ଫେରୁଛନ୍ତି ନିନା!

ମୁମ୍ବାଇ: ମନୋରଞ୍ଜନ ଦୁନିଆର ନାଁ କରା ଅଭିନେତ୍ରୀ ନିନା ଗୁପ୍ତା ପୁଣିଥରେ ବଡ ପରଦାରେ ନଜର ଆସିବେ । ନିର୍ଦ୍ଦେଶକ ଅମିତ ଶର୍ମା ତାଙ୍କ ମୁଭି ‘ ଦ ଇଣ୍ଟର୍ନ’ରେ ନିନାଙ୍କୁ କାଷ୍ଟ କରୁଥିବା ଶୁଣିବାକୁ ମିଳିଛି । ଅମିତଙ୍କ ସହ ମୁଭି ବଧାଇ ହୋରେ ନିନା ଅଭିନୟ କରିବା ପରେ ଏବେ ତାଙ୍କ ନିକଟରେ ଅଫର ଉପରେ ଅଫର । ନିନା ଗୁପ୍ତାଙ୍କ ଅଭିନୟକୁ ନେଇ ଅମିତ ଶର୍ମା କହିଛନ୍ତି ବିଳମ୍ବରେ ହେଉ ପଛେ ଷ୍ଟାରଡମ ସହ ଫେରିଛନ୍ତି ଅଭିନେତ୍ରୀ । ଏହା ତାଙ୍କର ପ୍ରତିଭା, ପରିଶ୍ରମ ଭାଗ୍ୟ ବୋଲି ଅମିତ କହିଛନ୍ତି । ଅମିତାଭ ବଚ୍ଚନ ଓ ଦୀପିକା ପାଦୁକୋନ ‘ଦ ଇଣ୍ଟର୍ନ’ରେ କାମ କରୁଥିବା ବେଳେ ନିନା ଗୁପ୍ତାଙ୍କ ଅଭିନୟକୁ ଦେଖିବାକୁ ଦର୍ଶକେ ନିଶ୍ଚୟ ଅପେକ୍ଷା ରଖିବେ ବୋଲି ଅମିତ ଶର୍ମା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୁତ୍ର ସନ୍ତାନର ଜନନୀ ହେଲେ ଦିଶା

ମୁମ୍ବାଇ: ଲୋକପ୍ରିୟ କମେଡି ଶୋ’ ‘ତାରକ ମେହେଟ୍ଟା କା ଓଲ୍ଟା ଚଷମା’ପ୍ରଶଂସକଙ୍କ ପାଇଁ ଖୁସି ଖବର। ପୁଣି ଥରେ ମା’ ହୋଇଛନ୍ତି ଦୟାବେନ ଓରଫ ଦିଶା...

ଐଶ୍ଚର୍ଯ୍ୟାଙ୍କ ପାଇଁ ପ୍ରାର୍ଥନା କଲେ ପୂର୍ବତନ ପ୍ରେମିକ

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ କରୋନା ହୋଇଥିବା ଜଣାପଡିଛି। ଏହା ସହିତ ବଚ୍ଚନ ପରିବାରର...

ପୂଜାଙ୍କ ସ୍ଥାନ ନେଲେ ପରିଧି

ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ‘ଜଗତ୍‌ ଜନନୀ ମା’ ବୈଷ୍ଣୋ ଦେବୀ’ କାହାଣୀ ପୁଣିଥରେ ଛୋଟ ପରଦାକୁ ଫେରୁଛି। ଶୋ’ରେ ବୈଷ୍ଣୋ ଦେବୀ ଚରିତ୍ରରେ ବର୍ତ୍ତମାନ...

ଚର୍ଚ୍ଚାରେ ମଡେଲ୍‌ଙ୍କ ନେକ୍‌ଲେସ୍‌: ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବହୁଚର୍ଚ୍ଚିତ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହୋଇଛି। ଜୁଲାଇ ୬ରୁ ଆରମ୍ଭ ହୋଇଥିବା ଏହି ଫେଷ୍ଟିଭାଲ ଜୁଲାଇ ୧୭ ପର୍ଯ୍ୟନ୍ତ ଚାଲିବ। ପ୍ରତିବର୍ଷ ଅନେକ ହଲିଉଡ...

ଓସ୍କାର ପୁରସ୍କାର: ‘କୋଡା’ ଶ୍ରେଷ୍ଠ ଫିଲ୍ମ, ୱିଲ ସ୍ମିଥ ଶ୍ରେଷ୍ଠ ଅଭିନେତା

କାଲିଫର୍ନିଆ,୨୮।୩:କାଲିଫର୍ନିଆର ଲସ ଆଞ୍ଜେଲ୍ସରେ ଥିବା ଡଲବି ଥିଏଟରରେ ଓସ୍କାର ପୁରସ୍କାର ବିତରଣ ଉତ୍ସବ ଚାଲିଛି। ସର୍ବଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର୍‌ ବର୍ଗରେ ‘ଦ ସମର୍‌ ଅଫ ସୋଲ’...

ଅନୀଲ କପୁରଙ୍କୁ କରାଯାଉ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ: ପ୍ରଶଂସକ

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ଓ ଶିବସେନା ମଧ୍ୟରେ ଅଙ୍କ ଛିଣ୍ଡିପାରୁନାହିଁ। ଇତିମଧ୍ୟରେ ଏଭଳି ସ୍ଥିତିକୁ ଦେଖି ଟୁଇଟରରେ ଜଣେ ୟୁଜର୍ସ ଏକ...

ବିବାହ ପାଇଁ କାର୍ଡ ବଣ୍ଟା ସରିଥିଲା, ଏହି କାରଣରୁ ବେଦିରେ ବସିବାକୁ ମନା କରିଦେଇଥିଲେ ସଲମାନ ଖାନ୍‌

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବିବାହ ବିଷୟରେ ଅନେକ ସମୟରେ ପ୍ରଶ୍ନ ଉଠେ। ସେ କେବେ ବିବାହ କରିବେ, କାହାକୁ ବିବାହ କରିବେ ଏବଂ କରିବେ...

୫ ବର୍ଷ ପୂର୍ବେ ଏନ୍‌ଆର୍‌ଆଇଙ୍କ ସହ ନିର୍ବନ୍ଧ କରିଥିଲେ ଏହି ଅଭିନେତ୍ରୀ, ଏଥିପାଇଁ ଭାଙ୍ଗିଥିଲା ସମ୍ପର୍କ

ବମ୍ବେ: ଅଭିନେତ୍ରୀ ଶ୍ରର୍ଦ୍ଧା ଆର଼୍ୟା ଟେଲିପରଦାର ଜଣାଶୁଣା ନାମ। ‘ମେ ଲକ୍ଷ୍ମୀ ତେରେ ଆଙ୍ଗନ କି, ତୁମ୍‌ହାରୀ ପାଖି, ଡ୍ରିମ୍‌ ଗର୍ଲ’ ଭଳି ଅନେକ ଧାରାବାହିକରେ...

Advertisement
Archives

Model This Week