ମନୋରଞ୍ଜନ

ଦିବ୍ୟା ଭାରତୀଙ୍କ ମୃତ୍ୟୁପରେ ଲାଡଲା ସେଟରେ ଘଟିଥିଲା ଅଦ୍ଭୁତ ଘଟଣା: ଶ୍ରୀଦେବୀଙ୍କୁ ଦେଖି ଡରିଲେ ଲୋକେ

ବଲିଉଡରେ ଖୁବ କମ ବୟସରେ ଅତୁଳନୀୟ ସଫଳତା ହାସଲ କରିଥିଲେ ଅଭିନେତ୍ରୀ ଦିବ୍ୟା ଭାରତୀ। ଯିଏ ୧୯ ବର୍ଷ ବୟସରେ ଏହି ଦୁନିଆ ଛାଡି ଯାଇଥିଲେ। ୧ ଏପ୍ରିଲରେ ତାଙ୍କର ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଇଥିଲା। ତାଙ୍କ ମୃତ୍ୟୁ ପରେ…

ସ୍ବାମୀଙ୍କୁ ଚାପୁଡା ମାରିଲେ ଏହି ଅଭିନେତ୍ରୀ

ଟିଭି ଅଭିନେତ୍ରୀ ଅନୀତା ହାସନନ୍ଦାନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ମା’ ହେବା ପରଠାରୁ ସେ ନିଜ ପୁଅ ସହ ଏବେ ସମୟ ବିତାଉଛନ୍ତି। ସେ ପ୍ରାୟତଃ ପୁଅ ଏବଂ ସ୍ବାମୀ ରୋହିତ ରେଡ୍ଡୀଙ୍କ ସହ ଫଟୋ ଏବଂ ଭିଡିଓ ଶେୟାର…

ପ୍ରଥମ ଫିଲ୍ମ ପାଇଁ ଅଡିସନ୍‌ ଦେଇ ନ ଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ଫିଲ୍ମ ଦୁନିଆରେ ନିଜର ସ୍ଥିତିକୁ ମଜବୁତ କରିଛନ୍ତି। ସେ ୨୦୧୦ରେ ରାଘବେନ୍ଦ୍ର ରାଓଙ୍କ ନିର୍ଦ୍ଦେଶିତ ତେଲୁଗୁ ଚଳଚ୍ଚିତ୍ର ଝୁମ୍ମାଣ୍ଡି ନାନ୍ଦା ସହିତ ଅଭିନୟ କ୍ୟାରିୟର୍‌ ଆରମ୍ଭ କରିଥିଲେ। ‘ଚଷମେ ବଦ୍ଦୁର’ ଜରିଆରେ ବଲିଉଡରେ ଡେବ୍ୟୁ…

କାର୍‌ ଦୁର୍ଘଟଣାରେ ପିତାଙ୍କୁ ହରାଇଥିଲେ ଏହି ଅଭିନେତ୍ରୀ: ଗୋଟିଏ ଇଚ୍ଛା ପୂରଣ ପାଇଁ କିଣିଥିଲେ ଆଇପିଏଲ୍‌ ଟିମ୍‌

ବମ୍ବେ: ପ୍ରୀତି ଜିଣ୍ଟା ବଲିଉଡ୍‌ ଅଭିନେତ୍ରୀ ହେବା ସହ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ପଞ୍ଜାବ କିଙ୍ଗ୍ସର ମାଲିକାଣୀ ମଧ୍ୟ। ୨୦୦୮ରେ ସେ ତତ୍କାଳୀନ ପ୍ରେମିକ ନେସ ଓ୍ବାଡିଆଙ୍କ ସହ ମିଶି ଏହି ଟିମ୍‌କୁ କିଣିଥିଲେ। ହେଲେ ହୁଏତ ଏପରି କରିବା ପଛରେ କାରଣ…

ମା’ ହେଲେ ଶ୍ରେୟା

ବଲିଉଡ୍‌ ପ୍ଲେ ବ୍ୟାକ୍‌ ସିଙ୍ଗର ଶ୍ରେୟା ଘୋଷାଲ ଓ ସ୍ବାମୀ ଶିଳାଦିତ୍ୟ ମୁଖୋପାଧ୍ୟାୟ ଶନିବାର ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି। ଶ୍ରେୟା ମା’ ହେବା ଖବର ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଭଗବାନ ତାଙ୍କୁ ଏକ ମୂଲ୍ୟବାନ ପୁତ୍ର ସନ୍ତାନ…

ଅଫର ପାଇଲେ ଚୁମ୍ବନ, ଅନ୍ତରଙ୍ଗ ସିନ୍‌ ଅଛି କି ପଚାରନ୍ତି ଏହି ଅଭିନେତ୍ରୀ; ଜାଣନ୍ତୁ କାହିଁକି

ଅଭିନେତ୍ରୀ ହିବା ନବାବ ସୋସିଆଲ ମିଡିଆରେ ବହୁତ ସକ୍ରିୟ ।ସେ ପ୍ରତିଦିନ ତାଙ୍କ ଫଟୋ ଶେୟାର୍‌ କରନ୍ତି। କରୋନା ପାଇଁ ସିରିଏଲ ଶୁଟିଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବାରୁ ସେ ବର୍ତ୍ତମାନ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି। କୁତୁବଖାନା…

ପରଲୋକରେ ରାମ ଲକ୍ଷ୍ମଣ

ବମ୍ବେ: ପରଲୋକରେ ବିଶିଷ୍ଟ ସଂଙ୍ଗୀତ ନିର୍ଦ୍ଦେଶକ ରାମ ଲକ୍ଷ୍ମଣ। ଦୀର୍ଘଦିନ ଧରି ସେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ। ତେବେ ସେ ଶନିବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ‘ମେନେ…

ମା’ ହେଲେ ଏହି ଲୋକପ୍ରିୟ ଗାୟିକା

ବମ୍ବେ: ମା’ ହୋଇଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ। ନିଜର ସୋସିଆଲ ଆକାଉଣ୍ଟରେ ସେ ଏହି ଖୁସିଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଭଗବାନଙ୍କ ଆଶୀର୍ବାଦରେ ଆଜି ଅପରାହ୍ନରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ପୂର୍ବରୁ ଏଭଳି ଅନୁଭବ ହୋଇନାହିଁ।…

ଥମିବାର ନାଁ ନେଉନି: ଭୁବନେଶ୍ୱରରୁ ଆଉ ୧୦୭୬ କରୋନା ପଜିଟିଭ୍‌ ଚିହ୍ନଟ; କେବଳ ୯୨୮ ଲୋକାଲ୍‌ କେସ୍‌

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜଧାନୀରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଉ ୧୦୭୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪୮ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୯୨୮ ଲୋକାଲ୍‌ କେସ୍‌ ରହିଛି।…

ସତ ନୁହେଁ, କେବଳ ଟିଆର୍‌ପି ପାଇଁ ପ୍ରେମର ମିଛ ଡ୍ରାମା: ନେହା-ଆଦିତ୍ୟଙ୍କ ପରେ ଏବେ ପବନଦୀପ-ଅରୁଣୀତା…

ବମ୍ବେ: ଟେଲିଭିଜନରେ ପ୍ରସାରିତ ହେଉଥିବା ଧାରାବାହିକଠାରୁ ରିଆଲିଟି ଶୋ’କୁ ଅଧିକ ପସନ୍ଦ କରିଥାନ୍ତି ଦର୍ଶକ। ବାସ୍ତବ ଘଟଣାକ୍ରମ ଉପରେ ଆଧାରିତ ଭାବି ଶୋ’ରେ ଦେଖାଯାଉଥିବା ସବୁକିଛିକୁ ସେମାନେ ସତ ଭାବିଥାନ୍ତି। ହେଲେ ତାହା ସମ୍ପୂର୍ଣ୍ଣ ଓଲଟା। ଅନେକ ସମୟରେ ଶୋ’ର ଟିଆର୍‌ପି…

ମା’ ହେବାକୁ ଯାଉଛନ୍ତି ସୁସ୍ମିତା ସେନ୍‌ଙ୍କ ଭାଉଜ; ବିବାହ ପରେ ସମ୍ପର୍କରେ ତିକ୍ତତାକୁ ନେଇ ଥିଲେ ଚର୍ଚ୍ଚାରେ…

ବମ୍ବେ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଚାରୁ ଅସୋପାଙ୍କ ହାତ ଧରି ସମସ୍ତଙ୍କୁ ଚମକାଇ ଦେଇଥିଲେ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ। ବିବାହର କିଛି ଦିନ ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ଉଭୟ କିଛି ଦିନ ପରସ୍ପରଠାରୁ…

ବ୍ୟୁଟିସିଆନ୍‌ଙ୍କୁ ଯୌନ ଶୋଷଣ କରି ଫସିଲେ କଙ୍ଗନାଙ୍କ ବଡିଗାର୍ଡ; ରୁଜୁ ହେଲା ବଳାତ୍କାର ମାମଲା

ବମ୍ବେ: ବଳାତ୍କାର ମାମଲାରେ ଫସିଛନ୍ତି ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବଡିଗାର୍ଡ। ପେସାରେ ବ୍ୟୁଟିସିଆନ୍‌ ଥିବା ଜଣେ ୩୦ ବର୍ଷୀୟ ଜଣେ ଯୁବତୀ ତାଙ୍କ ବିରୋଧରେ ଡିଏନ୍‌ ନଗର ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। କଙ୍ଗନାଙ୍କ ବଡିଗାର୍ଡ କୁମାର ହେଗଡେଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri