୬୦ କୋଟିର ଏହି ଭବ୍ୟ ବଙ୍ଗଳାରେ ରୁହନ୍ତି ‘ବାହୁବଲୀ’ ପ୍ରଭାସ; ଭିତରେ ରହିଛି…
ବମ୍ବେ: ‘ବାହୁବଲୀ’ ସିରିଜର ଫିଲ୍ମ ପରେ ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ ଦକ୍ଷିଣ ଭାରତୀୟ ଅଭିନେତା ପ୍ରଭାସ। ମହାରାଜାଙ୍କ ଭଳି ଠାଣି ସାଙ୍ଗକୁ ତାଙ୍କର ନିଖୁଣ ଅଭିନୟ ସମସ୍ତଙ୍କ ମନ ଜିଣିିଥିଲା। ଲୋକପ୍ରିୟତା ବୃଦ୍ଧି ପାଇଥିବା ଦୃଷ୍ଟିରୁ ଏବେ ଅଭିନେତା ଭାବେ…
ଯୁବରାଜ୍ ସିଂଙ୍କ ପୂର୍ବତନ ପ୍ରେମିକାଙ୍କୁ ଡେଟ୍ କରୁଛନ୍ତି ଲିଆଣ୍ଡର୍ ପେସ୍
ଅଭିନେତ୍ରୀ କିମ ଶର୍ମା ଏବଂ ଟେନିସ ତାରକା ଲିଆଣ୍ଡର୍ ପେସଙ୍କ ପ୍ରେମ ସମ୍ପର୍କ ବିଷୟରେ ଆଜିକାଲି ବି-ଟାଉନରେ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ଗୋଆରେ ଛୁଟି କାଟୁଛନ୍ତି। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପୂର୍ବରୁ ମଧ୍ୟ କିମ୍…
ବଲିଉଡ୍ର ସବୁଠାରୁ ମହଙ୍ଗା ବଡିଗାର୍ଡ ରଖିଛନ୍ତି ଏହି ଅଭିନେତା; ବର୍ଷକୁ ଦରମା ଦିଅନ୍ତି…
ବମ୍ବେ: କିଙ୍ଗ ଖାନ୍ ଶାହାରୁଖ୍ ଯେଉଁଠିକୁ ବି ଯାଆନ୍ତି ତାଙ୍କୁ ପ୍ରଶଂସକମାନେ ଘେରି ଯାଇଥାନ୍ତି। ଏଣୁ ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଜଣେ ବଡିଗାର୍ଡ ରଖିଛନ୍ତି। ତାଙ୍କ ନାମ ହେଉଛି ରବି ସିଂହ। ଛାଇ ଭଳି ରବି ଶାହାରୁଖଙ୍କ ଆଗରେ…
ଗର୍ଭବତୀ ଅଛନ୍ତି କି ସୋନମ!
ବଲିଉଡ ଅଭିନେତ୍ରୀ ସୋନମ କପୁର ପ୍ରାୟ ଏକ ବର୍ଷ ପରେ ଭାରତ ଫେରିଛନ୍ତି। ସୋନମ ବିମାନବନ୍ଦରରେ ତାଙ୍କ ପିତା ଅଭିନେତା ଅନିଲ କପୁରଙ୍କୁ ଦେଖିବା ପରେ ଭାବପ୍ରବଣ ହୋଇଥିଲେ। ସୋନମ ଏକୁଟିଆ ଲଣ୍ଡନରୁ ମୁମ୍ବାଇ ଫେରିଥିଲେ। ଝିଅକୁ ଆଣିବା ପାଇଁ ଅନିଲ…
ଦବଙ୍ଗ ଖାନ୍ ପାଖେ ପାଖେ ଛାଇ ଭଳି ରହିଥାନ୍ତି ବଡିଗାର୍ଡ ଶେରା: କୋଟିରେ ନିଅନ୍ତି ଦରମା
ବମ୍ବେ:ସେଲିବ୍ରିଟି ହେବା ପରେ କଳାକାରଙ୍କୁ ଘାରିଥାଏ ସୁରକ୍ଷା ଚିନ୍ତା। କାରଣ ସର୍ବସାଧାରଣ ସ୍ଥାନରେ ଏମାନଙ୍କୁ ଦେଖିବା ମାତ୍ରକେ ପ୍ରଶଂସକମାନେ ଘେରିଯାଇଥାନ୍ତି। ଏହି ଭିଡରୁ କଳାକାରମାନଙ୍କୁ ରକ୍ଷା କରିବାର କାମ କରିଥାନ୍ତି ତାଙ୍କର ବଡିଗାର୍ଡ। ଛାଇ ଭଳି ଏମାନେ ଅଭିନେତା ନଚେତ ଅଭିନେତ୍ରୀଙ୍କ…
ଫିଲ୍ମରେ ସୋନୁ ସୁଦ୍ ପିଟା ଖାଉଥିବା ଦେଖି ପ୍ରଶଂସକ ନେଲେ ଏମିତି ନିଷ୍ପତ୍ତି
କରୋନା ସମୟରେ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି। ସେ ଏହି ସମୟରେ ଲୋକଙ୍କ ପାଇଁ ଭଗବାନ ସାଜିଛନ୍ତି। ତେଣୁ ଲୋକେ ତାଙ୍କ ବିରୋଧରେ କିଛି ଦେଖିବାକୁ ପସନ୍ଦ କରନ୍ତି ନାହିଁି। ନିକଟରେ ସେମିତି ଏକ…
ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ
କଟକ ଅଫିସ,୧୪ା୭(ବ୍ୟୁରୋ): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି କଟକସ୍ଥିତ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ଏମ୍ପି ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷାଙ୍କ ବିବାଦକୁ ନେଇ ଆଜି ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା। ଗତ ୯ ତାରିଖରେ ମଧ୍ୟ କୋର୍ଟର…
ଫିଲ୍ମ ପାଇଁ ମିଳିଥିବା ଆଓ୍ବାର୍ଡକୁ ବାଥରୁମରେ ଛାଡି ଆସିଥିଲେ ସନି ଦେଓଲ: କାରଣ ଜାଣିଲେ…
ସନ୍ନି ଦେଓଲ ତାଙ୍କର ରାଗ ପାଇଁ ବଲିଉଡରେ ବେଶ ପ୍ରସିଦ୍ଧ। କୁହାଯାଏ ଯେ ଯଦି ସେ ଥରେ ରାଗିଯାନ୍ତି ତେବେ ସେ କାହା କଥା ଶୁଣନ୍ତି ନାହିଁ। ସନ୍ନି ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ଅଦ୍ୟାବଧି ସେ ‘ଗଦର’,…
ପୁଅର ଫଟୋ ଶେୟାର କଲେ ଦିୟା ମିର୍ଜା, ସମୟ ପୂର୍ବରୁ ହୋଇଥିଲା ପ୍ରସବ…
ମୁମ୍ବାଇ,୧୪।୭: ବଲିଉଡ୍ ଅଭିନେତ୍ରୀ ଦିୟା ମିର୍ଜା ମା’ ହୋଇଛନ୍ତି। ସମୟ ପୂର୍ବରୁ ସେ ମେ‘ ୧୪ରେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତେବେ ଶିଶୁଟି ଦୁର୍ବଳ ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଏବେ ସେ ସୁସ୍ଥ ହେବା ପରେ ଦିୟା…
ଶାହରୁଖ ଖାନ୍ଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଏସବୁ ଅଭିନେତ୍ରୀ
ବଲିଉଡ୍ର ବାଦ୍ଶାହା ଶାହାରୁଖ ଖାନ୍ ଇଣ୍ଡଷ୍ଟ୍ରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଚନ୍ତି। ତାଙ୍କୁ ଦେଖି ଲକ୍ଷ ଲକ୍ଷ ଲୋକ ଫିଲ୍ମରେ ହିରୋ ହେବାର ସ୍ବପ୍ନ ଦେଖନ୍ତି। ଶାହରୁଖ ବଲିଉଡରେ ରୋମାନ୍ସର ଏକ ନିଆରା ସଂଜ୍ଞା ସୃଷ୍ଟି କରିଛନ୍ତି। ଆଜି ବି…
ପୋଲ୍ ଡ୍ୟାନ୍ସ କୁଇନ୍, ଭାଇରାଲ ହେଉଛି ଫଟୋ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀମାନେ ନିଜର ଫିଟ୍ନେସକୁ ନେଇ ବେଶ୍ ସତର୍କ ରହୁଥିବାର ଦେଖାଯାଏ। ତାଙ୍କର ଏମିତି ପ୍ରଫେଶନ ଯେ ସବୁବେଳେ ଫିଟ୍ନେସର ଡିମାଣ୍ଡ ବା ଚାହିଦା ରହିବ। ଫିଟ୍ ରହିବା ପାଇଁ ଅଭିନେତ୍ରୀମାନେ ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି।…
ପ୍ରଥମ ଫିଲ୍ମରେ ୧୭ ଚୁମ୍ବନ ପାଇଁ ଚର୍ଚ୍ଚାରେ ଥିଲେ ଏହି ଅଭିନେତ୍ରୀ
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତଙ୍କ ୨୦୦୩ ମସିହାରେ ଫିଲ୍ମ ‘ଖ୍ବାହିଶ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ପ୍ରଥମ ଚଳଚ୍ଚିତ୍ରରେ ୧୭ଟି ଚୁମ୍ବନ ଦୃଶ୍ୟ ସହିତ ମଲ୍ଲିକା କ୍ୟାରିୟର ଆରମ୍ଭ କରିଥିଲେ। ତେବେ ମଲ୍ଲିକା ଫିଲ୍ମ ‘ମର୍ଡର’ରୁ ଖ୍ୟାତି ଅର୍ଜନ କରିଥିଲେ।…
Archives


