ ଭଲ ବନ୍ଧୁ। ଉଭୟ ପ୍ରାୟ ଏକ ସମୟରେ ସଫଳତାର ପାହାଚ ଚଢ଼ିଥିଲେ। ଆଜି ଦୁହେଁଙ୍କୁ ବଲିଉଡ ସୁପରଷ୍ଟାର କୁହାଯାଏ। ଯଦିଓ ଅମିର ଏବଂ…
୨ ସନ୍ତାନଙ୍କ ବାପା ହୋଇ ସୁଦ୍ଧା ୧୬ବର୍ଷ ସାନ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ଅଭିନେତା, ଏମିତି ସର୍ତ୍ତ ଶୁଣି…
ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ମମତାଜ ଅନ୍ୟତମ। ଅନେକ ଫିଲ୍ମରେ କାମ କରି ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ୬୦ ଓ ୭୦ ଦଶକରେ ମମତାଜ ବଲିଉଡରେ ରାଜ କରିଥିଲେ। ଅନ୍ୟପକ୍ଷରେ ଶମି କପୁର ଜଣେ…
ଏହି ଗାୟକଙ୍କ ମା’ ହସ୍ପିଟାଲରେ ଭର୍ତ୍ତି: ମାଗିଲେ ରକ୍ତଦାତାଙ୍କ ସହାୟତା
ମୁମ୍ବାଇ: ‘ଦିଲ୍ ବେଚେରା’ର ଅଭିନେତ୍ରୀ ସ୍ବସ୍ତିକା ମୁଖାର୍ଜୀ ଗୁରୁବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ସହାୟତା ଲୋଡ଼ିଛନ୍ତି। ସେ ଲେଖିଛନ୍ତି, ‘A’ nagative ରକ୍ତଦାତା ଆବଶ୍ୟକ। କାରଣ ଗାୟକ ଅରିଜିତ୍ ସିଂଙ୍କ ମା’ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିସହିତ ସ୍ବସ୍ତିକା…
ଅବେଳରେ ଝଡି ପଡିଲେ ଏହି ଅଭିନେତ୍ରୀ
‘ଛିଛୋରେ’ ସମେତ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଅଭିଲାଷା ପାଟିଲ କରୋନା ଯୁଦ୍ଧରେ ହାରି ଯାଇଛନ୍ତି। ଅଭିଳାଷା ଏକ ଏକ ଶୁଟିଂରେ ବନାରସ ଯାଇଥିଲେ। ଏହା ପରେ ସେ ମୁମ୍ବାଇ ଫେରିଥିଲେ, ପରେ ସେ କରୋନା ସଂକ୍ରମିତ ହୋଇଥିବା…
ଆଉ ନାହାନ୍ତି ପାଣ୍ଡୁ
କରୋନାରେ ପ୍ରାଣ ହରାଇଛନ୍ତି ଆଉ ଜଣେ ଅଭିନେତା। ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ହାସ୍ୟ ଅଭିନେତା ପାଣ୍ଡୁ ୭୪ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଛନି। ପାଣ୍ଡୁ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ। ପାଣ୍ଡୁ ଏବଂ ତାଙ୍କ ସ୍ତ୍ରୀ କୁମୁଧାଙ୍କ…
କରୋନାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
କରୋନା ମହାମାରୀର ଦ୍ୱିତୀୟ ଲହରରେ ଅନେକ ସେଲିବ୍ରିଟ ସଂକ୍ରମିତ ହୋଇଛନ୍ତି। ଏଥିରେ ଅନେକ ଜଣ ପ୍ରାଣ ମଧ୍ୟ ହରାଇଛନ୍ତି। ଦକ୍ଷିଣ, ଭୋଜପୁରୀ ଏବଂ ବଲିଉଡ ଚଳଚ୍ଚିତ୍ରରେ କାମ କରିଥିବା ଭେଟେରାନ ଅଭିନେତ୍ରୀ ଶ୍ରୀପଦାଙ୍କର କରୋନା ମହାମାରୀରେ ମୃତ୍ୟୁ ଘଟିଛି। ସେ ଅନେକ…
Archives


