ମୌନିଙ୍କୁ କିସ୍‌ କରିବାକୁ ମନା କଲେ

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ହଟ୍‌ ଅଭିନେତ୍ରୀ ମୌନି ରୟ। ଏହି ଅଭନେତ୍ରୀଙ୍କ ସହ ରୋମାନ୍ସ କରିବାକୁ କିଏ ବା ମନା କରିବ। କିନ୍ତୁ ଏକ ଅପକମିଂ ମ୍ୟୁଜିକ ଭିଡିଓର ଶୁଟିଂ ବେଳେ ମୌନିଙ୍କୁ କିସ୍‌ କରିବାକୁ ମନା କରି ଦେଇଛନ୍ତି ଆଗଧାଡ଼ିର ସିଙ୍ଗର ଜୁବିନ ନୌଟିଆଲ। ସେ ମୌନିଙ୍କ ସହ ରୋମାନ୍ସ କରିବାକୁ ରାଜି। ହେଲେ କିସ୍‌ କରିବେ ନାହିଁ ବୋଲି ସଫା ସଫା କହି ଦେଇଥିଲେ। ଏ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅପକମିଂ ମ୍ୟୁଜିକ ଭିଡିଓ ‘ଦିଲ ଗଲତି କର ବେଠା ହେ’ ପାଇଁ ଜୁବିନଙ୍କ ସହ ପ୍ରଥମ ଥର ଯୋଡ଼ି ହୋଇଛନ୍ତି ମୌନି। ଶୁଟିଂ ବେଳେ ଜୁବିନଙ୍କୁ ଜଣାଯାଇଥିଲା ଯେ, ପରବର୍ତ୍ତୀ ଶୁଟିଂରେ ତାଙ୍କୁ ମୌନିଙ୍କୁ କିସ୍‌ କରିବାକୁ ପଡ଼ିବ। ପ୍ରଥମେ ସେ ଭାବିଥିଲେ, କ୍ରୁ ମେମ୍ବର ତାଙ୍କ ସହ ମଜାକ କରୁଛନ୍ତି। କିନ୍ତୁ ଏହା ମଜାକ ନୁହେଁ ବୋଲି ଜାଣିବା ପରେ ସେ ଦ୍ୱିତୀୟ ଥର ଚିନ୍ତା ନ କରି କିସ୍‌ କରିବାକୁ ସେ ମନା କରିଥିଲେ। ଜୁବିନଙ୍କ ଠାରୁ କିସ୍‌ ସିନ ସମ୍ପର୍କରେ ଜାଣିବା ପରେ ମୌନି ମଧ୍ୟ କିସ୍‌ କରିବାକୁ ମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ କୋହଳ ହେବା ପରେ ରକିଙ୍କୁ ଭେଟିଲେ ହିନା

ବମ୍ବେ: କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏଥିରେ ଫସି ରହିଥିଲେ ସେଲିବ୍ରିଟିମାନେ। ଯିଏ ଯେଉଁଠି ଅଛନ୍ତି ସେଠାରେ ରହିବାକୁ ସୁରକ୍ଷିତ...

ପ୍ରଥମ ସ୍ତ୍ରୀଙ୍କଠାରୁ ଅନୁମତି ନେଇ ଦ୍ୱିତୀୟ ବିବାହ କରିଥିଲେ ଏହି ଅଭିନେତା

ବେଳେ ବେଳେ ସିରିଏଲ୍‌ରେ ରୋମାନ୍ସ କରୁଥିବା କଳାକାର ବାସ୍ତବ ଜୀବନରେ ଜଣେ ଅନ୍ୟଜଣଙ୍କୁ ଭଲପାଇ ବସନ୍ତି। ପରେ ଏହି ଯୋଡ଼ି ବିବାହ ପାଇଁ ନିଷ୍ପତ୍ତି ନେଇଥାନ୍ତି।...

ଶୁଟିଂ ସେଟ୍‌ରେ ଗୁଳି ଚଳାଇଲେ ଏହି ଅଭିନେତା: ସିନେମାଟୋଗ୍ରାଫର୍‌ଙ୍କ ଜୀବନ ଗଲା

ନ୍ୟୁ ମେକ୍ସିକୋ,୨୨।୧୦: ନ୍ୟୁ ମେକ୍ସିକୋର ଏକ ଫିଲ୍କ ସେଟ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଆମେରିକୀୟ ଅଭିନେତା ଆଲେକ ବାଲ୍ଡୱିନଙ୍କ ଗୁଳିରେ ଜଣେ ମହିଳା...

‘ବୋଲେ ଚୁଡିୟାଁ’ରେ ତମନ୍ନା, ନଓ୍ବାଜୁଦ୍ଦିନ୍‌

ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ‘ବୋଲେ ଚୁଡିୟାଁ’ର ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ପୂର୍ବରୁ ଏହି ଚରିତ୍ରରେ ମୌନୀ ରଏ ଅଭିନୟ କରିବେ ବୋଲି...

ରାମଚରଣଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ସାଉଥ ସୁପରଷ୍ଟାର୍‌ ରାମଚରଣ ତେଜା ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଫିଲ୍ମ ‘ଆରଆରଆର’ର ପ୍ରମୋଶନରେ ସେ ଏବେ ବ୍ୟସ୍ତ ଅଛନ୍ତି। ସେ କେବଳ ଦକ୍ଷିଣରେ...

ଏହି ଦିନ ରିଲିଜ ହେବ ‘ପୋନ୍ନିୟିନ ସେଲଭାନ-୨’ର ଟ୍ରେଲର୍‌

ମୁମ୍ବାଇ: ନିର୍ଦ୍ଦେଶକ ମଣି ରତ୍ନଙ୍କ ସୁପରହିଟ୍‌ ଚଳଚ୍ଚିତ୍ର‘ପୋନ୍ନିୟିନ ସେଲଭାନ’ର ସଫଳତା ପରେ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ...

ସ୍ତ୍ରୀଙ୍କୁ ‘ବିରିୟାନୀ’ କହି ଟ୍ରୋଲ ହେଲେ କ୍ରିଷ୍ଣା

ବଦଳିଯାଇଛନ୍ତି କଶ୍ମୀରା ଶାହ। ନିଜର ବଡି ଟାନ୍ସଫର୍ମେଶନକୁ ନେଇ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଯେକେହି ତାଙ୍କ ଏବେର ଫଟୋକୁ ଦେଖି ଘଡ଼ିଏ ଚାହୁଁଛନ୍ତି।...

ଯମଜ ସନ୍ତାନ ନେଇ ମୁହଁ ଖୋଲିଲେ ଆଲିଆ

ବି ଟାଉନ୍‌ରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପାଓ୍ବାରଫୁଲ୍‌ ଯୋଡି ଭାବେ ଜଣାଶୁଣା। ଖୁବ ଶୀଘ୍ର ଉଭୟ ନିଜର ପ୍ରଥମ ସନ୍ତାନକୁ ଏହି ଦୁନିଆକୁ...

Advertisement
Archives

Model This Week