ମା’ ହେବାକୁ ଯାଉଛନ୍ତି କି ନେହା କକ୍କଡ? ‘ଇଣ୍ଡିଆନ୍ ଆଇଡଲ୍’ ଛାଡ଼ିଥିବାକୁ ନେଇ ହେଉଛି ଚର୍ଚ୍ଚା…
ବମ୍ବେ: ବ୍ୟକ୍ତିଗତ ଜୀବନ ହେଉ ଅଥବା ଗାୟିକା ହେବାର ଯାତ୍ରା,ସବୁକିଛିକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଗାୟିକା ନେହା କକ୍କଡ। ଏବେ ତାଙ୍କୁ ନେଇ ଭିନ୍ନ ଚର୍ଚ୍ଚା। ସେଇଟି ହେଲା ସେ କୁଆଡେ ମା’ ହେବାକୁ ଯାଉଛନ୍ତି। କିଛି ଦିନ ଧରି ନେହା…
୧୪ବର୍ଷ ବୟସରୁ ମଡେଲିଂ ଆରମ୍ଭ କରିଥିଲେ ବାର୍ବି ଡଲ୍
ମୁମ୍ବାଇ: ବଲିଉଡ୍ ବାର୍ବି ଡଲ୍ କ୍ୟାଟ୍ରିନା କୈଫ ବ୍ୟାକ୍ ଟୁ ବ୍ୟାକ୍ ପିଲ୍ମ କରିବା, ନିଜର ସୁନ୍ଦରତା ଓ ଷ୍ଟାଇଲିଷ୍ଟ ପାଇଁ ବେଶ୍ ଚର୍ଚ୍ଚାରେ ରହିଥାନ୍ତି। ଅନେକ ସମୟରେ ସୋସିଆଲ ମିଡିଆରେ ନିଜର ଫଟୋ ଓ ଭିଡିଓ ଶେୟାର କରୁଥିବା କ୍ୟାଟ୍ରିନା…
ଏକଦା ଏହି ହିରୋଙ୍କୁ ପିଟିପିଟି ମାରି ଦେଇଥାନ୍ତେ ଲୋକେ, କାରଣ ଜାଣିଲେ…
ଅଜୟ ଦେବଗନଙ୍କୁ ବଲିଉଡର ସିଙ୍ଘମ କୁହାଯାଏ । ସେ ପରଦାରେ ସମସ୍ତ ପ୍ରକାରର ଅଭିନୟ କରିପାରନ୍ତି। କିନ୍ତୁ ଆକ୍ସନ ଚରିତ୍ରରେ ତାଙ୍କୁ ବହୁତ ପସନ୍ଦ କରାଯାଏ। ଅଜୟ ‘ଫୁଲ ଅର କାଣ୍ଟେ’ ସହିତ ଫିଲ୍ମରେ ଡେବ୍ୟୁ କରିଥିଲେ। ଭେରୁ ଦେବଗନଙ୍କ ପୁଅ…
ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ
ଲୋକପ୍ରିୟ ଶୋ’ ବାଳିକା ବଧୁ ସମେତ ଅନେକ ଫିଲ୍ମରେ ଅଭିନୟ କରିଥିବା ସୁରେଖା ସିକରୀଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୭୫ ବର୍ଷ ହୋଇଥିଲା। ଶୁକ୍ରବାର ସକାଳେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ସେ ଦୀର୍ଘ…
ଏହି ଅଭିନେତ୍ରୀଙ୍କ ହଟ୍ ଫଟୋ ଦେଖି ପ୍ରଶଂସକ ପାଗଳ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ତାଙ୍କ ଫଟୋ ଏବଂ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସମଗ୍ର ବିଶ୍ୱରେ ଉର୍ବଶୀଙ୍କର କୋଟିକୋଟି ପ୍ରଶଂସକ ଅଛନ୍ତି। ଯେଉଁମାନେ ତାଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇଯାନ୍ତି। ଉର୍ବସୀ ତାଙ୍କ ଇନ୍ଷ୍ଟାଗ୍ରାମରେ ଅଧିକରୁ ଅଧିକ ହଟ୍…
୧୫ କିଲୋ ଓଜନ ବଢାଇଲେ ଏହି ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଗର୍ଭଧାରଣ ଉପରେ ଆଧାରିତ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ମିମି’ର ଟ୍ରେଲର ଜୁଲାଇ ୧୩ ରେ ମୁକ୍ତିଲାଭ କରିଛି। ଟ୍ରେଲରରୁ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି। ଏହି ଫିଲ୍ମରେ କ୍ରିତି ସାନନଙ୍କୁ…
ପ୍ରଯୋଜିକା ହେଲେ ତାପସୀ
ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରିରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ନାୟିକା ତାପସି ପନ୍ନୁ ବଲିଉଡ୍ରେ ବି ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ପ୍ରାୟ ଏକ ଦଶନ୍ଧି ହେବ ସେ ଅଭିନୟ ଦୁନିଆରେ ପାଦ ଦେଇ ସାରିଛନ୍ତି ।…
ବିଦେଶୀ ଭ୍ୟାକ୍ସିନକୁ ନେଇ ଟ୍ରୋଲ ହେଲେ ପରିଣିତି
ମୁମ୍ବାଇ: ବଲିଉଡ୍ ନାୟିକା ପରିଣିତି ଚୋପ୍ରା ଆଜିକାଲି ବିଦେଶରେ ରହୁଛନ୍ତି । ସେ ଗତ ମାର୍ଚ୍ଚ ମାସରୁ ଲଣ୍ଡନରେ ରହୁଥିବା ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ । ଏବେ ସାରା ବିଶ୍ୱରେ କରୋନା ମହାମାରୀ ବ୍ୟାପି…
ବାପାଙ୍କ ଫଟୋକୁ ଘରେ ଲଗାଇବାକୁ ଅନୁମତି ଦିଅନ୍ତି ନାହିଁ କମେଡି କୁଇନ୍: ଜାଣନ୍ତୁ କାହିଁକି
ଟିଭିରେ ସମସ୍ତଙ୍କୁ ହସାଉଥିବା ଭାରତୀ ସିଂଙ୍କ ବ୍ୟକ୍ତିଗତ ଜୀବନ ବେଶ୍ ସଂଘର୍ଷମୟ। ନିକଟରେ ସେ ପିଲାଦିନର ଯନ୍ତ୍ରଣା ବିଷୟରେ ବର୍ଣ୍ଣନା କରିଥିଲେ। କୁହାଯାଏ ଯେ ବାପ-ଝିଅଙ୍କ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର, କିନ୍ତୁ ହାସ୍ୟ ଅଭିନେତ୍ରୀ ଭାରତୀଙ୍କ କ୍ଷେତ୍ରରେ ଏହା ଟିକେ ଭିନ୍ନ।…
ବିବାହିତ ହୋଇ ନ ଥିଲେ ମାଧୁରୀଙ୍କୁ ନିଶ୍ଚୟ ହୃଦୟ ଦେଇଥାନ୍ତି; ଏପରି କହି ଗୋବିନ୍ଦା…
ବମ୍ବେ: ଆଜି ବି କୋଟି କୋଟି ହୃଦୟରେ ରାଜ୍ କରୁଛନ୍ତିି ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦିକ୍ଷିତ। ପ୍ରଶଂସକମାନେ ତାଙ୍କୁ ‘ଡ୍ୟାନ୍ସିଂ ଡିଭା’, ‘ଧକ୍ ଧକ୍ ଗର୍ଲ’ ଭଳି ଅନେକ ନାମରେ ସମ୍ବୋଧିତ କରିଥାନ୍ତି। କେବଳ ଯେ ପ୍ରଶଂସକ ତାହା ନୁହେଁ ମାଧୁରୀଙ୍କ…
ବର୍ଷକ ତଳୁ ନିର୍ବନ୍ଧ ସରିଥିଲା, ଆଜି ପଡ଼ିବ ହାତଗଣ୍ଠି
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି ଗୋଟିଏ ପରେ ଗୋଟିଏ ଟେଲି କଳାକାର। ଗୋଟିଏ ପଟେ ବିଗ୍ବସ୍ ଫ୍ରେମ୍ ରାହୁଲ ବୈଦ୍ୟ ପ୍ରେମିକା ଦିଶା ପରମାରଙ୍କୁ ବିବାହ ଚର୍ଚ୍ଚାରେ ଥିବାବେଳେ ଅନ୍ୟପକ୍ଷେ ଷ୍ଟାରପ୍ଲସ୍ର ଧାରାବାହିକ ପାଣ୍ଡ୍ୟା ଷ୍ଟୋର୍ର ଅଭିନେତ୍ରୀ ଶାଇନି ଦୋଷୀ…
ଛାଡ଼ପତ୍ର ପରେ ବି ଏକାଠି ନାଚିଲେ କିରନ୍-ଆମିର…
ମୁମ୍ବାଇ,୧୫।୭: ବଲିଉଡ୍ ଅଭିନେତା ଆମିର ଖାଁ ତାଙ୍କ ଦ୍ୱିତୀୟ ପତ୍ନୀ କିରନ୍ ରାଓଙ୍କୁ ଛାଡ଼ପତ୍ର ଦେଇଛନ୍ତି। ତେବେ ଛାଡ଼ପତ୍ର ଘୋଷଣା ପରେ ମଧ୍ୟ ଦୁହିଁଙ୍କୁ ଏକାଠି ନାଚୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫିଲ୍ମ ଲାଲ୍…
Archives


