ହଟ୍‌ ଲୁକ୍‌ରେ ରୁବିନା

ମୁମ୍ବାଇ: ବିଗବସ ୧୪ ଜିତିବା ପରେ ଅଭିନେତ୍ରୀ ରୁବିନା ଦିଲୈକ କିଛି ନା କିଛି କାରଣକୁ ନେଇ ରହୁଛନ୍ତି ଚର୍ଚ୍ଚାରେ। ଶୋ’ ଜିତିବା ପରେ ତାଙ୍କର ଫ୍ୟାନ ଫଲୋଇଙ୍ଗ୍‌ ମଧ୍ୟ ବଢ଼ି ବଢ଼ି ଚାଲିଛି। ସେ କିଛି ଆଲବମ୍‌ ସହ ଟେଲି ଧାରାବାହିକରେ ନଜର ଆସୁଛନ୍ତି। ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଥିବା ଏହି ଅଭିନେତ୍ରୀ ନିକଟରେ ଏକ ଫଟୋ ଶେୟାର କରିଛନ୍ତି।

ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ସମୁଦ୍ରକୂଳରେ ହଟ୍‌ ଲୁକ୍‌ରେ ନଜର ଆସୁଛନ୍ତି ସେ। ତେବେ ସ୍ବାମୀ ଅଭିନବ ଶୁକ୍ଳାଙ୍କ ଜନ୍ମଦିନ ପାଳନ କରିବା ପାଇଁ ରୁବିନା ମାଳଦ୍ୱୀପ ଯାଇଥିବା ଜଣାପଡିଛି। ସେଠାରେ ଥାଇ ମଧ୍ୟ ଲଗାତାର ଭ୍ୟାକେସନର ଫଟୋ ସେ ଶେୟାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାସଙ୍କ ପୁରା ନାଁ ଶୁଣି ଉଡିଗଲା ଦର୍ଶକଙ୍କ ହୋସ୍‌

ମୁମ୍ବାଇ: ବାହୁବଳୀ ଫେମ୍‌ ପ୍ରଭାସ ଏବେ ବଲିଉଡ୍‌ ମୁଭି ‘ସାହୋ’ରେ ଅଭିନୟ କରିଛନ୍ତି। ତାଙ୍କ ବିପକ୍ଷର ନାୟିକା ଅଛନ୍ତି ଶ୍ରଦ୍ଧା କପୁର। ଏବେ ଶ୍ରଦ୍ଧା ଓ...

ମା’ ହେବାକୁ ଯାଉଛନ୍ତି ନୁଶ୍‌ରତ୍‌! ସ୍ବାମୀ କହିଲେ ଜାଣିନି, ୬ ମାସ ହେବ ମୁଁ ଅଲଗା ରହୁଛି

ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁଶ୍‌ରତ୍‌ ଜାହାଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଚଳଚ୍ଚିତ୍ରରେ ସଫଳ କ୍ୟାରିୟର, ନିର୍ବାଚନରେ ଜିତିବା ଏବଂ ନିଖିଲ ଜୈନଙ୍କୁ...

ନିଜେ ରୋଷେଇକରି ବୋହୂ ପାଇଁ ଶୁଟିଂ ସେଟ୍‌କୁ ଖାଦ୍ୟ ପଠାଇଲେ ଏହି ସୁପରଷ୍ଟାର

ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ଅନୁପମା’ରେ ବଲିଉଡ୍‌ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୂ ମଦାଲସା ଶର୍ମା ଅଭିନୟ କରୁଛନ୍ତି। ନିକଟରେ ଏହି ଶୋ’ର ଶୁଟିଂ ଚାଲିଥିବା...

ଶ୍ରୋତାଙ୍କୁ ମତୁଆଲା କରେ ପ୍ରୟତାତ୍ମାଙ୍କ ସଙ୍ଗୀତ

ନିଜ କଣ୍ଠର ଯାଦୁକରି ସ୍ପର୍ଶରେ ଓଡ଼ିଶାର ଅଗଣିତ ଶ୍ରୋତାଙ୍କ ହୃଦୟରେ ଘର କରି ସଙ୍ଗୀତ ଦୁନିଆରେ ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାର ପରିସରରେ ଅଛନ୍ତି ପ୍ରୟତାତ୍ମା ରଥ।...

ରେଗେ ସଙ୍ଗୀତ ବିଶାରଦ ଲି ପେରିଙ୍କ ପରଲୋକ

କିଙ୍ଗ୍‌ଷ୍ଟନ, ୩୧।୮: ଜାମାଇକାରେ ୬୦ ଦଶକରେ ବିକଶିତ ଲୋକପ୍ରିୟ ସ୍ବତନ୍ତ୍ର ସଙ୍ଗୀତ ଶୈଳୀ ‘ରେଗେ’ର ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିଥିବା ଲି ସ୍କ୍ରାଚ୍‌ ପେରିଙ୍କର ୮୫...

ରିଲିଜ୍ ହେଲା ‘ଥାର’ର ଧମାକାଦାର ଟ୍ରେଲର

ମୁମ୍ବାଇ: ଅନିଲ କପୁର ଓ ହର୍ଷ ବର୍ଦ୍ଧନ କପୁରଙ୍କ ଅଭିନୀତ ଫିଲ୍ମ ‘ଥାର’ ସମ୍ପର୍କରେ ଯେବେଠାରୁ ଘୋଷଣା କରାଗଲାଣି ସେବେଠାରୁ ଏହି ମୁଭିକୁ ନେଇ ଦର୍ଶକଙ୍କ...

ଭଂସାଲିଙ୍କ ସହ କାମ କରିବାକୁ ଚାହାନ୍ତି ହରନାଜ

ମୁମ୍ବାଇ: ଦୀର୍ଘ ୨୧ ବର୍ଷ ପରେ ଭାରତକୁ ମିସ୍ ୟୁନିଭର୍ସ ମୁକୁଟ ଆଣି ଦେଇଥିବା ହରନାଜ ସାନ୍ଧୁ ଏବେ ବଲିଉଡ୍‌ରେ କାମ କରିବାକୁ ମନ ବଳାଇଛନ୍ତି...

ଦଶମରେ ୩ ଥର ଫେଲ୍‌, ସୁନ୍ଦରୀ ଜ୍ୟାକ୍‌ଲିନ୍‌ଙ୍କୁ କରିଛନ୍ତି ଡେଟ୍‌; ଜାଣନ୍ତୁ ଏହି ବିବାଦୀୟ ନିର୍ଦ୍ଦେଶକଙ୍କ…

ବମ୍ବେ: ବଲିଉଡ ନିର୍ଦ୍ଦେଶକ ସାଜିଦ ଖାନ୍‌ଙ୍କୁ କିଏ ବା ନ ଜାଣେ। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଛନ୍ତି ସେ। ୧୯୭୧ ଆଜିର ଦିନରେ...

Advertisement
Archives

Model This Week