ମନୋରଞ୍ଜନ

ମାତ୍ର ୩୫ ବର୍ଷ ବୟସରେ ଆଖିବୁଜିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଲୋକପ୍ରିୟ ମାଲାୟଲମ ଅଭିନେତ୍ରୀ ସରନ୍ୟା ଶଶିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା। ସେ ବ୍ରେନ୍‌ ଟ୍ୟୁମରରେ ଆକ୍ରାନ୍ତ ଥିଲେ। ପରେ ସେ କରୋନା ଆକ୍ରାନ୍ତ ହୋଇ ତିରୁଭାନନ୍ତପୁରମର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସରନ୍ୟାଙ୍କ…

ଅଭିନୟ ଛାଡ଼ି ପ୍ରଯୋଜିକା ହେବେ ବେବୋ! କ୍ୟାରିୟରର ନୂଆ ମୋଡକୁ ନେଇ କହିଲେ…

ବମ୍ବେ: ଅଭିନୟ ଛାଡ଼ି ନିର୍ମାତା ହେବାକୁ ମନ ବଳାଇଛନ୍ତି କରିନା କପୁର ଖାନ୍‌। ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମ ସହଯୋଗରେ ନିର୍ମାଣ ହେବାକୁ ଯାଉଛି ଏକ ଥ୍ରିଲର ଫିଲ୍ମ। ଏହାର ପ୍ରଯୋଜକ ହେବେ କରିନା। ଫିଲ୍ମର ନାମ କ’ଣ ରହିବ ଜଣାପଡ଼ି…

ସ୍ତ୍ରୀଙ୍କୁ ପ୍ରଭାବିତ କରିବାକୁ ଯାଇ ଏମିତି କାମ କଲେ ଅକ୍ଷୟ କୁମାର

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ଟ୍ବିଙ୍କଲ ଖାନ୍ନା ଇଣ୍ଡଷ୍ଟ୍ରିର ସବୁଠୁ ସୁପରହିଟ୍‌ ଯୋଡି ମଧ୍ୟରୁ ଅନ୍ୟତମ। ଦୁହେଁ ଦୁଇ ଦଶନ୍ଧି ଧରି ଏକାଠି ଅଛନ୍ତି। ତଥାପି ସେମାନେ ପରସ୍ପରକୁ ପ୍ରଭାବିତ କରିବାକୁ କୌଣସି ସୁଯୋଗ ଛାଡନ୍ତି ନାହିଁ। ଅକ୍ଷୟ ତାଙ୍କର…

ଜାତିଆଣ ମନ୍ତବ୍ୟ: ଅଡ଼ୁଆରେ ମୀରା

ଜାତିଆଣ ମନ୍ତବ୍ୟ ରଖି ଅଡ଼ୁଆରେ ପଡ଼ିଛନ୍ତି ମଡେଲ-ଅଭିନେତ୍ରୀ ମୀରା ମିଥୁନ। ଅନୁସୂଚିତ ଜାତି ବିରୋଧରେ ମନ୍ତବ୍ୟ ଦେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାମିଲନାଡ଼ୁର ସାଇବର ଶାଖା ପୋଲିସ ମୀରାଙ୍କ ନଁ।ରେ ମାମଲା ରୁଜୁ କରିଛି। ଦଳିତ…

ବଲିଉଡର ସବୁଠାରୁ ଲମ୍ବା ଚୁମ୍ବନ: ଏହି ଅଭିନେତ୍ରୀଙ୍କୁ ଦେଇଥିଲେ…

ବଲିଉଡରେ ସିରିଏଲ କିସର ଭାବରେ ଇମ୍ରାନ ହାସ୍‌ମି ବେଶ ଜଣାଶୁଣା । ସେ ଫିଲ୍ମ ‘ଫୁଟ୍‌ପାଥ’ରୁ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ପରେ ଇମ୍ରାନ ୨୦୦୪ ଫିଲ୍ମ ମର୍ଡରରୁ ଏକ ଭିନ୍ନ ପରିଚୟ ପାଇଥିଲେ। ପରେ ସେ ଅନେକ ହିଟ ଫିଲ୍ମ…

ଫୁଟ୍‌ବଲ୍‌ ପଡିଆରେ ରଣବୀରଙ୍କ ସହ ଏମିତି କାମ କଲେ ଅର୍ଜୁନ: ପ୍ରଶଂସକ ଦେଖି କହିଲେ…

ବଲିଉଡ୍‌ ଅଭିନେତା ରଣବୀର ସିଂ ଏବଂ ଅର୍ଜୁନ କପୁରଙ୍କ ଦୀର୍ଘ ଦିନର ବନ୍ଧୁତା ରହିଛି। ୨୦୧୪ରେ, ଦୁହେଁ ଫିଲ୍ମ ‘ଗୁଣ୍ଡେ’ରେ ଏକାଠି କାମ କରିଥିଲେ। ଉଭୟ ପରସ୍ପରର ଇନଷ୍ଟାଗ୍ରାମ ପୋଷ୍ଟରେ ମଜାଳିଆ ମନ୍ତବ୍ୟ ଦିଅନ୍ତି। ନିକଟରେ ଉଭୟଙ୍କ କିଛି ଫଟୋ ଏବଂ…

ରିଲିଜ୍ ହେଲା ସୋନୁଙ୍କ ନୂଆ ଗୀତ

ମୁମ୍ବାଇ: ବଲିଉଡ୍ ନାୟକ ସୋନୁ ସୁଦ କିଛିମାସ ହେବ ରହୁଛନ୍ତି ଚର୍ଚ୍ଚାରେ । କିଛିଦିନ ପୂର୍ବରୁ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ସୋନୁ ଆସିଥିଲେ ଚର୍ଚ୍ଚାକୁ । ଏବେ ତାଙ୍କର ଏକ ନୂଆ ଗୀତ ରିଲିଜ୍ ହେବା ପରେ ପୁଣିଥରେ ସେ…

ପ୍ରଶଂସକଙ୍କ ନିଦ ହଜାଇଲେ କଙ୍ଗନା!

ମୁମ୍ବାଇ: ବଲିଉଡ୍ ନାୟିକା କଙ୍ଗନା ରାନାୱତ ଆଜିକାଲି ଖୁବ୍ ଚର୍ଚ୍ଚାରେ । ଅବଶ୍ୟ ସେ ତାଙ୍କ କାମ ପାଇଁ ଯେତିକି ଚର୍ଚ୍ଚିତ ନୁହେଁ ନିଜର ବେକାବୁ ବୟାନକୁ ନେଇ ସେ ଖୁବ୍ ଚର୍ଚ୍ଚିତ । ଏବେ କିନ୍ତୁ ତାଙ୍କ ଅଭିନୀତ ଫିଲ୍ମ…

ଶୁଟିଂ ସେଟ୍‌ରେ ଆହତ ହେଲେ ସୃଷ୍ଟି

ମୁମ୍ବାଇ: ଟେଲି ଜଗତର ପପୁଲାର ଶୋ’ ‘ହମାରି ଓ୍ବାଲି ଗୁଡ ନ୍ୟୁଜ୍‌’ ଶୁଟିଂ ସେଟ୍‌ରେ ଏକ ଅଘଟଣ ଘଟିଛି। ଶୁଟିଂ ସମୟରେ ଅଭିନେତ୍ରୀ ସୃଷ୍ଟି ଜୈନ ଆହତ ହୋଇଥିବା ଜଣାପଡ଼ିଛି। ଶୁଟିଂ ସମୟରେ ସୃଷ୍ଟିଙ୍କ ମୁଣ୍ଡ ଉପରେ ଏକ ମେଟାଲ ରୋଡ…

ନିଜଠୁ ୪ ବର୍ଷ ବଡ଼ ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ମହେଶ ବାବୁ, ପରିବାରରେ ପ୍ରଥମେ ଜଣାଇଥିଲେ ….

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁ ନିଜର ଦୃଢ଼ ଅଭିନୟ ଏବଂ ସୁନ୍ଦର ଚେହେରା ସହିତ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଚଳିତ ବର୍ଷ ମହେଶ ବାବୁ ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ…

ଏକଦା ଝିଅଙ୍କ ୱାଶରୁମରେ ଲୁଚିରହିଥିଲେ ଏହି ଅଭିନେତା ପୂରା ଘଟଣା ଜାଣିଲେ

ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କୁ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରେ ଗଣାଯାଏ । ବର୍ତ୍ତମାନ ତାଙ୍କ ‘ଡାଏଲ ୧୦୦’ ଚର୍ଚ୍ଚାରେ ରହିଛି। ଏକଦା ଝିଅଙ୍କ ୱାଶରୁମରେ ଲୁଚିଥିଲେ ମନୋଜ। କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏକ ସାକ୍ଷାତକାରରେ ମନୋଜ…

ଦୀପିକା ପାଦୁକୋନଙ୍କ ଅଙ୍ଗରକ୍ଷୀ ମାସିକ କେତେ ଦରମା ନିଅନ୍ତି

ବଲିଉଡ ସେଲିବ୍ରିଟିମାନେ ସବୁବେଳେ ନିଜ ଚାରିପାଖରେ ଜଣେ ଅଙ୍ଗରକ୍ଷୀ ରଖନ୍ତି। ସଲମାନ ଖାନଙ୍କ ଅଙ୍ଗରକ୍ଷୀ ଶେରାଙ୍କ ସହ ତାଙ୍କର ଘନିଷ୍ଠତା ବିଷୟରେ ଜାଣିଛୁ । ସଲମାନଙ୍କ ଛାୟା ପରି ଶେରା ମଧ୍ୟ ତାଙ୍କ ସହିତ ରୁହନ୍ତି ଏବଂ ସଲମାନ ମଧ୍ୟ ଶେରାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri