ଆଉ ନାହାନ୍ତି ବନରାଜ ଭାଟିଆ

ହିନ୍ଦୁସ୍ତାନୀ ଏବଂ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତର ଜଣାଶୁଣା ସଙ୍ଗୀତଜ୍ଞ ବନରାଜ ଭାଟିଆଙ୍କ ଶୁକ୍ରବାର ସକାଳେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲେ। ଭାଟିଆ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପାଞ୍ଚ ବର୍ଷ ସଙ୍ଗୀତ ରିଡର୍‌ ଭାବେ କାର୍ଯ୍ୟ କରିଥିଲେ। ଶ୍ୟାମ ବେନେଗାଲଙ୍କ ଫିଲ୍ମ ଅଙ୍କୁରରୁ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିବା ବନରାଜ ଭାଟିଆ ଦେଶର ପ୍ରଥମ ସଙ୍ଗୀତଜ୍ଞ ଭାବରେ ବିଜ୍ଞାପନ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ରଚନା ଆରମ୍ଭ କରିଥିଲେ।
ବନରାଜ ଭାଟିଆ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ହିନ୍ଦୀ ସିନେମା ‘ମନ୍ଥନ’, ‘ଭୁମିକା’, ‘ଜାନେ ଭୀ ଦ ୟାରୋ’ ଭଳି ଚଳଚ୍ଚିତ୍ରରେ ସଙ୍ଗୀତ ଦେଇ ସେ ଲୋକପ୍ରିୟ ହୋଇଥିଲେ। ୧୯୮୮ରେ ଫିଲ୍ପ ‘ତାମସ’ ପାଇଁ ଭାଟିଆ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିଲେ। ଏଥିସହ ୧୯୮୯ରେ ତାଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୧୨ରେ ଭାରତ ସରକାର ବନରାଜ ଭାଟିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ଆପ୍‌ ଲଞ୍ଚ୍‌ କଲେ ରଜନୀକାନ୍ତ

ମୁମ୍ବାଇ: ଲୋକପ୍ରିୟ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଏକ ନୂଆ ସୋସିଆଲ ମିଡିଆ ଆପ୍‌ ଲଞ୍ଚ କରିଛନ୍ତି। ଏହି ଆପ୍‌ର ନାଁ Hoote। ଏହା ଏକ ଭଏସ୍‌...

କେବେ ସ୍କୁଲ ଯାଇ ନାହାନ୍ତି କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡର ଆଗଧାଡିର ନାୟକି କ୍ୟାଟ୍ରିନା କୈଫ ନିକଟରେ ଅଭିନେତା ଭିକ୍କି କୌଶଲଙ୍କୁ ବିବାହ କରିଛନ୍ତି । ଏବେ ସେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ...

ଏହି ଦିନ ପରଦାକୁ ଆସିବ ରଣବୀର-ଶ୍ରଦ୍ଧାଙ୍କ ଫିଲ୍ମ

ରଣବୀର କପୁର ଏବଂ ଶ୍ରଦ୍ଧା କପୁର ପ୍ରଥମ ଥର ପାଇଁ ଲଭ ରଞ୍ଜନଙ୍କ ଫିଲ୍ମରେ ଏକାଠି ନଜର ଆସିବେ। ତଥାପି, ଦେଖାଯାଉଛି ଯେ ପ୍ରଶଂସକମାନଙ୍କୁ ପରଦାରେ...

ଶେହନାଜଙ୍କ ଗୀତ ଶୁଣି ଭାବପ୍ରବଣ ହେଲେ ଆଫଗାନିସ୍ତାନ କ୍ରିକେଟର୍‌

ଦିବଂଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ସ୍ମୃତିରେ ଶେହନାଜ ଗିଲଙ୍କ ‘ତୁ ୟହିଂ ହୈ’ ଗୀତ ରିଲିଜ ହୋଇଛି। ଏହି ଗୀତ ଶୁଣିବା ପରେ ସିଦ୍ଧାର୍ଥ ଏବଂ...

ଏହି ଅଭିନେତ୍ରୀଙ୍କୁ କୁହାଯାଇଥିଲା ହିରୋଙ୍କ ସହ ଶୋଇବାକୁ , ଆଉ ତା’ ପରେ

ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ କିଛି ନୂଆ ନୁହେଁ। ବିଗତ ଦିନରେ ଅନେକ ନିର୍ମାତାଙ୍କ ଉପରେ ଅଭିନେତ୍ରୀମାନେ ଶୋଷଣ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଅଭିନେତ୍ରୀମାନେ ଖୋଲାଖୋଲି...

କରୋନା ଜାଲରେ ଆଉ ଜଣେ ଅଭିନେତା

ବମ୍ବେ: ପୁଣି ଲେଉଟିଛି କରୋନା। ବଲିଉଡ୍‌ର ଗୋଟିଏ ପରେ ଗୋଟିଏ ଅଭିନେତା ଏଥିରେ ଆକ୍ରାନ୍ତ ହେଉଛନ୍ତି। କାର୍ତ୍ତିକ ଆର୍ଯ୍ୟନ ଏବଂ ଅକ୍ଷୟ କୁମାରଙ୍କ ପରେ ଆଦିତ୍ୟ...

ବ୍ରେକ୍‌ଅପ୍‌ ପରେ ମଧ୍ୟ ସିର୍ଦ୍ଧାର୍ଥଙ୍କୁ ଭୁଲି ପାରିନାହାନ୍ତି ତାରା

ମୁମ୍ବାଇ: ଖୁବ୍‌ଶୀଘ୍ର ରିଲିଜ ହେବାକୁ ଯାଉଛି ସିର୍ଦ୍ଧାର୍ଥ ମଲହୋତ୍ରା ଏବଂ ତାରା ସୁତାରିଆ ଅଭିନୀତ ଫିଲ୍ମ ‘ମରଜାଓ୍ବା’। ଏବେ ଉଭୟ ଏହାର ପ୍ରମୋଶନରେ ବ୍ୟସ୍ତ। ନିକଟ...

କାହିଁକି ଝଗଡ଼ା ଲାଗିଥିଲେ ସୁଶାନ୍ତ ସିଂ, ସୁରଜ ପଞ୍ଚୋଲି

ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ପରେ ଅଭିନେତା ସୁରଜ ପାଞ୍ଚୋଲିଙ୍କ ନାମ ପୁଣି ଥରେ ଚର୍ଚ୍ଚାକୁ ଆସିଛି।...

Advertisement
Archives

Model This Week