ମନୋରଞ୍ଜନ

ବାର୍‌ହା ଆକ୍ରମଣର ଶିକାର ହେଲେ ଶାକିରା

କଲୋମ୍ବିଆ: ପପ୍‌ ଷ୍ଟାର ଶାକିରା ଇସାବେଲ୍‌ ମେବାରକ୍‌ ରିପୋଲ୍‌ ବାର୍‌ହା ଆକ୍ରମଣର ଶିକାର ହୋଇଛନ୍ତି। କଲୋମ୍ବିଆନ୍‌-ଲେବାନିଜ୍‌ ସିଙ୍ଗର ଶାକିରା ନିଜ ୮ ବର୍ଷର ପୁଅ ମିଲାନଙ୍କ ସହ ବାର୍ସେଲୋନା ପାର୍କରେ ଚାଲି ଚାଲି ଯାଉଥିବାବେଳେ ତାଙ୍କୁ ଦୁଇଟି ହିଂସ୍ର ବାର୍‌ହା ଟାର୍ଗେଟ…

ଦିଆ ମିର୍ଜାଙ୍କୁ ଚାମ୍ପିୟନ ଅଫ୍ ଚେଞ୍ଜ ଆୱାର୍ଡ

ମୁମ୍ବାଇ: ବଲିଉଡ୍ ନାୟିକା ଦିଆ ମିର୍ଜାଙ୍କୁ ଚାମ୍ପିୟନ ଅଫ୍ ଚେଞ୍ଜ ଆୱାର୍ଡରେ ସମ୍ମାନୀତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଦିଆଙ୍କୁ ଏହା ପରିବେଶ ସୁରକ୍ଷା କ୍ଷେତ୍ରରେ ଉତ୍ତମ ଯୋଗଦାନ ପାଇଁ ଦିଆଯାଇଛି । ସେପ୍ଟେମ୍ବର ୩୦ରେ ମୁମ୍ବାଇର କୋଲାବା ସ୍ଥିତ…

ଖୁସିରେ ବିଭୋର ଜ୍ୟାକଲିନ

ମୁ୍‌ମ୍ବାଇ: ବଲିଉଡ୍ ନାୟିକା ଜ୍ୟାକଲିନ ଫର୍ନାଡିଜଙ୍କ ଖୁସି କହିଲେ ନ ସରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକାଙ୍କର ଫଲୋର‌୍ୟସ ସଂଖ୍ୟା ଏବେ ୫୫ ମିଲିୟନରେ ପହଞ୍ଚିଛି । ଏପ୍ରିଲରେ ଏହା ୫୦ ମିଲିୟନ ପାର କରିଥିବା ବେଳେ…

ହଟ୍‌ ଲୁକ୍‌ରେ ରୁବିନା

ମୁମ୍ବାଇ: ବିଗବସ ୧୪ ଜିତିବା ପରେ ଅଭିନେତ୍ରୀ ରୁବିନା ଦିଲୈକ କିଛି ନା କିଛି କାରଣକୁ ନେଇ ରହୁଛନ୍ତି ଚର୍ଚ୍ଚାରେ। ଶୋ’ ଜିତିବା ପରେ ତାଙ୍କର ଫ୍ୟାନ ଫଲୋଇଙ୍ଗ୍‌ ମଧ୍ୟ ବଢ଼ି ବଢ଼ି ଚାଲିଛି। ସେ କିଛି ଆଲବମ୍‌ ସହ ଟେଲି…

ହାତକୁ ଦୁଇ ହାତ ହେବେ ଏହି ସୁନ୍ଦରୀ ନାଗିନ୍‌; ଦୁବାଇର ବ୍ୟବସାୟୀଙ୍କ…

ବମ୍ବେ: ବିବାହ କରିବାକୁ ଯାଉଛନ୍ତି ଟେଲି ପରଦାର ସୁନ୍ଦରୀ ନାଗିନ୍‌ ମୌନି ରୟ। କଥିତ ପ୍ରେମିକ ତଥା ଦୁବାଇର ବ୍ୟବସାୟୀ ସୁରଜ ନାମ୍ବିଆର୍‌ଙ୍କ ହାତ ଧରିବେ ସେ। ୨୦୨୨ରେ ଏହି ବିବାହ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ମୌନିଙ୍କ ଭାଇ…

ଏଥର ଦଶହରାରେ ବିକ୍କି-ତାପସୀ-ବିଦ୍ୟୁତଙ୍କ ଟକ୍କର

ବମ୍ବେ: ଦଶହରା ଉପଲକ୍ଷେ ରିଲିଜ ହେବାକୁ ଯାଉଛି ତିନୋଟି ବଲିଉଡ୍‌ ଫିଲ୍ମ। ସିନେମାହଲ ଖୋଲିବାକୁ ମହାରାଷ୍ଟ୍ର ସରକାର ଅନୁମତି ଦେଇଥିଲେ ହେଁ ଫିଲ୍ମଗୁଡ଼ିକ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ। ଅକ୍ଟୋବର ୧୫ରେ ବିଦ୍ୟୁତ ଜାମବାଲଙ୍କ ଫିଲ୍ମ ‘ସନକ’ ଡିଜନି+ହଟ୍‌ଷ୍ଟାରରେ ରିଲିଜ ହେବାକୁ…

ମତୁଆଲା କରୁଛି ନୋରାଙ୍କ ନୂଆ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହି ଖୁବ୍‌ କମ୍‌ ଦିନରେ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ମଧ୍ୟ ସେ। କିଛି ନା କିଛି ଫଟୋ ଭିଡିଓ ଶେୟାର କରି ସେ ସର୍ବଦା…

ବିନା ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିଲେ ଅମିତାଭ ବଚ୍ଚନ,ଆଉ ତା’ପରେ

ଟିଭିର ସବୁଠାରୁ ଲୋକପ୍ରିୟ ରିଅଲିଟି କୁଇଜ ଶୋ ‘କୌନ ବନେଗା କରୋଡପତି’ର ହୋଷ୍ଟିଂ କରୁଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ। ଏହି ଶୋ’ ସେ ପ୍ରତିଯୋଗୀଙ୍କ ସହ ନିଜ ଜୀବନର ପୁରୁଣା ସ୍ମୃତି ଶେୟାର କରନ୍ତି। ନିକଟରେ ଏକ ଏପିସୋଡରେ ଅମିତାଭ ତାଙ୍କ…

ଆତ୍ମହତ୍ୟା କଲେ ଏହି ୨୫ ବର୍ଷୀୟ ଅଭିନେତ୍ରୀ; ଚାରି ପୃଷ୍ଠାର ସୁଇସାଇଡ ନୋଟ୍‌ରେ ଲେଖିଲେ…

ବମ୍ବେ: କଳାକାରଙ୍କ ଜୀବନ ସୋସିଆଲ ମିଡିଆରେ ବହୁତ ସୁନ୍ଦର ଲାଗେ। ତାଙ୍କ ଚାକଚକ୍ୟ ଭରା ଜୀବନକୁ ଦେଖି ଅନେକ ଇର୍ଷା ମଧ୍ୟ କରନ୍ତି। ଉପରକୁ ଦେଖିବାକୁ ସୁନ୍ଦର ହେଲେ ହେଁ ବାସ୍ତବତା ଭିନ୍ନ ଥାଏ। ଅନେକ କଳାକାର ବିଗତ ଦିନରେ ଅନ୍ୟୋପାୟ…

ଏହି ଅଭିନେତ୍ରୀଙ୍କୁ ମିଳିଲା ଗୋଲ୍ଡୋନ୍‌ ଭିସା, ମାତ୍ର ୧୨ ଘଣ୍ଟାରେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଅଭିନୟ ସହିତ ତାଙ୍କର ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡ଼ିଆରେ ମଧ୍ୟ ସେ ବେଶ୍‌ ଆକ୍ଟିଭ। ନିକଟରେ ସେ ପ୍ରଶଂସକଙ୍କ ସହ ଏକ ଖୁସି ଖବର ବାଣ୍ଟିଛନ୍ତି। ସେଇଟି…

ହିମାଂଶୀଙ୍କଠାରୁ ସୃଷ୍ଟି-ଦିବ୍ୟାଙ୍କ ପର୍ଯ୍ୟନ୍ତ, ବିଗ୍‌ ବସ୍‌ ଘରକୁ ଯିବାପରେ ଭାଙ୍ଗିଛି ଏମାନଙ୍କ ସମ୍ପର୍କ…

ବମ୍ବେ: ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌’ରେ ଅନେକ ପ୍ରେମକାହାଣୀ ଗଢ଼ି ଉଠିଛି। ସେହିଭଳି ଅନେକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ମଧ୍ୟ ପଡ଼ିଛି। ପୁଣି ଥରେ ଅକ୍ଟୋବର ୨ରୁ ଏହାର ସିଜନ୍‌ ୧୫ ଆରମ୍ଭ ହେଉଥିବାରୁ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କିଛି…

ଏହି ଅଭିନେତ୍ରୀଙ୍କ ଗୋଟିଏ ଫଟୋରେ କୋଟିକୋଟି ପ୍ରଶଂସକ ପାଗଳ

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ତଥା ଅନିଲ କପୁରଙ୍କ ଲଳନା ସୋନମ କପୁର ଇଣ୍ଡଷ୍ଟ୍ରିରେ ଜଣେ ପରିଚିତ ଅଭିନେତ୍ରୀ। ସେ ତାଙ୍କ କ୍ୟାରିୟରରେ ଏ ପର୍ଯ୍ୟନ୍ତ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ସୋନମ ତାଙ୍କ ଫିଲ୍ମ ପାଇଁ ଯେତିକି ପରିଚିତ ନୁହନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?