ମନୋରଞ୍ଜନ

କାହିଁକି ରୋମାନ୍ସ ସିନ୍‌ କରନ୍ତିନି ରଣବୀର, ସୋନମ ଜାଣନ୍ତୁ

ଫିଲ୍ମକୁ ସୁପରହିଟ କରିବା ପାଇଁ, ହିରୋ ହିରୋଇନ ମଧ୍ୟରେ ରୋମାନ୍ସ ସିନ ରହିବା ଜରୁରୀ। ଏପରି ସିନ ନ ଥିଲେ ଦର୍ଶକ ଫିଲ୍ମକୁ ପସନ୍ଦ କରୁ ନ ଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଯେତେବେଳେ ଷ୍ଟାରମାନେ ପରଦାରେ ରୋମାନ୍ସ କରନ୍ତି,…

ଜେଲ୍‌ରେ ଭିଣୋଇ, ଶିଳ୍ପାଙ୍କୁ ଏମିତି ଲେଖିଲେ ଭଉଣୀ ସମିତା

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରାଙ୍କ ଗିରଫ ପରେ ପୂରା ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଚହଳ ସୃଷ୍ଟି ହୋଇଛି। ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ମାମଲାରେ ରାଜ୍‌ ଗିରଫ ହେବା ପରେ ଏହା ଶିଳ୍ପାଙ୍କ କ୍ୟାରିୟର ପ୍ରତି ପ୍ରଭାବ ପଡ଼ିବ ବୋଲି…

ଜଲିଉଡ୍‌ର ସିଙ୍ଗର ଏବେ ଟ୍ୟାକ୍ସି ଚାଳକ

ଛତ୍ରପୁର,୨୪।୭(ଡି.ଏନ୍‌.ଏ.): ମହାମାରୀ କରୋନା ଯୋଗୁ ଅନେକ ଲୋକ ନିଜ ରୋଜଗାର ହରାଇଥିବା ବେଳେ ଆଉ କେତେକଙ୍କ ବୃତ୍ତି ମଧ୍ୟ ବଦଳିଯାଇଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ। ଦିନେ ସଙ୍ଗୀତ ନିଶାକୁ ପେଶା ଭାବି ଆଦରି…

ଟେବୁଲ ଟେନିସ ଖେଳିଲେ ଆମିର

ମୁମ୍ବାଇ: ବଲିଉଡ୍‌ ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାଁ ନିକଟରେ କିରନ ରାଓଙ୍କ ସହ ବିବାହ ବିଚ୍ଛେଦ ଖବରକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏହି ଖବର ପରେ ସୋସିଆଲ ମିଡିଆରେ ଦୁହିଁଙ୍କ ଅନେକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ଦୁଇଜଣଙ୍କୁ…

କଳାକାରଙ୍କ ପାଇଁ ଦେବଦୂତ ସାଜିଲେ ଅକ୍ଷୟ

ମୁମ୍ବାଇ: କରୋନା ମହାମାରୀ କେତେଯେ ଲୋକଙ୍କ ଜୀବନ ଜୀବିକା ଛଡାଇ ନେଇଛି ତା’ର ହିସାବ ନାହିଁ । ଲୋକଙ୍କ ନିକଟରୁ ଖାଦ୍ୟ, ବାସଗୃହ, ରୋଜଗାର ସବୁ ଛଡାଇ ନେଇଛି ଏହି କରୋନା । ଏହି ସମୟରେ କଳାକାରମାନେ ବି କିଛି କମ୍…

ତିନି ଘଣ୍ଟାରେ ୧୫ କିଲୋ ଓଜନ ବଢାଇଲେ କ୍ରିତି

ମୁମ୍ବାଇ:ବଲିଉଡ୍‌ର କେତେଜର ଷ୍ଟାର ଅଛନ୍ତି ଯେଉଁମାନେ ନିଜ ଦମଦାର ଅନ୍ଦାଜ ପାଇଁ ରୁହନ୍ତି ଚର୍ଚ୍ଚାରେ । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କ୍ରିତି ଖରବନ୍ଦା । ସେ ନିଜକୁ ଫିଟ୍ ରଖିବା ପାଇଁ ବେଶ୍ ମେହନତ୍ କରନ୍ତି । କେବେ କେବେ…

ରାଜ୍‌ କୁନ୍ଦ୍ରାଙ୍କ ପାଇଁ ବଢ଼ିଲା ଅଡୁଆ

ମୁମ୍ବାଇ,୨୩ା୭: ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଅଭିଯୁକ୍ତ ରାଜ୍‌ କୁନ୍ଦ୍ରାଙ୍କ କୋର୍ଟରେ ଶୁଣାଣି କରାଯାଇଥିଲା। ତଦନ୍ତ ପାଇଁ ମୁମ୍ବାଇ ପୋଲିସ ୭ ଦିନ ପର୍ଯ୍ୟନ୍ତ ରିମାଣ୍ଡ ମାଗିଥିଲା। ତେବେ ଏହି ରିମାଣ୍ଡ ପୂର୍ବରୁ…

ଏକଦା ଓମ୍‌ ପୁରୀ-ରାଜପାଲ ଯାଦବଙ୍କ ସହ ଆଇଟମ୍‌ ନମ୍ବର କରିବାକୁ ମନା କରିଦେଇଥିଲେ ମଲ୍ଲିକା; ପରେ ଏଭଳି…

ବମ୍ବେ: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ ଏବେ ଲାଇମଲାଇଟ୍‌ ଦୂରରେ। କେବଳ ସୋସିଆଲ ମିଡିଆ ଜରିଆରେ ସେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ହେଲେ ଦିନ ଥିଲା ମଲ୍ଲିକାଙ୍କ ନାଁ ଶୁଣିବା ମାତ୍ରେ ଫ୍ୟାନ୍‌ମାନଙ୍କ ହୃଦ୍‌ସ୍ପନ୍ଦନ ବଢ଼ିଯାଉଥିଲା। ତାଙ୍କ…

୪୦୦୦ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ରାଜ କୁନ୍ଦ୍ରା! ପ୍ରାଇଭେଟ୍‌ ଜେଟ୍‌ଠାରୁ ଆରମ୍ଭ କରି ବୁର୍ଜ ଖଲିଫାରେ ଫ୍ଲାଟ ଯାଏ…

ବମ୍ବେ: ଅଶ୍ଳିଳ ଭିଡିଓ ପ୍ରସ୍ତୁତି ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା। ଏବେ ବିବାଦରେ ଫସିଥିବା ରାଜ୍‌ ନଅଟି କମ୍ପାନୀର ମାଲିକ। ସେ ଗିରଫ ହେବା ପରଠାରୁ ପ୍ରଶ୍ନ ଘେରରେ…

ସ୍ବାମୀଙ୍କ ଗିରଫ ପରେ ପ୍ରଥମଥର ମୁହଁ ଖୋଲିଲେ ଶିଳ୍ପା ସେଟ୍ଟୀ: କହିଲେ ଏମିତି କଥା

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରାଜ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରି ଆପରେ ଅପଲୋଡ କରିଥିବା ଅଭିଯୋଗ ହୋଇଛି। ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚର ସମ୍ପତ୍ତି ସେଲରେ ଦୀର୍ଘ ଦିନ ଧରି ପଚରାଉଚରା…

ଶିଳ୍ପା ସେଟ୍ଟୀଙ୍କୁ ଏମିତି ଦାମୀ ଉପହାର ଦେଇ ଖୁସି କରୁଥିଲେ ସ୍ବାମୀ ରାଜ କୁନ୍ଦ୍ରା

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରା ଏକ ହଟ୍‌ ଦମ୍ପତି ଭାବେ ବିବେଚନା କରାଯାଏ। ଉଭୟଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି। ରାଜ ଶିଳ୍ପାଙ୍କୁ ଖୁସିରେ ରଖିବା ପାଇଁ ଏତେ ଦାମୀ ଉପହାର ଦେଉଥିଲେ ଯେ ସମସ୍ତେ…

ଟୋକିଓ ଅଲିମ୍ପିକ୍ସ: ଟିମ ଇଣ୍ଡିଆର ଚିୟର ଲିଡର ଅକ୍ଷୟ କୁମାର

ମୁମ୍ବାଇ: ଜାପାନର ରାଜଧାନୀ ଟୋକିଓରେ ଜୁଲାଇ ୨୩ରେ ଆରମ୍ଭ ହେବାକୁ ଯାଉଛି ଅଲିମ୍ପିକ୍ସ । ଏଥିପାଇଁ ଟିମ୍ ଇଣ୍ଡିଆ ସେଠାରେ ପହଞ୍ଚି ସାରିଲାଣି । ଇତିମଧ୍ୟରେ ଭାରତୀୟ ଦଳକୁ ସମର୍ଥନ କରି ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଏକ ଭିଡିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri