‘ଥ୍ରୀ ଇଡିଅଟ୍ସ’ର ଏହି ଦୃଶ୍ୟ ଲାଗି ମଦ୍ୟପାନ କରିଥିଲେ କଳାକାର; ଆମିର ଦେଇଥିଲେ…
ବମ୍ବେ: ଚଳଚ୍ଚିତ୍ରରେ କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକକୁ ବାନ୍ଧି ରଖେ। ଏଥିପାଇଁ ତ କିଛି ଦୃଶ୍ୟ କନ୍ଦାଏ ତ କିଛି ହସିବାକୁ ବାଧ୍ୟ କରେ। ସେଭଳି ଏକ ଫିଲ୍ମ ଥିଲା ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଥ୍ରୀ ଇଡିଅଟ୍ସ’ ଚଳଚ୍ଚିତ୍ର। ଆଜି…
‘ହମ୍ ଦିଲ୍ ଦେ ଚୁକେ ସନମ୍’କୁ ପୂରିଲା ୨୨ବର୍ଷ
ମୁମ୍ବାଇ: ବଲିଉଡ୍ ପ୍ରଯୋଜକ ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ଲଭ୍ ଟ୍ରାଏଙ୍ଗଲ୍ ଉପରେ ଆଧାରିତ ହୋଇଥିବା ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’କୁ ଆଜି ୨୨ବର୍ଷ ପୂରିଛି। ୧୯୯୯ ଜୁନ ୧୮ରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ଏହି…
ଦର୍ଶକଙ୍କ ମନ ଜିଣୁଛି ଏହି ଅଭିନେତ୍ରୀଙ୍କ ଶାଢ଼ି ଲୁକ୍
ମୁମ୍ବାଇ: ସୋସିଆଲ ମିଡିଆରେ ହରିୟାଣା ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ସପ୍ନା ଚୌଧୁରୀ ଖୁବ୍ ଆକ୍ଟିଭ। ସେ ନିଜର ହଟ୍ ଲୁକ୍ ଏବଂ ସୌନ୍ଦର୍ଯ୍ୟ ପାଇଁ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ଆଉ କିଛି ନୂଆ ଲୁକ୍ରେ ଫଟୋ ପୋଜ୍ ଦେଇଛନ୍ତି…
ପ୍ରଥମଥର ଏପରି କରିବାକୁ ଯାଉଛନ୍ତି ସଲମାନ ଖାନ୍
ବଲିଉଡ୍ର ଦବଙ୍ଗ ଷ୍ଟାର୍ ସଲମାନ ଖାନ ତାଙ୍କର ୩୨ ବର୍ଷର କ୍ୟାରିୟରରେ ପ୍ରଥମ ଥର ପାଇଁ ଏମିତି ଏକ ଫିଲ୍ମ କରିବାକୁ ଯାଉଛନ୍ତି, ଯାହା ସେ ପୂର୍ବରୁ କରିନାହାଁନ୍ତି । ପ୍ରଥମ ଥର ପାଇଁ ସେ ଏକ ବାୟୋପିକ ଫିଲ୍ମ କରିବାକୁ…
ସାବ୍ଧାନ ଇଣ୍ଡିଆର ୨ଅଭିନେତ୍ରୀ ଗିରଫ
ମୁମ୍ବାଇ,୧୮।୬: ଟେଲି ସିରିୟଲ୍ର ପପୁଲାର ଶୋ’କ୍ରାଇମ୍ ପେଟ୍ରୋଲ ଓ ସାବ୍ଧାନ ଇଣ୍ଡିଆରେ ଅଭିନୟ କରୁଥିବା ୨ଜଣ ଅଭିନେତ୍ରୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଚୋରି ଅଭିଯୋଗରେ ୨୫ବର୍ଷୀୟ ଅଭିନେତ୍ରୀ ସୁରଭି ସୁରେନ୍ଦ୍ର ଶ୍ରୀବାସ୍ତବ ଓ ୧୯ ବର୍ଷୀୟ ମୋସିନା ମୁଖତାର ଶେଖଙ୍କୁ…
ରାତିଅଧରେ କରନ୍ ଜୋହରଙ୍କ ରୁମ୍କୁ ଯାଇଥିଲେ ଫରାହ ଖାନ୍; ବିବାହ ପାଇଁ କରିଥିଲେ ପ୍ରପୋଜ; ହେଲେ…
ବମ୍ବେ: ବଲିଉଡ୍ର ଖ୍ୟାତନାମା କୋରିଓଗ୍ରାଫରଙ୍କ ମଧ୍ୟରୁ ଫରାହ ଖାନ୍ ଅନ୍ୟତମ। ଏବେ ଯାଏ ସେ ଶହେରୁ ଅଧିକ ଗୀତରେ କୋରିଓଗ୍ରାଫ କରିସାରିଛନ୍ତି। ଏହାଛଡ଼ା ଏକାଧିକ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ସେ। କର୍ମଜୀବନକୁ ଛାଡ଼ିଦେଲେ ବ୍ୟକ୍ତିଗତ ଜୀବନରେ ଫରାହ ଅନେକ ସେଲିବ୍ରିଟିଙ୍କ…
ଦୁଇ ଦୁଇ ଥର ଛାଡପତ୍ର ପାଇବା ପରେ ୧୮ ବର୍ଷ ସାନ ରୁଷୀୟ ମଡେଲଙ୍କ ହାତ ଧରିଛନ୍ତି ଏହି ସେଲିବ୍ରିଟି; ବିବାହ ପରେ..
ବମ୍ବେ: ବିଭିନ୍ନ ଟେଲିଭିଜନ ଶୋ’ରେ ନଜର ଆସୁଥିବା ରାହୁଲ ମହାଜନ ଚର୍ଚ୍ଚାରେ ରହିବାକୁ ଭଲ ପାଆନ୍ତି। ବିଶେଷକରି ବ୍ୟକ୍ତିଗତ ଜୀବନ ତାଙ୍କର ଖବର ଶିରୋନାମା ପାଲଟିଥାଏ। ତେବେ ୨୦୦୮ରେ ସମାନ ଶୋ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେତେବେଳେ ଅନ୍ୟତମ ପ୍ରତିଯୋଗୀ ପାୟଲ…
ଦୁଇଦୁଇ ଥର ମୃତ୍ୟୁକୁ ଅତି ପାଖରୁ ଦେଖିଛନ୍ତି ଏହି ଅଭିନେତ୍ରୀ
ଫିଲ୍ମରେ ଅଭିନେତ୍ରୀମାନେ ଅନେକଥର ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି। ମାତ୍ର ବାସ୍ତବ ଜୀବନରେ ନନେକ କଳାକାରଙ୍କ ସହିତ ମଧ୍ୟ ଏହା ଘଟିଛି। ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ମରଣ ମୁହଁରୁ ଫେରିଛନ୍ତି। ସେମାନଙ୍କ…
ଶାହରୁଖ ଦେଇଥିବା ୩୦୦ ଟଙ୍କାକୁ ୮ ବର୍ଷ ହେଲା ପାଖରେ ରଖିଛନ୍ତି ଅଭିନେତ୍ରୀ
ନୂଆଦିଲ୍ଲୀ,୧୭।୬: ୨୦୧୩ରେ ରିଲିଜ ହୋଇଥିଲା ବଲିଉଡ୍ କିଙ୍ଗ୍ ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ’। ଏହି ବ୍ଲକବଷ୍ଟର ଫିଲ୍ମର ଆଇଟମ ସଙ୍ଗ୍ର ଶୁଟିଂବେଳେ ଶାହାରୁଖଙ୍କୁ ଟଲିଉଡ୍ ଅଭିନେତ୍ରୀ ପ୍ରିୟାମଣୀ ପ୍ରଥମ ଥର ପାଇଁ ଭେଟିଥିଲେ। ଶୁଟିଂ ସେଟ୍ରେ ଶାହାରୁଖ ୩୦୦…
ତପୁ ମିଶ୍ର ଗୁରୁତର: ଭଗବାନଙ୍କୁ ପ୍ରାର୍ଥନା କରିବାକୁ ନିବେଦନ କଲେ ବୁଦ୍ଧାଦିତ୍ୟ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ଓଲିଉଡର ଲୋକପ୍ରିୟ ଗାୟିକା ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରେ ଲାଗିଛି। ସେ ଏବେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତପୁଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି। ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ତାଙ୍କ ଆଶୁ…
ବୋଲ୍ଡ ନଜରରେ ଏହି ଅଭିନେତ୍ରୀଙ୍କ ଝିଅ, ଭାଇରାଲ ହେଉଛି ଫଟୋ
ମୁମ୍ବାଇ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀ ତାଙ୍କର ହଟ୍ ଏବଂ ସିଙ୍ଗଲ ଫଟୋ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ପଲକଙ୍କ ଇନ୍ଷ୍ଟାଗ୍ରାମରେ ଲୋକମାନଙ୍କର ସ୍ବତନ୍ତ୍ର ଦୃଷ୍ଟି ରହିଥାଏ। ତେଣୁ ଯେତେବେଳେ ସେ ତାଙ୍କ ଇନ୍ଷ୍ଟାଗ୍ରାମରେ…
କେତେବେଳେ ଜାହ୍ନବୀ କପୁରଙ୍କ ହାତ ଧରୁଛନ୍ତି ତ କେବେ ସାରାଙ୍କ ଅତି ନିକଟରେ; କିଏ ଏହି ବ୍ୟକ୍ତି ଯାହାଙ୍କୁ କହାଯାଉଛି ‘ମିଷ୍ଟ୍ରି ମ୍ୟାନ୍’
ବମ୍ବେ: ବଲିଉଡ୍ରେ ଏଭଳି ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ, ଯାହାଙ୍କୁ ସବୁବେଳେ ବଲିଉଡ୍ ଅଭିନେତ୍ରୀଙ୍କ ସହ ଦେଖିବାକୁ ମିଳୁଛି। ସେ ଜାହ୍ନବୀ କପୁର ନଚେତ ସାରା ଅଲୀ ଖାନଙ୍କ ସହ ଅଧିକାଂଶ ସମୟରେ ନଜର ଆସୁଛନ୍ତି। ଫିଲ୍ମଜଗତର ଲଳନାମାନଙ୍କ ମଧ୍ୟରେ ସେ…
Archives


