ପ୍ରଥମ ଫିଲ୍ମ ପାଇଁ ଅଡିସନ୍‌ ଦେଇ ନ ଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ଫିଲ୍ମ ଦୁନିଆରେ ନିଜର ସ୍ଥିତିକୁ ମଜବୁତ କରିଛନ୍ତି। ସେ ୨୦୧୦ରେ ରାଘବେନ୍ଦ୍ର ରାଓଙ୍କ ନିର୍ଦ୍ଦେଶିତ ତେଲୁଗୁ ଚଳଚ୍ଚିତ୍ର ଝୁମ୍ମାଣ୍ଡି ନାନ୍ଦା ସହିତ ଅଭିନୟ କ୍ୟାରିୟର୍‌ ଆରମ୍ଭ କରିଥିଲେ। ‘ଚଷମେ ବଦ୍ଦୁର’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ନିକଟରେ ତାପସୀ ପ୍ରକାଶ କରିଛନ୍ତି ଯେ ସେ ‘ଚଷମେ ବଦ୍ଦୁର’ ପାଇଁ ଅଡିସନ ଦେଇ ନ ଥିଲେ।
ତାପସୀ କହିଛନ୍ତି, ମୋତେ ଫିଲ୍ମରେ କାମ କରିବାକୁ ତାଲିମ ନେଇ ନ ଥିଲି। ସେଟରେ ରହି ମୁଁ ସବୁକିଛି ଶିଖିଛି। ମୁଁ ଅଭିନେତ୍ରୀ ପ୍ରିତି ଜିଣ୍ଟା ପରି ଦେଖାଯାଉଥିଲି। ବୋଧହୁଏ ସେଥିପାଇଁ ମୁଁ ବଲିଉଡରେ ଏକ ବିରତି ପାଇଥିଲି। ମୁଁ ମୋ ଜୀବନର ପ୍ରତ୍ୟେକ ଅଡିସନରେ ବିଫଳ ହୋଇଛି। ତେଣୁ ଏହି ଚଳଚ୍ଚିତ୍ର ପାଇଁ ଯଦି ଅଡିସନ ଦେଇଥାନ୍ତି ତେବେ ନିଶ୍ଚିନ୍ତ ବିଫଳ ହୋଇଥାନ୍ତି।
ତାପସୀ ଖୁବଶୀଘ୍ର ବାୟୋପିକ ‘ଶାବାଶ ମିଥୁ’ରେ ନଜର ଆସିବେ, ଯେଉଁଥିରେ ସେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାହାରୁଖଙ୍କୁ ଘୃଣା କରୁଥିଲେ ସ୍ତ୍ରୀ ଗୌରୀଙ୍କ ମା’; ମୁଣ୍ଡରେ ବନ୍ଧୁକ ଲଗାଇ ଭାଇ କହିଥିଲେ…

ବମ୍ବେ: ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ ଖାନ୍‌ ଏବଂ ଗୌରୀ ଖାନଙ୍କ ଯୋଡ଼ିକୁ ହିନ୍ଦି ସିନେମାର ସଫଳ ଯୋଡ଼ି ଭାବେ ବିବେଚନା କରାଯାଏ। ଏକ ପାର୍ଟିରେ...

ବଲିଉଡର ସବୁଠାରୁ ଲମ୍ବା ଚୁମ୍ବନ: ଏହି ଅଭିନେତ୍ରୀଙ୍କୁ ଦେଇଥିଲେ…

ବଲିଉଡରେ ସିରିଏଲ କିସର ଭାବରେ ଇମ୍ରାନ ହାସ୍‌ମି ବେଶ ଜଣାଶୁଣା । ସେ ଫିଲ୍ମ ‘ଫୁଟ୍‌ପାଥ’ରୁ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ପରେ ଇମ୍ରାନ ୨୦୦୪...

ମହାଭାରତର ଏହି ଅଭିନେତ୍ରୀଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ୬୯ ବର୍ଷ ବୟସରେ ବାପାଙ୍କ ନିଧନ

ବମ୍ବେ: ଅଭିନେତ୍ରୀ ବୈଷ୍ଣବୀ ଧନରାଜଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ। ଆପଣ ଭାବୁଥିବେ କାହିଁକି। ତେବେ ବାପାଙ୍କ ଅଲିଅଳି ଥିଲେ ବୈଷ୍ଣବୀ। ନିକଟରେ ସେ ତାଙ୍କୁ...

ଓଜନ କମାଇ ସମସ୍ତଙ୍କୁ ଚକିତ କଲେ କମେଡି କୁଇନ୍‌

ମୁମ୍ବାଇ: ଏବେ ସମସ୍ତେ ନିଜକୁ ଫିଟ୍ ରଖିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖୁଛନ୍ତି । ବିଶେଷ କରି ସେଲିବ୍ରିଟିମାନେ ଜିମ୍ ଯିବା, ଡାଏଟ୍ କଣ୍ଟ୍ରୋଲ...

ରଞ୍ଜନଙ୍କ ୨୦୧୯-୨୦ ଯାତ୍ରା

୨୦୧୯-୨୦ ଯାତ୍ରା ସିଜନ୍‌ ପାଇଁ ଯାତ୍ରାନୁଷ୍ଠାନଗୁଡ଼ିକର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ଆଉ ଯାହା ହେବ ଫିଲ୍‌ଡରେ (ଯାତ୍ରା ହେଉଥିବା ସ୍ଥାନରେ) ହେବ। ୨୦୧୯-୨୦ ଯାତ୍ରାବର୍ଷ...

ଦୀପକ ଯାହା ଚାହୁଁଥିଲେ..

ବେଳେ ବେଳେ ଖୋଜିବା ଚିଜ ବି ହାତପାହାନ୍ତାରେ ମିଳିଯାଏ। ୨୦୦୬ରୁ ତାଙ୍କର ଆକ୍ଟିଂ କ୍ୟାରିୟର ଆରମ୍ଭ ହୋଇଥିଲା। ହେଲେ ତାଙ୍କ ଅଭିନୀତ ‘ହର୍‌ କିସେ କି...

ଗ୍ଲାମର ଛାଡ଼ି ଏବେ ଯୋଗିନୀ

ବମ୍ବେ: କଳାକାରଟିଏ ହେବାର ସ୍ବପ୍ନ ନେଇ ଅନେକ ମୁମ୍ବାଇ ମୁହାଁ ହୋଇଥାନ୍ତି। ଏଥିପାଇଁ ସହରକୁ ସ୍ବପ୍ନର ସହର ବୋଲି କୁହାଯାଏ। ଅନେକ ଆଶାୟୀଙ୍କ ସ୍ବପ୍ନ ଏଠାରେ...

‘ଦିଲ୍‌ବର ଦିଲବର’ ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କ ମନ ମୋହିନେଲେ ନେହା କକ୍କର

ନେହା କକ୍କର ବଲିଉଡ୍‌ର ଲୋକପ୍ରିୟ ତଥା ଜଣାଶୁଣା ଗାୟିକା। ଫ୍ୟାନ୍‌ଙ୍କ ସହିତ ଯୋଡ଼ି ହୋଇ ରହିବା ପାଇଁ ନେହା ସୋସିିଆଲ ମିଡିଆରେ ସବୁବେଳେ କିଛି ନା...

Advertisement
Archives

Model This Week