ମନୋରଞ୍ଜନ

ରଚନାଙ୍କୁ ଦ୍ୱିତୀୟ ବିବାହ କରିବା ବେଳେ ଅସୁବିଧାରେ ପଡ଼ିଥିଲେ ବାବୁଲ ସୁପ୍ରିଓ: ବିରୋଧୀ ସତ୍ତ୍ୱେ ଏଭଳି ସହାୟତା କରିଥିଲେ ମମତା

ବମ୍ବେ: ଅଭିନୟଜଗତରେ ନାମ କମାଇବା ପରେ ରାଜନୀତିକୁ ବାଛି ନିଅନ୍ତି ଅନେକ କଳାକାର। ସେ ଅଭିନେତା ହୁଅନ୍ତୁ ଅବା ଗାୟକ, ରାଜନୀତିରେ ନିଜର ପତିଆରା ବିସ୍ତାର ପାଇଁ ଲାଗିପଡ଼ନ୍ତି। ସେଭଳି ଜଣେ ହେଲେ ବାବୁଲ ସୁପ୍ରିଓ। ପେସାରେ ସେ ଜଣେ ଗାୟକ…

ଏହି ସର୍ତ୍ତରେ ଜୟା-ଅମିତାଭଙ୍କ ବିବାହ ପାଇଁ ରାଜି ହୋଇଥିଲେ ପିତା

ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୮ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର କରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ବର୍ଷ ଦାମ୍ପତ୍ୟ ଜୀବନକୁ ସଫଳତାର ସହ ଆଗେଇ…

ବାଘ ଖୋଜୁଛନ୍ତି ବିଦ୍ୟା

ଚର୍ଚ୍ଚାରେ ଥିବା ବଲିଉଡ୍‌ ଫିଲ୍କ ‘ଶେର୍‌ନି’ର ଟ୍ରେଲର ରିଲିଜ ହୋଇଛି। ଏଥିରେ ବିଦ୍ୟା ବଲାନଙ୍କ ନୂଆ ଅବତାର ଦେଖିବାକୁ ତାଙ୍କ ଫ୍ୟାନ୍‌ ବେଶ୍‌ ଉତ୍ସାହିତ ଅଛନ୍ତି। ବିଦ୍ୟା ଏହି ଟ୍ରେଲରକୁ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ‘ସାହସୀ, ଦୃଢ, ନିର୍ଭିକ ହୁଅ;…

ଝିଅକୁ ଛାତିରେ ଜାବୁଡି ଧରିଲେ ଅନୁଷ୍କା: ରାଗିଗଲେ ପ୍ରଶଂସକ

କିଛି ସେଲିବ୍ରିଟି ନିଜର ବ୍ୟକ୍ତିଗତ ଜୀବନକୁ ଜନସାଧାରଣଙ୍କ ସାମ୍ନାରେ ପ୍ରକାଶ କରିବାକୁ ଇଚ୍ଛା କରନ୍ତି ନାହିଁ। ଏହିପରି ଜଣେ ଦମ୍ପତି ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା। ୨୦୧୭ରେ…

ଏକଦା ବିପାଶାଙ୍କୁ ‘କଳା ବିରାଡ଼ି’ କହିଥିଲେ କରିନା, ରାଗରେ ମାରିଦେଇଥିଲେ ଚାପୁଡ଼ା; ଆଉ ତା’ ପରେ…

ବମ୍ବେ: ପୁଣି ଥରେ ମା’ ହୋଇଥିବା ବେବୋଙ୍କ ଅତୀତ ବେଶ୍‌ ବିବାଦୀୟ। ଏକଦା ବ୍ଲାକ୍‌ ବିଉଟି ବିପାଶାଙ୍କ ସହ ତାଙ୍କର ଜୋରଦାର ଝଗଡ଼ା ହୋଇଥିଲା। କଥା ଏତେ ବଢ଼ିଥିଲା ଯେ, କରିନା ବିପାଶାଙ୍କୁ ଚାପୁଡ଼ା ମାରି ‘କଳା ବିରାଡ଼ି’ ବୋଲି କହିଥିଲେ।…

ସୁଶାନ୍ତ ସିଂ ରାଜପୁତଙ୍କ ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ଭାବପ୍ରବଣ ହେଲେ ଅଙ୍କିତା

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଅଙ୍କିତା ସୁଶାନ୍ତଙ୍କ ପ୍ରତି ତାଙ୍କ ପ୍ରେମ ବ୍ୟକ୍ତ କରିବାରେ କେବେ ପଛେଇ ନାହାନ୍ତି। ତେବେ ପ୍ରେମର କିଛି ବର୍ଷ ପରେ ଏହି ଲଭ…

ପ୍ରେମିକଙ୍କ ସହ ନିର୍ବନ୍ଧ ଭାଙ୍ଗିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: ପ୍ରେମିକଙ୍କ ସହ ସମ୍ପର୍କ ଛିନ୍ନ କରିଛନ୍ତି ଅଭିନେତ୍ରୀ ଲୀନା ଜୁମାନି। ଏକତା କପୁରଙ୍କ ଧାରାବାହିକ କୁମ୍‌କୁମ୍‌ ଭାଗ୍ୟରେ ତନୁଶ୍ରୀ ଭୂମିକାରେ ନଜର ଆସୁଥିବା ଲୀନା ଦୀର୍ଘ ଦିନରୁ ୟୁକେର ଜଣେ ବ୍ୟବସାୟୀ ରାହୁଲ ସଚଦେବାଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଥିଲା। ୨୦୧୪ରେ…

ଗର୍ଲଫ୍ରେଣ୍ଡ ମୋତେ ହୃଦୟରୁ ଜାଣିଛନ୍ତି କହିଲେ ଏହି ଅଭିନେତା

ମୁମ୍ବାଇ,୨ା୬: ଅର୍ଜୁନ କପୁର ଏବଂ ମଲାଇକା ଆରୋରା ସେମାନଙ୍କ ରୋମାନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦୁଇଜଣ ଦୀର୍ଘଦିନ ଧରି ଡେଟ୍‌ରେ ରହି ଆସୁଛନ୍ତି। ଏକ ସାକ୍ଷାତକାରରେ ଅର୍ଜୁନଙ୍କୁ ଯେତେବେଳେ ହୋଷ୍ଟ ସିଦ୍ଧାର୍ଥ କନ୍ନନ ପଚାରିଲେ ଏମିତି ଜଣେ ବ୍ୟକ୍ତିଙ୍କ ନାଁ…

ସଞ୍ଜୟ ସବୁବେଳେ ନିଜ ରୁମ୍‌ରେ ରହୁଥିବାରୁ, ନର୍ଗିସ କହିଥିଲେ ଏଭଳି

ମୁମ୍ବାଇ: ହିନ୍ଦି ସିନେମା ଚଳଚ୍ଚିତ୍ର ଜଗତରେ ଅଭିନେତ୍ରୀ ନର୍ଗିସ ଦତ୍ତ ହେଉଛନ୍ତି ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ଖୁବ୍‌ କମ୍‌ ବୟସରେ ସେ ଶିଶୁ କଳାକାର ଭାବେ ଅଭିନୟ କ୍ଷେତ୍ରରେ ଡେବ୍ୟୁ କରିଥିଲେ। ସେ ଆଜି ଏହି ଦୁନିଆରେ ନାହାନ୍ତି ସତ,…

ପ୍ରେମିକାଙ୍କ ସହ ବୁଲୁଥିଲେ ଟାଇଗର୍‌: ଗାଡି ରୋକିଲା ପୋଲିସ

ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ ନିକଟରେ ନିଜ ଗର୍ଲଫ୍ରେଣ୍ଡ ଦିଶା ପଟାନୀଙ୍କ ସହ ମୁମ୍ବାଇ ରାସ୍ତାରେ କାର୍‌ରେ ବୁଲୁଥିବାର ନଜର ଆସିଥିଲେ। ଏହି ସମୟରେ ପୋଲିସ ତାଙ୍କୁ ଅଟକାଇଥିଲା। ଦିଶା ଏବଂ ଟାଇଗର ଜିମରୁ ଫେରିବା ପରେ ମୁମ୍ବାଇର ବାନ୍ଦ୍ରାରେ ଗାଡିରେ…

ଲକ୍‌ଡାଉନରେ ଡ୍ରାଇଭ୍‌ କରି ଫସିଲେ ଦିଶା-ଟାଇଗର

ମୁମ୍ବାଇ: ବି-ଟାଉନର ଲଭ୍‌ବାର୍ଡ ଦିଶା ପଟାନୀ ଓ ଟାଇଗର ଶ୍ରଫ୍‌ଙ୍କୁ ଲକ୍‌ଡାଉନରେ ଘରୁ ବାହାରିବା ମହଙ୍ଗା ପଡ଼ିଛି। ମଙ୍ଗଳବାର ଏହି ଚର୍ଚ୍ଚିତ ଯୋଡ଼ି ଡ୍ରାଇଭ୍‌ରେ ବାହାରିଥିବା ବେଳେ ମୁମ୍ବାଇ ପୋଲିସ ତାଙ୍କୁ ଅଟକାଇଦେଇଥିଲେ। ହେଲେ ପରେ ପୋଲିସ ତାଙ୍କୁ ଛାଡ଼ିଦେଇଥିବା ଜଣାପଡ଼ିଛି।…

ବୋଲ୍ଡ ସିନ୍‌ ପୂର୍ବରୁ ଅଭିନେତ୍ରୀ-ଅଭିନେତା ପରସ୍ପରକୁ ପଚାରୁଥିଲେ ଏମିତି ପ୍ରଶ୍ନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିନେତ୍ରୀ ରାଧିକା ଆପ୍ଟେ ବଲିଉଡର ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ଚଳଚ୍ଚିତ୍ରରେ ତାଙ୍କର ଚରିତ୍ର ଏବଂ ବୋଲ୍ଡ ଦୃଶ୍ୟ ସବୁବେଳେ ଚର୍ଚ୍ଚାରେ ଥାଏ। ସେ ଯେକୌଣସି ଚରିତ୍ରରେ ଅଭିନୟ କରିବାକୁ ପଛାନ୍ତି ନାହିଁ ଏବଂ ସେଥିପାଇଁ ପ୍ରତ୍ୟେକ ଚରିତ୍ରରେ ସେ ଫିଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri