‘ଥ୍ରୀ ଇଡିଅଟ୍ସ’ର ଏହି ଦୃଶ୍ୟ ଲାଗି ମଦ୍ୟପାନ କରିଥିଲେ କଳାକାର; ଆମିର ଦେଇଥିଲେ…

ବମ୍ବେ: ଚଳଚ୍ଚିତ୍ରରେ କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକକୁ ବାନ୍ଧି ରଖେ। ଏଥିପାଇଁ ତ କିଛି ଦୃଶ୍ୟ କନ୍ଦାଏ ତ କିଛି ହସିବାକୁ ବାଧ୍ୟ କରେ। ସେଭଳି ଏକ ଫିଲ୍ମ ଥିଲା ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଥ୍ରୀ ଇଡିଅଟ୍ସ’ ଚଳଚ୍ଚିତ୍ର। ଆଜି ବି ଏହା ସଫଳ ଫିଲ୍ମ ମଧ୍ୟରୁ ଗୋଟିଏ। ମାତ୍ର ୪ ଦିନରେ ୧୦୦ କୋଟି କ୍ଲବରେ ସାମିଲ ହୋଇ ଫିଲ୍ମଟି ନୂଆ କିର୍ତ୍ତୀମାନ ସ୍ଥାପନ କରିଥିଲା। ପ୍ରମୁଖ ଭୂମିକାରେ ଆମିର ଖାନ, ଆର୍‌ ମାଧବନ, ଶରମନ ଜୋଶୀ ନଜର ଆସିଥିଲେ।

ଫିଲ୍ମ ସହ ଜଡିତ ଅନେକ ସ୍ମରଣୀୟ ଘଟଣା ବିଷୟରେ କଳାକାରମାନେ ଅନେକ ସମୟରେ ପ୍ରକାଶ କରିଛନ୍ତି। ‘ରାଜୁ’ ଭୂମିକାରେ ନଜର ଆସିଥିବା ଶରମନ ଗୋଟିଏ ଦୃଶ୍ୟ ପାଇଁ ମିଛ ନୁହେଁ ବରଂ ସତ ସତିକା ମଦ ପିଇଥିବା କଥା ସ୍ବୀକାର କରିଛନ୍ତି। ଏହା ଆମିରଙ୍କ ଆଇଡିଆ ଥିଲା।

ଗୋଟିଏ ଦୃଶ୍ୟରେ ରାଜୁ(ଶରମନ), ରେଞ୍ଚୋ(ଆମିର) ଏବଂ ଫରହାନ(ମାଧବନ) ସିଢ଼ୀ ଉପରେ ବସି ମଦ ନିଶାରେ ନିଜ ପ୍ରଫେସର ‘ଭାଇରସ୍‌’ଙ୍କୁ ଗାଳି କରୁଥିବା ଦେଖାଯାଇଥିଲା। ଏଥିଲାଗି କଳାକାରମାନେ ସତସତିକା ମଦ ପିଇଥିଲେ। ହେଲେ ମାଧବନ ଅଧିକ ମଦପାନ କରିଦେଇଥିଳେ। ଏଣୁ ଦୃଶ୍ୟରେ ସେ ଭଲ ଅଭିନୟ କରିଥିଲେ। ହେଲେ ମଦ ପିଇ ଶଟ୍‌ ଦେବା ସହଜ ନ ଥିଲା। ଅଭିନେତାମାନେ ଗୋଟିଏ ପରେ ଗୋଟିଏ ରିଟେକ ନେଇ ଚାଲିଥିଲେ। ଏଥିପାଇଁ କ୍ୟାମେରା ରୋଲର ଷ୍ଟକ ମଧ୍ୟ ସରି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସିବ ‘ପୁଷ୍ପା’ ପାର୍ଟ-୨, ଶ୍ରୀଭଲ୍ଲୀଙ୍କ ଚରିତ୍ର…

ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଫିଲ୍ମର ଗୀତ ଓ ସଂଳାପ ଆଜିବି...

ଶାହିଦ୍‌ କପୁରଙ୍କ ପୁରୁଣା ପ୍ରେମିକା…

ମୁମ୍ବାଇ,୧୬।୧: ନିଜର ପୁରୁଣା ପ୍ରେମିକା କରୀନା କପୁର ଏବଂ ପ୍ରିୟଙ୍କା ଚୋପ୍ରାଙ୍କୁ ଭୁଲିବାକୁ ଚାହାନ୍ତିନି ଶାହିଦ୍‌ କପୁର। ଏକ ଚ୍ୟାନେଲ୍‌ରେ ସାକ୍ଷାତ୍‌କାର ସମୟରେ ଶାହିଦ୍‌ ଏହା...

ଏକଦା ଦରମା ଥିଲା ପାଞ୍ଚ ଶହ ଟଙ୍କା, ଏବେ ଏକ ହଜାର କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତିର ମାଲିକ ବିଗ୍‌ ବି

ମୁମ୍ବାଇ: ଶୁକ୍ରବାର ମହାନାୟକ ତଥା ବିଗ୍‌ ବି ଅମିତାଭଙ୍କ ୭୭ତମ ଜନ୍ମଦିନ ପାଳୁଛି ସାରା ଦେଶ। କୋଣ ଅନୁକୋଣରେ ଥିବା ତାଙ୍କ ପ୍ରଶଂସକମାନେ ଏହି ଦିନକୁ...

ଅଭିନେତ୍ରୀଙ୍କୁ ହତ୍ୟା ଧମକ ଦେବା ପଡ଼ିଲା ମହଙ୍ଗା: ରୋଷେୟା ଗିରଫ

ଟିଭି ଅଭିନେତ୍ରୀ ମାହି ବିଜ୍‌ଙ୍କୁ ହତ୍ୟା ଧମକ ଦେଇଥିବା ତାଙ୍କ ରୋଷେୟାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଅଭିନେତା ଜୟ ଭାନୁଶାଳୀ ଏବଂ ମାହିଙ୍କ ଘରେ...

ବିଗ୍‌ ବସ୍‌-୧୩: ଷ୍ଟେଶନ ମାଷ୍ଟର ସାଜି ଦର୍ଶକଙ୍କ ଉତ୍କଣ୍ଠା ବଢ଼ାଇଲେ ସଲମାନ୍‌

ଛୋଟ ପରଦାର ଚର୍ଚ୍ଚିତ ଟିଭି ଶୋ’ ‘ବିଗ୍‌ ବସ୍‌-୧୩’କୁ ନେଇ ଚର୍ଚ୍ଚା ଲାଗି ରହିଛି। ଇତିମଧ୍ୟରେ ଶୋ’ର ପ୍ରଥମ ପ୍ରମୋ ସମ୍ମୁଖକୁ ଆସିଯାଇଛି। କଲର୍ସ ଚ୍ୟାନେଲ...

ଦ୍ୱିତୀୟ ବିବାହ କରିବେ ହ୍ରିତିକ୍‌ଙ୍କ ପୂର୍ବପତ୍ନୀ ସୁଜୈନ!

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଅଭିନେତା ତଥା ସ୍ବାମୀ ହ୍ରିତିକ୍‌ ରୋଶନଙ୍କଠାରୁ ଅଲଗା ହେବା ପରେ ଅର୍ସଲାନ ଗୋନୀଙ୍କୁ ଡେଟ୍‌ କରୁଛନ୍ତି ସୁଜୈନ ଖାଁ। ପ୍ରଥମେ ଲୁଚାଛପାରେ...

ମହିଳା କ୍ରିକେଟ୍‌ ଦଳ ଗଠନ କଲେ ଅମିତାଭ ବଚ୍ଚନ, ଦଳର ଅଧିନାୟକଙ୍କୁ ଦେଖିଲେ…

ନୂଆଦିଲ୍ଲୀ,୧୪।୧: ନିକଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନର ଅଧିକାରୀ ହୋଇଛନ୍ତି। ବିରାଟ କୋହଲି...

ଧରାପଡ଼ିଲେ ସାରା-କାର୍ତ୍ତିକ!

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ତାଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ରିଲେସନଶିପକୁ ନେଇ। ନିକଟରେ ସାରା ଅଲ୍ଲି ଖାଁ ଓ...

Advertisement
Archives

Model This Week